୪ଜି ମୋବାଇଲ ଲାଗି ୨୬,୩୧୬ କୋଟି
ନୂଆଦିଲ୍ଲୀ : ସାରା ଦେଶରେ ୪ଜି ମୋବାଇଲ ସେବାର ସମ୍ପୂର୍ଣ୍ଣ ପ୍ରସାର ପାଇଁ ମୋଟ୍ ୨୬,୩୧୬ କୋଟି ଟଙ୍କାର ବ୍ୟୟ କରାଯିବ । ଏହି ଅର୍ଥରେ ଦେଶର ଅପହଞ୍ଚ ଗାଁମାନଙ୍କରେ ୪ଜି ସେବା ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଡିଜିଟାଲ ସମାବେଶନ ଏବଂ ସମସ୍ତଙ୍କୁ କନେକ୍ଟିଭିଟୀ ବା ଯୋଗାଯୋଗ ସୁବିଧା ପ୍ରଦାନ କରିବା ସରକାରଙ୍କ ‘ଅନ୍ତ୍ୟୋଦୟ’ ସଂକଳ୍ପର ଏକ ଅଭିନ୍ନ ଅଙ୍ଗ ।...
Lawmakers Visit Sports Complex
Bhubaneswar: Members of State Assembly led by Speaker Bikram Keshari Arukha on Wednesday visited the sports infrastructure and high performance centres within the Kalinga Sports Complex. The MLAs later enjoyed the much-awaited tackle between India against Bangladesh at the SAFF-U20 championship ongoing in the stadium. Sports and Youth Services Minister Tusharkanti Behera and Secretary R.Vineel Krishna, welcomed the members to the...
Over 94% Clear Plus II SC
Bhubaneswar: A total 94.12 per cent of the 76,604 students cleared the annual higher secondary (Plus-II) science examination in the state. The results were announced by School and Mass Education Minister Samir Ranjan Dash here on Wednesday in presence of Principal Secretary School & Mass Education, Bishnupada Sethi and other senior officers. For science stream, out of 78,077 enrolled students, 76,604 students...
Team IDCO Visits Aiport Site
Puri: A three-member team of senior officials from Odisha Industrial Infrastructure Development Corporation (Idco) on Wednesday visited the proposed site for Sri Jagannath International Airport in Puri. The team along with district officials visited the land identified near Giral village area located alongside the Puri-Brahmagiri road. The officials of Idco discussed about the land acquisition with the district administration. The district...
OJEE 2022 Results Out
Bhubaneswar: The results of Odisha Joint Entrance Examination (OJEE – 2022) have been published on Wednesday. Skill Development and Technical Education Minister Pritiranjan Gharai has declared the results of OJEE – 2022 and released the Results Booklet here in the presence of the Principal Secretary Hemant Sharma, the Chairman and Secretary of OJEE and others. The candidates can download their rank...
Blue Economy Policy Soon
New Delhi: The Ministry of Earth Sciences is finalizing the National Policy on Blue Economy for the country.A draft policy framework on India’s Blue Economy has been prepared. The draft Blue Economy policy framework envisages the optimal utilization of all sectors of the maritime domain, (living, non-living resources, tourism, ocean energy, etc.) for sustainable development of coastal areas. This...
ମହାନଦୀ, ବ୍ରାହ୍ମଣୀ ପ୍ରଦୂଷିତ
ଭୁବନେଶ୍ୱର : ରାଜ୍ୟର ମହାନଦୀ ଓ ବ୍ରାହ୍ମଣୀ ଜଳ ପ୍ରଦୂଷିତ । ଏହି ଦୁଇ ନଦୀର ଜଳରେ ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ ଏବଂ ଟୋଟାଲ କୋଲିଫର୍ମ ନିର୍ଦ୍ଧାରିତ ମାନଠାରୁ ଅଧିକ ରହିଛି । ସହରାଞ୍ଚଳର ବର୍ଜ୍ୟ ଜଳ ନଦୀରେ ମିଶିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଆକଳନ କରାଯାଇଛି । ବିଜେଡି ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ...
୧୫୪ ବ୍ଲକରେ ନାହିଁ ଭଲ ପିଇବା ପାଣି
ଭୁବନେଶ୍ୱର : ରାଜ୍ୟରେ ୧୫୪ଟି ବ୍ଲକ୍ରେ ଉପଯୁକ୍ତ ପିଇବା ପାଣି ନାହିଁ । ଏଥିମଧ୍ୟରୁ ୧୨୧ଟି ବ୍ଲକରେ ଜଳରେ ଲୌହ ଅଂଶ ମିଳିଥିବା ବେଳେ ୫ଟି ବ୍ଲକରେ ନାଇଟ୍ରେଟ୍, ୧୫ଟିରେ ପ୍ଲୋରାଇଡ୍ ଓ ୧୩ଟି ବ୍ଲକ୍ରେ ଲବଣାକ୍ତ ଜଳ ନିର୍ଗତ ହେଉଛି । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ପଞ୍ଚାୟତ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଏହାର ନିରାକରଣ ପାଇଁ ପ୍ଲୋରାଇଡ୍ ଓ...
୮ଲକ୍ଷରୁ ଅଧିକ ଯୁବକ ଯୁବତୀ ବେକାର
ଭୁବନେଶ୍ୱର : ରାଜ୍ୟର ୮ଲକ୍ଷରୁ ଅଧିକ କେବାର ଯୁବକ ଯୁବତୀ ଚାକିରି ଆଶାରେ ନିୟୋଜନ ନିର୍ଦ୍ଦେଶାଳୟରେ ନିଜର ନାମ ପଞ୍ଜୀକରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୫ଲକ୍ଷରୁ ଅଧିକ ପୁଅ ଥିବାବେଳେ ଝିଅଙ୍କ ସଂଖ୍ୟା ପାଖାପାଖି ୩ ଲକ୍ଷ ରହିଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତରଞ୍ଜନ ଘଡାଇ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ଉତ୍ତରରୁ ଜଣାଯାଇଛି ଯେ ରାଜ୍ୟର ବିଭିନ୍ନ ନିୟୋଜନ...
ପାନୀୟଜଳ ପାଇଁ ୨୦୯ ମେଗା ପ୍ରକଳ୍ପ
ଭୁବନେଶ୍ୱର : ଗ୍ରାମାଞ୍ଚଳ ଲୋକଙ୍କୁ ପାନୀୟଜଳ ଯୋଗାଇ ଦେବାପାଇଁ ଓଡିଶା ସରାକର ୨୦୯ଟି ମେଗା ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ ଅମାତ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ପାନୀୟଜଳ ଯୋଗାଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି । ୨୦୧୭-୧୮ ରୁ ବସୁଧା ଯୋଜନା, ୨୦୧୯ରୁ ଜଳ ଜୀବନ ମିଶନ, ୨୦୧୭-୧୮ ରୁ ଆରଆଇଡିଏଫ୍, ଓମ୍ବାଡକ ଏବଂ ଡିଏମ୍ଏଫ୍ ଏବଂ ୨୦୧୫ରୁ ରାଜ୍ୟ ଅର୍ଥ କମିଶନଙ୍କ ଅନୁଦାନରେ...










