DOMA Elects New Team
New Delhi: Delhi Odisha Media Association (DOMA) has elected its new office bearers and Executive Committee Members. The election process was conducted at Delhi's Press Club of India today. The office bearers and executive committee members were elected for tenure of three years. While Senior Journalist Sanjeev Acharya was elected as the President of DOMA, Ace Journalist Shakti Prasad Nayak has been...
Naveen To Woo Investors
Bhubaneswar: Ahead of the third edition of Make in Odisha conclave to be held here from November 30 to December 4, Chief Minister Naveen Patnaik is in Bangalore city to woo big IT investors from the Silicon Valley city of India. The Chief Minister reached Bangalore on Tuesday afternoon on a three-day visit. He will hold one-to-one meetings with...
ସ୍ୱତନ୍ତ୍ର ପରିଚୟ ଦେଇଛି ମିଶନ ଶକ୍ତି
ଭୁବନେଶ୍ୱର : ମହିଳାମାନଙ୍କୁ ମିଶନ ଶକ୍ତି ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସରକାର ଏବଂ ସମାଜ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରୁଛନ୍ତି ବୋଲି ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା ଆର୍ କାର୍ତ୍ତିକେୟନ ପ୍ରକାଶ କରିଛନ୍ତି । ଆଜି ୱାର୍ଲଡ ସ୍କିଲ ସେଣ୍ଟରରେ ଆୟୋଜିତ ମହତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କ ଦକ୍ଷତା ବିକାଶ କର୍ମଶାଳାର ଉଦଯାପନୀ ଦିବସରେ ଯୋଗଦେଇ ଶ୍ରୀମତୀ କାର୍ତ୍ତିକେୟନ ରାଜ୍ୟରେ ମିଶନ...
ସମ୍ର ବାର୍ଷିକ ଉତ୍ସବ ଇମ୍ପଲସ୍ ଆୟୋଜିତ
ଭୁବନେଶ୍ୱର : ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଯେ ବେଶ ମନୋରଞ୍ଜନଧର୍ମୀ ହୋଇପାରନ୍ତି ତାହା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଛାତ୍ରଛାତ୍ରୀମାନେ ଦେଖାଇପାରିଛନ୍ତି । ସେପ୍ଟେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ବାର୍ଷିକ ଉତ୍ସବ ‘ଇମ୍ପଲସ୍-୨୦୨୨’ ରେ ଛାତ୍ରଛାତ୍ରୀମାନଙ୍କର କଳାତ୍ମକ ଦକ୍ଷତାର ଝଲକ ଦେଖିବାକୁ ମିଳିଥିଲା । ପ୍ରଥମ ଦିବସରେ ଆନୁଷ୍ଠାନିକ ଭାବେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏବଂ ଆଇଏମ୍ଏସ୍...
Srimandir Land To Be Digitized
Puri: All the land records of the Shri Jagannath Temple, Puri will be digitised and a database of the same will also be prepared soon, said Chief Administrator of the Shree Jagannath Temple Administration (SJTA) Vir Vikram Yadav here on Tuesday. A decision in this regard was taken at the Temple Management Committee meeting. The Odisha Space Application Center (ORSAC) will...
ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର
ନୂଆଦିଲ୍ଲୀ : ବିଶିଷ୍ଟ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ୨୦୨୦ରେ ସମ୍ମାନିତ କରାଯିବ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଦିନ ଏହି ଘୋଷଣା କରାଯାଇଛି । ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ । ଏ ସମ୍ପର୍କରେ ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଭାରତୀୟ ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଜୀବନବ୍ୟାପୀ ଅବଦାନ ନିମନ୍ତେ ସୁଶ୍ରୀ ଆଶା ପାରେଖଙ୍କୁ...
ଗଞ୍ଜେଇ ବେପାରୀ ସକ୍ରିୟ
ଭୁବନେଶ୍ୱର : କମିଶନରେଟ ପୁଲିସ୍ର ଘନ ଘନ ଚଢଉରେ ଚୋରା ମଦ ବେପାରୀ ଏକ ପ୍ରକାର ଛତ୍ରଭଙ୍ଗ ଦେଇଥିବାବେଳେ ଗଞ୍ଜେଇ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି । ରାଜଧାନୀର ବିଭିନ୍ନ ବସ୍ତିରେ ଏମାନଙ୍କ ସାମ୍ରାଜ୍ୟ ବିସ୍ତାର ହେଉଥିବାବେଳେ ପୁଲିସ୍ ଚଢଉ ଭୟ ଏବଂ ଆଇନ କବଳରୁ ଖସିବାପାଇଁ ଏମାନେ ଏକାଧିକ ସ୍ଥାନରେ ଗଞ୍ଜେଇକୁ ଲୁଚାଇ ରଖୁଛନ୍ତି । ରାଜଧାନୀରେ ଗଞ୍ଜେଇ ବେପାରୀ କିଭଳି ସକ୍ରିୟ ତାହାର ସହରର ବିଭିନ୍ନ ଗଳିକନ୍ଦିରେ ଥିବା ଛୋଟ ଛୋଟ ଦୋକାନ ଆଖପାଖକୁ ଲକ୍ଷ୍ୟକଲେ ଜଣେ କେହି ସହଜରେ ଦେଖିପାରିବ...
Funds For Startups
New Delhi: Fund of Funds for Startups (FFS), launched under Startup India initiative in 2016 by the Prime Minister, Shri Narendra Modi has committed Rs. 7,385 crore to 88 Alternative Investment Funds (AIFs) as of 24th September 2022. These AIFs in turn have invested Rs. 11,206 crore in 720 startups. FFS has been playing a monumental role in mobilizing...
Padajatra From 2 October
Bhubaneswar: It seems that the Governing Biju Janata Dal (BJD) has started preparation for the Mission 2024. The party is going to organize a massive month-long ‘Jan Sampark Padajatra’ from the Gandhi Jayanti, 2 October to 2 November this year across the State to woo the voters. Chief Minister and BJD President Naveen Patnaik on Monday wrote a letter to...
ଦଶ ବର୍ଷରେ ୧୫ଲକ୍ଷଙ୍କୁ ତାଲିମ
ଭୁବନେଶ୍ୱର : ରାଜ୍ୟରେ ଗତ ୧୦ବର୍ଷ ମଧ୍ୟୋର ୧୫ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କ ଦକ୍ଷତା ତାଲିମ ଦିଆଯାଇ ସାରିଲାଣି । ଦଶଟି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଏହି ତାଲିମ ପାଇ ସେମାନେ ନିଯୁକ୍ତିକ୍ଷମ ତଥା ସ୍ୱରୋଜଗାରକ୍ଷମ ହୋଇପାରିଛନ୍ତି । ୨୦୧୪-୧୫ ବର୍ଷରୁ ଆରମ୍ଭ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମରେ ୨୦୨୧-୨୨ ପର୍ଯ୍ୟନ୍ତ ୧୫,୪୫,୨୬୬ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି । ସେହିଭଳି ଗତ ୫ବର୍ଷ ଅର୍ଥାତ୍ ୨୦୧୭-୧୮ ରୁ ୨୦୨୧-୨୨ ବର୍ଷ ମଧ୍ୟରେ ୪୧ହଜାରରୁ ଅଧିକ ଯୁବକଙ୍କୁ...










