ତାଳଦଣ୍ଡା କେନାଲ ଏବଂ ବସ୍ ଟର୍ମିନାଲ୍ ସମୀକ୍ଷା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନ୍ ଓ ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର କଟକସ୍ଥିତ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଏହାର ଅଗ୍ରଗତି ସମୀକ୍ଷା କରିଛନ୍ତି । ୧.୫୫ କିଲୋମିଟରର ଦୈର୍ଘ୍ୟ ତାଳଦଣ୍ଡା କେନାଲ ନବୀକଣର ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ଯାଉଛି । କେନାଲ କାମକୁ ଜାତୀୟ ରାଜପଥ ପାଶ୍ୱର୍କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।...

ତିନି ପ୍ରତିଶତରେ ଟିପିଆର

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କଣ୍ଟେନମେଣ୍ଟ ରଣକୌଶଳ ଯୋଗୁଁ ରାଜ୍ୟରେ କରୋନାର ଟେଷ୍ଟ ପଜିଟିଭ ରେଟ୍‍ (ଟିପିଆର) ଚଳିତ ସପ୍ତାହରେ ୩ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ମଇ ପ୍ରଥମ ସପ୍ତାହରେ ୨୪ ପ୍ରତିଶତ ଥିଲା । ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ ଲକଡାଉନ୍‍ ଜାରି କରିବା ସହିତ ଯେଉଁଠାରେ କୋଡିଡ ଚିହ୍ନଟ ହେଉଥିଲା ସେଠାରେ ମାଇକ୍ରୋ କଣ୍ଟେସନମେଣ୍ଟ ଜୋନ୍‍ କରୁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଟିପିଆର ହ୍ରାସ ପାଇବା ଫଳରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ...

କେବଳ ଧାନ ଉତ୍ପାଦନ ବହୁଗୁଣିତ

ଭୁବନେଶ୍ୱର : ରାଜ୍ୟ ସରକାର କୃଷି ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଥିବାବେଳେ ଗତ ୨୦ବର୍ଷ ମଧ୍ୟରେ ଧାନକୁ ବାଦ୍‍ ଦେଲେ ଅନ୍ୟାନ୍ୟ ଫସଲ ଉତ୍ପାଦନ ସେଭଳି ଆଖିଦୃଶିଆ ବୃଦ୍ଧି ହୋଇନାହିଁ । ବିଶେଷକରି ଡାଲି, ତୈଳବୀଜ ଏବଂ ଆଳୁ, ପିଆଜ ଭଳି ଆବଶ୍ୟକ ଖାଦ୍ୟ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ସେଭଳି ଅଭିବୃଦ୍ଧି କରିପାରିନାହିଁ । ୨୦୦୦-୦୧ ବର୍ଷରେ ରାଜ୍ୟରେ ୪୬୧୩ ଲକ୍ଷ ମେଟ୍ରିକ ଟନ୍‍ ଧାନ ଉତ୍ପାଦନ ହୋଇଥିବାବେଳେ ୨୦୧୯-୨୦ ବେଳକୁ ଏହା ୯୭୫୫ ଲକ୍ଷ ମେଟ୍ରିକ ଟନ୍‍କୁ ବୃଦ୍ଧି ପାଇଛି...

କୋଭିଡ ରୋଗୀଙ୍କର ହେବ ଯକ୍ଷ୍ମା ପରୀକ୍ଷା

0

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସବୁ କୋଭିଡ ଆକ୍ରାନ୍ତଙ୍କ ଯକ୍ଷ୍ମା ପରୀକ୍ଷା ଏବଂ ସବୁ ଟିବି ଆକ୍ରାନ୍ତଙ୍କ କୋଭିଡ ପରୀକ୍ଷା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ଘଟଣା ପ୍ରତି ତୀକ୍ଷ୍ମ ନଜର ରଖିବା ସହ ଯଦି କୌଣସି ଘଟଣା ନଜରକୁ ଆସେ ତାହାର ତଥ୍ୟ ଅଗଷ୍ଟ ମାସ ଆରମ୍ଭ ସୁଦ୍ଧା ଜଣାଇବାକୁ କୁହାଯାଇଛି । ଏହା ବ୍ୟତୀତ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବହୁବିଧ ମାର୍ଗଦର୍ଶିକା ଓ...

Will Naveen Expand Ministry?

0

Bhubaneswar: Whenever there is a murmur in Delhi, it resounds across the country. A similar political development is now being seen in Odisha after Prime Minister Narendra Modi reshuffled and expanded his Council of Ministers. The Modi ministry’s expansion has started producing an echo in the state as the ruling party lawmakers in Odisha have started expecting a similar...

ଅବଢା ଯୋଜନା ପାଇଁ ରୟାଲିଟି ଛାଡ

ଭୁବନେଶ୍ୱର : ଅବଢା ଯୋଜନା ଅର୍ନ୍ତଗତ ପ୍ରକଳ୍ପର କାର୍ଯ୍ୟକୁ ସହଜ କରିବାପାଇଁ ଏଥିପାଇଁ ସଂରକ୍ଷିତ ଖଣିରୁ ବାହାର କରାଯାଉଥିବା ଖଣିଜ ପଦାର୍ଥ (ଖଣ୍ଡାଲାଇଟ୍‍) ଉପରୁ ରୟାଲିଟି ଛାଡ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଏହି ନିଷ୍ପତ୍ତି ହୋଇଛି । କ୍ୟାବିନେଟ୍‍ ନିଷ୍ପତ୍ତି ସଂକ୍ରନ୍ତରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଅବଢା ଯୋଜନା ଅର୍ନ୍ତଗତ ପ୍ରକଳ୍ପ ମାଧ୍ୟମରେ ପୁରୀକୁ ଏକ ବିଶ୍ୱ ଐତିହ୍ୟ ସହର ଭାବରେ ବିକଶିତ...

TPR Reduces To 3 Percent

0

Bhubaneswar: With effective Containment Strategy the Test Positivity Rate (TPR) in the State has been reduced to 3 per cent this week from the 24 per cent in the first Week of May. The State Government is moving from a general lock down to micro containment zones, where clustering of cases is found, said senior officials of the Department of...

ଜୁଲାଇ ୨୬ରୁ ଶ୍ରେଣୀରେ ପାଠପଢା

0

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଶ୍ରେଣୀରେ ପାଠପଢିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନିୟମ ଉଭୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ବିସ୍ତୃତ କୋଭିଡ ମାର୍ଗନିର୍ଦ୍ଦେଶିକା ଜାରି ହୋଇଥିବା ବୋଲି ଶ୍ରୀ ସାହୁ କହିଛନ୍ତି । ଶ୍ରେଣୀରେ ପାଠପଢା ପାଇଁ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ଟିକା ଦେବା, ବିଦ୍ୟାଳୟରେ ଥର୍ମାଲ...

Cabinet Clears 15 Proposals

Bhubaneswar: Chief Minister Naveen Patnaik chaired State cabinet on Saturday, which approved fifteen major proposals pertaining to the departments of Electronic and Information Technology, Skill development and technical education, General Administration and Public Grievance, Home, Housing and urban development, Panchayati Raj and drinking water, Planning and convergence, Revenue and disaster management, Steel and Mines, and, Works. Briefing media about the...

Schools Reopen From 26 July

0

Bhubaneswar: As online teaching failed to reach all students due to poor internet connectivity in rural areas, the State Government has decided to reopen the schools for Class X and XII students from 26 July. Speaking to reporters on virtual mode, School and Mass Education Principal Secretary Satyabrata Sahu said the online teaching is reaching to only 40 per cent...