ଦୁର୍ନୀତି ମାମଲାରେ ଫଇସଲା ହାର ନଗଣ୍ୟ

0

ଭୁବନେଶ୍ୱର : ପ୍ରଶାସନ କଳ ଓ ଜନଜୀବନକୁ ବିପର୍ଯ୍ୟସ୍ତ କରି ଗଣତନ୍ତ୍ରକୁ ବିପଦ ମୁହଁକୁ ଟାଣି ନେଉଥିବା ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାର ଅବସାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ସାଧାରଣ ଲୋକେ ସ୍ୱର ଉତ୍ତୋଳନ କରୁଥିବାବେଳେ ଆମ ରାଜ୍ୟ ଓ ଦେଶରେ କିନ୍ତୁ ଦୁର୍ନୀତି ମାମଲାରେ ଫଇସଲା ହାର ଢେର କମ୍‍ ରହୁଛି । ସଦ୍ୟ ପ୍ରକାଶିତ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟର କ୍ରାଇମ୍‍ ଇନ୍‍ ଇଣ୍ଡିଆ-୨୦୨୩ ରିପୋର୍ଟର ତଥ୍ୟ ବିଶ୍ଳେଷଣରୁ ଏହି ଉଦ୍‍ବେଗଜନକ ପରିସଂଖ୍ୟାନ ମିଳିଛି । ୨୦୨୩ ଶେଷ...

ରାସ୍ତାକୁ ଓହ୍ଲାଇଲା ଛାତ୍ର ବିଜେଡି

0

ଭୁବନେଶ୍ୱର :  ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ ଆଶାୟୀଙ୍କୁ ନ୍ୟାୟ ଦାବି ସହ ଅନିୟମିତା ବିରୋଧରେକ୍ଟ୍ର ବିଜୁ ଯୁବ ଛାତ୍ର ଜନତା ଦଳ ନେତୃତ୍ତ୍ୱରେ ଭୁବନେଶ୍ୱର ଠାରେ ହୋଇଛି ଜୋରଦାର ପ୍ରତିବାଦ । ପୁଲିସ ଏସ୍ଆଇ ନିଯୁକ୍ତିରେ ବ୍ୟାପକ ଅନିୟମିତତା ନେଇ ଦଳ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆରମ୍ଭରୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଆସୁଛି ବିଜେଡି । ସିବିଆଇ ତଦନ୍ତ ନିଦେ୍ର୍ଦଶ ଦିଆନଗଲେ ଆଗକୁ ଜୋରଦାର ଆନେ୍ଦାଳନ କରିବାକୁ ଚେତାବନୀ ଦେଇଛି ବିଜୁ...

ଆଉ ୨୪ ଘଣ୍ଟା ବଢିଲା କଟକଣା

0

ଭୁବନେଶ୍ୱର : କଟକ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଆଉ ୨୪ ଘଣ୍ଟା ଅର୍ଥାତ ଅକ୍ଟୋବର ୭ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି ବୋଲି ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି କଟକଣା ପ୍ରଥେମ ଗତକାଲି ସଂଧ୍ୟା ୭ଟାରୁ ୨୪ଘଣ୍ଟା ପାଇଁ ଲାଗୁ ହୋଇଥିଲା । ନିକଟରେ କଟକ ସହରରେ ଦେଖାଯାଇଥିବା ଗଣ୍ଡଗୋଳ ପରିପ୍ରେକ୍ଷୀରେ କଟକ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଅସାମାଜିକ ତତ୍ତ୍ୱମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ଇଣ୍ଟରନେଟ୍‌ ସେବା ବନ୍ଦର...

ନଭେମ୍ବର ୧୧ରେ ନୂଆପଡା ଭୋଟ୍‍

0

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଓଡ଼ିଶାର ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଏହି ଆସନଟି ବିଜୁ ଜନତା ଦଳର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିଲା। ବରିଷ୍ଠ ନେତା ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କର କିଡନୀ ରୋଗ ଯୋଗୁଁ ୬୮ ବର୍ଷ ବୟସରେ ସେପ୍ଟେମ୍ବର ୮, ୨୦୨୫ ରେ ଦେହାନ୍ତ ହୋଇଥିଲା। ସେ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ​​୫୨% ଭୋଟ ସହିତ ଏହି ଆସନଟି ହାସଲ କରିଥିଲେ। ଆଦିବାସୀ ବହୁଳ...

Sardar@150 Unity March

0

New Delhi: In a significant tribute to Sardar Vallabhbhai Patel, the Union Minister for Youth Affairs & Sports and Labour & Employment, Dr. Mansukh Mandaviya, along with Union Minister of State, Smt. Raksha Khadse, today announced the launch of the Sardar@150 Unity March. This nationwide campaign, led by MY Bharat, is dedicated to commemorating the enduring legacy of Sardar...

Nuapada By-Poll On 11 NOV

0

New Delhi: The Election Commission of India (ECI) has released the schedule for the crucial by-election to the Nuapada Assembly constituency in Odisha, a seat left vacant by the death of sitting Biju Janata Dal (BJD) MLA Rajendra Dholakia. Shri Dholakia, a senior leader and former minister, passed away on September 8, 2025, at the age of 68 due...

Coastal Odisha Faces Heavy Rains

0

Bhubaneswar: Coastal Odisha districts experienced heavy rainfall in the past 24 hours, even as the atmospheric trough that was influencing the weather has significantly weakened. The trough extending from north Bihar and its neighbourhood to north Odisha across Jharkhand, located at 1.5 km above mean sea level, has become less marked, indicating a receding weather system. Despite the weakening system, light to...

Kalikesh Inspires JSM Freshers

0

Balangir: Shri Kalikesh Narayan Singh Deo, the senior lawmaker and BJD MLA for Bolangir, graced the welcome ceremony for new students at JSM College, Bolangir, as the Chief Guest. The event was marked by the senior Lawmaker 's motivating address and engaging participation in a discussion with the fresh batch of undergraduates. Shri Singh Deo used the occasion to inspire...

ଦୁଗ୍ଧ ଗୁଣବତ୍ତା ନିୟମିତ ଯାଞ୍ଚ ହେଉ

0

ଭୁବନେଶ୍ୱର : ରାଜ୍ୟର ଦୁଗ୍ଧ ବ୍ୟବସାୟ କରୁଥିବା ଘରୋଇ କମ୍ପାନୀ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏମାନଙ୍କ ଦୁଗ୍ଧର ଯାଞ୍ଚ ପ୍ରତି ଛଅ ମାସରେ ଥରୁଟିଏ ହେଉଛି । ଏହିସବୁ କମ୍ପାନୀ ସହିତ ସହରରେ ଟ୍ୟାଙ୍କ୍‍ରରେ ବିକ୍ରି ହେଉଥିବା ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ନିୟମିତ ଯାଞ୍ଚ ପାଇଁ ମତପ୍ରକାଶ ପାଉଛି । ରାଜ୍ୟରେ ଏବେ ସରକାରୀ ସଂସ୍ଥା ଓମଫେଡ୍‍ ସମେତ ଆଉ ୮ଟି ସଂସ୍ଥା ସେମାନଙ୍କର ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ବ୍ୟବସାୟ କରୁଛନ୍ତି । ଏମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଓ ପଶ୍ଚିମବଙ୍ଗର...

ଏସସି ଏସ୍‍ଟି ବର୍ଗରେ ଅଧା ପଦବୀ ଖାଲି

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ଯେତେ ପଦବୀ ସଂରକ୍ଷିତ ରହିଛି ସେଥିରୁ ପ୍ରାୟ ଅଧା ଖାଲି ପଡିଛି । ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟାରେ ଏଗୁଡିକୁ ତୁରନ୍ତ ପୂରଣ କରିବାପାଇଁ ଚାକିରି ପ୍ରତୀକ୍ଷାରେ ଥିବା ଏହି ବର୍ଗର ଆଶାୟୀ ପ୍ରାର୍ଥୀମାନେ ନିବେଦନ କରିଛନ୍ତି । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଓଡିଶାରେ ଚାକିରି କ୍ଷେତ୍ରରେ ଅନୁସୂଚିତ ଜନଜାତି ବର୍ଗଙ୍କ ଲାଗି ଜନସଂଖ୍ୟା ଅନୁପାତରେ ୨୨.୫ ପ୍ରତିଶତ ଆସନ ସଂରକ୍ଷିତ ଥିବାବେଳେ ଅନୁସୂଚିତ ଜାତି ବର୍ଗ ଲାଗି ୧୬.୨୫...