All Set For Phase III Poll
Bhubaneswar: The State Election Commission (SEC) headed by Aditya Prasad Padhi has made elaborate arrangements for the third phase of general election to Panchayati Raj Institutions (PRIs) to be held tomorrow. The third phase of Panchayat election will be held for 171 Zilla Parishad seats at 18,495 booths in 1,382 Gram Panchayats under 63 blocks of 29 districts. Tight security...
President On Odisha Visit
Bhubaneswar: President Ram Nath Kovind arrived here at Biju Patnaik International Airport at around 2.28 PM on a two-day visit. Governor Ganeshi Lal, Chief Minister Naveen Patnaik and senior officials received the President here at the airport on his arrival. As per the schedule, the first citizen of India left for Puri in a special IAF aircraft soon after arriving here...
ସୁବର୍ଣ୍ଣପୁରରେ ମତଦାନ ହାର ସର୍ବାଧିକ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ହାରାହାରି ୭୮.୩ ପ୍ରତିଶତ ମତଦାନ ହୋଇଥିବା ବେଳେ ୮ଟି ଜିଲ୍ଲାରେ ମତଦାନ ହାର ୮୦ ପ୍ରତିଶତ ଉପରେ ରହିଛି । ସୁବର୍ଣ୍ଣପୁର ଜିଲ୍ଲାରେ ଏହି ହାର ସର୍ବାଧିକ ୮୫.୬୭ ପ୍ରତିଶତ ହୋଇଥିବା ରେକର୍ଡ କରାଯାଇଛି । ଅନ୍ୟ ଯେଉଁସବୁ ଜିଲ୍ଲାଗୁଡିକରେ ୮୦ ପ୍ରତିଶତ ଉପରେ ମତଦାନ ହୋଇଛି ସେଗୁଡିକ ହେଲା, ଝାରସୁଗୁଡାରେ ୮୫.୧୪, କଳାହାଣ୍ଡିରେ ୮୩.୮୧, ଗଜପତିରେ ୮୨.୬୯, ଢ଼େଙ୍କାନାଳରେ ୮୧.୦୮, ନବରଙ୍ଗପୁରରେ ୮୧.୭୩, ଭଦ୍ରକରେ ୮୧.୦୪ ଓ ଅନୁଗୁଳରେ ୮୦.୩୨ ପ୍ରତିଶତ ରେକର୍ଡ...
78.3% Polling In Second Phase
Bhubaneswar: The State Election Commission (SEC) has released the final polling data on second phase voting for Panchayat election on Saturday. As per the data, there was a 78.3 per cent voters’ turnout during the second phase. Subarnapur district has recorded the highest voters’ turnout of 85.67 per cent while lowest 64.86 per cent polling recorded in Ganjam district during...
“I am Fit & Fine”,Naveen
Bhubaneswar: Rubbishing the rumours about his ill health condition, Chief Minister and BJD Supremo Naveen Patnaik on Friday said he is having perfect health, very happy and there to serve the people of Odisha. After a long gap, the Chief Minister today visited Lingaraj Temple here and prayed for the good health of the people of Odisha. He also reviewed...
ଅଧ୍ୟକ୍ଷ ପଦବୀ ଉପରେ ନଜର
ଭୁବନେଶ୍ୱର : ବ୍ୟାପକ ହିଂସାକାଣ୍ଡ ଓ ସରଗରମ ପରିସ୍ଥିତି ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦୁଇଟି ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ବାକି ରହିଛି । ଏ ପରିସ୍ଥିତିରେ ଏବେ ସମସ୍ତଙ୍କ ନଜର ଭୋଟ ଗଣତି ଏବଂ ପରେ ପରେ ହେବାକୁ ଥିବା ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଉପରେ । ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟରେ ଅପେକ୍ଷାକୃତ କମ୍ ସଂଖ୍ୟକ ହିଂସାକାଣ୍ଡ ଘଟିଥିଲେ ବି ଏହାକୁ ନେଇ ଗାଁ ଗହଳରେ ଉତ୍ତେଜନାମୂଳକ ପରିସ୍ଥିତି...
ମୁଣ୍ଡପିଛା ଏନଏସଡିପି ୧,୦୯,୭୩୦ ଟଙ୍କା
ଭୁବନେଶ୍ୱର : ଓଡ଼ିଶାରେ ଲୋକଙ୍କ ମୁଣ୍ଡପିଛା ଘରୋଇ ଉତ୍ପାଦନ ବା ନେଟ୍ ଷ୍ଟେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟର ପରିମାଣ ୧,୦୯,୭୩୦ ଟଙ୍କା ଥିବାବେଳେ ବିହାର, ଉତ୍ତର ପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମେଘାଳୟ, ରାଜସ୍ଥାନ, ଜାମ୍ମୁକାଶ୍ମୀର ଭଳି ଅନେକ ରାଜ୍ୟ ଏ କ୍ଷେତ୍ରରେ ଓଡ଼ିଶାଠାରୁ ପଛରେ ଅଛନ୍ତି । କେନ୍ଦ୍ର ସରକାରଙ୍କ ସଦ୍ୟ ପ୍ରକାଶିତ ଆର୍ଥିକ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି । ତେବେ ଆନ୍ଧ୍ର, ହରିଆଣା, କର୍ଣ୍ଣାଟକ, ପଞ୍ଜାବ, ସିକିମ୍, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା, ପଶ୍ଚିମବଙ୍ଗ, ଦିଲ୍ଲୀ, ପୁଡୁଚେରୀ ଆଦି ଏ କ୍ଷେତ୍ରରେ ଓଡ଼ିଶାଠାରୁ...
ପୂର୍ବତଟ ରେଳପଥ ପକ୍ଷରୁ ଶିଷ୍ଟାଚାର ଅଭିଯାନ
ଭୁବନେଶ୍ୱର : ଟ୍ରେନ୍ରେ ଯାତ୍ରା ସମୟରେ ଯାତ୍ରୀମାନଙ୍କ ମଧ୍ୟରେ ଶାଳୀନତା ଏବଂ ଶିଷ୍ଟାଚାର ବଜାୟ ରଖିବା ପାଇଁ ପୂର୍ବତଟ ରେଳପଥ ଏକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଅଛି ଯେଉଁଥିରେ ଉଚ୍ଚ ସ୍ୱରରେ ମୋବାଇଲ ଫୋନ ମାଧ୍ୟମରେ କଥା ନହେବା କିମ୍ବା ଉଚ୍ଚ ସ୍ତରରେ ସଂଗୀତ ନବଜାଇବା ସହିତ ଅନ୍ୟ ନିର୍ଦ୍ଦେଶାବଳୀ ପାଳନ କରିବା ଅନ୍ତର୍ଭୁକ୍ତ |ଟ୍ରେନରେ ଯାତ୍ରା ସମୟରେ ଜନସାଧାରଣଙ୍କ ମଧ୍ୟରେ ଶିଷ୍ଟାଚାର ସମ୍ବନ୍ଧରେ ଯାତ୍ରୀମାନଙ୍କୁ ପରାମର୍ଶ ଦେବା ପାଇଁ ଟିକେଟ୍ ଯାଞ୍ଚ କର୍ମଚାରୀ ମାନଙ୍କ ସହିତ ରେଳବାଇ ସୁରକ୍ଷା ବଳ (ଆରପିଏଫ୍),...
ପୌର ନିର୍ବାଚନ ପାଇଁ ଇଭିଏମ୍ ତାଲିମ
ଭୁବନେଶ୍ୱର : ଆସନ୍ତା ପୌରସଂସ୍ଥା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ଦୁଇ ଦିନିଆ ଇଭିଏମ୍ ତାଲିମ କାର୍ଯ୍ୟକ୍ରମ କମିଶନଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲା: ଅନୁଗୋଳ, ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ଆସିଥିବା ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମକୁ ନିର୍ବାଚନ ଆୟୋଗଙ୍କ ସଚିବ ଶ୍ରୀ ରବୀନ୍ଦ୍ର ନାଥ ସାହୁ ଶୁଭାରମ୍ଭ କରିଥିବାବେଳେ ଆୟୋଗର ସ୍ୱତନ୍ତ୍ର...
RUSA Will Continue Till 2026
New Delhi: The Government has approved the scheme of Rashtriya Uchchatar Shiksha Abhiyan (RUSA) for continuation till 31 March, 2026 or till further review, whichever is earlier. The proposal entails an expenditure of Rs. 12929.16 crore out of which Central Share is Rs. 8120.97 crores and the State Share is of Rs. 4808.19 crores. It has been envisaged to...










