ଧାଡିରେ ଯାଉଛି ରୋଗୀଙ୍କ ସମୟ

0

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଅତି କମ୍‍ରେ ୩ଥର ଓ ସର୍ବାଧିକ ୬ଥର ପର୍ଯ୍ୟନ୍ତ ଧାଡିରେ ଛିଡା ହେବାକୁ ପଡୁଛି । ଏଥିପାଇଁ ରୋଗୀ କିମ୍ବା ସେମାନଙ୍କର ସମ୍ପର୍କୀୟଙ୍କର ଅତି କମ୍‍ରେ ଗୋଟିଏ ଦିନର ସମୟ ନଷ୍ଟ ହେଉଛି । ଯଦି କୌଣସି ବ୍ୟକ୍ତି କ୍ୟାପିଟାଲ ହସ୍ପିଟାଲରେ ନିଜର ଚିକିତ୍ସା କରାଇବାକୁ ଆସନ୍ତି ତେବେ ପ୍ରଥମେ ତାଙ୍କୁ ଧାଡିରେ ଛିଡା ହୋଇ ଟିକଟ କାଟିବାକୁ ପଡିବ । ଏହି କାଉଣ୍ଟର ସକାଳ ୭.୩୦ରେ ଖୋଲୁଥିବାବେଳେ ରାତି ପାହିଲା ବେଳକୁ...

ଆସିପାରିବନି ମେୟର ନିର୍ବାଚନ ବିଧେୟକ

ଭୁବନେଶ୍ୱର : ମହାନଗର ନିଗମର ମେୟର ପଦବୀ ସମେତ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳଗୁଡିକର ଅଧ୍ୟକ୍ଷ ପଦବୀ ଲାଗି ପ୍ରତ୍ୟକ୍ଷ ନିର୍ବାଚନ ପାଇଁ ରାଜ୍ୟ ସରକାର ଯେଉଁ ଚିଠାପ୍ରସ୍ତାବ ଜାରି କରିଛନ୍ତି ସେ ସଂକ୍ରାନ୍ତରେ ଆଇନ୍‍ରେ ସଂଶୋଧନ ଲାଗି ବିଧେୟକ ବିଧାନସଭାର ଆଗାମୀ ବର୍ଷାକାଳୀନ ଅଧିବେଶନରେ ଆସିବାର ସମ୍ଭାବନା ନାହିଁ । ତେବେ ନଭେମ୍ବର ଡିସେମ୍ବର ଆଡକୁ ଶୀତକାଳୀନ ଅଧିବେଶନରେ ଏହି ବିଲ୍‍ ଆସିପାରେ । ପୂର୍ବରୁ ପୌରସଂସ୍ଥା ଓ ଏନ୍‍ଏସିଗୁଡିକର ଅଧ୍ୟକ୍ଷ ନିର୍ବାଚନ କାଉନସିଲରମାନଙ୍କ ମଧ୍ୟରୁ ହେଉଥିଲା । ପରବର୍ତ୍ତୀ ସମୟରେ ଏଥିରେ...

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ସଚିବ

ଫୁଲବାଣୀ : କନ୍ଧମାଳ ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଜିଲ୍ଲାପାଳ ଡା. ବୃନ୍ଦା ଡି.ଙ୍କ ସହିତ ପ୍ରଥମେ ଫୁଲବାଣୀ ଉପକଣ୍ଠ ତିଲକପଡ଼ାଠାରେ ନିର୍ମାଣାଧିନ ଭେଷଜ ମହାବିଦ୍ୟାଳୟ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଥିଲେ । ନିର୍ମାଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିୟ କରି, ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହା ପୂର୍ଣ୍ଣାଙ୍ଗ କରିବା ପାଇଁ ରାସ୍ତା ଓ କୋଠାବାଡ଼ି ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେପରେ, ମୁଖ୍ୟ ଶାସନ ସଚିବ ଘୁ.ଉଦୟଗିରିଠାରେ ନିର୍ମାଣାଧିନ ଗ୍ରୀଡ଼୍ ସବ୍‌ଷ୍ଟେସନ୍ ପ୍ରକଳ୍ପ, ଘୁ,ଉଦୟଗିରି ବାଳିକା...

Naveen At Kapil Sharma Show

0

Bhubaneswar: For the first time, Chief Minister Naveen Patnaik has been virtually appeared at the Kapil Sharma Show, one of the most popular TV show in the country. Many Bollywood celebrities come to the show to promote the upcoming movies. Many sports personalities and politicians are also seen on the Show. This time, Naveen has appeared at the show, which made...

Odisha Model Draws National Attention

0

Bhubaneswar: Extending warm wishes to all on the occasion National Sports Day, Chief Minister Naveen Patnaik on Sunday said Odisha model of partnership and High Performance Centres has drawn national attention. Addressing on the occasion, the Chief Minister said, “Over the past few weeks, Odisha’s model of sports is being hailed all over the country. The entire country loves Odisha...

କୃଷି ବିଭାଗର ଘରୋଇ ବ୍ୟାଙ୍କ୍‍ ପ୍ରୀତି

0

ଭୁବନେଶ୍ୱର : ରାଜ୍ୟ କୃଷି ବିଭାଗର ନିର୍ଦ୍ଦିଷ୍ଟ ଘରୋଇ ବ୍ୟାଙ୍କ୍‍ ପ୍ରତି ଅହେତୁକ ଦରଦ ଯୋଗୁଁ ଚାଷୀମାନେ ଏବେ ହଟହଟା । ବିଭାଗ ଅଧିନରେ ଥିବା ବିହନ ଓ ଜୈବ ଉତ୍ପାଦନ ପ୍ରମାଣପତ୍ର ସଂସ୍ଥାର ଏଭଳି ଘରୋଇ ବ୍ୟାଙ୍କ୍‍ ମୋହ ଯୋଗୁଁ ବିହନ ଚାଷୀମାନେ ଏବେ ଅର୍ଥ ପଇଠ କରିବାକୁ ନାକେଦମ ହେଉଛନ୍ତି । ରାଜ୍ୟରେ ପ୍ରାମାଣିକ ବିହନ ଉତ୍ପାଦନ କରୁଥିବା ଚାଷୀମାନେ ଏବେ କାମ ଦାମ ଛାଡି କୃଷି ବିଭାଗ ଦ୍ୱାରା ମନୋନୀତି ‘ଆକ୍ସିସ ବ୍ୟାଙ୍କ୍‍’ ଶାଖା ଖୋଜୁଛନ୍ତି । କାରଣ ପ୍ରାମାଣିକ...

ବର୍ଷା ଅଧିବେଶନ ଉପରେ ନଜର

0

ଭୁବନେଶ୍ୱର : ଓଡିଶା ବିଧାନସଭାର ବର୍ଷାକାଳୀନ ଅଧିବେଶନରେ ରାଜ୍ୟ ସରକାରଙ୍କୁ ଘେରିବାପାଇଁ ପ୍ରମୁଖ ବିରୋଧିଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ସଜବାଜ ଚାଲିଥିବାବେଳେ ବିରୋଧିଦଳଙ୍କୁ ମୁକାବିଲା କରିବାପାଇଁ ସରକାରୀ ପକ୍ଷ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏଭଳି ସ୍ଥିତିରେ ଗତ ଅଧିବେଶନ ଭଳି ବିଧାନସଭା କାର୍ଯ୍ୟକ୍ରମ ଗୁରୁତର ଭାବେ ବ୍ୟାଘାତ ହେବ ନା ସୁରୁଖୁରୁରେ ଚାଲିବ ତାହା ଉପରେ ଏବେ ସମସ୍ତଙ୍କ ନଜର । ଆସନ୍ତା ସେପ୍ଟେମ୍ବର ପହିଲାରୁ ଓଡିଶା ବିଧାନସଭାର ବର୍ଷାକାଳୀନ ଅଧିବେଶନ ଆରମ୍ଭ ହୋଇ ୯ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି...

ଟିପିସିଓଡିଏଲ୍‍ର ନୂଆ କର୍ପୋରେଟ୍ କାର୍ଯ୍ୟାଳୟ

0

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସ୍ଥାପନ ହୋଇଥିବା ଯୌଥ ଉଦ୍ୟୋଗ ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଆଜି ଭୁବନେଶ୍ୱରର ପାୱାର ହାଉସ୍ ଛକ ଠାରେ ନୂଆ କର୍ପୋରେଟ୍ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରାଯାଇଛି । ଡକ୍ଟର ପ୍ରବୀର ସିହ୍ନା, ସିଇଓ ଓ ଏମ୍‌ଡି, ଟାଟା ପାୱାର ଓ ଟିପିସିଓଡିଏଲ୍‌ର ସିଇଓ ଏମ୍ ସେନ୍‌ବାଗମ୍‌ଙ୍କ ସମେତ କଂପାନିର ଅନ୍ୟ ବରିଷ୍ଠ କର୍ମଚାରୀମାନଙ୍କ ଉପସ୍ଥିତିରେ ଓଡ଼ିଶା ବିଦ୍ୟୁତ୍ ନିୟାମକ କମିସନ୍ (ଓଇଆର୍‌ସି)ର ଅଧ୍ୟକ୍ଷ ୟୁ ଏନ୍ ବେହେରା ଏହି...

Odisha Distastes Caste Politics

0

Bhubaneswar: Ahead of the series of elections including the three-tier rural polls, urban local bodies elections in 2022 and the general elections of the Odisha Legislative Assembly and the Lok Sabha, the stage is set for a dogfight between major political parties over the reservation for the OBCs or Socially and Educationally Backward Classes (SEBCs). Both the political parties plan to...

NMDC Boosts NINL Mining

0

Kalinga Nagar: Central PSU NMDC has stepped in to provide technical and financial assistance to Neelachal Ispat Nigam Limited (NINL) for resumption of mining operations in Odisha. NMDC, under Ministry of Steel, will help the operations of NINL iron ore mines at Mithirda mine block, which have resumed. Under the aegis of the Ministry of Steel, Ministry of Commerce and DIPAM,...