Odisha Boosts Agri Sector; Minister
Bhubaneswar: The State Government is taking several steps to ensure better supply chain management in the state's agriculture sector with a focus on improving production, reducing food supply chain losses and increasing farmers’ income, said State Agriculture Minister Dr Arun Kumar Sahoo today. Addressing an ASSOCHAM webinar on Odisha Agri Sector Logistics Challenges & Solutions, Dr Sahoo said, “Whether it...
ଆୟୁଷ୍ମାନ ଭାରତ ପାଇଁ ବିଜେପି ସାଂସଦଙ୍କ ଦାବି
ଭୁବନେଶ୍ୱର : ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ ଲାଗି ରାଜ୍ୟର ସାଂସଦମାନେ ଦାବି କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ସଂଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ନିତେଶ ଗଙ୍ଗଦେବ ପ୍ରମୁଖ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ଲାଲ୍ ମାଣ୍ଡଭିୟଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛନ୍ତି । ବିଜେପି ତାହାର ଦାବିପତ୍ରରେ ଦର୍ଶାଇଛି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା...
Plus II Arts Results Soon
The Council of Higher Secondary Education (CHSE) is likely to declare the annual Plus II Arts stream examination by this week, said School and Mass Education Minister Samir Ranjan Dash on Tuesday. Speaking to reporters here, Mr.Dash said that the process for the publication of results has reached the final stages. As per the Supreme Court order, the Plus II...
Ayushman Bharat Plea For Odisha
New Delhi :BJP MPs from Odisha have urged Centre for implementation of Ayushman Bharat- Pradhan Mantri Jan Arogya Yojana (AB-PMJAY) in Odisha. A delegation of the BJP MPs led by Union Minister Dharmendra Pradhan on Tuesday met Union Health Minister Mansukh Mandaviya in New Delhi and sought personal intervention for fulfilling their demand. The MPs also submitted a memorandum to...
୧୨ରୁ ଯୁକ୍ତଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର : ଅଗଷ୍ଟ ୧୨ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ନାମଲେଖା ପାଇଁ ଥିବା ସାମ୍ସ ୱେବସାଇଟ୍ ସେହିଦିନ ଠାରୁ ଖୋଲିବ ଏବଂ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମନ୍ତ୍ରୀ କହିଛନ୍ତି ଯେ ଚଳିତବର୍ଷ ରେକର୍ଡ ପାଶ୍ ହାରକୁ ଦେଖି ଉଭୟ କଳା, ବିଜ୍ଞାନ ଓ ବାଣିଜ୍ୟରେ ଆସନ ସଂଖ୍ୟା ବୃଦ୍ଧି କରାଯାଇଛି । କଳାରେ ୪୦ହଜାର ଆସନ ବୃଦ୍ଧିପାଇଁ ଆବେଦନ ଆସିଥିବାବେଳେ ଏଥିରୁ...
374 Cr Assistance For Odisha
New Delhi: The Government of India has allocated Rs 374 crore for Odisha under the scheme Special Assistance to States for Capital Expenditure for 2021-22. Union Finance Minister Nirmala Sitharaman has informed this to BJD MP Bhartruhari Mahtab, in a reply in Lok Sabha yesterday. “The Union Government has allocated a sum of Rs 374 crore to the State of Odisha...
ପାଳନ ହେଉନି ମୁଖ୍ୟ ସଚିବଙ୍କ ମାର୍ଗଦର୍ଶିକା
ଭୁବନେଶ୍ୱର : ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କ ମାର୍ଗଦର୍ଶିକାର ସଂଖ୍ୟାଧିକ କ୍ଷେତ୍ରରେ ଠିକଣା ଅନୁପାଳନ ହେଉନାହିଁ । ଫଳରେ ଅଭିଯୁକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହୋଇପାରୁନଥିବାବେଳେ ସେମାନେ ଆଇନ୍ର ଗଳାବାଟ ଦେଇ ଖସିଯାଉଛନ୍ତି । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଥିବା କେନ୍ଦ୍ରୀୟ ଆଇନ୍ରେ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ପରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ସମୀକ୍ଷା କରିବାପାଇଁ ବ୍ୟବସ୍ଥା ରହିଥିବାବେଳେ ରାଜ୍ୟ ସରକାରଙ୍କ ଓଡିଶା ସିଭିଲ ସର୍ଭିସେସ୍ କ୍ଲାସିଫିକେସନ ଆଣ୍ଡ କଣ୍ଟ୍ରୋଲ ରୁଲ୍ସରେ କିନ୍ତୁ ଏଭଳି ବ୍ୟବସ୍ଥା ନାହିଁ । ସେହିପରି...
ଖଣି ଅନୁମତି ପ୍ରଦାନରେ ଓଡିଶା ଶୀର୍ଷରେ
ଭୁବନେଶ୍ୱର : ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ଖଣି ପ୍ରକଳ୍ପଗୁଡିକୁ ଅନୁମୋଦନ ଦେବାରେ ଗତ ୫ବର୍ଷରେ ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ରହିଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏହି ସୂଚନା ଦେଇଛନ୍ତି । ସଂସଦରେ ଲିଖିତ ଭାବେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୧୬ଟି ଖଣି ଭିତ୍ତିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୬,୩୧୩.୧୭ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ଖଣି ପ୍ରକଳ୍ପକୁ ୨୦୧୬ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଅନୁମତି ପ୍ରଦାନ...
କ୍ରୀଡା ଭିତ୍ତିଭୂମିକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର : ରାଜ୍ୟରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ସରକାର ୮୯ଟି ବହୁମୁଖୀ କ୍ରୀଡା ବିପର୍ଯ୍ୟୟ ଆଶ୍ରୟସ୍ଥଳ ଏବଂ ଚିକିତ୍ସାଳୟ ଉପଯୋଗୀ ଇନ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହାକୁ ଅନୁମୋଦନ ମିଳିଛି । ରାଜ୍ୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପରେ ନିର୍ମାଣ ହେବାକୁ ଥିବା ୮୯ଟି ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ପାଇଁ ୬୯୩କୋଟି ୩୫ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ଏହିକାର୍ଯ୍ୟ ୧୮ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ୫-ଟି...
ଗାନ୍ଧୀଜିଙ୍କ ଓଡ଼ିଶା ଆବିଷ୍କାର ପୁସ୍ତକ ଉନ୍ନୋଚିତ
ଭୁବନେଶ୍ୱର : ବାଗଦେବୀ ପ୍ରକାଶନ ପକ୍ଷରୁ ପ୍ରସ୍ତୁତ ପଞ୍ଚାନନ କାନୁନ୍ଗୋଙ୍କ ଦ୍ୱାରା ଲିଖିତ ଲୋକ ଇତିହାସ ମାଳାର ୪ର୍ଥ ଖଣ୍ଡ ଗାନ୍ଧୀଜୀଙ୍କ ଓଡ଼ିଶା ଆବିଷ୍କାର ପୁସ୍ତକକୁ ବିଶିଷ୍ଟ ମାର୍କସବାଦୀ ନେତା ଜନାର୍ଦ୍ଧନ ପତି ଆନୁଷ୍ଠାନିକ ଭାବେ ଲୋକାର୍ପଣ କରି କହିଲେ ଯେ, ଭାରତ ବର୍ଷରେ ସାଂପ୍ରଦାୟିକ ଶକ୍ତିମାନେ ଯେତେଚେଷ୍ଟା କଲେ ମଧ୍ୟ ଗାନ୍ଧୀବାଦର ମୃତ୍ୟୁ କରିପାରିବେ ନାହିଁ । ଭାରତବର୍ଷରେ ଯେତେଦିନ ପର୍ଯ୍ୟନ୍ତ ରାମଧୁନ ବଞ୍ôଚ ରହିଛି । ସେତେଦିନ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ଭାରତ ବର୍ଷର ଜଗଗଣଙ୍କ ହୃଦୟରେ ରହିଥିବେ । ଓଡ଼ିଶା ପ୍ରଦେଶ...









