ଅନିଶ୍ଚିତତା ଆଡକୁ ଯାଉଛି ପଞ୍ଚାୟତ ନିର୍ବାଚନ

0

ଭୁବନେଶ୍ୱର : ଆସନ୍ତା ଜାନୁଆରୀ-ଫେବୃଆରୀ ମାସରେ ଓମିକ୍ରନ ଜନିତ କରୋନା ସଂକ୍ରମଣ ଯୋଗୁଁ ଢେର ଅଧିକ ସଂଖ୍ୟକ ଲୋକ ସଂକ୍ରମିତ ହେବା ଘେନି ବିଶେଷଜ୍ଞମାନେ ଭବିଷ୍ୟବାଣୀ କରୁଥିବା ପରିପ୍ରେକ୍ଷୀରେ ପଞ୍ଚାୟତ ନିର୍ବାଚନ ଅନିଶ୍ଚିତତା ମଧ୍ୟକୁ ଠେଲିହୋଇ ଯାଉଛ । ପଛୁଆବର୍ଗଙ୍କ ଲାଗି ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶନାମା ପରିପ୍ରେକ୍ଷୀରେ ଓଡିଶାରେ ପଞ୍ଚାୟତ ନିର୍ବାଚନ ଘୁଞ୍ଚିଛି । ଇତି ମଧ୍ୟରେ ପଛୁଆବର୍ଗଙ୍କୁ ସଂରକ୍ଷଣରୁ ବାଦ୍‍ ଦେଇ ନୂଆ ଚିଠା ପ୍ରକାଶ ପାଇଛି ଏବଂ ଏହା ଉପରେ ଆପତ୍ତି ଅଭିଯୋଗ ଲୋଡା ଯାଇଥିବା ପରିପ୍ରେକ୍ଷୀରେ ଜାନୁୟାରୀ...

ପର୍ଯ୍ୟଟନସ୍ଥଳୀରେ କରୋନା କଟକଣାକୁ ଫୁ….

0

ଭୁବନେଶ୍ୱର : ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକରେ ଅସମ୍ଭାଳ ଭିଡ ଏବେ କରୋନା ସଂକ୍ରମଣ ଭୟ ବଢାଇଲାଣି । ରାଜ୍ୟ ଭିତରୁ ବାହାରୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଓଡିଶାର ବିଭିନ୍ନ ସ୍ଥାନକୁ ଛୁଟୁଥିବାବେଳେ କରୋନା କଟକଣା ତ ଦୂରରକଥା ମାସ୍କଟିଏ ପିନ୍ଧିବା ବି ଦେଖିବାକୁ ମିଳୁନାହିଁ । ରାଜ୍ୟରେ ଏବେ ପର୍ଯ୍ୟଟନ ଋତୁ । ରାଜଧାନୀର ଖଣ୍ଡଗିରି-ଉଦୟଗିରି ସମେତ ପୁରୀ, କୋଣାର୍କ, ନନ୍ଦନକାନନ ଆଦି ସ୍ଥାନକୁ ଦୈନିକ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଏଥି ସହିତ ବିଭିନ୍ନ ଜିଲ୍ଲାରେ ଥିବା ସମୁଦ୍ରକୂଳ,...

ଆସନ୍ତାବର୍ଷ ଖୋଲିବ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ

0

ଭୁବନେଶ୍ୱର : ଆସନ୍ତା ବର୍ଷ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ । ଆଦର୍ଶ ବିଦ୍ୟାଳୟ ଲାଗି ପ୍ରବେଶିକା ପରୀକ୍ଷା ଆସନ୍ତା ତା. ୧୮/୦୨/୨୦୨୨ରେ କରାଯିବ । ଏଥି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଆବଶ୍ୟକୀୟ ପ୍ରଚାରପ୍ରସାର କରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଯୋଗଦାନ କରି ରାଜ୍ୟର...

ଜାନୁୟାରୀ ପହିଲାରେ ପିଏମ୍-କିଷାନର ଦଶମ କିସ୍ତି

0

ନୂଆଦିଲ୍ଲୀ : ତୃଣମୂଳସ୍ତରରେ ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ଓ ସଂକଳ୍ପ ସ୍ୱରୂପ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ଆର୍ଥିକ ସୁବିଧାର ଦଶମ କିସ୍ତି ପ୍ରଦାନ କରିବେ । ଜାନୁୟାରୀ ପହିଲା ୨୦୨୨ ଅପରାହ୍ନ ସାଢେ ବାରଟାବେଳେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସୁବିଧା ହସ୍ତାନ୍ତର କରିବେ । ଏହା ଦ୍ୱାରା ଦଶକୋଟିରୁ ଅଧିକ ହିତାଧିକାରୀଙ୍କ ନିକଟରେ ୨୦ହଜାର କୋଟିରୁ ଅଧିକ ଅର୍ଥ ହସ୍ତାନ୍ତର ହେବ । ପିଏମ୍-କିଷାନ ଯୋଜନାରେ ବାର୍ଷିକ ଛଅହଜାର...

ପର୍ଯ୍ୟଟକଙ୍କ ପାଇଁ ଚନ୍ଦକାରେ ୪ଟି ଜଙ୍ଗଲ ସଫାରୀ ଯାନ

0

ଭୁବନେଶ୍ୱର : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ଗୋଡ଼ିବାରୀଠାରେ ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଶୀତତାପ ନିୟନ୍ତ୍ରିତ ଜଙ୍ଗଲ ସଫାରୀ ଯାନର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ଗୋଡ଼ିବାରୀ, ଭରତପୁର ଏବଂ ଡେରାସକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହି ବ୍ୟବସ୍ଥା ଅଧିକ ଉପଯୋଗୀ ହେବ ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିବ । ପ୍ରକାଶଯୋଗ୍ୟ ଯେ...

Devotee Donates Silver Valuables

0

Puri: Ahead of the new calendar year, a devotee on Wednesday donated silver valuables weighing 7 KG and a cash of Rs 5 lakh to Sri Jagannath temple Puri. The devotee identified as Subrat Rath, a resident of Baramunda area of Bhubaneswar. He handed over the cheque and silver daily utensils of Lord Jagannath and his siblings to Shree Jagannath...

ଗଜପତିରେ ୯୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

0

ଭୁବନେଶ୍ୱର : ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଗଞ୍ଜେଇ ଜବତ କ୍ଷେତ୍ରରେ ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ଗଜପତି ଜିଲ୍ଲା ଅବକାରୀ ଅଧିକାରୀମାନେ ମହାରାଷ୍ଟ୍ର ଚାଲାଣ ହେଉଥିବା ୧୯ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୯୫ଲକ୍ଷ ଟଙ୍କା ଆକଳନ କରାଯାଇଛି । ଗଜପତି ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର MH 18 BG 9457 ନମ୍ବର ଥିବା ଗୋଟିଏ ଟ୍ରକକୁ ଆଜି ଗଜପତି ଅବକାରୀ ବିଭାଗର ଅଧିକାରୀମାନେ ସନ୍ଦେହଜନକ ଭାବେ ମାଲବାଘାଟି...

ସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟପାଳଙ୍କ ଦ୍ୱାରସ୍ଥ

0

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମେ ପଛୁଆ ବର୍ଗ ତଥା ଓବିସିଙ୍କୁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରିବା ପରେ ଏହି ନିର୍ବାଚନ ପ୍ରକ୍ରିୟାକୁ ଆଗକୁ ନେବାକୁ ବିଜେପି ବିଧାୟକ ଆଜି ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ପୃଥକ ପୃଥକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟପାଳ ଓ ରାଜ୍ୟ ନିର୍ବାଚନ କମିଶନରଙ୍କୁ ବିଜେପି ବିଧାୟକମାନେ ଭେଟିଥିଲେ । ଏହି ବିଧାୟକ ଦଳ ମଧ୍ୟରେ ଲୋଇସିଂହା...

ଆଇଟିଇଆରରେ ରକ୍ତଦାନ ଶିବିର

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କମିଶନରେଟ୍ ପୋଲିସ୍‌ର ମିଳିତ ସହଭାଗିତାରେ ବୁଧବାର ଦିନ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆଇଟିଇଆର୍‌) ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ସମୟରେ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଆଇଟିଇଆର୍...

Joint Efforts For Blood Donation

0

Bhubaneswar; Altogether 382 units of blood were collected at a day-long blood donation program jointly organized by Siksha ‘O’ Anusandhan (SOA) and Bhubaneswar-Cuttack Commissionerate Police at the Institute of Technical Education and Research (ITER) here on Wednesday. The program was inaugurated by the Police Commissioner, Soumendra Priyadarshi in the presence of SOA Vice-Chancellor, Prof. Ashok Kumar Mahapatra. Mr. Priyadarshi urged the...