ବ୍ୟବସାୟୀଙ୍କ ସହିତ ବିଏମସିର ଲୁଚକାଳି ଖେଳ
ଭୁବନେଶ୍ୱର : ରାଜଧାନୀକୁ ଜବରଦଖଲମୁକ୍ତ କରିବାପାଇଁ ଏବେ ବିଏମସି, ବିଡିଏ ରାସ୍ତାକଡ ଦୋକାନଗୁଡିକୁ ଉଚ୍ଛେଦ କରିବାରେ ଲାଗିଛନ୍ତି । ତେବେ ଦୀର୍ଘଦିନ ଧରି ବେପାର କରି ପେଟ ପୋଷୁଥିବା ବ୍ୟବସାୟୀଙ୍କୁ ଥଇଥାନ ନକରି ହଠାତ୍ ସେମାନଙ୍କ ଦୋକାନ ଉଚ୍ଛେଦ କରିବା ଯୋଗୁଁ ରାଜଧାନୀରେ ବ୍ୟବସାୟୀ ଓ ବିଏମ୍ସି ମଧ୍ୟରେ ଏକ ପ୍ରକାର ଲୁଚକାଳି ଖେଳ ଚାଲିଛି । ବିଏମ୍ସି ଉଚ୍ଛେଦ କରିବାପରେ ବ୍ୟବସାୟୀମାନେ ତୁରନ୍ତ ନିଜର ପସରା ଖୋଲିବାରେ ଲାଗିଛନ୍ତି । ରାଜଧାନୀର ବିଭିନ୍ନ ସ୍ଥାନରେ ବିଏମ୍ସି ପକ୍ଷରୁ ଭେଣ୍ଡିଂଜୋନ୍ ନିର୍ମାଣ କରି ବ୍ୟବସାୟୀମାନଙ୍କୁ...
ବେଧଡକ ଜମି ବିକୁଛନ୍ତି ଚିଟ୍ଫଣ୍ଡ ଅଭିଯୁକ୍ତ
ଭୁବନେଶ୍ୱର : ଚିଟ୍ଫଣ୍ଡ ଠକେଇରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ସ୍ଥାବର ଅସ୍ଥାବର ସଂପତ୍ତି ଜବତ କରାଯାଇଥିବା ବେଳେ କେତେକ କ୍ଷେତ୍ରରେ ସରକାରଙ୍କୁ ଚକ୍ମା ଦେଇ ଅଭିଯୁକ୍ତ କୋଟି କୋଟି ଟଙ୍କାର ସଂପତ୍ତି ନିଜ ସଂପର୍କୀୟଙ୍କୁ ହସ୍ତାନ୍ତର କରିବା ସହ ଏହାକୁ ପରେ ବିଲଡର ସଂସ୍ଥା ମାଧ୍ୟମରେ ବିକ୍ରି କରିଦେଉଛନ୍ତି । ଗୋଟିଏ ପଟେ କ୍ଷତିଗ୍ରସ୍ତ ସମସ୍ତ ଜମାକାରୀ ସେମାନଙ୍କ ସଂପୂର୍ଣ୍ଣ ଅର୍ଥ ଫେରସ୍ତ ପାଇପାରୁନଥିବା ବେଳେ ଅନ୍ୟପଟେ ଅଭିଯୁକ୍ତମାନେ କାରସାଦି କରି ସଂପତ୍ତି ବିକିବାରେ ଲାଗିଛନ୍ତି । ଏଭଳି ଘଟଣା ଘଟିଛି ଖୋଦ୍...
ନଭେମ୍ବର ୧୪ ରୁ ପିକକ୍ ଶିଶୁମେଳା
ଭୁବନେଶ୍ୱର : ଚଳିତ ବର୍ଷ ୩୬ ତମ ଶିଶୁ ମେଳା ନଭେମ୍ବର ୧୪ ରୁ ୨୦ ତାରିଖ ସନ୍ଧ୍ୟାରେ ସପ୍ତାହ ବ୍ୟାପୀ ଭୁବନେଶ୍ବର ଏକାମ୍ର ହାଟର ମୁକ୍ତ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ । ସ୍ୱେଛାସେବୀ ଅନୁଷ୍ଠାନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଦ୍ୱାରା ୧୯୯୦ ମସିହାରୁ ଶିଶୁ ଅଧିକାର ସପ୍ତାହରେ ସପ୍ତାହବ୍ୟାପୀ “ଶିଶୁମେଳା” ଅନୁଷ୍ଠିତ ହୋଇ ଆସୁଛି । ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଶିଶୁ ମେଳାର ବିଭିନ୍ନ ସନ୍ଧ୍ୟା ରେ ଅନୁଷ୍ଠିତ ହେବ । ଶିଶୁମେଳା ଅବସରରେ ପିଲାମାନଙ୍କ...
ସିବିସି ଭୁବନେଶ୍ୱର ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ
ଭୁବନେଶ୍ୱର : ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ୧୫୦ତମ ଜନ୍ମବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ଏକ ଯୋଗଯୋଗ ଏବଂ ଲୋକସମ୍ପର୍କ କାର୍ଯ୍ୟକ୍ରମ ଖୋର୍ଦ୍ଧାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା—ଜାତୀୟ ଏକତା,...
ନଭେମ୍ବର ୧ରୁ ଖୋଲିବ ସୁଭଦ୍ରା ପୋର୍ଟାଲ
ଭୁବନେଶ୍ୱର : ୨୦୨୫-୨୬ ଆର୍ଥିକ ବର୍ଷରେ ନୂତନ ପଞ୍ଜିକରଣ ପାଇଁ ସୁଭଦ୍ରା ପୋର୍ଟାଲ ଖୋଲାଯିବା ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି । ନୂତନ ପଞ୍ଜିକରଣ ପାଇଁ ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ । ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ ଦୃଷ୍ଟିରୁ ନୂଆପଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଏହା ଖୋଲାଯିବ । ନୂତନ ଯୋଗ୍ୟ ମହିଳାମାନେ ଯେଉଁମାନଙ୍କ ବୟସ ୧ ଅପ୍ରେଲ, ୨୦୨୫ ସୁଦ୍ଧା ୨୧ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ହୋଇଥିବ ଏବଂ...
ଓଡିଶା ଚାଳକଙ୍କୁ ଜାପାନରେ ନିଯୁକ୍ତି
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଯାନ ଚାଳନା ତାଲିମ କେନ୍ଦ୍ରରୁ ପ୍ରଶିକ୍ଷିତ ଜଣେ ଦକ୍ଷ ଗାଡ଼ି ଚାଳକ ସଫଳ ସୁବାହକ ଭାବେ ଆଜି ବିଶ୍ୱସ୍ତରରେ ନିଜର ସୁନାମ ହାସଲ କରିବାରେ ସକ୍ଷମ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାର ରାକେଶ କୁମାର ଦାସ ଜାପାନର ଏକ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇ ଜାପାନ ଅଭିମୁଖେ ଯାଇଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ଯାନ ଚାଳନା ତାଲିମ ଓ ଗବେଷଣା ପ୍ରତିଷ୍ଠାନ ବଣାଇ, ଛତିଆ, ପାଲୁର, କେନ୍ଦୁଝରରେ ରହିଛି। ରାକେଶ ଛତିଆ ପ୍ରଶିକ୍ଷଣ କେନ୍ଦ୍ରରୁ ସୁବାହକ ଭାବେ ପ୍ରଶିକ୍ଷିତ...
Odisha Adopts Green Urban
Bhubaneswar: Odisha’s drive towards sustainable and climate-resilient urban growth took a major stride with a one-day workshop on “Mainstreaming Low-Carbon Building Materials to Transform the Built Environment in Odisha,” held at the IIT Madras campus. The event was jointly organized by the Indian Institute of Technology (IIT) Bhubaneswar and Development Alternatives. Smt. Usha Padhee, Principal Secretary, Housing and Urban Development...
AI Shaping Aadhaar Vision’32
Bhubaneswar: The Unique Identification Authority of India (UIDAI) is making Artificial Intelligence (AI) a foundational technology in its 'Aadhaar Vision 2032' framework, a comprehensive roadmap designed to enhance and secure India's digital identity platform for the next decade. This strategic move is driven by the necessity to stay ahead of the rapidly changing technological and regulatory landscape. By focusing on...
ଆହୁରି ସ୍ମାର୍ଟ ହେବ ଜଳସମ୍ପଦ ବିଭାଗ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଜଳ ସମ୍ପଦ ବିଭାଗ ପରିଦର୍ଶନ କରି ବିଭାଗର ସବିସ୍ତୃତ କାର୍ଯ୍ୟାବଳୀ ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗରେ ପହଞ୍ଚି ପ୍ରଥମେ ଅଷ୍ଟମ ମହଲାସ୍ଥିତ ରାଜ୍ୟ ଜଳ ବିଜ୍ଞାନ ତଥ୍ୟ କେନ୍ଦ୍ର ଯାଇ ସେଠାରେ ରାଜ୍ୟରେ ବିଭିନ୍ନ ଜଳ ଭଣ୍ଡାର ଓ ନଦୀ ଗୁଡିକରେ ଜଳ ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ବୁଝିଥିଲେ। ସୂଚନାଯୋଗ୍ୟ ଯେ, ରାଜ୍ୟ ଜଳ ବିଜ୍ଞାନ ତଥ୍ୟ କେନ୍ଦ୍ରର ତଥ୍ୟ ଅନୁଯାୟୀ...
CM Sets 15 L Ha Water Goal
Bhubaneswar: Chief Minister Shri Mohan Charan Majhi today announced the state government's ambitious target to irrigate 15 lakh hectares of agricultural land by 2029-30. Chief Minister Shri Majhi, who also holds Water Resources portfolio today visited the Water Resources Department at Rajiv Bhavan at 10 am to review its operations and progress of the projects. Upon arrival, the Chief Minister first...










