Central Team In Odisha

0

Bhubaneswar: An inter-ministerial Central team led by joint secretary, Ministry of Home Affairs, Saurav Ray in Odisha to assess losses caused due to Cyclone Jawad, an official said here on Sunday. Before leaving for field verification to six affected districts, the team members held discussion with Special Relief Commissioner (SRC) PK Jena here. The six-member team has been divided into three sub-teams....

ପଞ୍ଚାୟତ, ପୌର ନିର୍ବାଚନ ଏବେ ମର୍ଯ୍ୟାଦାର ପ୍ରଶ୍ନ

0

ଭୁବନେଶ୍ୱର :୨୦୨୪ରେ ଲୋକସଭା ପାଇଁ ସାଧାରଣ ର୍ନିବାଚନ ସହ ଓଡିଶାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ପରିପ୍ରେକ୍ଷୀରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଉଭୟ ସରକାରୀ ଓ ବିରୋଧିଦଳମାନେ ମର୍ଯ୍ୟାଦାର ପ୍ରଶ୍ନଭାବେ ନେଇଛନ୍ତି । ବିଜେପି ଗଡକୁ ଧୂଳିସାତ କରି ବିଜେଡି ସେଠାରେ ବିଜୟ ବୈଜୟନ୍ତୀ ଉଡାଇବାପାଇଁ ସବୁପ୍ରକାର ଉଦ୍ୟମ ଚଳାଉଥିବାବେଳେ ଅନ୍ତତଃ ପକ୍ଷେ ଗତ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ନିଜର ଯାହା ସ୍ଥିତି ଥିଲା ତାକୁ ବଜାୟ ରଖିବାଲାଗି ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି । ଏହି ଦୌଡରେ କଂଗ୍ରେସ...

ରାଜଧାନୀବାସୀ କଲ ବଲ

0

ଭୁବନେଶ୍ୱର : ମଶା କାମୁଡାରେ ଏବେ ରାଜଧାନୀବାସୀ କଲ ବଲ । ମଶାଙ୍କ ସାନ୍ଧ୍ରତା ୮୦ ଟପିଥିବାବେଳେ ଏମାନଙ୍କୁ ଘଉଡାଇବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ପାଖରେ ଆବଶ୍ୟକ ଟିଫା ମେସିନ କି କର୍ମଚାରୀ ନାହାନ୍ତି । ସହରରେ ୬୭ଟି ୱାର୍ଡରେ ୧୦ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବାବେଳେ ଏଠାରେ ମଶାବଂଶ ନିୟନ୍ତ୍ରଣ ପାଇଁ ବିଏମ୍‍ସି ପାଖରେ ମାତ୍ର ୭ଟି ଟିଫା ମେସିନ ରହିଛି । ଏଥି ମଧ୍ୟରୁ ୨ଟି ବଡ ଓ ୫ଟି ଛୋଟ । ଏହା ଜରିଆରେ ସମଗ୍ର ବିଏମ୍‍ସି ଅଞ୍ଚଳରେ...

ହିମାଳୟର କେଦାରକଣ୍ଠା ଅରୋହଣ କଲେ ସାତ ଓଡ଼ିଆ

0

ଭୁବନେଶ୍ୱର :  ହିମାଳୟର ୧୨, ୫୦୦ ଫୁଟ ଉଚ୍ଚତା ବିଶିଷ୍ଠ କେଦାରକଣ୍ଠା ପାହାଡ଼ ଶୀର୍ଷରେ -10°c ରୁ -12°c ହାଡ଼ ଭଙ୍ଗା ଶୀତରେ କଳିଙ୍ଗ ଡେୟାରଡେଭିଲସ ଏବଂ ଥ୍ରୀଲୋଫିଲିଆ ର ମିଳିତ ଆନୁକୂଲ୍ୟ ରେ ଚୟନ ହୋଇଥିବା ଦେଶ ତଥା ଦେଶ ବାହାରୁ ୧୭ ଜଣ ପ୍ରତିଭା ଜାତୀୟ ପତାକା ଉଡ଼ାଇ ଥିଲେ। ସେଥି ମଧ୍ୟରୁ ୭ ଜଣ ଓଡ଼ିଆ ଥିଲେ। ବାହାରିନ ଦେଶରୁ ଜଣେ ସଦସ୍ୟ, କେରଳରୁ ୪ ଜଣ, ପଞ୍ଜାବରୁ ୨, କର୍ଣ୍ଣାଟକରୁ ଜଣେ ଏବଂ ନଇ ଦିଲ୍ଳିରୁ ଦୁଇ...

ଗଞ୍ଜାମ ଲୋକଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତରେ ଯାଇ ମା ତାରା ତାରିଣୀଙ୍କ ପବିତ୍ର ପୀଠରୁ ଜିଲ୍ଲା ପାଇଁ  ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର  ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ  ପଟ୍ଟନାୟକ ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ସ୍ମାର୍ଟ ହେଲ୍‌ଥ କାର୍ଡ ସଂପର୍କରେ ଘୋଷଣା କରିଥିଲେ । ଏହାପରେ ଅଗଷ୍ଟ ୨୦ ତାରିଖରେ ସେ ମାଲକାନଗିରିରେ ପ୍ରଥମ କରି ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉଦ୍...

Encroachers Grab Lord’s Property

0

Bhubaneswar: Shree Ligaraj Temple owns 1,523.879 acres of landed properties, of which, 36.370 acres in Bhubaneswar city is under encroachment, said the Comptroller and Auditor General of India (CAG) in its latest report on General and Social Sector for the year ended March 2020. As per the CAG Report, the temple authority has possession of only 31.556 acres. Although the...

Sri Sri Thakur Satsang Organized

0

Mumbai: An Online Satsang was organized on Sunday, 12 December, 2021 by the devotees of Sri Sri Thakur Anukulchandra. Devotees in large number of  Badlapur, Mumbai and Navi Mumbai attended the satsang. The satsang started at 11 am and continued for two hours where prayer, meditation, sermons from the holy scriptures and divine discussion on the ideology of Sri Sri Thakur...

Height Of Acrimony

0

Bhubaneswar: Never before in the recent past has Odisha witnessed the kind of acrimony among the political parties that has become the hallmark of the winter session of the State Legislative Assembly. Probably for the first time in the last so many years an Assembly session was squandered over just one issue. The House in the past has seen...

ମାଡିବସିଛନ୍ତି ଶ୍ରୀଲିଙ୍ଗରାଜଙ୍କ ଜମି

0

ଭୁବନେଶ୍ୱର : ପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ଭୁବନେଶ୍ୱର ସହରରେ ଥିବା ୩୬.୩୭୦ଏକର ଜମିକୁ ଲୋକେ ମାଡି ବସିଛନ୍ତି । ଭାରତର ମହା ଲେଖା ନିୟନ୍ତ୍ରକ (ସିଏଜି) ତାଙ୍କ ରିପୋର୍ଟରେ ଏହା ଦର୍ଶାଇଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ ଶ୍ରୀଲିଙ୍ଗରାଜଙ୍କର ମୋଟ୍‍ ୧୫୨୩.୮୭୯ ଏକର ଭୂସମ୍ପତ୍ତି ଥିବାବଳେ ମନ୍ଦିର କର୍ତ୍ତୃପକ୍ଷଙ୍କ ଦଖଲରେ ମାତ୍ର ୩୧.୫୫୬ ଏକର ରହିଛି । ଶ୍ରୀଲିଙ୍ଗରାଜଙ୍କର ସମଗ୍ର ରାଜ୍ୟରେ ଜମିଜମା ଥିବାବେଳେ କର୍ତ୍ତୃପକ୍ଷ କେବଳ ଭୁବନେଶ୍ୱର ସହରର ଜବରଦଖଲ ବିଷୟରେ ଅବଗତ ଅଛନ୍ତି । ଅନ୍ୟ ସ୍ଥାନରେ ଥିବା ଜମିର ମାଲିକାନା ଓ...

ସଡକ ପାଣ୍ଠି ଖର୍ଚ୍ଚରେ କେନ୍ଦ୍ର ସନ୍ତୁଷ୍ଟ

0

ଭୁବନେଶ୍ୱର : କେନ୍ଦ୍ରୀୟ ସଡକ ପାଣ୍ଠି ବ୍ୟୟ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନକୁ ନେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ସଡକଗୁଡିକର ବିକାଶ ଓ ରକ୍ଷଣା ବେକ୍ଷଣ ନେଇ କେନ୍ଦ୍ର ସରକାର ଅଧିକରୁ ଅଧିକ ପାଣ୍ଠି ଯୋଗାଉଥିବାବେଳେ ଓଡିଶା ସରକାର ସେହି ପାଣ୍ଠିକୁ ବହୁଳ ଭାବେ ବ୍ୟୟ କରିବାରେ ସଫଳ ହୋଇଛନ୍ତି । କେନ୍ଦ୍ରୀୟ ସଡକ ପାଣ୍ଠି ବ୍ୟୟ ନେଇ ହୋଇଥିବା ସର୍ବଶେଷ ହିସାବରୁ ଜଣାପଡିଛି ଯେ ଦେଶର କେତେକ ରାଜ୍ୟ ଏହି ପାଣ୍ଠି ଖର୍ଚ୍ଚ...