Poda Pitha Getting Ready !!!
Puri: With one day left for the Bahuda Jatra, baking the special Poda Pitha is underway here at a sacred place. The Sevayats (servitors) are busy preparing the sweet and favourite dish of Lord Jagannath, which will be served to the Lord tomorrow. The sweet dish is made from milk, cheddar, wheat flour, jaggery, cloves, ghee, and cardamom. The dough...
ସାମାଜିକ, କୃଷି କ୍ଷେତ୍ରରେ ବ୍ୟୟ ବଢିଛି
ଭୁବନେଶ୍ୱର : ସାମାଜିକ ଓ କୃଷି କ୍ଷେତ୍ରରେ ଅଧିକ ଅର୍ଥ ବ୍ୟୟ ଯୋଗୁଁ ବଜେଟ୍ ଖର୍ଚ୍ଚ ବୃଦ୍ଧି ପାଇଛି । ନିକଟରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ବଜେଟ୍ ବ୍ୟୟକୁ ନେଇ ହୋଇଥିବା ସମୀକ୍ଷାରୁ ଏହା ଜଣାପଡିଛି । ଏହି ସୂଚନା ଅନୁଯାୟୀ ଚଳିତବର୍ଷ ଜୁନ୍ ଶେଷ ସୁଦ୍ଧା ବଜେଟ୍ ଅର୍ଥରୁ ୧୭.୩୩ ପ୍ରତିଶତ ଅର୍ଥ ବ୍ୟୟ ହୋଇଛି ହୋଇଛି ଯାହା କି ପୂର୍ବ ବର୍ଷର ବଜେଟ ବ୍ୟୟ ତୁଳନାରେ ୨.୯୮ ପ୍ରତିଶତ ଅଧିକ ରହିଛି । କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ୧୬.୮୦...
କରୋନା ମୁକ୍ତଙ୍କୁ ପରାମର୍ଶ
ଭୁବନେଶ୍ୱର : କରୋନାରୁ ଆରୋଗ୍ୟଲାଭ କରୁଥିବା ଲୋକ ହୁସିଆର ନରହିଲେ ଭବିଷ୍ୟତରେ ସାଂଘାତିକ ସମସ୍ୟାର ସମ୍ମୁଖୀନ ହେବେ । ଏମିତିକି ଅନ୍ୟ ରୋଗରେ ବି ମୃତ୍ୟୁବରଣ କରିପାରନ୍ତି । ତେଣୁ ଲୋକେ ଯେଭଳି କରୋନାରେ ସଂକ୍ରମିତ ନହେବେ ଏବଂ ସଂକ୍ରମିତ ହୋଇଥିବା ଲୋକ ସୁସ୍ଥ ହେବାପରେ ଯେମିତି ଅସୁବିଧାରେ ନପଡନ୍ତି ସେ ଦିଗ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି । କରୋନା କେବଳ ଶ୍ୱାସନଳୀ ଓ ଫୁସ୍ଫୁସ୍କୁ ଦୁର୍ବଳ କରୁନାହିଁ ଭିନ୍ନ ଭିନ୍ନ ମଣିଷଙ୍କ ରୋଗ ପ୍ରତିରୋଧଶକ୍ତି ଓ ଅନ୍ୟାନ୍ୟ...
ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ
କଟକ: ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ (ଏସ ଆଣ୍ଡ ଆର) ନୀତି ପ୍ରତି ଆକର୍ଷିତ ହୋଇ ମୁଣ୍ଡ ଉପରେ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ଥିବା ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ରବିବାର ଦିନ ଓଡିଶା ପୋଲିସ ନିକଟରେ ମାଲକାନଗିରିରେ ଆତ୍ମସମର୍ପଣ କରିଛନ୍ତି । ଆଜି ସକାଳେ ଡିଜିପି ଅଭୟଙ୍କ ଉପସ୍ଥିତିରେ ମାଲକାନଗିରି ପୋଲିସ ସମ୍ମୁଖରେ ଡାଲଡାଲି ସେଲର ସମ୍ପାଦକ ଭାବ କାର୍ଯ୍ୟ କରୁଥିବା ରାମ ପୋଡିୟାମି ଓରଫ ସବିତା, କ୍ଷେତ୍ର କମିଟି ସଦସ୍ୟ ତଥା ପାଲଚାଲମ୍ ଏଲଓଏସ୍ (ସ୍ଥାନୀୟ ସଂଗଠନ ସ୍କାଡ୍୍)...
Spending Gains Momentum In State
Bhubaneswar: Spending in the State has gained momentum with more funds are spent by social and agriculture sector. The financial performance report placed in all Secretaries meet recently revealed that total expenditure as percentage of Budget provision is 17.33 Percent till June, 2021 which shows 2.98 PC more budget utilization as compared to the previous year. The utilization in agriculture &...
ସରକାର ବିରୁଦ୍ଧରେ ରୋଡ ମ୍ୟାପ୍
ଭୁବନେଶ୍ୱର : କୋଭିଡ -୧୯ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ରବିବାର ଦିନ ଭର୍ଚୁଆଲ ମୋଡ ମାଧ୍ୟମରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଶାଖା ସଭାପତି ସ୍ମୃତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେପି ନେତାମାନେ ବିଜେଡି ସରକାରଙ୍କ ମହିଳା ବିରୋଧୀ ନୀତି ଉପରେ ଆଲୋକପାତ କରିଥିଲେ ଏବଂ ଆଗାମୀ ଦିନରେ ମହିଳା ଦଳକୁ ମଜବୁତ କରିବା ପାଇଁ ଏକ ରୋଡମ୍ୟାପ ବାହାର କରିଥିଲେ । ନୂଆଦିଲ୍ଲୀରୁ ଏହି ବୈଠକରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହିଳା ଶ୍ରମିକ...
ସେସରୁ ଭାଗ ଦାବି କଲା ଓଡିଶା
ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏଠାରେ ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ବିଜୁ ଜନତା ଦଳ (ବିଜେଡି) ରବିବାର ଦିନ ତୈଳ ଓ ରନ୍ଧନ ଗ୍ୟାସ ସେସରୁ ଭାଗ ସହିତ ତିନୋଟି ଦାବି ଉଠାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ, ଯେଉଁଠାରେ ବିଜେଡି ସାଂସଦ ଯୋଗ ଦେଇଥିଲେ । ସର୍ବଦଳୀୟ ବୈଠକରେ ଯୋଗ ଦେଇଥିବା ବିଜେଡିର ସଂସଦୀୟ ଦଳର ନେତା ପିନାକି ମିଶ୍ର କହିଛନ୍ତି ଯେ ଦଳ ମୁଖ୍ୟତଃ ତିନୋଟି ଦାବି କରିଛି...
BJP Women Wing Slams BJD
Bhubaneswar; The first executive body meeting of the State unit of BJP Mahila Morcha was held under the chairmanship of state president Smruti Patnaik on Sunday through virtual mode in view of Covid-19 restrictions. The BJP leaders discussed the anti-women policies of the BJD Government and chalked out a roadmap to strengthen the women wing in the coming days. Joining...
State Innoculates 1.4 Cr Beneficiaries
Bhubaneswar: Odisha has vaccinated over 1.4 Crore beneficiaries across the State out of which 63.34 Lakh of 45 and above age group have taken first dose and 24.30 Lakh of similar age group has taken second dose. Vaccination Management Report was presented to ACS health & FW, Pradipta Kumar Mohapatra here on 18 July evening, when he reviewed the progress. According...
BJD Demands Cess Share
New Delhi: Biju Janata Dal (BJD) on Sunday raised three demands, including a share from the Cess from fuel and cooking gas to states, at the all party meeting held here ahead of the Monsoon Session of the Parliament from tomorrow. Prime Minister Narendra Modi chaired the meeting, where BJD MP attended the Meet. BJD’s Parliamentary Party Leader Pinaki Mishra, who...








