ଏକାସାଙ୍ଗରେ ପୌର ଓ ପଞ୍ଚାୟତ ନିର୍ବାଚନ ଦାବି
ଭୁବନେଶ୍ୱର : ଏକା ସାଙ୍ଗରେ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଦାବି କରିଛି ରାଜ୍ୟ ବିଜେପି । ଏ ସଂକ୍ରାନ୍ତରେ ବିଜେପି ପ୍ରତିନିଧିଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ବିଜେପି ଦର୍ଶାଇଛି ଯେ ସମ୍ବିଧାନର ଧାରା ୨୪୩ (ୟୁ) ଏବଂ ୨୪୩ (ଇ) ଅନୁଯାୟୀ ନିର୍ବାଚନ ଆୟୋଗ ସଠିକ୍ ସମୟରେ ନିର୍ବାଚନ କରିବା ବାଧ୍ୟତାମୂଳକ । କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟରେ ଗତ ୨୦୧୮ ସେପ୍ଟେମ୍ବର ମାସରୁ ପ୍ରାୟ ୩ ବର୍ଷ ପରେ ମଧ୍ୟ ପୌର ନିର୍ବାଚନ...
ହଟିବନି ମାଷ୍ଟରକ୍ୟାଣ୍ଟିନ ଘୋଡା
ଭୁବନେଶ୍ୱର : ମାଷ୍ଟର କ୍ୟାଣ୍ଟିନରେ ଥିବା ଯୋଦ୍ଧା ଘୋଡା ପ୍ରତିମୂର୍ତ୍ତି ସ୍ଥାନାନ୍ତର ହେବନାହିଁ । ବିଏମ୍ସି କମିଶନର ସଞ୍ଜୟ କୁମାର ସିଂହ ଆଜି ଏହା ସ୍ପଷ୍ଟ କରିଛନ୍ତି । ଏଥି ସହିତ ପୂର୍ବ ନିର୍ଦ୍ଧାରିତ ପ୍ରକଳ୍ପ ଡିଜାଇନ୍ରେ ସେଭଳି କୌଣସି ପରିବର୍ତ୍ତନ ହେବନାହିଁ ବୋଲି ମଧ୍ୟ କହିଛନ୍ତି । ଘୋଡା ସ୍ଥାନାନ୍ତରଣ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ଉଭୟ କଂଗ୍ରେସ ଓ ବିଜେପି ସ୍ୱାଗତ କରିଛନ୍ତି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତ ରାୟ ସ୍ୱାଗତ କରିବା ସହିତ ଏଥିପାଇଁ ସରକାରଙ୍କୁ...
ଆକର୍ଷଣୀୟ ହେବ ଗୋପବନ୍ଧୁଙ୍କ ଜନ୍ମପୀଠ
ଭୁବନେଶ୍ୱର : ଐତିହ କ୍ୟାବିନେଟ୍ଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଗୁଡ଼ିକର କାର୍ଯ୍ୟାନ୍ୱୟନ ବିଷୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସମୀକ୍ଷା କରିଛନ୍ତି । ସୁଆଣ୍ଡୋ ଗ୍ରାମରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ କରି ଏହାକୁ ଏକ ପର୍ଯ୍ୟଟକ ଆକର୍ଷଣ ସ୍ଥାନରେ ପରିଣତ କରିବା ଉପରେ ମୁଖ୍ୟ ଶାନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଓଡ଼ିଆ ଭାଷା, ସଂସ୍କୃତିର ସମୃଦ୍ଧି ଓ ପ୍ରସାର ନିମନ୍ତେ...
ସମ୍କୁ ହାତ ବଢାଇଲା ପିଏନ୍ବି
ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ସହାୟତାର ହାତ ବଢ଼ାଇଛି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି) । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ଚିକିତ୍ସା ପାଇବା ନିମନ୍ତେ ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ରୋଗୀ ଆସୁଛନ୍ତି । ଡାକ୍ତରଖାନାର ଔଷଧ ଦୋକାନ (ଫାର୍ମାସି)ରୁ ଅନେକ ଔଷଧ ମଧ୍ୟ କିଣୁଛନ୍ତି । ତେବେ କରୋନା ମହାମାରୀ ସମୟରେ ଡିଜିଟାଲ୍ ବ୍ୟାଙ୍କିଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଔଷଧ...
Ramamurti Dora No More
Bhubaneswar: Odisha State Bharat Scouts and Guides State Secretary Ramamurti Dora is no more. He passed away on 27 July morning after prolonged illness at his Old Town Residence, family sources said. Mr.Dora dedicated his life for the service of Scouts and Guides in Odisha for last 40 years. His son T Prasad Rao Dora, leading Cooperative Personality of the Country...
Low Pressure Formed In BoB
Bhubaneswar: A fresh low pressure area has been formed over North Bay of Bengal & neighborhood. Under its influence several parts of the state are likely to experience heavy rainfall from today, IMD said on Tuesday. As per the prediction of Bhubaneswar Meteorological Centre, heavy rainfall is very likely to occur at one or two places over the districts of...
କୃଷି ବିଭାଗରେ ପଦବୀ ଖାଲି
ଭୁବନେଶ୍ୱର : ଖାଦ୍ୟ ଶସ୍ୟ ଉତ୍ପାଦନ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ କୃଷି ବିଭାଗ ଠାରୁ ନିର୍ଦ୍ଦେଶାଳୟ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ପଦବୀ ଖାଲି ଏବେ ଏ କ୍ଷେତ୍ରରେ ବାଧକ ସାଜିଛି । ମାନବ ସମ୍ବଳ ଅଭାବରୁ ସରକାରୀ ଯୋଜନାଗୁଡିକ କାର୍ଯ୍ୟକାରୀ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ଖୋଦ ବିଭାଗର କର୍ମଚାରୀମାନେ ସ୍ୱୀକାର କରୁଛନ୍ତି । କୃଷି ବିଭାଗରେ ମଞ୍ଜୁରୀପ୍ରାପ୍ତ ୩୦୯ ପଦବୀ ମଧ୍ୟରୁ ୧୬୦ଟି ପଦବୀ ଖାଲି ପଡିଛି । ଗତ ୧୦ବର୍ଷ ମଧ୍ୟରେ ସରକାର ଦ୍ୱିତୀୟଶ୍ରେଣୀ ପାହ୍ୟାରେ ୧୧୫ଟି...
ଅଧାବାଟରେ ଡିଜିଟାଲ କାରବାର
ଭୁବନେଶ୍ୱର : ରାଜ୍ୟର ଦୁଇ ଜିଲ୍ଲା କଟକ ଓ ବଲାଙ୍ଗିରରେ ଶତ ପ୍ରତିଶତ ଡିଜିଟାଲ କାରବାର ପାଇଁ ପ୍ରାୟ ଦେଢବର୍ଷ ତଳେ ନିଷ୍ପତ୍ତି ହୋଇଥିବାବେଳେ ତାହା ଏକ ପ୍ରକାର ଅଧାବାଟରେ ଅଟକିଛି । ଏହି ଦୁଇ ଜିଲ୍ଲାରେ ଲୋକଙ୍କ ମଧ୍ୟରେ ନେଟ୍ ବ୍ୟାଙ୍କିଙ୍ଗ୍ କାରବାର ପାଇଁ ବି ସେଭଳି ଆଗ୍ରହ ନାହିଁ । କଟକ ଭଳି ସହରରେ ନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରୁଥିବା ହିତାଧିକାରୀଙ୍କ ସଂଖ୍ୟା ୪୨.୬୦ ପ୍ରତିଶତ ରହିଥିବାବେଳେ ବଲାଙ୍ଗିର ଜିଲ୍ଲାରେ ଏହା ୨୦ ପ୍ରତିଶତରୁ କମ୍ ରହିଛି । ଏଭଳି ସ୍ଥିତିରେ...
Power Infra Improves In Western Odisha
Bhawanipatna: Asit Tripathy, Principal Advisor to CM and Chairman WODC has said that the State Government has taken massive steps for strengthening the power infrastructure in 11 districts covered under the Western Odisha Development Council (WODC). Mr.Tripathy is touring the Western Odisha districts, which are going to witness power infrastructure boost. Districts like Bargarh, Bolangir, Boudh, Deogarh, Jharsuguda, Kalahandi, Nuapada,...
କୋଭିଡ୍ କଟକଣାରେ ପାଳିତ ହେବ ସ୍ୱାଧୀନତା ଦିବସ
ଭୁବନେଶ୍ୱର : ଚଳିତ ବର୍ଷ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍ ମାର୍ଗଦର୍ଶିକା ମଧ୍ୟରେ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ-୨୦୨୧ ପାଳନର ରୂପରେଖ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ ମାର୍ଗଦର୍ଶିକାର ସଠିକ୍ ଅନୁପାଳନ କରାଯାଇ ସ୍ୱଳ୍ପସଂଖ୍ୟକ...










