Rath Jatra Only In Puri:SC
New Delhi: The Supreme Court (SC) of India on Tuesday made it clear that the annual Rath Jatra of Lord Jagannath and his siblings will be conducted only in Puri. The Supreme Court has dismissed all applications filed to conduct the Rath Jatra in other places apart from Puri Jagannath temple. The case was heard by a Bench headed by...
ଆଣ୍ଠେଇଛି ସ୍ଫୁର୍ତ୍ତି ପ୍ରକଳ୍ପ
ଭୁବନେଶ୍ୱର : ପାରମ୍ପରିକ ଶିଳ୍ପକୁ ନୂଆ ରୂପ ଦେବା ସହିତ ଶିଳ୍ପୀ ଓ କାରିଗରମାନଙ୍କ ହାତକୁ କାମଦେବା ପାଇଁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ସ୍କିମ୍ ଅଫ୍ ଫଣ୍ଡ୍ ଫର ରିଜେନେରେସନ ଅଫ୍ ଟ୍ରାଡିସିନାଲ ଇଣ୍ଡଷ୍ଟ୍ରିଜ୍ (ସ୍ଫୁର୍ତ୍ତି) ଓଡିଶାରେ ଏକ ପ୍ରକାର ଆଣ୍ଠେଇଛି । ରାଜ୍ୟପାଇଁ ୪୭ ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ ଗୋଟିଏରୁ ହେଲେ ବି ଉତ୍ପାଦନ ଆରମ୍ଭ ହୋଇ ନାହିଁ । ୨୦୧୮ ମସିହାରେ କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରାଳୟ ଏହି ଯୋଜନା ଆରମ୍ଭ କରିଥିଲେ । ଏଥିରେ ଓଡିଶା ସର୍ବାଧିକ ଉପକୃତ ହେବା...
୪୩ବର୍ଷ ହେଲା ହୋଇନି ରତ୍ନଭଣ୍ଡାର ହିସାବ
ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସମ୍ପତ୍ତିର ହିସାବ ନିକାଶ ୪୩ବର୍ଷ ଧରି ହୋଇନାହିଁ । ଶ୍ରୀଜଗନ୍ନାଥଙ୍କ ଲୀଳା ରହସମୟ ବୋଲି ଭକ୍ତମାନେ ଯେମିତି ମନେ କରନ୍ତି ଠିକ୍ ସେହିପରି ତାଙ୍କ ରତ୍ନଭଣ୍ଡାରର ଚାବି ଖୋଲି ଆଇନାନୁଯାୟୀ ଗଚ୍ଛିତ ସମ୍ପତ୍ତିର ନିୟମିତ ବ୍ୟବଧାନରେ ସୁମାରି କରାନଯିବା ବିସ୍ମୟକର ହୋଇ ରହିଛି । ଶ୍ରୀମନ୍ଦିର ସହ ସମ୍ପୃକ୍ତ କିଛି ସେବକ ସ୍ୱୀକାର କରୁଛନ୍ତି ଯେ ରତ୍ନଭଣ୍ଡାର କାନ୍ଥ ଓଦା ରହୁଛି । ତେଣୁ ତାହାର ମରାମତି ଦରକାର । କିଛିବର୍ଷ ତଳେ ଅଦାଲତଙ୍କ...
ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ୱ
ଭୁବନେଶ୍ୱର : ବୈଷୟିକ ଜ୍ଞାନକୌଶଳର ବିକାଶ ସହ ତାଳ ଦେଇ ସୂଚନା ଅଧିକାରୀମାନେ ନିଜକୁ ପ୍ରସ୍ତୁତ କରି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଉପଯୁକ୍ତ ସୂଚନା ପ୍ରଦାନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପରାମର୍ଶ ଦେଇଛନ୍ତି । ସାମାଜିକ ଗଣମାଧ୍ୟମର ପରିଚାଳନା ଏବଂ ବ୍ୟବହାର ସଂପର୍କରେ ସୂଚନା ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ସବିଶେଷ ତଥ୍ୟ ସଂଗ୍ରହ, ବରିଷ୍ଠ ଅଧିକାରୀମାନଙ୍କ...
Dangue Concern In Capital City
Bhubaneswar: While COVID- 19 pandemic causing concern, rising number of cases of Dengue have also started to emerge as a challange for the Public Health Administrators in Odisha State Capital here, officials admit. At least a dozen cases of the vector-borne disease have been reported from Sailashree Vihar and Kalpana areas here in the last 10 days, said Director...
Anna Yojana For 3.24 Cr People
Bhubaneswar: In view of Covid-19 situation, the Centre will provide free food grains to 3.24 crore people of Odisha under the PradhanMantriGaribKalyan Anna Yojana IV (PMGKAY-IV). As part of the scheme, food grains at a scale of 5 kg per person per month will be provided to all the eligible beneficiaries over and above the regular monthly entitlements under the...
୨୦୨୧-୨୨ରେ ଦେଢ ଲକ୍ଷ ହେକ୍ଟରରେ ବନୀକରଣ
ଭୁବନେଶ୍ୱର : ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ରାଜ୍ୟରେ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ବନୀକରଣ ଯୋଜନା ଯଥା- ପ୍ରାକୃତିକ ଜଙ୍ଗଲର ପୁନର୍ଜନନ, ନୂତନ ଜଙ୍ଗଲ ସୃଷ୍ଟି, ସହରାଞ୍ଚଳ ବନୀକରଣ, ପଥପାଶ୍ୱର୍ ବନୀକରଣ ଇତ୍ୟାଦି ମାଧ୍ୟମରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ଚାଲୁ ଚାଲୁ ରହିଥିବା କହିଥିଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ରାଜ୍ୟ କାମ୍ପା...
IOs Advised For Tech Use
Bhubaneswar: In adherence to 5T model of Governance, Information & Public Relations, Principal Secretary Bishnupada Sethi on Monday advised Information Officers (IOs) to use technology in dissemination of effective and correct information to the public in a short span of time. Mr.Sethi was addressing the IOs of the Department of Information & Public Relations here.He also directed concerned officials to...
State Records 4 Lakh Vax A Day
Bhubaneswar: Odisha has set a record of crossing 4 Lakh doses of vaccination on 5 July. While the State Government set a target of vaccinating 3 Lakh doses every day, last highest achievement was 3.32 Lakh on 21 June. ACS Health & Family Welfare, P K Mohapatra reviewed Vaccination Management here on Monday with the senior officials of the department. Today, achievement...
ଡିବିିଟି ପ୍ରଦାନ ନିମନ୍ତେ ନୂତନ ଏସ୍ଓପି
ଭୁବନେଶ୍ୱର : ହିତାଧିକାରୀ ଚାଷୀମାନଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ ଯୋଜନାରେ ଅଣୁସାର, କୀଟନାଶକ ଔଷଧ, ତୃଣନାଶକ ପଦାର୍ଥ ଆଦି ପ୍ରଦାନ କରାନଯାଇ ଡିବିଟି ମାଧ୍ୟମରେ ଏହାର ଅର୍ଥରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ । ଏହା ଦ୍ୱାରା ଚାଷୀମାନେ ସେମାନଙ୍କ ପସନ୍ଦର କୃଷି ସାମଗ୍ରୀ କିଣିବାକୁ ସ୍ୱତନ୍ତ୍ରତା ମିଳିବା ସହିତ ଏଥିରେ ଅଧିକ ସ୍ୱଚ୍ଛତା ଅଣାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର...