Fourth Phase Poll In 163 ZP

0

Bhubaneswar: The fourth phase of the three-tier Panchayat elections in the State will be held at 163 Zilla Parishad (ZP) zones in 27 districts tomorrow. The State Election Commission (SEC) has made necessary arrangements for smooth conduct of the election at 17,089 booths in 12,54-Gram Panchayats (GPs) in 64 Blocks, said Commission Secretary, R N Sahu here on Monday. The SEC...

କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

0

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଜି  ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍‌ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ।  ଏହି ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ହେଉଛି ଦେଶର ସର୍ବ ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ । ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ‌ଆଥଲେଟ ମାନଙ୍କ ପାଇଁ ଏହି ଇନ୍‌ଡୋର ସୁବିଧା ଦେଶରେ ଆଥଲେଟିକ୍‌ ଖେଳର...

ପୌର ନିର୍ବାଚନ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

0

ଭୁବନେଶ୍ୱର : ଆଗାମୀ ପୌରସଂସ୍ଥା ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥ୍‌ରେ ଇଭିଏମ୍‌ ମାଧ୍ୟମରେ ଭୋଟ ଗ୍ରହଣ କରାଯିବା ସହ ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବ୍ୟବହାର ହେବ । ବାଲାଟ୍‌ ପେପରର ସବାଶେଷରେ ନୋଟା ବଟନ୍‌ ରହିବ । ନିର୍ବାଚନ ମଇଦାନରେ ଭୋଟରଙ୍କ ମନପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବେ । ପୌର...

ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଅନୁଯାୟୀ ଏବେ କଟକ ତୁଳସୀପୁରସ୍ଥିତ ଅତିରିକ୍ତ ଏସ୍.ପି (ଯୋଗାଯୋଗ) ଶ୍ରୀ ତ୍ରିନାଥ ମିଶ୍ରଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବିଭିନ୍ନ ସ୍ତରରୁ ଅଭିଯୋଗ ଆସିବା ପରେ କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ ନବରଂଗପୁର ଆଦି ଜିଲ୍ଲାର ୧୧ଟି ସ୍ଥାନରେ ଥିବା ତାଙ୍କର ବିଭିନ୍ନ ସମ୍ପତ୍ତି ଉପରେ ଏକାସମୟରେ ତଲାସୀ କରାଯାଇଥିଲା । ଏହି ତଲାସୀରୁ ବିପୁଳ ପରିମାଣରେ ସମ୍ପତ୍ତି ଥିବାର ଜଣାଯାଇଥିଲା ।    ତାଙ୍କ...

PM Favors e-Vidya

0

New Delhi: Prime Minister, Narendra Modi has said that there will be positive impact of Union Budget 2022 on the education and skill sectors. The Prime Minister started by emphasizing the importance of the young generation in the process of nation building. He said “Empowering our youth who are future nation builder, is empowering India’s future”. The Prime Minister elaborated...

78.6% Polling In Phase III

0

Bhubaneswar:  The State Election Commission (SEC) on Monday said 78.6% polling was recorded during the third phase of Panchayat Poll conducted yesterday. Subarnapur district has recorded the highest voters’ turnout of 87.44 per cent while lowest 66.75 per cent polling recorded in Ganjam district during the third phase of voting. Angul district has recorded 84.24 per cent polling while it was...

Fishing Cat in Bhitarkanika!

0

Bhubaneswar:A rare variety of Fishing Cat has been located in Bhitarkanika National Park, thanks to an initiative of Odisha Biodiversity Board. It is known that the Fishing Cat is included in the Schedule-I of the Indian Wildlife (Protection) Act, 1972 and listed as Vulnerable in the IUCN Red List of Threatened Species. Swarup Kumar, a young researcher of Odisha Biodiversity Board...

କଟକ-ପାରାଦୀପ୍‍ ରାସ୍ତାରେ ମାଳ ମାଳ ହମ୍ପସ

0

ଭୁବନେଶ୍ୱର : କଟକ-ପାରାଦୀପ ରାଜ୍ୟ ରାଜପଥର ଚକଚକିଆ ରାସ୍ତାରେ ଏବେ ସର୍ବନିମ୍ନ ବେଗରେ ଗାଡି ଚଳାଇ ଯିବା ସମ୍ଭବ ନୁହେଁ । ଅଳ୍ପ ଦୂରତରେ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଏକାଧିକ ହମ୍ପସ୍‍ ନିର୍ମାଣ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । କଟକରୁ ପାରାଦୀପ୍‍ ପର୍ଯ୍ୟନ୍ତ ୮୨ କିଲୋମିଟର ସଡକଟି ସମ୍ପୂର୍ଣ୍ଣ କଂକ୍ରିଟ୍‍ରେ ନିର୍ମାଣ ହୋଇଥିବାବେଳେ ଏହି ରାସ୍ତାରେ ଗୋଟିଏ ଟୋଲ ଗେଟ୍‍ ରହିଛି । ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏଠାରେ ତିନି ଓ ଚାରିଚକିଆ ବାହାନରୁ ଟିକସ ଆଦାୟ ହେଉଛି ।...

ଭିତରକନିକାରେ ବିରଳ ମାଛରଙ୍କା ବିରାଡି

0

ଭୁବନେଶ୍ୱର : ଏକ ବିରଳ ପ୍ରଜାତିର ମାଛରଙ୍କା ବିରାଡି ଭିତରକନିକା ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି । ଓଡିଶା ଜୈବବିବିଧତା ବୋର୍ଡର ଉଦ୍ୟମ ଯୋଗୁଁ ଏହି ବିରଳ ପ୍ରାଣୀର ସନ୍ଧାନ ମିଳିଛି । ଉଲ୍ଲେଖନୀୟ ଯେ ମାଛରଙ୍କା ବିରାଡି ଭାରତୀୟ ବନ୍ୟଜନ୍ତୁ (ସୁରକ୍ଷା) ଆଇନ୍‍, ୧୯୭୨ର ସିଡ୍ୟୁଲ-୧ରେ ତାଲିକାଭୁକ୍ତ ହୋଇଥିବାବେଳେ ଆଇସିୟୁଏନ୍‍ ତାଲିକାରେ ଏହା ସମ୍ବେଦନଶୀଳ ଓ ବିଲୁପ୍ତପ୍ରାୟ ପ୍ରାଣୀ ତାଲିକାରେ ରହିଛି । ଓଡିଶା ଜୈବ ବିବିଧତା ବୋର୍ଡର ଯୁବ ଗବେଷକ ସ୍ୱରୂପ କୁମାର ଭିତରକନିକା ଅଭୟାରଣ୍ୟରେ ଖଞ୍ଜିଥିବା କ୍ୟାମେରାରେ ଫେବୃଆରୀ ୧୫...

୨୨ରୁ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଅଭିଯାନ

0

ଭୁବନେଶ୍ୱର : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଭୁକ୍ତ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଅଭିଯାନ ସାରା ଦେଶର ୭୫ଟି ସ୍ଥାନରେ ପାଳିତ ହେଉଥିବା ପରିପ୍ରେକ୍ଷୀରେ ମନ୍ଦିର ନଗରୀ ଭୁବନେଶ୍ୱରରେ ମଧ୍ୟ ଚଳିତ ମାସ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ରାଜ୍ୟରେ ବିଜ୍ଞାନ ଓ କାରିଗରୀ ବିଭାଗ ନେତୃତ୍ୱରେ ଏପରି ଅଭିଯାନ ଆରମ୍ଭ ହେବ । ଏହି ଅବସରରେ ବିଜ୍ଞାନ ଓ କାରିଗରୀ ବିଭାଗ, ଓଡ଼ିଶା ବିଜ୍ଞାନ ଏକାଡେମୀ, ଭୁବନେଶ୍ୱର ସିଟି...