ଏସ୍‍ସି,ଏସ୍‍ଟି ଅପରାଧ ମାମଲାରେ ଦଣ୍ଡବିଧାନ ହାର କମ୍‍

0

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ପ୍ରତି ଯେତେ ସଂଖ୍ୟକ ଅପରାଧ ଘଟୁଛି ସେହି ମାମଲାଗୁଡ଼ିକରେ ଓଡ଼ିଶାରେ ଦଣ୍ଡ ବିଧାନ ହାର ଜାତୀୟ ହାରଠାରୁ ଢେର କମ୍‍ ରହୁଛି । କେବଳ ସେତିକି ନୁହେଁ, ଏଭଳି ସମ୍ବେଦନଶୀଳ ଯେତେ ମାମଲା ବିଚାର ପାଇଁ ରହିଛି ତାହାର ଦୁଇ ପ୍ରତିଶତ ମଧ୍ୟ ବର୍ଷକରେ ଫଇସଲା ହୋଇପାରୁ ନାହିଁ । ଭାରତ ସରକାରଙ୍କ ଏନ୍‍ସିଆରବି ପକ୍ଷରୁ ୨୦୨୩ ଡିସେମ୍ବର ମାସରେ ପ୍ରକାଶିତ କ୍ରାଇମ୍‍ ଇନ୍‍ ଇଣ୍ଡିଆ ରିପୋର୍ଟର ତଥ୍ୟରୁ ଏହା ଜଣାପଡିଛି...

ପ୍ରତ୍ୟେକ ଜିଲ୍ଲାରେ ହେବ ମଡେଲ ନିଶା ନିବାରଣ କେନ୍ଦ୍ର

0

ଭୁବନେଶ୍ୱର : ରାଜଧାନୀ ସମେତ ରାଜ୍ୟର ସମସ୍ତ ସହରରେ ଡ୍ରଗ୍ସ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ, ଚୋରାଚାଲାଣ ଏବଂ ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ  ସ୍ୱତନ୍ତ୍ର ଅଭିଯାନ ସଂପର୍କରେ ଆଜି ରାଜ୍ୟ ଆଇନ୍ ,  ପୂର୍ତ୍ତ ତଥା ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ  ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ସମେତ ପୁଲିସ୍ ପ୍ରଶାସନ, ଅବକାରୀ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଏବଂ...

Biju Sports Award Presented

0

Bhubaneswar: The recipients of the Biju Patnaik Sports Awards and Biju Patnaik Bravery Awards for 2024 are as follows: Biju Patnaik Sports Awards - 2024 Life-time Achievement: Bijay Kumar Satpathy (Weightlifting) Outstanding Performance in Sports & Games: Animesh Kujur (Athletics) Excellence in Coaching: Sushama Nanda (Volleyball) Best Contribution to Promotion of Sports: Pradyumna Mishra (Kho Kho) Excellence in Sports Journalism: Bimal Ku. Raul (Prameya) Best Para...

Odisha To Be Top 5; CM

0

Bhubaneswar: Chief Minister Mohan Charan Majhi has declared that the primary objective of his government is to position Odisha among the top five developed states in India. He made this statement at the closing ceremony of a seminar titled ‘Strengthening the Growth Engine of Odisha,’ organized by the Indian Chamber of Commerce (ICC) and Small Enterprises Bharati. The Chief Minister...

ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ 

0

ଭୁବନେଶ୍ଵର : ଓଡ଼ିଶା ଏବଂ ଭାରତକୁ ବିଶ୍ୱପାଇଁ କ୍ରୀଡା ଉତ୍କର୍ଷତାର ଉଜ୍ଜ୍ବଳ ବତୀଘର କରିବା ନିମନ୍ତେ ପ୍ରୟାସ କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ବାନ ଜଣାଇଛନ୍ତି। ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ବାନ ଜଣାଇଛନ୍ତି।  ଏହି ସମାରୋହରେ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ କରି ନିଜ ଉଦବୋଧନରେ ରାଜ୍ୟପାଳ କହିଥିଲେ ଯେ ଯେଉଁ...

ବସ୍ତି ବିକାଶ ଦେଖିଲେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ତରୁଣ କପୁର ଓଡ଼ିଶା ଗସ୍ତରେ ଆସିବା ସହିତ ଆଜି ଭୁବନେଶ୍ୱରର ବସ୍ତି ବସ୍ତିଗୁଡିକୁ ପରିଦର୍ଶନ କରିଥିଲେ। ତାଙ୍କ ସହିତ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀମାନେ ଥିଲେ । ଗସ୍ତ ସମୟରେ ଶ୍ରୀ କପୁର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଏବଂ ପିଏମ ସ୍ୱନିଧି ଭଳି ଫ୍ଲାଗସିପ୍ ଯୋଜନାର ବାସିନ୍ଦା ଏବଂ ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ୪୯ ନମ୍ବର ଓ୍ବାର୍ଡର ଗୋଦାମ ବସ୍ତିର ସଦସ୍ୟମାନେ...

Guv Calls For Sporting Excellence

0

Bhubaneswar: On National Sports Day, celebrated on August 29 to commemorate the birth anniversary of hockey legend Major Dhyan Chand, Governor Dr. Hari Babu Kambhampati called upon the people of Odisha and India to strive for sporting excellence. Speaking at a state-level National Sports Day celebration organized by the Sports and Youth Services Department at Jayadev Bhawan, the Governor...

ବଡ ପରିବର୍ତ୍ତନ ଆଣିବ ଜିଏସ୍‍ଟି ସଂସ୍କାର

0

ଭୁବନେଶ୍ୱର : ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି)  ଓ  ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ବିକଶିତ ଓଡ଼ିଶା ‘ଓଡିଶାର ଅଭିବୃଦ୍ଧି ଇଞ୍ଜିନକୁ ସଶକ୍ତ କରିବା’ ଉପରେ ଏକ ଆଲୋଚନାଚକ୍ର ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି ଯେ ଦେଶର ସର୍ବଶ୍ରେଷ୍ଠ ପାଞ୍ଚଟି ବିକଶିତ ରାଜ୍ୟ ଭିତରେ ଓଡିଶାକୁ ସ୍ଥାନ ଦେବା ଆମ ସରକାରଙ୍କ ପ୍ରଥମ ଏବଂ ଏକମାତ୍ର ଲକ୍ଷ୍ୟ। ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ କହିଥିଲେଯେ ଆଗାମୀ...

ଓଡିଶାରେ ୨୩୬୬ଟି ଅମୃତ ସରୋବର

0

ଭୁବନେଶ୍ୱର : ଅମୃତ ସରୋବର ଯୋଜନାର ଓଡିଶାରେ ୨୩୬୬ଟି ପୋଖରୀ ଖୋଳାଯାଇଛି ହୋଇଛି । ଏଥିରୁ କେତୋଟି ନୂତନ ଭାବେ ଖୋଳା ହୋଇଥିବାବେଳେ ଆଉ କେତେକର ପୁନଃରୁଦ୍ଧାର କରାଯାଇଛି । କେନ୍ଦ୍ରର ସରକାରଙ୍କ ଅମୃତ ସରୋବର ଯୋଜନାରେ ସମଗ୍ର ଦେଶରେ ୬୮ ହଜାରରୁ ଅଧିକ ପୋଖରୀ ଖୋଳାଯାଇଛି । ଜଳ ସଂରକ୍ଷଣ ସହିତ ସବୁଜ ବଳୟ ସୃଷ୍ଟି ପାଇଁ କେନ୍ଦ୍ର ସରକାର ୨୦୨୨ ମସିହାରେ ଏହି ଅମୃତ ସରୋବର ଯୋଜନା ଆରମ୍ଭ କରିଥିଲେ । ଏଥିରେ ପ୍ରତ୍ୟେକ ଜିଲ୍ଲାର ଗ୍ରାମାଞ୍ଚଳରେ ୫୦ ହଜାର ପୋଖରୀ...

ଋଣବୋଝ ଟପିପାରେ ଦେଢ଼ ଲକ୍ଷ କୋଟି

0

ଭୁବନେଶ୍ୱର : ଓଡ଼ିଶାର ଋଣବୋଝ ଯେଉଁ ହାରରେ ବୃଦ୍ଧି ପାଉଛି ତାହା ଅବ୍ୟାହତ ରହିଲେ ଦୁଇବର୍ଷ ଭିତରେ ରାଜ୍ୟର ଋଣ ପରିମାଣ ଦେଢ଼ ଲକ୍ଷ କୋଟିକୁ ଟପିପାରେ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ୧୯୯୫-୯୬ ବେଳକୁ ଓଡ଼ିଶା ସରକାରଙ୍କ ଋଣ ଭାର ୯୨୧୮ କୋଟି ୫୦ଲକ୍ଷ ଟଙ୍କାରେ ସୀମିତ ଥିବାବେଳେ ତାହା ବଢ଼ିବଢ଼ି ୨୦୦୦-୦୧ ବେଳକୁ ୨୧,୦୦୧ କୋଟି ୮୮ଲକ୍ଷ ଟଙ୍କାରେ ପହଞ୍ôଚଥିଲା । ତେବେ ଏଥିରେ ନିୟନ୍ତ୍ରଣ ଅଣାନଯିବାରୁ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ଋଣବୋଝ ୯୬,୩୧୦ କୋଟି...