Odisha Gets 11 More IAS Posts

0

Bhubaneswar: With Union Government allowing one more post in Apex Scale Odisha Government will now have Four Apex Scale Posts in IAS Cadre in the State. While Chief Secretary, Member, Board of Revenue, Chief Administrator KBK posts were in the Apex Scale, now the post of Development Commissioner –cum-ACS & Secretary to Planning and Convergence Department has been allowed in...

କୋଟିଆରେ ନିର୍ବାଚନ ପାଇଁ ଦୃଢ ପ୍ରତିବାଦ ନାହିଁ

0

ଭୁବନେଶ୍ୱର : କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାର କେତେକ ଗାଁରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିଥିଲେ ମଧ୍ୟ ଓଡିଶାରେ ଯେଭଳି ପ୍ରତିକ୍ରିୟା ପ୍ରକାଶ ପାଇବାକଥା ତାହା ଏପର୍ଯ୍ୟନ୍ତ ଲକ୍ଷ୍ୟ କରାଯାଉନାହିଁ । କେବଳ କିଛି ରାଜନୈତିକ ବିବୃତ୍ତି ମଧ୍ୟରେ ଏହି ପ୍ରସଙ୍ଗ ସୀମିତ ରହିଛି । ଏଠାରେ ଉଲ୍ଲେଖନୀୟ ଯେ ମାଡ୍ରାସ ପ୍ରେସିଡେନ୍ସିରୁ ଅଲଗା ହୋଇ ଅବିଭକ୍ତ ଗଞ୍ଜାମ ଜିଲ୍ଲା ଓଡିଶାରେ ମିଶିଥିଲା । ଏହାର ଦୀର୍ଘବର୍ଷ ପରେ ଆନ୍ଧ୍ରପ୍ରଦେଶ ସୃଷ୍ଟି ହୋଇଥିଲା । ଇତି ମଧ୍ୟରେ ଆନ୍ଧ୍ରର ବିଭାଜନ ଘଟି...

New Industrial Policy Soon

0

Bhubaneswar: Hemant Sharma, Principal Secretary Industries said that the State Government is all set to modify the Industrial Policy Resolution (IPR) to make things easier for investors in Odisha. Principal Secretary Industries Mr.Sharma while addressing the Executive Committee meeting of the Utkal Chamber of Commerce & Industry (UCCI), here on FridayasChief Guest said Odisha Government under the leadership of Chief...

ଟ୍ୟାପ୍ ଯୋଗେ ପାନୀୟ ଜଳ ପାଇଁ ପୁରସ୍କୃତ

0

ଭୁବନେଶ୍ୱର : ପୁରୀରେ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ ମିଶନର ସଫଳ ପରିଚାଳନା ପାଇଁ ଓଡିଶା ସରକାର ୧୮ ତମ ସିଏସ୍‍ଆଇ ଏସ୍‍ଆଇଜି ପୁରସ୍କାର ୨୦୨୦ ପାଇଛନ୍ତି । ସାରା ଭାରତର ୧୭୮ ନାମାଙ୍କନ ମଧ୍ୟରେ ପୁରୀକୁ ଏହି ଉତ୍କର୍ଷ ପୁରସ୍କାର ମିଳିଛି । ଓଡିଶା ସରକାରଙ୍କ ପକ୍ଷରୁ ୱାଟକୋର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସ୍ୱାଇଁ ଲକ୍ଷନୌ ଠାରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଦେଶର ସର୍ବବୃହତ...

Withdraw NMA Bye Laws; BJD MPs

0

New Delhi: A day after BJD Supremo and Chief Minister Naveen Patnaik demanded immediate withdrawal of the contentious draft bye-laws by the National Monuments Authority (NMA) issued on Ananta Basudev and Brahmeswar temples intimately linked to age-old Lord Lingaraj Temple here in this city of temples, a delegation of Governing BJD MPs met Union Culture Minister Prahlad Singh Patel...

ଆରପାରିରେ ଅଭୟ ସିଂହ

0

ଭୁବନେଶ୍ୱର : ବିଶିଷ୍ଟ ସ୍ତମ୍ଭକାର ତଥା ସାହିତ୍ୟ ସାଧକ ତଥା ସମାଜସେବୀ ଅଭୟ ସିଂହଙ୍କ ପରଲୋକ ହୋଇଯାଇଛି । କଲମ ମୂନରେ ଏକଦା ଝଡ ସୃଷ୍ଟି କରୁଥିବା ଅଭୟଙ୍କ ଶେଷ ଜୀବନ ଭୁବନେଶ୍ୱରର ଏକ ଜରାନିବାସରେ କଟିଥିଲା । ସମବାୟ ୟୁନିଅନର ମୁଖପତ୍ର କଲ୍ୟାଣୀର ସେ ବହୁବର୍ଷ ଧରି ସହ ସମ୍ପାଦକ ଥାଇ ସମବାୟ ଆନ୍ଦୋଳନର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାରେ ସମର୍ଥ ହୋଇଥିଲେ । ସଚିତ୍ର ବିଜୟା ପତ୍ରିକାର ସମ୍ପାଦକ ଭାବେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା । ଓଡିଆ ଓ ଇଂରାଜୀ ଭାଷାରେ...

‘Sujal’ Bags Award Of Excellence

0

Bhubaneswar: Odisha Government's ‘Drink from Tap Mission’ popularly known as 'Sujal' under 5T Initiative has won the "Award of Excellence" in 18th CSI SIG e-Governance Award 2020. This Prestigious Award is for Smart Water Management in Puri City were  amongst 178 nominations received from across India. Managing Director of WATCO, Pradipta Kumar Swain has received the award on behalf of the...

ଦିନକରେ ରେକର୍ଡ ସଂଖ୍ୟକ ବିମାନ ଯାତ୍ରୀ

0

ନୂଆଦିଲ୍ଲୀ : ଫେବୃୟାରୀ ୧୨ ତାରିଖରେ ଗୋଟିଏ ଦିନରେ ଦେଶରେ ପାଖାପାଖି ୩ଲକ୍ଷ ଯାତ୍ରୀ ଘରୋଇ ବିମାନରେ ଯାତ୍ରା କରିଛନ୍ତି । କରୋନା ମହାମାରୀ ପରବର୍ତ୍ତୀ ସମୟରେ ବିମାନ ପରିବହନ କ୍ଷେତ୍ରରେ ଏହା ଏକ ରେକର୍ଡ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । କେନ୍ଦ୍ରମନ୍ତ୍ରୀ ସୂଚାଇଛନ୍ତି ଯେ ଫେବୃୟାରୀ ୧୨ ତାରିଖରେ ଦେଶରେ ୨୩୪୯ଟି ଘରୋଇ ବିମାନରେ ୨,୯୭,୧୦୨ ଜଣ ଯାତ୍ରୀ ଯା ଆସ କରିଛନ୍ତି । କରେନା ଯୋଗୁଁ ଗତବର୍ଷ ମଇ ୨୫ ତାରିଖରେ...

ଇଲେକଟ୍ରିକ ଗାଡି ପାଇଁ ସବ୍‍ସିଡ୍‍

0

ଭୁବନେଶ୍ୱର : ଇଲେକଟ୍ରିକ ଯାନ ବାହାନ ଖରିଦ ଲାଗି ରାଜ୍ୟ ସରକାର ସର୍ବାଧିକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡ୍‍ ପ୍ରଦାନ କରିବେ । ଓଡିଶା ଇଲେକଟ୍ରିକ ଯାନବାହାନ ନୀତି ୨୦୨୧ ର ଚିଠା ପ୍ରସ୍ତାବରେ ଏହା ଉଲ୍ଲେଖ କରିବା ସହିତ ଏହା ଉପରେ ଜନସାଧାରଣଙ୍କ ମତାମତ ଲୋଡାଯାଇଛି । ବିଦ୍ୟୁତ ଚାଳିତ ଯାନବାହାନକୁ ପ୍ରୋତ୍ସାହନ ଦେବା ସକାଶେ ରାଜ୍ୟ ସରକାର ନୂତନ ନୀତି ଆଣୁଥିବାବେଳେ ଏ ସଂକ୍ରାନ୍ତୀୟ ଚିଠା ପ୍ରସ୍ତାବ ଜାରି କରିଛନ୍ତି । ତଦନୁଯାୟୀ ୪ଚକିଆ ଇଲେକଟ୍ରିକ ଯାନ ପାଇଁ ସର୍ବାଧିକ...

କେନ୍ଦ୍ରୀୟ ଯୋଜନା ଅଧା ବାଟରେ

0

ଭୁବନେଶ୍ୱର : ପାରମ୍ପରିକ ସାମଗ୍ରୀ ଓ ହସ୍ତଶିଳ୍ପ ଜରିଆରେ ଲୋକଙ୍କ ଆତ୍ମନିଯୁକ୍ତି ଦେବାପାଇଁ କେନ୍ଦ୍ର ସରକାରଙ୍କ ସ୍କିମ୍‍ ଅଫ୍‍ ଫଣ୍ଡ ଫର୍‍ ରେଜିଷ୍ଟ୍ରେସନ ଅଫ୍‍ ଟ୍ରାଡିସିନାଲ ଇଣ୍ଡଷ୍ଟ୍ରିଜ୍‍ (ଏସ୍‍ଏଫ୍‍ୟୁଆରଟିଆଇ) ଏବେ ଓଡିଶାରେ ଅଧାବାଟରେ ଅଟକି ଗଲାଣି । । ରାଜ୍ୟ ଶିଳ୍ପ ନିର୍ଦ୍ଦେଶାଳୟର ମଞ୍ଜୁରୀ ଓ ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ କାରଣରୁ କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‍ଏସ୍‍ଏମ୍‍ଇ)ର ଏହି ନିଯୁକ୍ତି ଭିତ୍ତିକ ଯୋଜନା ରାଜ୍ୟରେ ଧିମେଇ ଯାଉଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଏନ୍‍ଜିଓମାନଙ୍କ ସହାୟତାରେ...