ଅକ୍ଟୋବର ସୁଦ୍ଧା ବଜେଟ୍‌ ବ୍ୟୟ ୩୮ ପ୍ରତିଶତ

0

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ  ଆଜି  ଅନୁଷ୍ଠିତ ହୋଇଯାଇଛି ।  ବୈଠକରେ  ଅର୍ଥ ବିଭାଗ ତରଫରୁ ୨୦୨୫-୨୬ ଆର୍ଥିକ ବର୍ଷରେ ଗତ ଅକ୍ଟୋବର ୨୦୨୫ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ  ଉପସ୍ଥାପନ କରାଯାଇ ଆଲୋଚନା କରାଯାଇଥିଲା । ରାଜ୍ୟର ଆର୍ଥିକ ପ୍ରଦର୍ଶନ ସଂପର୍କିତ ଉପସ୍ଥାପନାରୁ ଜଣାଯାଇଛି ଯେ,  ଗତ ଅକ୍ଟୋବର ମାସ ସୁଦ୍ଧା ବଜେଟ୍‌ ବ୍ୟୟ ଅଟକଳର ମୋଟ  ୩୮ ପ୍ରତିଶତ ଖର୍ଚ୍ଚ ହୋଇଛି । ବୈଠକରେ ଅନ୍ୟମାନଙ୍କ  ମଧ୍ୟରେ  ଉନ୍ନୟନ କମିଶନର...

Green Hydrogen Summit On 11-12 NOV

0

New Delhi: The Ministry of New and Renewable Energy (MNRE), Government of India, will host the International Conference on Green Hydrogen (ICGH 2025) on 11 and 12 November at Bharat Mandapam, New Delhi. The conference is a key part of the Indian Government’s strategy to advance the National Green Hydrogen Mission (NGHM). Shri Santosh Kumar Sarangi, Secretary, MNRE and Chairman,...

Battle For Jobs VS Welfare

0

Patna: The current political landscape and pre-election discussions, here are some of the most interesting and central issues shaping the Bihar Assembly Election 2025: Battle for Jobs VS Welfare This is arguably the most prominent and stark divide between the major alliances: Mass Government Employment Promises (RJD-led Mahagathbandhan): The opposition, particularly the RJD and its leader Tejashwi Yadav, has made a promise...

Widow Slams BJD

0

Bhubaneswar: The Biju Janata Dal (BJD) is facing scrutiny ahead of the Nuapada bypoll following serious allegations from Shrimati Kalpana Dholakia, the widow of late BJD leader Rajendra Dholakia. She claims the party failed to respect her husband's legacy and abandoned him during his final illness. According to Kalpana Dholakia, Rajendra Dholakia dedicated 24 years of his life to the...

ଉପ ନିର୍ବାଚନ ପାଇଁ ସରଗରମ

0

ଭୁବନେଶ୍ୱର : ନୂଆପଡ଼ା ଉପ ନିର୍ବାଚନ ପାଇଁ ଆସନ୍ତା ୯ ତାରିଖରେ ପ୍ରଚାର ଶେଷ ହେବାକୁ ଯାଉଥିବାବେଳେ ଏବେ ସେଠାରେ ୩ ପ୍ରମୁଖ ରାଜନୈତିକ ଦଳର ଶତାଧିକ ନେତା ଡେରା ପକାଇ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନମତକୁ ଆକୃଷ୍ଟ କରିବାପାଇଁ ଲାଗିପଡ଼ିଛନ୍ତି । ସତେ ଯେମିତି ନୂଆପଡ଼ାରେ ବିଜେପି, ବିଜେଡି ଓ କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କ ଛଡ଼ା ସେମାନଙ୍କ ଦଳର ମୁଖିଆମାନଙ୍କ ନେତୃତ୍ୱ ଓ ପତିଆରା ବାଜିରେ ଲାଗିଯାଇଛି । ନୂଆପଡ଼ାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ପ୍ରଦେଶ...

ମାର୍ଗଶୀରରେ ହୋଇପାରେ ଗଣତି ମଣତି

0

ଭୁବନେଶ୍ୱର : କାର୍ତ୍ତିକ ପଞ୍ଚକର ଭିଡ଼ ହଟିବା ପରେ ଯେ କୌଣସି ସମୟରେ ହୋଇପାରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂପତ୍ତିର ଗଣତି ମଣତି । ତେବେ ଏହି କାମ କେତେଦିନ ଧରି ଚାଲିବ ତାହା ଏବେଠାରୁ ପୂର୍ବାନୁମାନ କରିବା ସମ୍ଭବପର ହେଉନଥିଲେ ମଧ୍ୟ ଖୁବଶୀଘ୍ର ରତ୍ନଭଣ୍ଡାର ଭିତରେ ହିଁ ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ବୋଲି ଖୋଦ୍‍ ଆଇନ୍‍ ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ରତ୍ନଭଣ୍ଡାର ପ୍ରସଂଗରେ ହାଇକୋର୍ଟରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ...

ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିଛି ବେଦାନ୍ତ

0

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ପ୍ରମୁଖ ପଦକ୍ଷେପ, ପ୍ରୋଜେକ୍ଟ ବିଦ୍ୟା ମାଧ୍ୟମରେ ଗ୍ରାମୀଣ ଓଡ଼ିଶାରେ ଗୁଣାତ୍ମକ ଶିକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃନିର୍ମାଣ କରିଛି। ଏହି ପ୍ରୟାସର ଏକ ଅଂଶ ଭାବରେ, କମ୍ପାନୀ ଲଖନପୁର ବ୍ଲକର ସରକାରୀ ସ୍କୁଲଗୁଡ଼ିକରେ ୯ମ ଏବଂ ୧୦ମ ଶ୍ରେଣୀର ୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ ଦ୍ୱାରା ପ୍ରକାଶିତ ସନ୍ଦର୍ଭ ପୁସ୍ତକ ବଣ୍ଟନ କରି ଶୈକ୍ଷିକ ସହାୟତା ପ୍ରଦାନ କରିଛି। ଏହି ସନ୍ଦର୍ଭ ମାର୍ଗଦର୍ଶିକା, ଯେଉଁଥିରେ ବ୍ୟକ୍ତିଗତ...

ନୂଆପଡ଼ାରେ ନବୀନଙ୍କ ବିଶାଳ ସମାବେଶ

0

ନୂଆପଡ଼ା : ନୂଆପଡାରେ ଉପନିର୍ବାଚନରେ ପ୍ରଚାର କରିଛନ୍ତି ବିରୋଧିଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ କୋମନା ବ୍ଳକର ତାରାବୋଡ଼, ଧାନମଣ୍ଡି ପଡିଆରେ ଆୟୋଜିତ ବିଶାଳ ଜନସଭାକୁ ସମ୍ୱୋଧିତ କରି ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରଥମେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୂଆପଡା ଜିଲ୍ଲା ଗଠନରେ ବିଜୁବାବୁଙ୍କ ଅବଦାନ ବିଷୟରେ ସ୍ମରଣ କରିଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ସରକାର ସମୟରେ ନୂଆପଡା ଜିଲ୍ଲାର ପ୍ରଭୂତ ଉନ୍ନତି ହୋଇଥିଲା...

ବିଜେପିରେ ଅମର ପଟ୍ଟନାୟକ

0

ଭୁବନେଶ୍ୱର : ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି ବିଜେପିରେ ଯୋଗଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଅମରଙ୍କୁ ଦଳୀୟ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଓଡ଼ିଶା ରାଜନୈତିକ ଯାତ୍ରାରେ ଅମର...

କାର୍ତ୍ତିକରେ ଶୀତ ଉଭାନ

0

ଭୁବନେଶ୍ୱର : ଆଉ ଦୁଇ ଦିନ ପରେ କାର୍ତ୍ତିକମାସ ସରିବାକୁ ଯାଉଥିବାବେଳେ ରାଜ୍ୟରୁ ଶୀତ ଏକ ପ୍ରକାର ଉଭାନ ହୋଇଯାଇଛି । ବାତ୍ୟା ମନ୍ଥା ଯିବା ପରେ ପରେ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଉଥିବାବେଳେ ତାହା ବି ଲୋକେ ତାହା ଅନୁଭୂବ କରିପାରୁ ନାହାନ୍ତି । ଏଥିଯୋଗୁଁ ଏବେ ରାଜଧାନୀ ସମେତ ସାରା ରାଜ୍ୟରେ ଶୀତବସ୍ତ୍ର ବ୍ୟବସାୟୀମାନେ ଏକ ପ୍ରକାର ନିରାଶ ହେବାରେ ଲାଗିଛନ୍ତି । ଓଡିଶାରେ ସାଧାରଣତଃ କାର୍ତ୍ତିକ ମାସରେ ପ୍ରବଳ ଶୀତ ଅନୁଭୂତ ହୋଇଥାଏ । ଲୋକେ ଶୀତବସ୍ତ୍ର...