ଆଶାୟୀଙ୍କ ଆଶା ମଉଳୁଛି
ଭୁବନେଶ୍ୱର : ସେପ୍ଟେମ୍ବର ୩୦ ପୂର୍ବରୁ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ସହ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ବୋର୍ଡ ଓ ନିଗମଗୁଡ଼ିକର ଅଧ୍ୟକ୍ଷ ଓ ସଦସ୍ୟ ପଦବୀ ଏବଂ ଆଇନ୍ ଅଦାଲତଗୁଡ଼ିକରେ ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି ଓଡ଼ିଶା ଶାଖା ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଗଣମାଧ୍ୟମରେ ପୂର୍ବରୁ ଦେଇଥିବା ବିବୃତି ଘେନି ଆଶାୟୀମାନଙ୍କ ମନରେ ପୂଜା ଭେଟି ପାଇବାର ଯେଉଁ ଆନନ୍ଦ ପ୍ରକାଶ ପାଇଥିଲା ତାହା ନିରାଶାରେ ପରିଣତ ହୋଇଛି । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ...
Panchasakha Setu Expands Alumni Support
Bhubaneswar: Chief Secretary Shri Manoj Ahuja announced a series of new initiatives to significantly expand alumni participation and involvement in school development. The announcement came following the first Governing Body Meeting of Panchasakha Shiksha Setu (PSS), which he chaired on Saturday. The meeting, held in the Chief Secretary’s Conference Hall, focused on reviewing the progress of programs initiated after the...
IREDA Solarizes Public Water Utility
New Delhi: Shri Shripad Naik, Union Minister of State for Power and New & Renewable Energy, today inaugurated the installation of a 45 kW On-Grid Solar Power System at a water pumping station in North Goa district under IREDA’s CSR initiative. Expected to generate about 60,000 units annually, the project will achieve 100% solarization of the pumping load. It aims...
ସୋମବାର ବିଜେଡିର ପ୍ରତିବାଦ ଶୋଭାଯାତ୍ରା
ଭୁବନେଶ୍ୱର : ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ରାଜ୍ୟ ସରକାରଙ୍କର ପ୍ରଚ୍ଛନ୍ନ ହାତ ରହିଛି ବୋଲି ଅଭିଯୋଗ କରି ସିବିଆଇ ତଦନ୍ତ ଦାବିରେ ଆନେ୍ଦାଳନକୁ ଓହ୍ଲାଇବ ବୋଲି ବିଜୁ ଜନତା ଦଳ ଘୋଷଣା କରିଛି । ପୋଲିସ ବିଭାଗରେ ଏହି ଦୁର୍ନୀତି ହୋଇଥିବା ବେଳେ ପୋଲିସ ବିଭାଗର ଏକ ଅଂଶ ଭାବେ ରହିଥିବା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ବିଜୁ ଜନତା ଦଳ କହିଛି । ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ...
Prep For Krushi Odisha
Bhubaneswar: The preparatory meeting for Krushi Odisha 2025-26 was recently convened under the leadership of Deputy Chief Minister and Minister of Agriculture and Farmers' Empowerment, Energy, Shri Kanak Vardhan Singh Deo. The meeting solidified plans for the three-day agricultural conference, which is scheduled to take place with great enthusiasm from January 22nd to 24th. The preparatory meeting saw detailed discussions...
କୃଷି ଓଡ଼ିଶା ସମାବେଶ ପାଇଁ ପ୍ରସ୍ତୁତି
ଭୁବନେଶ୍ୱର : କୃଷି ଓଡ଼ିଶା ୨୦୨୫-୨୬ ନିମନ୍ତେ ପ୍ରସ୍ତୁତି ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଜାନୁଆରୀ ମାସ ୨୨ ତାରିଖରୁ ୨୪ ତାରିଖ ଯାଏଁ ତିନିଦିନ ବ୍ୟାପୀ କୃଷି ଓଡ଼ିଶା ସମାବେଶ ଖୁବ୍ ଉତ୍ସାହର ସହ ପାଳନ କରାଯିବ । ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତବର୍ଷ ଠାରୁ ପ୍ରତିବର୍ଷ ଜାନୁଆରୀ ମାସ ଏହି ଦିନରେ ହିଁ କୃଷି ଓଡ଼ିଶା ସମାବେଶର ଆୟୋଜନ କରାଯିବ । ଦେଶ...
ନିଯୁକ୍ତି ଦୁର୍ନୀତି ଗିରଫଦାରୀ ୧୧୮ ହେଲା
ଭୁବନେଶ୍ୱର : ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡିଶା ପୋଲିସ ସବ-ଇନ୍ସପେକ୍ଟର ପଦବୀ ନିଯୁକ୍ତି ମାମଲାରେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚକୁ ଆଉ ଏକ ସଫଳତା ମିଳିଛି। ଘଟଣାର ଅନ୍ୟତମ ଅଭିଯୁକ୍ତ କଟକର ବିଦ୍ୟାଧରପୁରର ବାସିନ୍ଦା ବିଶ୍ୱରଞ୍ଜନ ବେହେରା (୨୯)ଙ୍କୁ ଗିରଫ କରିବା ସହ ବ୍ରହ୍ମପୁର କୋର୍ଟ ଚାଲାଣ କରାଯାଇଛି। ଏହା ସହ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଅଭିଯୁକ୍ତ ବିଶ୍ବରଞ୍ଜନ ଏହି ଘଟଣାରେ ଜଣେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରୁଥିଲେ।...
Mantra For Budding OAS
Balangir: Senior Lawmaker and MLA of Balangir, Shri Kalikesh Narayan Singh Deo, recently hosted a gathering to welcome the newly selected Odisha Administrative Service (OAS) officers hailing from the Bolangir region. The event provided a platform for candid discussion on the future challenges, responsibilities, and the potential for these new officers to bring meaningful change to the lives of...
CNOs For Odisha
Bhubaneswar: The Central Government has appointed four senior IAS officers as Central Nodal Officers (CNOs) to monitor the implementation of the Pradhan Mantri Dhan-Dhaanya Krishi Yojana (PMDDKY) in four identified districts of Odisha. These officers, mostly serving as Joint Secretaries in Delhi, will ensure the scheme's objectives—to boost agricultural productivity, improve irrigation, and facilitate credit access—are met effectively in these...
Norms For Mineral Recycling
New Delhi: The Ministry of Mines has officially opened the Incentive Scheme for Promotion of Critical Mineral Recycling, following the Union Cabinet's approval of the ₹1,500 crore initiative on September 3, 2025. Detailed Scheme Guidelines were issued today, October 2, 2025, effectively opening the application window for this key component of the National Critical Mineral Mission. The scheme is designed...









