ଓପିଏସ୍‌ସି ଦୁର୍ନୀତିର ଗନ୍ତାଘର

ଭୁବନେଶ୍ୱର : ବର୍ତମାନ ଏଏସଓ ନିଯୁକ୍ତିରେ ଘୋଟାଲା ଛାତ୍ରଛାତ୍ରୀ ଓ ଯୁବକଯୁବତୀଙ୍କ ଭିତରେ ନିରାଶା ଓ ହତାସର ବାତାବରଣ ସୃଷ୍ଟି କରିଦେଇଛି । ଓଡ଼ିଶାର ଯୁବକଙ୍କ ଭବିଷ୍ୟତକୁ ନଷ୍ଟ କରିବାର ଅଧିକାର ରାଜ୍ୟ ସରକାରଙ୍କୁ କିଏ ଦେଲା ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଓପିଏସସି ଦ୍ୱାରା ଏଏସଓ ପରୀକ୍ଷା ସମ୍ପୂର୍ଣ୍ଣ ଅନୈତିକ । ୨୦୨୧-୨୨ରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ୭୯୬ଟି...

Will Slogan Lead To Victory?

0

Bhubaneswar: Do slogans win elections? This may be a myth for the Opposition BJP which has recently given a call for making a “BJD-Mukt” (Free of BJD) Odisha. Man Mohan Samal, BJP President in the State Executive meeting on Saturday gave a call for “BJD-Mukt” Odisha. Incidentally, BJD has been ruling the state since 2000 and getting stronger day...

ଦ୍ୱିତୀୟ କ୍ୟାମ୍ପସ କେବେ ?

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‍ ନିର୍ମାଣ ଲାଗି ସରକାରୀ ଘୋଷଣାର ୭ ବର୍ଷ ବିତିଯାଇଥିଲେ ବି କ୍ୟାମ୍ପସ୍‍ ନିର୍ମାଣ ତ ଦୂରର କଥା ଏଯାବତ୍‍ ଜମି ଚିହ୍ନଟ ହୋଇନାହିଁ । ଏଠାରେ ଉଲ୍ଲେଖନୀୟ ଯେ ୧୯୬୬ ମସିହାରେ ରମାଦେବୀ ମହିଳା କଲେଜ ଲାଗି ରାଜଧାନୀର ରୂପାଲି ଛକ ନିକଟରେ ୨୮ଏକର ଜମି ଚିହ୍ନଟ କରାଯାଇ ନିର୍ମାଣ କାର୍ଯ୍ୟ ୧୯୬୮ ଶେଷ ସୁଦ୍ଧା ସମାପ୍ତ ହୋଇଥିଲା ଏବଂ ୧୯୬୯ର ନୂଆବର୍ଷରେ କଲେଜ ଅଧ୍ୟକ୍ଷାଙ୍କୁ ନବନିର୍ମିତ ଶୌଧ ହସ୍ତାନ୍ତର କରାଯାଇଥିଲା । ଏଠାରେ...

ଯଥା ପୂର୍ବଂ ତଥା ପରଂ

0

ଭୁବନେଶ୍ୱର : ଭୁବନେଶ୍ୱର ସହରରେ କୁକୁର ବଂଶବୃଦ୍ଧିକୁ ନେଇ ବିଏମ୍‍ସିରେ ତୁମ୍ବିତୋଫାନ ହେବାପରେ ଏବେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । କୁକୁର ମାଲିକମାନେ ପୂର୍ବଭଳି ସେମାନଙ୍କ ପୋଷା କୁକୁରଙ୍କୁ ଆଣି ରାସ୍ତା କଡରେ ମଳତ୍ୟାଗ କରାଉଥିବାବେଳେ ବୁଲା କୁକୁର ବି ମାଳ ମାଳ ହୋଇ ପଇଁତରା ମାରୁଛନ୍ତି । ଦେଶର ଦୁଇ ତିନିଟି ସ୍ଥାନରେ ବୁଲା କୁକୁରମାନେ ଛୋଟ ଛୋଟ ପିଲାଙ୍କୁ ଝୁଣି ମାରିଦେବା ଖବର ପ୍ରକାଶ ପାଇବାପରେ ବିଏମ୍‍ସି କର୍ତ୍ତୃପକ୍ଷଙ୍କ ଚେତା ପଶିଥିଲା । ରାଜଧାନୀ ରାସ୍ତାରୁ କୁକୁରମାନଙ୍କୁ ହଟାଇବାପାଇଁ...

ସମ୍ମମ୍‌ରେ ସଂକ୍ରମଣ ନିରାକରଣ କର୍ମଶାଳା

0

ଭୁବନେଶ୍ୱର : ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ନେଇ ସମ୍ ଅଲ୍ଟିମେଟ ମେଡିକେୟାରରେ ଶନିବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ହସ୍ପିଟାଲ୍‌ର ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସମେତ ନର୍ସ, ପାରାମେଡିକ୍ସ ଓ ଲାବାରେଟୋରୀ ଟେକ୍ନିସିଆନ୍‌ମାନେ ଯୋଗ ଦେଇଥିଲେ । ଆଡଭାନ୍ସଡ ଷ୍ଟେରିଲାଇଜେସନ୍ ପ୍ରଡକ୍ଟସ୍ (ଏଏସ୍‌ପି) ଓ ସମ୍ମମ୍‌ର ମିଳିତ ସହଯୋଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଥିଓରେଟିକାଲ୍ ଲେକ୍‌ଚର ଓ ପ୍ରାକ୍ଟିକାଲ୍ ସେସନ୍ ଆୟୋଜନ କରାଯାଇଥିଲା । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ନିଜ...

ବିଜେପିର ବିଜେଡି ମୁକ୍ତ ଓଡ଼ିଶା ଗଠନ ଯୋଜନା

ଭୁବନେଶ୍ୱର : ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟରେ ‘ଅନ୍ୟାୟ-ଦୁର୍ନୀତି-ଭ୍ରଷ୍ଟାଚାର-ବ୍ୟଭିଚାର’ ମୁକ୍ତ ଓ ‘ବିଜେଡି ମୁକ୍ତ’ ଶାସନର ଆବଶ୍ୟକତା ରହିଛି ବୋଲି ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୯ବର୍ଷର ସଫଳତାକୁ ନେଇ ମଇ ୨୯ ରୁ ଜୁନ୍ ୩୦ପର୍ଯ୍ୟନ୍ତ ଗାଁ ଗାଁ ଘର ଘରକୁ ଯାଇ ପ୍ରଚାର କରିବେ । ଆଗାମୀ ୨୦୨୪ରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପାଇଁ ସମସ୍ତ କାର୍ଯ୍ୟ କରିବ । ଆଗାମୀ...

ଲିଙ୍ଗଗତ ସମାନତା ଓ ଭିନ୍ନକ୍ଷମ କର୍ମଶାଳା

0

ଭୁବନେଶ୍ୱର : ଲିଙ୍ଗଗତ ଅସମାନତା ଓ ଭିନ୍ନକ୍ଷମ ସଂକ୍ରାନ୍ତୀୟ ରାଜ୍ୟ ସ୍ତରୀୟ କର୍ମଶାଳାରେ ସମସ୍ୟାର ସମାଧାନ ପାଇଁ ସିଭିଲ ସୋସାଇଟିର ପ୍ରତିନିଧିମାନେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି । ଲିଙ୍ଗଗତ ସମାନତା ଏବଂ ଭିନ୍ନକ୍ଷମମାନଙ୍କ ପ୍ରସଙ୍ଗକୁ ଜି-୨୦ ସ୍ୱୀକୃତିପ୍ରାପ୍ତ ସିଭିଲି-୨୦ (ସି-୨୦) କର୍ମଶାଳାରେ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଉତ୍‍ଥାପନ ପାଇଁ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲସ କଲଚରାଲ ସେଣ୍ଟର (ପିକକ) ସହୟତାରେ ଝାଡଖଣ୍ଡର ବାଲ୍‍ କଲ୍ୟାଣ ସଂଘ ପକ୍ଷରୁ ଦି ଏସିଆ ଫାଉଣ୍ଡେସନ ସହାୟତାରେ ସିଭିଲି ସୋସାଇଟି...

ରଥଯାତ୍ରାବେଳେ ଲାଇନ୍‍ କଟିବନି

0

ଭୁବନେଶ୍ୱର : ରଥଯାତ୍ରା ସମୟରେ ବିଦ୍ୟୁତ୍‍ କାଟ୍‍ ହେବ ନାହିଁ । ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ରଥଯାତ୍ରା ସମୟରେ ବିଦ୍ୟୁତ୍‍ ଯୋଗାଣ ନେଇ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏହି ସମୟରେ ବିଦ୍ୟୁତ୍‍ କାଟ୍‍ ନକରିବାପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରା ସମୟକୁ ମୌସୁମୀ ଆଗମନ ହୋଇଥିଲେ ବି ପିକ୍‌ ଆୱାର ମେଗାୱାଟ୍‌ ବିଦ୍ୟୁତ୍‍ ଯୋଗାଣ କରାଯିବ । ଆବଶ୍ୟକ ପଡ଼ିଲେ ଅଧିକ ପାୱାର କିଣାଯାଇ ଡିଷ୍ଟି୍ରବୁ୍ୟସନ୍‌ କମ୍ପାନୀମାନେ ଅଧିକ ପାୱାର ମଧ୍ୟ ଯୋଗାଣ କରିବେ । ପାୱାର...

Bargarh Gets Special Rail

Bhubaneswar: The Ministry of Railways has notified construction of two new railway line projects in Odisha including the Bargarh Road to Nawapara Road line via Padampur as Special Railway Project. For this project only both the Centre and State Government had locked their horns during the Padampur by-poll. “In exercise of the powers, conferred by Clause (37A) of Section-2 of...

Round Table@Climate Resilient Odisha

0

Bhubaneswar: Eminent experts lauded Odisha Government efforts for bringing Green Public Finance Management and Climate Budgeting. In fact Odisha has taken lead among the Indian States to bring together experts and officials to design innovative climate friendly policies. Government of Odisha in Department of Finance on Saturday organized a Round Table meeting on building climate resilient Odisha here at Hotel Mayfair. Finance...