ବିହନ ଉତ୍ପାଦନରେ ଢେର ପଛରେ
ଭୁବନେଶ୍ୱର : ବିହନ ଉତ୍ପାଦନ କ୍ଷେତ୍ରରେ ଓଡିଶା ଢେର ପଛରେ ପଡିଛି । କେବଳ ଧାନ, ମଟର ଓ ମିଠା ମକା ବିହନକୁ ବାଦ୍ ଦେଲେ ଅନ୍ୟ ପ୍ରାୟ ସବୁ ବିହନ ରାଜ୍ୟ ବାହାରୁ ଆମଦାନୀ କରିବାକୁ ପଡୁଛି । ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ବାହାରୁ ଧାନ, ମଟର ଓ ମିଠା ମକା ବିହନ ଆମଦାନୀ କରିନଥିବାବେଳେ ବିରି, ମୁଗ, ହରଡ, ସୂର୍ଯ୍ୟମୁଖୀ, ସୋରିଷ, ଚିନାବାଦାମ ଏପରିକି ଧନିଚା ବିହନ ବି ଆମଦାନୀ କରିଥିଲେ । ୨୦୨୦-୨୧ ବର୍ଷରେ ରାଜ୍ୟ ସରକାର...
ଚାରି ଜିଲ୍ଲାରେ ଟିପିଆର ୪% ଉପରେ
ଭୁବନେଶ୍ୱର : ଚଳିତ ବର୍ଷ ଫେବୃୟାରୀ ୧୮ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଥିବା କୋଭିଡର ଦ୍ୱିତୀୟ ଲହର ଥମୁଥିବାବେଳେ ଏବେ ବି ୪ଟି ଜିଲ୍ଲାରେ ଟେଷ୍ଟ ପଜିଟିଭ ରେଟ୍ ୪ ପ୍ରତିଶତ ଉପରେ ରହିଛି । ଏହି ୪ଟି ଜିଲ୍ଲା ହେଉଛି ଯାଜପୁର, ଖୋରଧା, ପୁରୀ ଏବଂ କଟକ । ଅନ୍ୟ ଜିଲ୍ଲାଗୁଡିକରେ ୨ପ୍ରତିଶତରୁ ସାମାନ୍ୟ ଅଧିକ ରହିଛି । ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଇତି ମଧ୍ୟରେ ୧୫୫ଦିନରେ ପହଞ୍ଚିଥିବାବେଳେ ମଇ ୨୩ ତାରିଖରେ ସର୍ବାଧିକ ୧୨,୮୫୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ...
BJD BJP At Loggerheads!
Bhubaneswar: When a veteran political analyst was asked to opine about recent political development between ruling BJD and opposition BJP, he quipped, “It seems the political parties have some jobs to perform for the public and media gets some more work to do.” While BJD and BJP are at loggerheads, political analysts do not take these things seriously, so...
Dr.Chand;New Resident Director Vedanta
A top mining and metal professional with a successful track record of performance in coal, steel and aluminium sector, Dr. Tapan Kumar Chand has been appointed as the Resident Director of Vedanta Limited for Odisha and Chhattisgarh. The former CMD of NALCO and presently serving as the Independent Director of BALCO, Dr. Chand assumed the charge on Friday. This high-level appointment...
NLUO Talk On Justice System
Cuttack: National Law University Odisha in collaboration with India Justice Report team organised a conference on Saturday to present Odisha-specific insights to the custodians of the formal justice system -- judiciary, police, prisons and legal aid. Chief Justice Orissa High Court Dr. Justice S. Muralidhar delivered the key note address emphasizing on the role of bar in the judicial system. The...
Children Develop Antibodies Against Covid-19
Bhubaneswar: Overall 60 per cent of the 6-8 year age group children in Odisha have developed antibodies against Covid-19, as per the findings of the latest Sero Survey for Covid-19. The Sero-Survey has been conducted in three districts namely Ganjam, Koraput and Rayagada. The result shows that antibody is developed in 60 per cent in 6-18 year age groups. This...
କନ୍ଧମାଳ ହେବ ପର୍ଯ୍ୟଟନର ନୂଆ ହଟସ୍ପଟ୍
ଭୁବନେଶ୍ୱର : କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଏଥର ଇକୋ-ରିଟ୍ରିଟ୍ ପାଇଁ ଅନ୍ୟ ଏକ ଆକର୍ଷଣୀୟ ସ୍ଥାନର ସନ୍ଧାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତି୍ରପାଠୀ କହିଛନ୍ତି । ଆଜି ଦିନିକିଆ କନ୍ଧମାଳ ଗସ୍ତରେ ଯାଇ ସେଠାରେ ସେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାରେ ପର୍ଯ୍ୟଟନର ଭିତ୍ତିଭୂମି ଓ ବିକାଶ ଉପରେ ଆଲୋଚନା କରିଛନ୍ତି । ରାଜ୍ୟରେ ରହିଥିବା ପୂର୍ବଘାଟ ପର୍ବତମାଳା...
ପୁଲିସ୍ ଏନକାଉଣ୍ଟରରେ ହାଇଦର ମୃତ
ଭୁବନେଶ୍ୱର : କୁଖ୍ୟାତ ଅପରାଧି ହାଇଦର ଆଜି ପୁଲିସ୍ ଗୁଳିରେ ମୃତ୍ୟୁବରଣ କରିଛି । ତାକୁ ଚୌଦ୍ୱାର ଜେଲ୍ରୁ ବାରିପଦା ଜେଲ୍କୁ ସ୍ଥାନାନ୍ତର ସମୟରେ ଏଭଳି ଏନକାଉଣ୍ଟର ହୋଇଥିବା ପୁଲିସ୍ ସୂଚନା ଦେଇଛି । ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ହାଇଦରକୁ ଚୌଦ୍ୱାର ଜେଲ୍ରୁ ବାରିପଦା ଜେଲକୁ ସ୍ଥାନାନ୍ତର ସମୟରେ ସିମୁଳିଆ ନିକଟରେ ପରିସ୍ରା କରିବ କହି ଗାଡିରୁ ଓହ୍ଲାଇଥିଲା । ଏହି ସମୟରେ ପୁଲିସ୍ଙ୍କ ଠାରୁ ବନ୍ଧକୁ ଛଡାଇ ଦୌଡିବାକୁ ଲାଗିଥିଲା । ବାରମ୍ବାର କହିବା ସତ୍ୱ ନମାନିବାରୁ ପୁଲିସ୍...
Nature K’mal Attracts Tourists
Phulbani: Asit Tripathy, Principal Advisor to Chief Minister and Chairman WODC said that the Natural Endowment of Kandhamal District will be developed to attract tourists. Mr.Tripathy said this after a field visit of the district today and review of its tourism potential with senior officers of the district at Phulbani. Replying to the media query Mr.Tripathy said, “Kandhamal district is full...
ମୁଷ୍ଠି ପ୍ରଘାତ ର ନୂଆ ରେକର୍ଡ
ଭୁବନେଶ୍ୱର : ଭାରତର ପଞ୍ଚମ୍ୟାନ ଭାବରେ ସୁପରିଚିତ ସତ୍ୟପୀର ପଧାନ ସ୍ଲୋଭାକିଆ ର ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ପାଭେଲ୍ ରୁଷୋଭ୍ ଙ୍କର ଗିନିଜ ବିଶ୍ଵ ରେକର୍ଡ ଭାଙ୍ଗି ଭାରତର ନାମରେ ପ୍ରସିଦ୍ଧି ଆଣିଛନ୍ତି। ପୂର୍ବ ରହିତ ଦୁଇ ହାତରେ ସର୍ବାଧିକ ୩୩୪ ଥର ମୁଷ୍ଠି ପ୍ରଘାତ ର ରେକର୍ଡ ଭାଙ୍ଗି ଶ୍ରୀ ପଧାନ ୩୪୮ ଥର ମୁଷ୍ଠି ପ୍ରଘାତ କରି ନୂଆ ରେକର୍ଡ ଭାରତର ନାମ ରେ ସ୍ଥାପନା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା। ଏହି କୃତିତ୍ୱ...