୧୧ରୁ ଓଡ଼ିଶାରେ ବର୍ଷା ସମ୍ଭାବନା

0

ଭୁବନେଶ୍ୱର : ଶନିବାର ରାତିରୁ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ମଙ୍ଗଳବାର ତାମିଲନାଡୁ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବାରୁ ସେହି ଅଂଚଳରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ନଭେମ୍ବର ୧୧ ତାରିଖ ରାତିରେ ଏହି ଲଘୁଚାପ ତାମିଲନାଡୁ ସୀମା ଅତିକ୍ରମ କରିବ ବୋଲି ସିଇସି ପକ୍ଷରୁ ସୂଚନା ଦିଆଯାଇଛି ।...

Odisha To Host Yoga Sports Championships

0

After successfully hosting several national and international hockey and other indigenous sporting events, Odisha is now going to host the first Physical National Yogasana Sports Championships 2021-22. Organised by the National Yogasana Sports Federation (NYSF), in association with the Odisha Government; the championships will be held in Bhubaneswar from November 11 to 13. Over 500 bright and young Yogasana sports...

SEC Begins Panchayat Poll Prep

0

Bhubaneswar: With the completion of seat reservation and other exercise by the State Government, the State Election Commission (SEC) headed by retired IAS officer Aditya Prasad Padhi has started preparation to conduct the three-tier Panchayat elections in the State. Holding a press conference here, Padhi said the tenure of the three-tier Panchayati Raj Institutions (PRI) in the State will end...

Kalahandi Gets Smart Health

0

Bhawanipatna: Amid protests by Opposition BJP and Congress, Chief Minister Naveen Patnaik on Monday visited Kalahandi district and launched the distribution of Biju Swasthya Kalyan Yojana (BSKY) Smart Health Cards smoothly. The Opposition parties held demonstrations in several parts of the State including Bhubaneswar, Kalahandi and Sambalpur demanding the removal of Minister of State for Home Dibya Shankar Mishra over...

ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କଳାହାଣ୍ଡି

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି  ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧୪ ଲକ୍ଷ  ଲୋକ ଏହି ସୁବିଧା ପାଇବେ । କଳାହାଣ୍ଡି ସହିତ ରାଜ୍ୟର ୯ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା ।   ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ପ୍ରାୟ ୮୬୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ...

ମୋ ସାଇକେଲ ପ୍ରତି ଲୋକଙ୍କ ଆଗ୍ରହ ନାହିଁ

0

ଭୁବନେଶ୍ୱର : ଶତ ପ୍ରଚେଷ୍ଟା ସତ୍ୱେ ରାଜଧାନୀରେ ମୋ ସାଇକେଲ ପ୍ରତି ଲୋକଙ୍କର ଆଗ୍ରହ ପ୍ରକାଶ ପାଉନାହିଁ । ରାସ୍ତାକଡରେ ରଙ୍ଗ ବେରଙ୍ଗର ମାଳ ମାଳ ସାଇକେଲ ଛିଡା ହୋଇଥିଲେ ମଧ୍ୟ କାଁ ଭାଁ ଲୋକେ ଏହାକୁ ବ୍ୟବହାର କରୁଛନ୍ତି । ରାଜଧାନୀରେ ବିଶ୍ୱକପ୍‍ ହକି ଆୟୋଜନ ସହିତ ଏହାର ଅନ୍ୟତମ ଆକର୍ଷଣ ଥିଲା ମୋ ସାଇକେଲ ଚଳାଚଳ । ଭୁବନେଶ୍ୱର ସ୍ମାର୍ଟସିଟି ମିଶନ ଏସ୍‍ପିଭି ଦ୍ୱାରା ମୋ ସାଇକେଲ ଯୋଜନାରେ ୨୦୦୦ ସାଇକେଲ ଖରିଦ ସହିତ ସହରର ବିଭିନ୍ନ ସ୍ଥାନରେ ଏହା ରଖାଯାଇଥିଲା...

ରକ୍ତ ପରୀକ୍ଷା ପାଇଁ ୫ଟି ସ୍ଥାନରେ ଧାଡି

0

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲକୁ ରକ୍ତ ପରୀକ୍ଷା ପାଇଁ ଆସୁଥିବା ରୋଗୀମାନଙ୍କୁ ଅତି କମ୍‍ରେ ୫ଟି ସ୍ଥାନରେ ଧାଡିରେ ଛିଡା ହେବାକୁ ପଡୁଛି । ଏଥିଯୋଗୁଁ ରୋଗୀଟି ଘଣ୍ଟା ଘଣ୍ଟା ଧରି ଛିଡା ହେବା ଯୋଗୁଁ ତାହାର ରୋଗ ବଢିବାରେ ଲାଗିଛି । ଅଭିଯୋଗ ଅନୁଯାୟୀ ଯଦି କୌଣସି ରୋଗୀର ରୋଗ ନିରୂପଣ ପାଇଁ ଡାକ୍ତର ରକ୍ତପରୀକ୍ଷା ସକାଶେ ପରାମର୍ଶ ଦେଉଛନ୍ତି ତେବେ ରୋଗୀଟି ପ୍ରଥମେ ଯାଇ ଧାଡିରେ ଛିଡା ହୋଇ ପଞ୍ଜିକୃତ କରୁଛି । ଏହାପରେ ଆଉ ଗୋଟିଏ ଧାଡିରେ ଛିଡାହୋଇ ପରୀକ୍ଷାପାଇଁ...

Airlines Explore Bhubaneswar-Dehradun Connect

0

Bhubaneswar: Union Minister Civil Aviation Jyotiraditya M Scindia has instructed the officials to Ministry of Civil Aviation to get in touch with the Airline Operators regarding air connectivity between Bhubaneswar and Dehradun. Union Minister Mr.Scindia in a letter to former MP and BJD Veteran, Anang Udaya Singh Deo has said that demand for direct air connectivity between Bhubaneswar and Dehradun...

ଅରିନ୍ଦମଙ୍କୁ ମରଣୋତ୍ତର ଭାବେ ‘ସାମ୍ବାଦିକ ରତ୍ନ’ ସମ୍ମାନ

0

ଭୁବନେଶ୍ୱର : କଳିଙ୍ଗ ସେନାର ଏକବିଂଶ ପ୍ରତିଷ୍ଠା ଦିବସରେ ଆଜି ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ମରୋଣତ୍ତର ଭାବେ ସାମ୍ବାଦିକ ରତ୍ନ ପ୍ରଦାନ କରାଯାଇଛି । ସ୍ଥାନୀୟ କସ୍ତୁରବା ନାରୀମହଲଠାରେ ଭବ୍ୟ ସମାରୋହରେ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ମାଆ କୁନି ଦାସ ଏବଂ ପତ୍ନୀ ସମୀକ୍ଷା ଦାସ ଏହି ସମ୍ମାନ ଗ୍ରହଣ କରିଥିଲେ । କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥଙ୍କ ଆମନ୍ତ୍ରଣକ୍ରମେ ସେମାନେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ସ୍ୱର୍ଗତ ଅରିନ୍ଦମ ଦାସଙ୍କୁ ମରଣୋତ୍ତର ସାମ୍ବାଦିକ ରତ୍ନ ସମ୍ମାନ ପ୍ରଦାନ...

ୱାସିଙ୍ଗଟନ୍‌ରେ ଓଡ଼ିଶାର ବାନ୍ଧକଳା

0

ଭୁବନେଶ୍ୱର : ୱାସିଙ୍ଗଟନ୍‌ ସ୍ଥିତ କେନେଡ଼ି ସେଣ୍ଟରରେ ମହାସମାରୋହରେ ଅନୁଷ୍ଠିତ ହୋଇଛି ନେସ୍‌ନାଲ୍‌ ଅପେରା । ଏହି ଅପେରା ପାଇଁ ଓଡ଼ିଶାର ଖ୍ୟାତନାମା ଫେସନ୍‌ ଡିଜାଇନର୍‌ ବିଭୁ ମହାପାତ୍ର ପୋଷାକ ଡିଜାଇନ୍‌ କରି ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି । ନେସ୍‌ନାଲ୍‌ ଅପେରା ୨ ବର୍ଷ ପରେ ପ୍ରଥମ ଥର ପାଇଁ ଖୋଲିଛି । ଚଳିତ ନଭେମ୍ବର ୬ ତାରିଖ ଦିନ ଏହି ଅପେରା ପ୍ରଦର୍ଶିତ ହୋଇଥିଲା । ଏହାର ଶୀର୍ଷକ ରହିଛି ‘ଗୃହାଗମନ-ସେଲିବ୍ରେସନ୍‌ ଅଫ୍‌ ରିଟର୍ଣ୍ଣ’ । ବିଭୁ ମହାପାତ୍ର ମାତୃଭୂମି ଓଡ଼ିଶାକୁ ନେସ୍‌ନାଲ୍‌...