ଓଡ଼ିଶା ଇଭି ନୀତି ୨.୦ ଉପରେ ଆଲୋଚନା
ଭୁବନେଶ୍ୱର : ଓଡ଼ିଶା ବୈଦ୍ୟୁତିକ ଯାନ (ଇଭି) ନୀତିରେ ପ୍ରସ୍ତାବିତ ସଂଶୋଧନ ଉପରେ ଏକ ଅଂଶୀଦାର ପରାମର୍ଶ ବୈଠକ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀଙ୍କ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ରାଜ୍ୟର ଇଭି ଇକୋସିଷ୍ଟମ୍ କୁ ସୁଦୃଢ଼ କରିବା ଏବଂ ଆଗାମୀ ଓଡ଼ିଶା ଇଭି ନୀତି ୨.୦ ର ଢାଞ୍ଚା ଗଠନ ଉପରେ ବିଚାର ବିମର୍ଶ କରିବା ପାଇଁ ଏକାଧିକ ବିଭାଗ ଓ କ୍ଷେତ୍ରର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପରିବହନ କମିଶନର...
ICC Hosts Climate Change Summit
Bhubaneswar: The State Pollution Control Board and the Indian Chamber of Commerce (ICC) of Odisha recently collaborated to organize the fifth edition of the Summit on Climate Change at a local hotel in Bhubaneswar. The key focus of the day-long event was "Air Pollution and Climate Change: Interlinkages, Impacts and Exploring Integrated Solutions." Discussions emphasized the need for immediate and...
ବାଲିଯାତ୍ରାର ଆକର୍ଷଣ ସିବିସିର “ମଲ୍ଟିମିଡିଆ ପ୍ରଦର୍ଶନୀ”
କଟକ : ଐତିହାସିକ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ଆୟୋଜିତ “ସେବା, ସୁଶାସନ ଓ ଗରିବ କଲ୍ୟାଣ” ଉପରେ ମଲ୍ଟିମିଡିଆ ପ୍ରଦର୍ଶନୀରେ ଜନସାଧାରଣଙ୍କ ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଛି। ସିବିସି ଷ୍ଟଲ୍ ଏ ବର୍ଷର ବାଲିଯାତ୍ରାରେ ସବୁଠାରୁ ଆକର୍ଷଣୀୟ ପ୍ରଦର୍ଶନୀ ମଧ୍ୟରୁ ଅନ୍ୟତମ। ଏଠାରେ ଦର୍ଶକମାନେ ଭାରତ ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନା, କାର୍ଯ୍ୟକ୍ରମ ଓ ପଦକ୍ଷେପ ବିଷୟରେ ଜାଣିବାକୁ ପାଉଛନ୍ତି । ସପ୍ତମ ଦିନକୁ “ଫିଟ୍ ଇଣ୍ଡିଆ ଅଭିଯାନ” ଅଧୀନରେ ସ୍ୱାସ୍ଥ୍ୟ ଓ...
Odisha Drafts 25-Year Maritime Plan
Bhubaneswar: A high-level consultative workshop was convened today by the Commerce and Transport Department, Government of Odisha, to review the draft Odisha Maritime Perspective Plan (OMPP) 2025–2050, a strategic document aimed at transforming Odisha into a globally competitive maritime state. Chaired by Principal Secretary Commerce & Transport, Smt. Usha Padhee, IAS, the meeting at Kharavel Bhavan, Bhubaneswar, brought together...
୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ
ଭୁବନେଶ୍ୱର : ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ “ଓଡିଶା ରାଜ୍ୟ ଜଳ ସମ୍ପଦ ବୋର୍ଡ”ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର...
Odisha Fast-Tracks Forest Clearances
Bhubaneswar: The Government of Odisha today reaffirmed its commitment to the expeditious processing of forest diversion proposals for crucial infrastructure projects during the third monthly coordination meeting held here in Lok Seva Bhawan. The meeting, chaired by the Additional Chief Secretary (ACS), Home, Forest, Environment and Climate Change Department, Shri Satyabrata Sahu, focused on resolving forest-related issues and fast-tracking clearances...
IREDA CMD: India Poised For Green Hydrogen Leadership
New Delhi: Shri Pradip Kumar Das, Chairman and Managing Director of the Indian Renewable Energy Development Agency Ltd. (IREDA), delivered the keynote address on "Opportunities for Green Hydrogen Investment and Trading in India" today at the International Conference on Green Hydrogen (ICGH 2025) in Bharat Mandapam, New Delhi. Shri Das articulated that Green Hydrogen offers a crucial pathway for India...
Green Hydrogen To Power Energy Security
New Delhi: Shri Santosh Sarangi, Secretary of the Ministry of New and Renewable Energy, addressed the first plenary session of International Conference on Green Hydrogen (ICGH) 2025, outlining the pivotal role of the National Green Hydrogen Mission (NGHM) in securing India’s energy future. He stressed that the Mission, through its focus on strengthening energy resilience and advancing decarbonization, is...
Suravi Festival Kicks Off
Bhubaneswar: Chief Minister Mohan Charan Majhi underscored that children are the future and hope of the state, making the realization of their dreams a top priority. He noted that the students present had reached the state-level event after winning competitions organized at the district and block levels over the past month, emphasizing the significant role of 'Suravi' in unearthing...
୨୪ଘଣ୍ଟିଆ ଜଳଯୋଗାଣ ପାଇଁ ଆଉ ୪ ବର୍ଷ
ଭୁବନେଶ୍ୱର : ରାଜ୍ୟର ସମସ୍ତ ପୌରାଞ୍ଚଳରେ ୨୪ ଘଣ୍ଟିଆ ଜଳ ଯୋଗାଣ ପାଇଁ ପ୍ରାୟ ଆଉ ୪ବର୍ଷ ଲାଗିଯିବ । ବର୍ତ୍ତମାନ ଯେଉଁ ଗତିରେ ଏହି କାର୍ଯ୍ୟ ଚାଲିଛି ତାହାକୁ ହିସାବକୁ ନେଇ ୨୦୨୯ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ରାଜ୍ୟରେ ଥିବା ୧୧୫ଟି ପୌରାଞ୍ଚଳ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୧ଟି ପୌରାଞ୍ଚଳରେ ୨୪ ଘଣ୍ଟିଆ ଜଳଯୋଗାଣ କାର୍ଯ୍ୟକ୍ଷମ ହୋଇଛି । ଏଥି ମଧ୍ୟରେ କେବଳ ପୁରୀ ସହରରେ ଶହେ ପ୍ରତିଶତ ଘରକୁ ୨୪ଘଣ୍ଟିଆ ଜଳଯୋଗାଣ ସମ୍ପୂର୍ଣ୍ଣ ହୋଇଥିବା କୁହାଯାଇଛି । ଅନ୍ୟ ଯେଉଁ...










