Fishing Cat in Bhitarkanika!

0

Bhubaneswar:A rare variety of Fishing Cat has been located in Bhitarkanika National Park, thanks to an initiative of Odisha Biodiversity Board. It is known that the Fishing Cat is included in the Schedule-I of the Indian Wildlife (Protection) Act, 1972 and listed as Vulnerable in the IUCN Red List of Threatened Species. Swarup Kumar, a young researcher of Odisha Biodiversity Board...

କଟକ-ପାରାଦୀପ୍‍ ରାସ୍ତାରେ ମାଳ ମାଳ ହମ୍ପସ

0

ଭୁବନେଶ୍ୱର : କଟକ-ପାରାଦୀପ ରାଜ୍ୟ ରାଜପଥର ଚକଚକିଆ ରାସ୍ତାରେ ଏବେ ସର୍ବନିମ୍ନ ବେଗରେ ଗାଡି ଚଳାଇ ଯିବା ସମ୍ଭବ ନୁହେଁ । ଅଳ୍ପ ଦୂରତରେ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଏକାଧିକ ହମ୍ପସ୍‍ ନିର୍ମାଣ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । କଟକରୁ ପାରାଦୀପ୍‍ ପର୍ଯ୍ୟନ୍ତ ୮୨ କିଲୋମିଟର ସଡକଟି ସମ୍ପୂର୍ଣ୍ଣ କଂକ୍ରିଟ୍‍ରେ ନିର୍ମାଣ ହୋଇଥିବାବେଳେ ଏହି ରାସ୍ତାରେ ଗୋଟିଏ ଟୋଲ ଗେଟ୍‍ ରହିଛି । ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏଠାରେ ତିନି ଓ ଚାରିଚକିଆ ବାହାନରୁ ଟିକସ ଆଦାୟ ହେଉଛି ।...

ଭିତରକନିକାରେ ବିରଳ ମାଛରଙ୍କା ବିରାଡି

0

ଭୁବନେଶ୍ୱର : ଏକ ବିରଳ ପ୍ରଜାତିର ମାଛରଙ୍କା ବିରାଡି ଭିତରକନିକା ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି । ଓଡିଶା ଜୈବବିବିଧତା ବୋର୍ଡର ଉଦ୍ୟମ ଯୋଗୁଁ ଏହି ବିରଳ ପ୍ରାଣୀର ସନ୍ଧାନ ମିଳିଛି । ଉଲ୍ଲେଖନୀୟ ଯେ ମାଛରଙ୍କା ବିରାଡି ଭାରତୀୟ ବନ୍ୟଜନ୍ତୁ (ସୁରକ୍ଷା) ଆଇନ୍‍, ୧୯୭୨ର ସିଡ୍ୟୁଲ-୧ରେ ତାଲିକାଭୁକ୍ତ ହୋଇଥିବାବେଳେ ଆଇସିୟୁଏନ୍‍ ତାଲିକାରେ ଏହା ସମ୍ବେଦନଶୀଳ ଓ ବିଲୁପ୍ତପ୍ରାୟ ପ୍ରାଣୀ ତାଲିକାରେ ରହିଛି । ଓଡିଶା ଜୈବ ବିବିଧତା ବୋର୍ଡର ଯୁବ ଗବେଷକ ସ୍ୱରୂପ କୁମାର ଭିତରକନିକା ଅଭୟାରଣ୍ୟରେ ଖଞ୍ଜିଥିବା କ୍ୟାମେରାରେ ଫେବୃଆରୀ ୧୫...

୨୨ରୁ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଅଭିଯାନ

0

ଭୁବନେଶ୍ୱର : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଭୁକ୍ତ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଅଭିଯାନ ସାରା ଦେଶର ୭୫ଟି ସ୍ଥାନରେ ପାଳିତ ହେଉଥିବା ପରିପ୍ରେକ୍ଷୀରେ ମନ୍ଦିର ନଗରୀ ଭୁବନେଶ୍ୱରରେ ମଧ୍ୟ ଚଳିତ ମାସ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ରାଜ୍ୟରେ ବିଜ୍ଞାନ ଓ କାରିଗରୀ ବିଭାଗ ନେତୃତ୍ୱରେ ଏପରି ଅଭିଯାନ ଆରମ୍ଭ ହେବ । ଏହି ଅବସରରେ ବିଜ୍ଞାନ ଓ କାରିଗରୀ ବିଭାଗ, ଓଡ଼ିଶା ବିଜ୍ଞାନ ଏକାଡେମୀ, ଭୁବନେଶ୍ୱର ସିଟି...

Prez Lauds Covid Warriors

0

Puri: President Ram Nath Kovind on Sunday hailed the doctors, nurses and other health workers for their services and sacrifices during the Covid-19 pandemic, despite many of them contracting the virus. “Our doctors, nurses and health workers displayed this spirit of service during the COVID pandemic. They were also infected with the coronavirus, but even in such extreme circumstances, they...

SEC Condemns Attack On Scribes

0

Bhubaneswar: Amid violence in some places of Jajpur district, the third phase of voting for election of Panchayati Raj Institutions (PRIs) has completed in the State on Sunday with 71 per cent polling. At least 71 percent out of 56.53 lakh voters have turned out to the booths in this phase. However, the polling percentage may go up as the...

Phase 3 Poll Sails Smoothly

0

Bhubaneswar: Barring a few minor incidents in Jajpur district, the third phase of voting for election of Panchayati Raj Institutions (PRIs) is going smoothly in 29 districts. At least 45 per cent of voters' turnout was recorded till 12 PM. The polling began at 7 AM under tight security. As per preliminary reports, barring few booths of Jajpur district, the...

ପାଞ୍ଚ ଶହ ତଳେ କରୋନା

0

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫୦ ଦିନ ପରେ ପାଞ୍ଚ ଶହ ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୯୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଜାନୁଆରୀ ୨ ତାରିଖରେ ୪୨୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପରଠାରୁ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇ ଜାନୁଆରୀ ୧୯ତାରିଖରେ ସର୍ବୋଚ୍ଚ ୧୧,୬୦୭ ରେ ପହଞ୍ଚିଥିଲା । ଗତ ୨୪ଘଣ୍ଟା ମଧ୍ୟରେ ୪୯୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୭ଟି ଜିଲ୍ଲାରେ...

Fight For Supremacy

0

Bhubaneswar: In the battle of supremacy over rural Odisha through the ongoing three–tier panchayat elections, a new phenomenon is visible which may irritate the country’s saffron leaders. During the battle of Titans BJD and BJP, the country’s age old party, the Congress, is winning sympathy in many constituencies. The Congress will not win many seats but the party headed...

ଯେକୌଣସି ସମୟରେ ପୌର ନିର୍ବାଚନ ବିଜ୍ଞପ୍ତି

0

ଭୁବନେଶ୍ୱର : ଓଡିଶାରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଯେକୌଣସି ସମୟରେ ରାଜ୍ୟ ର୍ନିବାଚନ କମିଶନ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିପାରନ୍ତି । ଗୋଟିଏ ପଟେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲୁ ରହିଥିବାବେଳେ ଅନ୍ୟ ପଟେ ପୌର ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକଦଳଗୁଡିକ ଭିତରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ରାଜ୍ୟର ୧୦୭ଟି ପୌରସଂସ୍ଥା ଏବଂ ୩ଟି ମହାନଗର ନିଗମର ୧୯୩୧ ୱାର୍ଡ ଲାଗି ୪୫୮୪ଟି ବୁଥ୍‍ରେ ମତଗ୍ରହଣ କରାଇବାପାଇଁ ତାଲିକା ଚୂଡାନ୍ତ ହୋଇସାରିଛି...