ନ୍ୟାୟିକ ଅଧିକାର ପାଇଁ ଗାନ୍ଧୀ ମାର୍ଗ ସର୍ବୋତ୍ତମ
ଭୁବନେଶ୍ୱର : ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଧାରଣ ଲୋକର ନ୍ୟାୟିକ ଅଧିକାରକୁ ସୁରକ୍ଷିତ ରଖିବା କେବଳ କୋର୍ଟ କଚେରୀର କାମ ନୁହେଁ; ସରକାର, ନିର୍ବାଚିତ ଲୋକପ୍ରତିନିଧି ଏବଂ ସାମାଜିକ ବ୍ୟବସ୍ଥା ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ବିବାଦର ସମାଧାନ ପାଇଁ କୋର୍ଟ କଚେରୀ ଉପରେ ମାମଲାର ବୋଝ ବଢ଼ାଇବା ପରିବର୍ତ୍ତେ ବ୍ୟବସ୍ଥାରେ ସଂସ୍କାର ଆଣି ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗରେ ବିବାଦର ସମାଧାନ କରିପାରିଲେ ତ୍ୱରିତ ନ୍ୟାୟ ମିଳିପାରିବ ଏବଂ ସମ୍ବିଧାନ ପ୍ରଦତ୍ତ ବଞ୍ôଚବାର ଅଧିକାର ମଧ୍ୟ ସହଜରେ ସାବ୍ୟସ୍ତ ହୋଇପାରିବ ବୋଲି ସୁପ୍ରିମକୋର୍ଟର...
ରାଜଧାନୀରେ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ
ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ (ବି.ଡି.ଏ)ର ବିଭିନ୍ନ ଅଂଚଳରେ ଟାଉନ୍ ପ୍ଲାନିଂ ସ୍କିମ୍ର ଲୋକପ୍ରିୟତା ଯୋଗୁ ଏଥିରେ ବିଶେଷ ଅଗ୍ରଗତି ପରିଲକ୍ଷିତ ହୋଇଛି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ବି.ଡି.ଏର ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ସିଂ ଟାଉନ୍ ପ୍ଲାନିଂ ସ୍କିମ୍ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଏବଂ ଆର୍ଥିକ ବିଷୟ ଆଲୋଚନା...
୧୦ ଦିନ ମଧ୍ୟରେ ସମସ୍ତ କୋଭିଡ ହସ୍ପିଟାଲ ପ୍ରସ୍ତୁତ ରଖ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସରକାରୀ ତଥା ବେସରକାରୀ ସମସ୍ତ କୋଭିଡ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦ୍ବିତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁର ଆବଶ୍ୟକତା ହୋଇଥିଲା,...
SEC Convenes All Party Meeting
Bhubaneswar: Before announcing dates for the three tier Panchayat Elections, the State Election Commission (SEC) has called an all party meeting on January 10. As per direction of State Election Commissioner, Aditya Prasad Padhi, Secretary SEC, RN Sahu has written an invitation letter to the president and general secretary of all political parties present in the State. The meeting will...
Covid Cases On Rise
Bhubaneswar: Covid-19 cases have been increasing day by day in the State. The State has reported 680 cases on Tuesday, which is more than double of the cases reported on January 1. While 298 Covid-19 cases were reported on January 1, it has been increased to 424 cases on January 2 and again 424 on January 3 too. The daily...
State Asks For Urban Seat Reserve
Bhubaneswar: With the amendment of Municipal Laws removing reservation for OBC people, the State Government has asked District Collectors to initiate the process again for delimitation of wards and reservation of seats in the Urban Local Bodies (ULBs) for the upcoming poll. Director of Municipal Administration (DMA) Sangarmjit Nayak has recently written a letter to all the District Collectors, in...
NALCO Joins KABIL
Bhubaneswar: National Aluminium Company Limited (NALCO has taken a lead in order to ensure mineral security of the nation and to attain self-reliance in the area of critical & strategic minerals. Accordingly it has participated in the Joint Venture created by Ministry of Mines-Khanij Bidesh India Ltd (KABIL). National Aluminium Company Ltd (NALCO), Hindustan Copper Ltd (HCL) and Mineral Exploration Corporation...
ଆଞ୍ଚଳିକ ଭାଷାରେ ବୈଷୟିକ ପୁସ୍ତକର ଉନ୍ମୋଚନ
ନୂଆଦିଲ୍ଲୀ : ଦେଶରେ ଶୁଭାରମ୍ଭ ହୋଇଥିବା ନିଟ୍ ୩.୦(ନ୍ୟାସନାଲ ଏଜୁକେସନାଲ ଏଲାଇନ୍ସ ଫର୍ ଟେକ୍ନୋଲୋଜି) ଅନ୍ତର୍ଗତ ୧୨ ଲକ୍ଷ ସାମାଜିକ-ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ୨୫୩ କୋଟି ମୂଲ୍ୟର ମାଗଣା ନିଟ୍ ଇଡ଼ି-ଟେକ୍ କୋର୍ସ ବଂଟନ ଛାତ୍ର ସମାଜ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୦୨୨ର ସବୁଠୁ ବଡ଼ ଉପହାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀ ଠାରେ ସୋମବାର ନ୍ୟାସନାଲ ଏଜ୍ୟୁକେସିନାଲ ଏଲାଇନ୍ସ ଫର୍ ଟେକ୍ନୋଲୋଜି ବା ନିଟ୍ ୩.୦ ଏବଂ ଆଂଚଳିକ ଭାଷାରେ ଏଆଇସିଟିଇ...
ଜିନମ ସିକ୍ୱେନ୍ସିଂ ପରୀକ୍ଷା ପାଇଁ ଗୋଟିଏ କେନ୍ଦ୍ର
ଭୁବନେଶ୍ୱର : କରୋନାର ସମ୍ଭାବ୍ୟ ତୃତୀୟ ଲହର ବିପଦକୁ ଆଖି ଆଗରେ ରଖି ପ୍ରସ୍ତୁତି ପର୍ବ ଚାଲିଥିବା ବେଳେ ଜିନମ ସିକ୍ୱେନ୍ସିଂ ପରୀକ୍ଷା କିନ୍ତୁ ସମସ୍ୟା ସୃଷ୍ଟି କରିପାରେ । ଏବେ କେବଳ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ଜିନମ ସିକ୍ୱେନ୍ସିଂ ପରୀକ୍ଷା ବ୍ୟବସ୍ଥା ରହିଛି । ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି ଯେ ଚଳିତ ମାସର ଦ୍ୱିତୀୟ ପର୍ଯ୍ୟାୟରୁ ଓମିକ୍ରନଜନିତ କରୋନା ସଂକ୍ରମଣ ହାର ଭୟଙ୍କର ଭାବେ ବୃଦ୍ଧି ପାଇପାରେ । ଏମିତିକି ଦେଶରେ ଦୈନିକ ସଂକ୍ରମଣ ୪ଲକ୍ଷରୁ ଅଧିକ ହେବା ଆଶଙ୍କା ଥିବାବେଳେ...
ଭଦ୍ରକରେ ଖାଉଟି ଅଦାଲତ ଅଚଳ
ଭୁବନେଶ୍ୱର : ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଖାଉଟି ଅଦାଲତମାନ ଖୋଲିଥିବାବେଳେ ଭଦ୍ରକରେ କିନ୍ତୁ ଏହା ଏକପ୍ରକାର ଅଚଳ । ଦୀର୍ଘଦିନ ଏଠାରେ ଅଦାଲତ ଚଳାଇବାକୁ ଅଧ୍ୟକ୍ଷ କିମ୍ବା ସଦସ୍ୟ ନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଫଳରେ ଶୋଷଣ ଓ ଠକାମୀର ଶିକାର ହେଉଥିଲେ ବି ବହୁ ଗ୍ରାହକ ଅଭିଯୋଗ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାରେ ଥିବା ଖାଉଟି ଅଦାଲତରେ ଗତବର୍ଷ ଏପ୍ରିଲ ମାସରୁ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ପଦବୀ ଖାଲି ପଡିଛି...










