କୋଭିଡ୍ କଟକଣାରେ ପାଳିତ ହେବ ସ୍ୱାଧୀନତା ଦିବସ
ଭୁବନେଶ୍ୱର : ଚଳିତ ବର୍ଷ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍ ମାର୍ଗଦର୍ଶିକା ମଧ୍ୟରେ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ-୨୦୨୧ ପାଳନର ରୂପରେଖ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ ମାର୍ଗଦର୍ଶିକାର ସଠିକ୍ ଅନୁପାଳନ କରାଯାଇ ସ୍ୱଳ୍ପସଂଖ୍ୟକ...
I Day Celeb With COVID Norms
Bhubaneswar: Like last year, the 75th Independence Day will be celebrated here at Unit-III Exhibition Ground with adherence to Covid-19 guidelines. Information and Public Relation, Principal Secretary Bishnupada Sethi on Monday took stock of the preparedness made by the Department, in this regard. Chief Minister Naveen Patnaik will be the chief guest at the State-Level I-Day celebration and unfurl the...
Steel Prodction Zooms In State
New Delhi: The steel production in Odisha has witnessed a continued growth in the past four years. The State Government is moving forward making the State the steel hub of the country by raising the steel production to 100 MTPA by 2030. Odisha has produced 1,69,68,000 tonnes of crude steel in the year 2017-18, which was increased to 1,92,99,000 tonne...
ଜନସେବା କେନ୍ଦ୍ରରେ ଦେଇ ହେବ ବିଜୁଳି ବିଲ୍
ଭୁବନେଶ୍ୱର : ବିଜୁଳି ଗ୍ରାହକମାନେ ଏବେ ନିଜ ଘର ପାଖରେ ଥିବା ଜନ ସେବା କେନ୍ଦ୍ର (ସିଏସ୍ସି) ରେ ବିଜୁଳି ବିଲ୍ ପଇଠ କରିପାରିବେ । ଏଥିପାଇଁ ଟିପିସିଓଡିଲ୍ ପକ୍ଷରୁ ଜନ ସେବା କେନ୍ଦ୍ର (ସିଏସ୍ସି) କିମ୍ବା ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ (ଭିଏଲ୍ଇ)ଙ୍କ ଜରିଆରେ ବିଦ୍ୟୁତ ବିଲ୍ ଗ୍ରହଣ କରିବା ଲାଗି ସିଏସ୍ସି ଇ-ଗଭର୍ଣ୍ଣାସ୍ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ ସହିତ ସହଯୋଗ ସ୍ଥାପନ କରିଛି । ଗ୍ରାହକମାନଙ୍କ ନିକଟରେ ସୁବିଧାରେ ବିଭିନ୍ନ ସେବା ପହଂଚାଇବା ଲାଗି ଟିପିସିଓଡିଏଲ୍ ସର୍ବଦା ପ୍ରତିବଦ୍ଧ । ଏକ ଗ୍ରାହକ...
ବେକାରୀ ଯୁବକଙ୍କୁ ସଂଗଠିତ କରିବ ସେବାଦଳ
ଭୁବନେଶ୍ୱର : ବିଜେଡ଼ି ବିଜେପି ଶାସନରେ ଲକ୍ଷଲକ୍ଷ ବେକାରୀ ଯୁବକ, ରାଜ୍ୟରେ ସୃଷ୍ଟି ହୋଇଛନ୍ତି । ସେମାନଙ୍କୁ ସଂଗଠିତ କରି ସରକାର, ଚାକିରୀ ଦିଅନ୍ତୁ ନହେଲେ ବେକାରୀ ଭତାର ବ୍ୟବସ୍ଥା କରନ୍ତୁ ବୋଲି ଏକ ଆନ୍ଦୋଳନ ଗ୍ରାମାଞ୍ଚଳରୁ ସେବାଦଳ ଆରମ୍ଭ କରିବ ବୋଲି ରାଜ୍ୟ କଂଗ୍ରେସ ସେବାଦଳର ମୁଖ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି । ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନବନିଯୁକ୍ତ ରାଜ୍ୟ କଂଗ୍ରେସ ସେବାଦଳର ମୁଖ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଡ. ଆର୍ଯ୍ୟ...
ଶିକ୍ଷା ଗବେଷଣା ପାଇଁ ୫ ବର୍ଷରେ ୫୦ ହଜାର କୋଟି
ନୂଆଦିଲ୍ଲୀ : ଭାରତ ସରକାର ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ପାଇଁ ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି-୨୦୨୦) ଅନ୍ତର୍ଗତ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ(ଏନଆରଏଫ) ଗଠନ କରିବା ସହ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାର ଯୋଜନା ରଖିଛନ୍ତି ବୋଲି ଲୋକସଭାରେ ଏକ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଗବେଷଣା...
ସର୍ବଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ରାଜ୍ୟର ୬ଟି
ଭୁବନେଶ୍ୱର : ୨୦୨୧-୨୨ ମସିହା ପାଇଁ ଆଇଟିଆଇ, ପଲିଟେକ୍ନିକ୍ରେ ନାମଲେଖା ପାଇଁ ପ୍ରଚାର ଅଭିଯାନ ଆରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଲେ ଯେ ଦେଶର ସର୍ବଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ରାଜ୍ୟର ୬ଟି ଆଇଟିଆଇ ସ୍ଥାନ ପାଇଛି । ଆମ ପାଇଁ ଖୁସିର ବିଷୟ ୨୦୨୦ ବର୍ଷର ସର୍ବଭାରତୀୟ ଆଇଟିଆଇ ପରୀକ୍ଷାରେ ରାଜ୍ୟର ୪ ଜଣ ପ୍ରଶିକ୍ଷାର୍ଥୀ ସମଗ୍ର ଦେଶର ଶ୍ରେଷ୍ଠ୧୦ ଜଣଙ୍କ ମଧ୍ୟରେ ମେଧାତାଲିକାରେ ସ୍ଥାନ ପାଇ ରାଜ୍ୟ ପାଇଁ...
Schools Reopen For X & XII Students
Bhubaneswar: As per earlier announcement, schools have been reopened in the State on Monday for classroom teaching of Classes X and XII students. The schools reopened after almost a gap of three months due to the second wave of Covid-19 pandemic. Prior to reopening of the schools, the class rooms and other spaces have been sanitized and cleaned. As per the...
Center To Set National Research Foundation
New Delhi: Union Minister of Education, Dharmendra Pradhan said that the Union Government proposes to set up a National Research Foundation (NRF) to strengthen the research ecosystem in the country with an outlay of Rs.50,000 Crore. Minister Mr.Pradhan in a reply in Lok Sabha said today that the NRF is being envisaged as an umbrella structure that will improve linkages...
ଖୋଲିଲା ଦଶମ ଓ ଦ୍ୱାଦଶ ଶ୍ରେଣୀ
ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ମଧ୍ୟରେ ରାଜ୍ୟରେ ଆଜି ଶିକ୍ଷାନୁଷ୍ଠାନ ଖୋଲିବା ସହିତ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢା ଆରମ୍ଭ ହୋଇଛି । ସରକାରଙ୍କ ପୂର୍ବ ଘୋଷଣା ମୁତାବକ ଛାତ୍ରଛାତ୍ରୀମାନେ ଆଜି ଠାରୁ ସ୍କୁଲ ଓ କଲେଜକୁ ଯାଇଥିବାବେଳେ ସେଠାରେ କୋଭିଡ ମାର୍ଗଦର୍ଶିକା ଯେଭଳି କଡାକଡି ଭାବେ ପାଳନ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁଲାଇ ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାପାଇଁ ସ୍ଥିର ହୋଇଥିଲା ।...








