୬୫ଟଙ୍କାର ବଟିକାକୁ ୧୨୯୦ରେ ବିକ୍ରି ଯୋଜନା

0

ଭୁବନେଶ୍ୱର : ନକଲି ଔଷଧ ବିକ୍ରି କରିବା ଘଟଣାରେ ମୁଖ୍ୟ କାର୍ପଟଦାରକୁ ଏସ୍‌ଟିଏଫ୍ ଗିରଫ କରିବା ସହିତ ଏହି କାରବାରର ନୂଆ ନୂଆ ଘଟଣା ପଦାକୁ ଆସିବାରେ ଲାଗିଛି । କୋଭିଡ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଫାଭିମାକ୍ସ ଟାବଲେଟ୍‌ର ଗୋଟିଏ ଷ୍ଟ୍ରିପ୍‌(୧୦ଟି) ମୂଲ୍ୟ ମାତ୍ର ୬୫ଟଙ୍କା ହୋଇଥିବାବେଳେ “ମେଡିଲୋୟଡ୍ ମେଡିକାମେଣ୍ଟ” କମ୍ପାନୀ ଏହାକୁ ୧୨୯୦ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରୁଥିଲା । ଗିରଫ ମୁଖ୍ୟ ଅଭିଯୁକ୍ତଜଣକ “ମେଡିଲୋୟଡ୍ ମେଡିକମେଂଟ ପ୍ରାଇଭେଟ୍ ଲିମିଟେଡ୍‌’ର ପରିଚାଳନା ନିର୍ଦ୍ଦେଶକ ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ସୂଚନା...

ହାତୀ ବେଶରେ ଦର୍ଶନ ଦେଲେ ତିନି ଠାକୁର

ପୁରୀ: ଭଗବାନ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଭଗବାନ ଜଗନ୍ନାଥ ଓ ସୁଦର୍ଶନଙ୍କର ବାର୍ଷିକ ସ୍ନାନ ରୀତିନୀତି ଏଠାରେ ବିନା ଭକ୍ତରେ ଏବଂ କୋଭିଡ-୧୯ ମାର୍ଗଦର୍ଶିକା କଡାକଡି ପାଳନ ମଧ୍ୟରେ ଆଜି ଅନୁଷ୍ଠିତ ହୋଇଛି । ରଥଯାତ୍ରା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ଜନ୍ମଦିନ ବୋଲି ବିବେଚନା କରାଯାଉଥିବା ହିନ୍ଦୁ ପଞ୍ଜିକା ଅନୁଯାୟୀ " ଜେଷ୍ଠ ପୂର୍ଣ୍ଣିମା ଦିନ " ସ୍ନାନ ଯାତ୍ରା" ଅନୁଷ୍ଠିତ ହୋଇଥାଏ । ସ୍ନାନ ପୂର୍ଣ୍ଣିମା ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଓ ବଧେଇ ଜଣାଇଛନ୍ତି । ପ୍ରଭୁଙ୍କ...

Odisha To Launch PCV Program

0

Bhubaneswar: Keeping the prevailing Covid-19 in mind, the State Government has decided to launch Pneumococcal Conjugate Vaccine (PCV) under Universal Immunization Program (UIP).  The Program will be launched on June 30 at 11.30 AM at State level through virtual mode. After the introduction of PCV in routine immunization, it will benefit nearly 8 lakh young children annually in the State and this...

Trinity Annual Bathing Rituals Held

0

Puri: The annual bathing rituals of the trinity of Lord Balabhadra, Devi Subhadra and Lord Jagannath were held here on Thursday without devotees and amid strict adherence to COVID-19 protocols, officials said. The 'Snana Yatra' is held on the full-moon day in 'Jyestha' month of the Hindu calendar, considered to be the birthday of Lord Jagannath, ahead of the Rath...

ଘରୋଇ ଡାକ୍ତରଖାନାରେ ସରକାରୀ ଟିକା ମନା

0

ଭୁବନେଶ୍ୱର : ଘରୋଇ ଡାକ୍ତରଖାନାରେ କେନ୍ଦ୍ର ସରକାର ଯୋଗାଉଥିବା ଟିକା ଦିଆଯାଇ ପାରିବ ନାହିଁ । ଯଦି ଘରୋଇ ଡାକ୍ତରଖାନାମାନେ ଚାହିଁବେ ତେବେ ସେମାନେ ସିଧାସଳଖ ଟିକା କିଣି ଦେଇପାରିବେ । ଯଦି କୌଣସି ଡାକ୍ତରଖାନାକୁ ଯୋଗାଯାଇଥିବା ଟିକା ଥାଏ ତେବେ ତାହାକୁ ଫେରାଇ ଆଣିବାକୁ କୁହାଯାଇଛି । ଆଜି ଏହି ମର୍ମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମର କମିଶନରମାନଙ୍କୁ ପତ୍ର ଲେଖିଛନ୍ତି । ସ୍ୱାସ୍ଥ୍ୟ...

Panda Gets Crime Branch

0

Bhubaneswar: The State Government on Thursday affected a reshuffle in the senior echelon of the Odisha Police force. While 1994 Batch IPS Sanjeeb Panda has been appointed ADG  Crime Branch, he has been assigned additional charge of CMD, Odisha State Police Housing and Welfare Corporation (OSPHWC). Mr.Panda was Transport Commissioner Odisha 1990 Batch IPS Sudhanshu Sarangi, who was CMD OSPHWC has...

ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ୍‍ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ୧୯୯୪ ବ୍ୟାଚ୍‍ର ବରିଷ୍ଠ ଆଇପିଏସ୍‍ ଅଧିକାରୀ ସଞ୍ଜିବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଦାୟିତ୍ୱ ମିଳିଥିବାବେଳେ ୧୯୯୨ ବ୍ୟାଚ୍‍ର ଲଳିତ ଦାସଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେହିଭଳି ୧୯୯୦ ବ୍ୟାଚ୍‍ ଆଇପିଏସ୍‍ ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗର ଓଏସ୍‍ଡି ଭାବେ ବଦଳି କରାଯାଇଛି । ଶ୍ରୀ ଷଡଙ୍ଗୀ ଓଡିଶା ପୁଲିସ୍‍ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିବାବେଳେ...

ବସ୍ତିରେ ଖର୍ଚ୍ଚ ହେବ ୨୫ ପ୍ରତିଶତ

ଭୁବନେଶ୍ୱର : ରାଜ୍ୟର ପୌରସଂସ୍ଥାଗୁଡିକୁ ଦିଆଯାଉଥିବା ଅର୍ଥର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ସର୍ବନିମ୍ନ ସେବା ଯୋଗାଣ ଓ ଭିତ୍ତିଭୂମି ବିକାଶ ବାବଦରେ ବ୍ୟୟ କରାଯିବ । ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ଦିଆଯାଇଥିବା ଅର୍ଥରୁ ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ବ୍ୟୟ କରିବାକୁ ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ପୌର ପ୍ରଶାସକମାନଙ୍କୁ ପତ୍ରଲେଖି ଅବଗତ କରିଛନ୍ତି । ପୌର ନିର୍ଦ୍ଦେଶକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡିଶା ସରକାର ମ୍ୟୁନିସିପାଲିଟି ଆଇନ୍‍ ୧୯୫୦ ଓ ମ୍ୟୁନିସିପାଲ କର୍ପୋରେସନ...

Slums Get Urban Quota

0

Bhubaneswar: For overall development of the slums in urban areas, the State Government has asked all Urban Local Bodies (ULBs) to spend at least 25 percent of their annual budget in the slums, mandatorily. Over Rs 723 crore should be spent in the slum areas in two years—2020-21 and 2021-22. Director Municipal Administration (DMA) Sangramjit Nayak has written a letter to...

11 Cr For OMFED Dairy Farmers

Bhubaneswar: In view of lockdown imposed due to Covid-19 pandemic, Chief Minister Naveen Patnaik on Thursday announced financial assistance of Rs 11 crore for the OMFED dairy farmers. As per the announcement, the State Government will provide Rs 6,000 to every dairy farmer as animal fodder cost. It will benefit 1, 20,000 dairy farmers in the State. The Chief Minister said...