ବାଚସ୍ପତିଙ୍କୁ ଭେଟିଲେ ଅଷ୍ଟ୍ରେଲୀୟ ଅଧିକାରୀ
ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ କୋଲକାତାରେ ଅବସ୍ଥାପିତ ଅଷ୍ଟ୍ରେଲିଆର ଡେପୁଟି କନ୍ସଲ୍ ଜେନେରାଲ୍ ଡାନିଏଲ୍ ସିମ୍ ଓ ବରିଷ୍ଠ ସମ୍ବଳ ଅଧିକାରୀ ଆଞ୍ଜେଲିନା ନାୟାର ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟସାକ୍ଷାତ କରି ରାଜ୍ୟ ରାଜନୀତିରେ ନାରୀମାନଙ୍କର ସ୍ଥିତି, ଶାସନକୁ ବ୍ୟବସ୍ଥିତ କରିବାରେ ନାରୀଶକ୍ତିର ଭୂମିକା, ନାରୀ ସଶକ୍ତିକରଣ ଓ ଅଷ୍ଟ୍ରେଲିଆ ଏବଂ ଓଡ଼ିଶାର ସଂସଦୀୟ ବିଧିବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି । ଏହି ସୌଜନ୍ୟସାକ୍ଷାତ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟିକା ଶ୍ରୀମତୀ ଉଷାଦେବୀ, ଶ୍ରୀମତୀ...
ଦକ୍ଷ ମାନବସମ୍ବଳ ପ୍ରସ୍ତୁତ ପାଇଁ ରାଜିନାମା
ନୂଆଦିଲ୍ଲୀ : ଉପସାଗରୀୟ ଦେଶ ତଥା ବିଶ୍ୱ ବଜାର ପାଇଁ ଦକ୍ଷ ମାନବସମ୍ବଳ ପ୍ରସ୍ତୁତ ନିମନ୍ତେ ବାରଣାସୀ ଠାରେ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଣ୍ଟର ପ୍ରତିଷ୍ଠା କରାଯିବ । ଏ ନେଇ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଜାତୀୟ ଦକ୍ଷତା ବିକାଶ ଉଦ୍ୟୋଗ ତଥା ଏନଏସଡ଼ିସିଆଇ ଇଂଟରନ୍ୟାସନାଲ (ଏନଏସଡ଼ିସିଆଇ) ଏବଂ ଡିପିି ୱାର୍ଲଡର ଭାରତୀୟ ୟୁନିଟ୍, ହିନ୍ଦୁସ୍ତାନ ପୋର୍ଟ ପ୍ରାଇଭେଟ୍ ଲିମିଟେଡ଼୍ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି...
Amrit Dhara On Palliative Care
Bhubaneswar: The palliative care which aimed to reduce pain in the critical patients, is simply impossible without the proper nursing, said Dr. Mami Parija, President, the Bhubaneswar based Amrit Dhara Palliative Care Trust, Dr Parija was speaking on the occasion of the International-Nurses-Day. While highlighting the contribution of world’s best nurses like Florence Nightingale, Dame Cicely Saunders and others, Dr...
Odisha Mulling eCabinet
Bhubaneswar: The State Government is planning to implement the e-Cabinet system to make Cabinet meetings and related documents paperless, sources said. As part of the Digital India initiative, the National Informatics Centre (NIC) will implement the project for the Government of Odisha. Very soon a meeting between the Parliamentary Affairs Department and NIC will be held to discuss this project, the...
ଇ-କ୍ୟାବିନେଟ୍ ପାଇଁ ଯୋଜନା ପ୍ରସ୍ତୁତ
ଭୁବନେଶ୍ୱର : ଆଗାମୀ ଦିନରେ ରାଜ୍ୟ କ୍ୟାବିନେଟ୍ ‘ଇ-କ୍ୟାବିନେଟ୍’ ହେବା ସହିତ ଏହା କାଗଜ ରହିତ ହେବ । ରାଜ୍ୟ ସରକାର ଏଥିପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ନେସନାଲ ଇନଫରମେଟିକ୍ସ ସେଣ୍ଟର (ଏନ୍ଆଇସି) ଓଡିଶା ସରକାରଙ୍କ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବ । ଖୁବ୍ ଶୀଘ୍ର ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ଏବଂ ଏନ୍ଆଇସି ମଧ୍ୟରେ ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା ପାଇଁ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।...
ସ୍ଥାୟୀ ପ୍ରଗତି ପାଇଁ ବୈଷୟିକ କୌଶଳ ଜରୁରୀ
ଭୁବନେଶ୍ୱର : ପ୍ରତି ୨୯ ସେକେଣ୍ଡ ବ୍ୟବଧାନରେ ଦେଶ ଉପରେ ଗୋଟା ଏସାଇବର ଆକ୍ରମଣ ହେଉଛ ବୋଲି ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଡକ୍ଟର ପବିତ୍ରାନନ୍ଦ ପଟ୍ଟନାୟକ କହିଛନ୍ତି । ରାଷ୍ଟ୍ରୀୟ ବୈଷୟିକ ଦିବସ ପାଳନ ଅବସରରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ “ବୈଷୟିକ କୌଶଳ ଏବଂ ଦୀର୍ଘସ୍ଥାୟୀ ପ୍ରଗତି”ଶୀର୍ଷକ ୱେବିନାର ଆଲୋଚନାରେ ଯୋଗଦେଇ ଡକ୍ଟର ପଟ୍ଟନାୟକ କହିଛନ୍ତି ଯେ ପ୍ରଗତି କ୍ଷେତ୍ରରେ ବୈଷୟିକ କୌଶଳର ପ୍ରୟୋଗ ଜରୁରୀ କିନ୍ତୁ ଏହାର...
ବକେୟା ଅର୍ଥ ପାଇଁ କେନ୍ଦ୍ରକୁ ପତ୍ର
ଭୁବନେଶ୍ୱର : ଧାନସଂଗ୍ରହ ବାବଦରେ ବକେୟା ସବ୍ସିଡି ଅର୍ଥ ପ୍ରଦାନ, ବଳକା ଚାଉଳ ଉଠାଣ, ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶତପ୍ରତିଶତ ଚାଉଳ ଯୋଗାଣ ଆଦି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତ...
ଏପ୍ରିଲରେ ରେକର୍ଡ ଅବକାରୀ ମାମଲା
ଭୁବନେଶ୍ୱର : ଅବକାରୀ ବିଭାଗର ଧରପଗଡ ଯୋଗୁଁ ମାସକ ମଧ୍ୟରେ ୩୭୮୧ ଜଣ ଗିରଫ ହୋଇଥିବାବେଳେ ୪୪୪୬ଟି ମାମଲା ରୁଜୁ ହୋଇଛି । ଏପ୍ରିଲ୍ ମାସର ଧରପଗଡ ସଂକ୍ରାନ୍ତରେ ଅବକାରୀ କମିଶନର ଆଶିଷ କୁମାର ସିଂହ କରିଥିବା ସମୀକ୍ଷାରୁ ଏହା ଜଣାପଡିଛି । ଅବକାରୀ କମିଶନରଙ୍କ ଏହି ଭର୍ଚୁଆଲ ସମୀକ୍ଷା ବୈଠକରେ ଅବକାରୀ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସମୀକ୍ଷାରୁ ଜଣାପଡିଛି ଯେ ଏପ୍ରିଲ ମାସରେ ଜୋରଦାର ଧରପଗଡ ଯୋଗୁଁ ୪୪୪୬ଟି ମାମଲା ରୁଜୁ ହୋଇଥିବାବେଳେ ୩୭୮୧ଜଣ...
State Warns NHAI
Bhubaneswar: Bishnupada Sethi, Principal Secretary Commerce & Transport has warned the National Highway Authority of India (NHAI) for its non-cooperation and negligence in maintaining the road at Dwarsunighat in Mayurbhanj district. Mr.Sethi has written a strong letter to the Chief General Manager & Regional Officer of NHAI, Odisha, on this issue. “You are aware of the fact that, reduction of road...
Odisha Urges Subsidy Release
Bhubaneswar: Food Supplies & Consumer Welfare Minister Ranendra Pratap Swain on Wednesday urged Union Minister Piyush Goyal to release food subsidy of Rs 10,334 crore due till April, 2022. Writing a letter to the Union Minister for Consumer Affairs, Food and Public Distribution, Mr.Swain also requested to resolve issues regarding evacuation of surplus rice, lifting of wheat from FCI and...









