ଶିଶୁଙ୍କ ପାଇଁ ଦିନଟିଏ ସ୍ଥିର କର
ଭୁବନେଶ୍ୱର ; ଶିଶୁଙ୍କ ସୁରକ୍ଷା ଉପରେ ଆଲୋଚନ ପାଇଁ ପ୍ରତି ତିନିମାସରେ ଥରେ ଗୋଟିଏ ଦିନ ସ୍ଥିର ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ଦିନକୁ ‘ଶିଶୁଙ୍କ ଲାଗି ଦିନଟିଏ’ ଭାବେ ନାମିତ କରାଯାଇଛି । ରାଜ୍ୟ ସମାଜ ମଙ୍ଗଳ ନିର୍ଦ୍ଦେଶକ ଏହି ମର୍ମରେ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ଦର୍ଶାଯାଇଛି ଯେ ଜିଲ୍ଲା ପ୍ରଶାସନଗୁଡିକ ବାଲ୍ୟ ବିବାହ ବିରୁଦ୍ଧରେ ପଦକ୍ଷେପ ନେବା ଫଳରେ ରାଜ୍ୟର ଏବେ ୩୭୦୦ ଗ୍ରାମ ବାଲ୍ୟ ବିବାହ ମୁକ୍ତ ଗ୍ରାମରେ ପରିଣତ ହୋଇପାରିଛି । ଏହାକୁ ଦୃଷ୍ଟିରେ...
Pandemic Provides Opportunity; Minister
Bhubaneswar: Minister Higher Education, Arun Kumar Sahoo today said that the COVID pandemic is an unprecedented situation, and this is the best time to convert the crisis into opportunity. “We should not take it as a crisis. This is the time to face the crisis, realize and convert the crisis into opportunity. We have to do this as there is...
ପିପିଲିରେ ପ୍ରାର୍ଥୀଙ୍କ ଉପରେ ଚାପ ବଢୁଛି
ଭୁବନେଶ୍ୱର : ସ୍ଥଗିତ ରହିଥିବା ପିପିଲି ବିଧାନସଭା କ୍ଷେତ୍ର ଉପର୍ନିବାଚନ କେବେ ହେବ ତାହା ଅନିଶ୍ଚିତତା ଘେରରେ ରହିଥିବାବେଳେ ଏବେ ସ୍ଥାନୀୟ କର୍ମୀ ଓ ନେତାମାନଙ୍କୁ ମନେଇ ରଖିବା ଦିଗରେ ପ୍ରାର୍ଥୀମାନେ ସାଂଘାତିକ ଚାପର ସମ୍ମୁଖୀନ ହେଉଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନଟି ଖାଲି ପଡିଥିଲା ଏବଂ ଏଠାରେ ଉପନିର୍ବାଚନ ଘୋଷଣା ବିଳମ୍ବ ହେବାରୁ ହାଇକୋର୍ଟରେ ବି ମାମଲା ରୁଜୁ ହୋଇଥିଲା । ପରେ ଉପନିର୍ବାଚନ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଭୋଟ ଗ୍ରହଣର...
ରାଜ୍ୟରେ କମ୍ ବର୍ଷା
ଭୁବନେଶ୍ୱର: ଚଳିତ ମୌସୁମୀ ଋତୁରେ ଆଜିସୁଦ୍ଧା ରାଜ୍ୟରେ ୧୬୯.୬ ମିଲିମିଟର ବର୍ଷା ହୋଇଛି ଯାହା ସାଧାରଣ ହାରାହାରି ବୃଷ୍ଟିପାତ ଠାରୁ ୩ ପ୍ରତିଶତ କମ୍ ଅଟେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି । ଜୁନ୍ ୧ ରୁ ଜୁନ୍ ୨୬ ମଧ୍ୟରେ ସୁନ୍ଦରଗଡ ଜିଲ୍ଲା ସର୍ବାଧିକ ୨୫୫.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୭୯.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଚଳିତ ମୌସୁମୀ ସମୟରେ ୩୦ ଟି ଜିଲ୍ଲା ମଧ୍ୟରୁ ଅତି କମରେ ୧୧ ଟିରେ ସ୍ୱଳ୍ପ...
Odisha To Turn Power House Of Sports
Bhubaneswar: Chief Minister Naveen Patnaik Saturday asserted that Odisha will soon be a power house of sports. Inducting as many as 39 meritorious sports persons of the State from various disciplines, he said that the State government will continue to support the sportspersons in every possible manner to enable them to achieve their dreams. “The State will produce many sportspersons, and...
ଭର୍ଚୁଆଲ ଟୁରରେ ଗଣ୍ଡ ଚିତ୍ରକଳା
ଭୁବନେଶ୍ୱର : କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା କରାଯାଇଛି । ରବିବାର ଅର୍ଥାତ ଜୁନ୍ ୨୭ ତାରିଖ ଦିନ ଦର୍ଶକମାନେ ଫେସ୍ବୁକ୍ ଓ ଟୁଇଟର୍ ପେଜ୍ @stscdev, @scstrti ଖୋଲି ପାରମ୍ପରିକ କଳା, ଗଣ୍ଡ ଚିତ୍ରକଳା ଦେଖିପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି । ଭାରତର କେନ୍ଦ୍ରାଞ୍ଚଳରେ...
ଅଯୋଧ୍ୟା ହେବ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର
ନୂଆଦିଲ୍ଲୀ : ଅଯୋଧ୍ୟାର ବିକାଶ ପରିକଳ୍ପନା ଏକ ଆଧ୍ୟାତ୍ମିକ କେନ୍ଦ୍ର, ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର ଏବଂ ଦୀର୍ଘସ୍ଥାୟୀ ସ୍ମାର୍ଟ ସିଟି ରୂପରେ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାର ବିକାଶ ଯୋଜନା ସମୀକ୍ଷା କରିଛନ୍ତି। ଏହି ଅବସରରେ ଉତ୍ତର ପ୍ରଦେଶର ସରକାରଙ୍କ ଅଧିକାରୀମାନେ ଏକ ଉପସ୍ଥାପନା କରିଥିଲେ ଯେଉଁଥିରେ ଅଯୋଧ୍ୟା ବିକାଶର ବିଭିନ୍ନ ଦିଗକୁ ପ୍ରଦର୍ଶିତ କରାଯାଇଥିଲା। ଅଯୋଧ୍ୟାକୁ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଆଗାମୀ ଓ ପ୍ରସ୍ତାବିତ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବୈଠକରେ ବିମାନ ବନ୍ଦର, ରେଳ...
State Gets Less Rainfall
Bhubaneswar: The State has received 169.6 mm rainfall during the monsoon period (till today) which is 3 percent less than the normal average rainfall of 175.3 mm, India Meteorological Department (IMD) said here on Saturday. Sundergarh district recorded the highest 255.3 mm rainfall during the period of June 1 to June 26, while lowest rainfall of 79.5 mm recorded...
ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସନ୍ତୁଳନ ହିଁ ଶାନ୍ତି ଆଣିଦିଏ
ଭୁବନେଶ୍ଵର: ଶିକ୍ଷାଗତ ଯୋଗ୍ୟତା ଓ ଆର୍ଥିକ ସ୍ଵଚ୍ଛଳତା ନୁହେଁ ମାତ୍ର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସନ୍ତୁଳନ ହିଁ ମନୁଷ୍ୟ କୁ ଶାନ୍ତି ଆଣିଦିଏ। ଏହା କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ଵବିଦ୍ୟାଳୟର କୁଳପତି ତଥା ପ୍ରଖ୍ୟାତ ସ୍ନାୟୁ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର। ସମ୍ମାନଜନକ ସୋଆ ପାକ୍ଷିକ ବକ୍ତୃତା ଶୃଙ୍ଖଳାରେ ଶନିବାର ଦିନ "ସୁସ୍ଥ ସମାଜ ପାଇଁ ଆଧ୍ୟାତ୍ମିକତା" ପ୍ରସଙ୍ଗରେ ନିଜର ମତ ରଖି ଏହା କହିଛନ୍ତି ପ୍ରଫେସର ମହାପାତ୍ର। ପ୍ରଫେସର ମହାପାତ୍ର ସ୍ଵାସ୍ଥ୍ୟ କ'ଣ, ସୁସ୍ଥ ସମାଜ କାହାକୁ କହିବା ଏବଂ...
ବିଜେଡିର ନୂଆ ପର୍ଯ୍ୟବେକ୍ଷକ
ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଶନିବାର ଦିନ ଦଳ ମଧ୍ୟରେ ଏକ ବଡ଼ ଧରଣର ଅଦଳବଦଳ କରି ସମସ୍ତ ୩୦ ଟି ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ପର୍ଯ୍ୟବେକ୍ଷକ ଭାବରେ ଦଳୀୟ ନେତାଙ୍କୁ ନୂତନ ଦାୟିôୟ ପ୍ରଦାନ କରିଛନ୍ତି । ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜଙ୍କ ଦ୍ୱାରା ପ୍ରକାଶିତ ଏକ ଗଣମାଧ୍ୟମ ବିବୃତ୍ତି ଅନୁଯାୟୀ ଦେବୀ ପ୍ରସାଦ ମିଶ୍ର, ସୌମ୍ୟ ରଂଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ମହେଶ୍ୱର ମହାନ୍ତିଙ୍କ...










