ସାର ଗୁଣବତ୍ତା ସୁନିଶ୍ଚିତ କର
ନୂଆଦିଲ୍ଲୀ : କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନକଲି ଏବଂ ନିମ୍ନମାନର ସାର ସମସ୍ୟାକୁ ଗମ୍ଭୀରତାର ସହ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ଏହା ଉପରେ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାରା ଦେଶରେ ନକଲି ସାର ବିକ୍ରୟ ଏବଂ ସବସିଡିଯୁକ୍ତ ସାରର କଳାବଜାରୀ ଏବଂ ବାଧ୍ୟତାମୂଳକ ଟ୍ୟାଗିଂ ଭଳି ବେଆଇନ କାର୍ଯ୍ୟକଳାପକୁ ବନ୍ଦ କରିବା ଲକ୍ଷ୍ୟରେ ଏହି ଚିଠି ଲେଖାଯାଇଛି। କେନ୍ଦ୍ରମନ୍ତ୍ରୀ ଚିଠିରେ କହିଛନ୍ତି...
ରେଳ ବଗିରେ ଲାଗିବ ସିସିଟିଭି
ନୂଆଦିଲ୍ଲୀ : ସବୁ ଟ୍ରେନ୍ ବଗିରେ ସିସିଟିଭି କ୍ୟାମେରା ଲଗାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି । ପରୀକ୍ଷାମୂଳକ ଭାବରେ ଯାତ୍ରୀବାହୀ ଟ୍ରେନ ବଗିରେ ସିସିଟିଭି କ୍ୟାମେରା ସ୍ଥାପନର ସକାରାତ୍ମକ ଫଳାଫଳକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି । ଏହି ପଦକ୍ଷେପ ଯାତ୍ରୀଙ୍କ ସୁରକ୍ଷାରେ ଉଲ୍ଲେଖନୀୟ ଉନ୍ନତି ଆଣିବ। ଏହାଦ୍ୱାରା ଟ୍ରେନରେ ଅପରାଧ ଘଟାଉଥିବା ଦୁର୍ବୃତ୍ତ ଏବଂ ସଂଗଠିତ ଅପରାଧୀ ଦଳଙ୍କ ଠାରୁ ସରଳ ଯାତ୍ରୀଙ୍କୁ ସୁରକ୍ଷା ଦିଆଯାଇପାରିବ । କ୍ୟାମେରା ଲାଗିବା ପରେ ଏପରି ଘଟଣା ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶା...
ପିତୃମାତୃହୀନ ଶିଶୁଙ୍କର ଚିହ୍ନଟ ଆରମ୍ଭ
ଭୁବନେଶ୍ୱର : ଶିଶୁ ଅଧିକାର ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ଅରଫାନ ସର୍ଭେ - ୨୦୨୫। ଜୁଲାଇ ୧୧ ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଅଙ୍ଗନବାଡି କର୍ମୀମାନେ ଜୁଲାଇ ମାସ ୨୧ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ପିତୃମାତୃହୀନ ଶିଶୁଙ୍କର ଚିହ୍ନଟ ସହିତ ନିର୍ଦ୍ଦିଷ୍ଟ ଫର୍ମରେ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି। ଏଥିରେ ଉଭୟ ପିତାମାତାଙ୍କୁ ହରାଇ ଥିବା ଶିଶୁ, ପିତାଙ୍କୁ ହରାଇ ମାତାଙ୍କ ସହିତ କିମ୍ବା ମାତାଙ୍କୁ ହରାଇ ୪୦%ରୁ ଅଧିକ ଭିନ୍ନକ୍ଷମ/ଦୁରାରୋଗ୍ୟ ବ୍ୟାଧିଗ୍ରସ୍ତ...
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୧୪ ଓ ୧୫ ତାରିଖରେ ଭୁବନେଶ୍ୱର ଏବଂ କଟକ ଗସ୍ତରେ ଆସୁଛନ୍ତି। ଜୁଲାଇ ୧୪ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ପଞ୍ଚମ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ। ଜୁଲାଇ ୧୫ ତାରିଖରେ ଶ୍ରୀମତୀ ମୁର୍ମୁ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥି ଭାବେ ଯୋଗଦାନ କରିବା ସହିତ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ତିନୋଟି ଅଟ୍ଟାଳିକାର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିବେ। ସେ ମଧ୍ୟ ଆଦିକବି ସାରଳା ଦାସଙ୍କ...
BJD, Congress Hit Streets On FM Tragedy
Bhubaneswar: Odisha has been rocked by widespread protests and political condemnation following the self-immolation attempt by an undergraduate student of Fakir Mohan Autonomous College. The student reportedly took this drastic step after her repeated complaints of sexual harassment against an assistant professor, identified as Samir Kumar Sahu, went unaddressed by college authorities and even police. The incident occurred on Saturday,...
Prez On Odisha Visit
Bhubaneswar: President of India, Smt. Droupadi Murmu, is set to embark on a two-day visit to her home state of Odisha on July 14 and 15, 2025. Her itinerary includes significant engagements in both Bhubaneswar and Cuttack. On Monday, July 14, 2025, President Smt.Murmu will grace the fifth convocation ceremony of the All India Institute of Medical Sciences (AIIMS) Bhubaneswar....
Survey To Identify Vulnerable Children
Bhubaneswar: In a significant move to uphold child rights and ensure their holistic well-being, the Odisha government has launched "The Orphan Survey - 2025." This state-wide campaign, which commenced on July 11 and will continue until July 21, aims to meticulously identify and gather detailed information on children in need of care and protection. Under the ambit of this crucial...
Odisha Deluge Alert
Bhubaneswar: The India Meteorological Department (IMD) has issued a serious warning for Odisha, predicting widespread heavy to very heavy rainfall across the state for the next three days. This intense weather is due to a cyclonic circulation in the northern Bay of Bengal, expected to strengthen into a low-pressure area soon, boosting monsoon activity. The Regional Meteorological Centre in Bhubaneswar...
CM Vows Aid, Action In FM Tragedy
Bhubaneswar: In a grave development that has sent shockwaves across Odisha, Chief Minister Mohan Charan Majhi has pledged the most stringent action against those responsible for the self-immolation attempt by a student of Fakir Mohan (Autonomous) College in Balasore. The Chief Minister's strong statement comes amidst widespread outrage over the alleged sexual harassment faced by the student, which reportedly...
ଓଡ଼ିଶାରେ ବିପନ୍ନ ଝୋଟ ଶିଳ୍ପ
ଭୁବନେଶ୍ୱର : ଅଖା ପାଇଁ ଓଡ଼ିଶା ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ । ରାଜ୍ୟରେ ଝୋଟ ଶିଳ୍ପର ଅପମୃତ୍ୟୁ ଘଟାଇବା ସହ ଚାଷୀଙ୍କୁ ପ୍ରକାରାନ୍ତରେ ନଳିତା ଚାଷରୁ ଦୂରେଇ ରଖାଯିବା ଫଳରେ ଝୋଟ ଅଖା ଓ ବ୍ୟାଗ୍ କିଣିବା ବାବଦରେ ଓଡ଼ିଶା ଅନ୍ୟ ରାଜ୍ୟକୁ ବିପୁଳ ଅର୍ଥ ଦେବାକୁ ବାଧ୍ୟ ହେଉଛି । ଗୋଟିଏ ସମୟରେ ଝୋଟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ଥିଲା । ରାଜ୍ୟର ଚାଷୀମାନେ ବର୍ଷକୁ ୫୦ହଜାରରୁ ୧ଲକ୍ଷ ହେକ୍ଟର ପର୍ଯ୍ୟନ୍ତ ଜମିରେ ନଳିତା ଚାଷ...









