ସଂରକ୍ଷଣ ପାଇଁ ଦୋଷ ଲଦା ଲଦି

0

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ତାରିଖ ପାଖେଇ ଆସୁଥିବାବେଳେ ଏବେ ଆସନ ସଂରକ୍ଷଣକୁ ନେଇ ଦୋଷ ଲଦାଲଦି ଜୋରଦାର ଚାଲିଛି । ସ୍ଥାନୀୟ ନେତାମାନେ ପରସ୍ପର ଉପରକୁ ଦୋଷ ଠେଲି ଲୋକଙ୍କ ରୋଷରୁ ବର୍ତ୍ତିବାକୁ ଆପ୍ରାଣ୍ୟ ଉଦ୍ୟମ ଚଳାଇଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମେ ପ୍ରକାଶ ପାଇଥିବା ଆସନ ସଂରକ୍ଷଣ ତାଲିକା ମାମଲା ଅଦାଲତକୁ ଯିବାପରେ ଏହାର ସାନି ପ୍ରକାଶନ ପାଇଁ ସରକାର ଅଦାଲତଙ୍କୁ ଜଣାଇଥିଲେ । ଏଥି ସହିତ ଅଦାଲତଙ୍କ ନିର୍ଦ୍ଦେଶ ଯୋଗୁଁ ଚଳିତ ପଞ୍ଚାୟତ...

କରୋନା ପାଇଁ ଅନିଶ୍ଚିତତାରେ ପରୀକ୍ଷା

0

ଭୁବନେଶ୍ୱର : କରୋନା ଓ ଏହାର ନୂଆ ପ୍ରଜାତି ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଓ ପଞ୍ଚାୟତ ନିର୍ବାଚନ ଘେନି ଅନିଶ୍ଚିତତା ସୃଷ୍ଟି ହୋଇଛି । ତିନି ତାରିଖରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବାପାଇଁ ପୂର୍ବରୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଇତି ମଧ୍ୟରେ କରୋନା କାରଣରୁ ପ୍ରତ୍ୟାହାର କରିବା ଯୋଗୁଁ ଏହି ଆଶଙ୍କା ଅଧିକ ବଳବତ୍ତର ହୋଇଛି । ଦେଶ ବିଦେଶର ବୈଜ୍ଞାନିକମାନେ ପ୍ରାୟ ୬ମାସ ତଳୁ ଆଶଙ୍କା କରୁଥିଲେ ଯେ ଭାରତରେ ଚଳିତ ଜାନୁୟାରୀ ଓ ଆସନ୍ତା ଫେବୃୟାରୀରେ...

ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୭ ହେଲା

0

ଭୁବନେଶ୍ୱର : ଆଜି ଗୋଟିଏ ଦିନରେ ରାଜ୍ୟରେ ୨୩ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବାପରେ ମୋଟ୍‍ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି । ପୂର୍ବରୁ ତିନି ପର୍ଯ୍ୟାୟରେ ୧୪ଜଣ ଚିହ୍ନଟ ହୋଇଥିଲେ । ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ୧୯ଜଣ ପୁରୁଷ ଓ ୪ଜଣ ମହିଳା ରହିଛନ୍ତି । ଏମାନଙ୍କ ବୟସ ୮ ରୁ ୮୩ବର୍ଷ ମଧ୍ୟରେ । ଏହି ସଂକ୍ରମିତଙ୍କ ମଧ୍ୟରୁ ୧୧ଜଣ ବିଦେଶ ଫେରନ୍ତା ହୋଇଥିବାବେଳେ ୧୨ଜଣ ରାଜ୍ୟ ଭିତରେ ଓମିକ୍ରନ ସଂକ୍ରମିତ ହୋଇଛନ୍ତି ।...

ନୂଆ ବର୍ଷରେ ଆଇଏଏସ୍‍ ସ୍ତରରେ ବଡ ବଦଳି

ଭୁବନେଶ୍ୱର : ନୂଆ ବର୍ଷରେ ରାଜ୍ୟ ସରକାର ଆଜି ଆଇଏଏସ୍‍ ଅଫିସର ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ୧୯୮୭ ବ୍ୟାଚ୍‍ ଆଇଏଏସ୍‍ ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ପ୍ରଦାନ କରିଛନ୍ତି । ଶ୍ରୀ ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ଭାବେ ଏହି ଦାୟିତ୍ୱ ତୁଲାଇବେ ଏବଂ ଏଥି ସହିତ ଓଡିଶା ଔଷଧ ନିଗମର ଅତିରିକ୍ତ ଦାୟିତ୍ୱରେ ରହିବେ । ସେହିଭଳି ୧୯୯୦ ବ୍ୟାଚ୍‍ ଆଇଏଏସ୍‍ ଅଫିସର ସଞ୍ଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର...

ଅପରାଜିତାଙ୍କୁ ଡି.ଲିଟ୍ ଉପାଧି

0

ଭୁବନେଶ୍ୱର: ପୂର୍ବତନ ପ୍ରଶାସିକା ତଥା ଭୁବନେଶ୍ୱର ସାଂସଦ ଅପାରାଜିତା ଷଡଙ୍ଗୀଙ୍କୁ ଜାନୁଆରୀ ୯ ରେ ସମ୍ମାନଜନକ ଡି.ଲିଟ୍ ଡିଗ୍ରୀ ମିଳିବ । ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ପୁଣେର ଏମ୍‍ଆଇଟି-ଏଡିଟି ବିଶ୍ୱବିଦ୍ୟାଳୟ ଏହାର ସମାବର୍ତ୍ତନ ସମାରୋହରେ ଶ୍ରୀମତୀ ଷଡଙ୍ଗୀଙ୍କୁ ସମ୍ମାନିତ କରିବ ବୋଲି କୁଳପତି ଡ. ମଙ୍ଗେଶ ଟି କର୍ନାଡ ସୂଚନା ଦେଇଛନ୍ତି । ଶ୍ରୀମତୀ ଷଡଙ୍ଗୀଙ୍କୁ ଏକ ପତ୍ରରେ ଡକ୍ଟର କର୍ନାଡ ସୂଚନା ଦେଇଛନ୍ତି ଯେ ପୁଣେରେ ଜାନୁଆରୀ ୯ ରେ ହେବାକୁ ଥିବା ଚତୁର୍ଥ ସମାବର୍ତ୍ତନ ସମାରୋହରେ ଏମ୍‍ଆଇଟି-ଏଡିଟି ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନିତ କରିବ...

Changes Affected In Bureaucracy

Bhubaneswar: Affecting a major reshuffle in senior bureaucracy, the State Government Sunday appointed Agriculture Production Commissioner Raj Kumar Sharma as the Additional Chief Secretary of Health & Family Welfare Department. The 1987-batch IAS Officer is also allowed to remain in additional charge of Chairman, OSMCL, in addition to his own duties. Similarly, Additional Chief Secretary to the Home Department Sanjeev Chopra...

Aparajita Sarangi To Get D.Litt

0

Bhubaneswar: Former Top Notch Administrator and Member of Parliament (MP) from Bhubaneswar, Aparajita Sarangi will receive prestigious D.Litt Degree on 9 January. Internationally Recognized MIT-ADT University, Pune will honor Shrimati Sarangi in its Convocation Ceremony, informed Vice Chancellor, Dr.Mangesh T Karnad. In an appreciation letter to Shrimati Sarangi, Dr.Karnad has informed that MIT-ADT University will honor her on the occasion of...

ସ୍କୁଲ ଖୋଲାଯିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ

0

ଭୁବନେଶ୍ୱର : ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପୁନଃ ଖୋଲାଯିବା ନିମନ୍ତେ ଆଦେଶ ଜାରି କରିଥିଲେ । ଏହି ଅଦେଶ ମୁତାବକ, ପାଖାପାଖି ୨୩ ହଜାର ବିଦ୍ୟାଳୟ ଆସନ୍ତା ଜାନୁଆରୀ ୩ ତାରିଖ (ସୋମବାର)ଠାରୁ ଖୋଲିବାର ବନ୍ଦୋବସ୍ତ କରାଯାଉଥିଲା ଏବଂ ବାକି ୩୦୯୩ ବିଦ୍ୟାଳୟକୁ ଜାନୁଆରୀ ୧୦ ତାରିଖ ଦିନଠାରୁ ଖୋଲିଥାନ୍ତା । ଇତି ମଧ୍ୟରେ ପଦାଧିକାରୀମାନେ ବିଭିନ୍ନ ସ୍କୁଲଗସ୍ତକରି ବିଦ୍ୟାଳୟ ସହ ଜଡ଼ିତ ବ୍ୟକ୍ତିବିଶେଷମାନଙ୍କ ସହିତ ଆଲୋଚନା କରିଛନ୍ତି...

ୱିକିପିଡିଆରେ ମୁଖ୍ୟମନ୍ତ୍ରୀଙ୍କ ସଂକ୍ରାନ୍ତରେ ଭୁଲ୍‍ ସୂଚନା

0

ଭୁବନେଶ୍ୱର : ୱିକିପିଡିଆରେ ଉପଲବ୍ଧ ତଥ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ କେତେକ ତ୍ରୁଟିପୂର୍ଣ୍ଣ ତଥ୍ୟ ରହିଛି । ଦେଶ ବିଦେଶର ଲୋକେ ଏହି ତଥ୍ୟ ଦେଖି ତାହାର ଉପଯୋଗ କରୁଥିବାରୁ ତ୍ରୁଟି ସଂଶୋଧନ ପାଇଁ ଦାବି ହେଉଛି । ଜଣେ ଅଣଓଡ଼ିଆ ଲେଖକ ଇଂରାଜୀରେ ପ୍ରକାଶ କରିବାକୁ ଯାଉଥିବା ଏକ ପୁସ୍ତକ ରଚନା ବେଳେ ଏଭଳି ତ୍ରୁଟି ଘେନି ଦ୍ୱନ୍ଦ୍ୱରେ ପଡି ସଠିକ୍‍ ତଥ୍ୟ ଜାଣିବା ଲାଗି ଇଣ୍ଟରନେଟ୍‍ ଓ ଅନ୍ୟାନ୍ୟ ସୂତ୍ରରୁ ସଂଗ୍ରହ କରିଥିବା ବିଷୟବସ୍ତୁରୁ ଏଭଳି ଦ୍ୱନ୍ଦ୍ୱ ଉପୁଜିଛି...

କୋଭିଡ କଟକଣା ବାହାରେ ପାର୍କ

0

ଭୁବନେଶ୍ୱର : ଜନଗହଳି ଏଡାଇବାକୁ ରାଜ୍ୟ ସରକାର ଭୋଜି ଭାତ ଉପରେ କଟକଣା ଲଗାଇଥିବାବେଳେ ବିଏମ୍‍ସି କର୍ତ୍ତୃପକ୍ଷ ବି ଦୋକାନ ବଜାରରେ ତାଲା ପକାଇବାରେ ଲାଗିଛନ୍ତି । ହେଲେ ରାଜଧାନୀର ପାର୍କଗୁଡିକ ଖୋଲା ଥିବାରୁ ନୂଆବର୍ଷରେ ଏଠାରେ ନାହିଁ ନଥିବା ଜନଗହଳି ପରିଲକ୍ଷିତ ହେଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଡିସେମ୍ବର ୩୧ତାରିଖରୁ ଜାନୁୟାରୀ ୨ତାରିଖ ପର୍ଯ୍ୟନ୍ତ ନୂଆବର୍ଷ ପାଳନ ବିଶେଷକରି ଭୋଜିଭାତ, ଜିରୋନାଇଟ୍‍ ଉପରେ କଡା କଟକଣା ଲଗାଇଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି...