ସମବାୟ ଟ୍ରିବ୍ୟୁନାଲରେ ନାହାନ୍ତି ବିଚାରପତି
ଭୁବନେଶ୍ୱର : ସମବାୟ ନିର୍ବାଚନରେ ବିଭିନ୍ନ କାରଣରୁ ପ୍ରାର୍ଥୀପତ୍ର ରଦ୍ଦ, ନିର୍ବାଚନରେ ଅନିୟମିତତା ଓ ଅନ୍ୟାନ୍ୟ କାରଣ ଦର୍ଶାଇ ଶହ ଶହ ମାମଲା ରୁଜୁ ହେଉଥିବାବେଳେ ଏହାର ବିଚାରପାଇଁ ରାଜ୍ୟ ସମବାୟ ଟ୍ରିବ୍ୟୁନାଲରେ ଜଣେ ହେଲେ ବିଚାରପତି ନାହାନ୍ତି । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ବେଳଠାରୁ ପ୍ରାୟ ୫ମାସ ଧରି ଏହି ପଦବୀ ଖାଲିପଡିଥିବାବେଳେ ତାହା କାହିଁକି ପୂରଣ କରାଯାଉନାହିଁ ସେଥିଘେନି ସମବାୟବିତ୍ମାନେ ଆଶ୍ଚର୍ଯ୍ୟପ୍ରକଟ କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତ ଭୋଟର ତାଲିକାରେ ତ୍ରୁଟି ଯୋଗୁଁ କିଛି...
କୋଭିଡ ଯୋଗୁଁ ଆସିଲେନି ବିଦେଶୀ ପର୍ଯ୍ୟଟକ
ଭୁବନେଶ୍ୱର : କୋଭିଡ ଭୟ ଯୋଗୁଁ ଓଡିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଆଶାତୀତ ଭାବେ ହ୍ରାସ ପାଇଛି । ଏପରିକି ୨୦୨୧ ମସିହାରେ ଓଡିଶାକୁ ମାତ୍ର ୨୨୬୯ଜଣ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ସମଗ୍ର ଦେଶକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସଂକ୍ରାନ୍ତରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ନିହାଲ ଚାନ୍ଦ ଲୋକସଭାରେ ଦେଇଥିବା ସୂଚନାରୁ ଏହା ଜଣାପଡିଛି । ଏଥିରେ ଦର୍ଶାଯାଇଛି ଯେ ୨୦୧୯ ମସିହାରେ ଓଡିଶାକୁ ୧,୧୫,୧୨୮ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ । ହେଲେ ୨୦୨୦ରେ କୋଭିଡଯୋଗୁଁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ୧୦,୨୦୬ରେ...
BJP Ups Arms Against Patnaik
Bhubaneswar: The BJP, which has been protesting deteriorating law and order condition in the State, on Friday lodged a complaint against senior BJD leader and former Mumbai Commissioner of Police Arup Patnaik for making derogatory remarks against leader of Opposition Jayanarayan Mishra. BJP MLAs today took out a padayatra from Raj Bhawan and lodged a complaint against the BJD leader at the...
୧୬ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପ ଅନୁମୋଦିତ
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକରେ ୧୬ ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଭାବେ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୨୪୦ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩୦୨୦ ଜଣଙ୍କ ନିମନ୍ତେ ପ୍ରତକ୍ଷ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) ମାଧ୍ୟମରେ ଉକ୍ତ ପ୍ରକଳ୍ପଗୁଡିକୁ ନୀତିଗତ ଭାବେ ଅନୁମୋଦନ ପ୍ରଦାନ କରାଯାଇଛି । ରାଜ୍ୟ ଲୋକସେବା...
ଓଡିଶାକୁ ମିଳିବନି ସ୍ୱତନ୍ତ୍ର ପାହ୍ୟା
ଭୁବନେଶ୍ୱର : ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବ ନାହିଁ । ଆଉ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନକୁ ଅର୍ଥ କମିଶନ ଅଗ୍ରାହ୍ୟ କରିଥିବା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ର୍ନିମଳା ସୀଥାରମଣ । ଆଜି ଏଠାରେ ଗଣମାଧ୍ୟମ ସହିତ ବଜେଟ୍ ପରବର୍ତ୍ତୀ ଆଲୋଚନା ସମୟରେ ସେ ଏହା କହିଛନ୍ତି । ସେହିଭଳି କେନ୍ଦ୍ର ଅର୍ଥମନ୍ତ୍ରୀ ଦୋହରାଇଛନ୍ତି ଯେ ଏମଜିଏନଆରଇଜିଏ ପାଇଁ ପାଣ୍ଠି ଆବଣ୍ଟନ କଟାଯାଇ ନାହିଁ । ଏମଜିଏନଆରଇଜିଏ ଏକ ଚାହିଦା ଯୋଜନା ହୋଇଥିବାରୁ ସରକାର ସେହି ଅନୁଯାୟୀ...
No SCS For Odisha
Bhubaneswar: Once again the Government of India has rejected Odisha’s decade-long demand for Special Category Status (SCS) as it faces natural calamities almost every year. Speaking to media persons here on Friday, Union Finance Minister Nirmala Sitharaman said no more special category status will be given to Odisha or any other State, as per the recommendation of the Finance Commission. “The...
Task Force For Spurious Drugs
Bhubaneswar: As another significant development in comprehending and containing the sale of spurious drugs, Special Task Force formed for drug enforcement by Government of Odisha found inter-state transaction of its supply, distribution and sale. More specifically, the spurious medicines ceased from Ashok medical hall of Bargarh district and Amit medical agencies of Jharsuguda district in Odisha was suspected to...
ନକଲି ଔଷଧର ଚେର ବାରଣାସୀରେ
ଭୁବନେଶ୍ୱର : ନକଲି ଔଷଧ କାରବାର ବିରୁଦ୍ଧରେ ଆଉ ଏକ ବଡ଼ ପଦକ୍ଷେପ ଭାବେ ଡ୍ରଗ୍ସ୍ ଏନଫୋର୍ସମେଣ୍ଟ ଟିମ୍ ଏହାର ଆନ୍ତଃ-ରାଜ୍ୟ ଯୋଗାଣ ଓ କାରବାର ବିଷୟ ଜାଣିବାକୁ ପାଇଛି । ତଦନ୍ତ ସମୟରେ ଏ ବିଷୟରେ ବିଶ୍ୱାସ ଯୋଗ୍ୟ ସୂଚନା ମିଳିବାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନ୍ତଃ-ରାଜ୍ୟ ତଦନ୍ତ ନିମନ୍ତେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଗଠନ କରିଛନ୍ତି । ଏ ସମ୍ବନ୍ଧରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ଉତ୍ତର ପ୍ରଦେଶ ...
Property Statement Time Extended
Bhubaneswar: In view of difficulties faced by Government employees, the Odisha Government has extended the deadline for submission of property statements by its employees for the year 2022, by two months. General Administration & Public Grievances Department Additional Secretary Sashank Sekhar Dash has written to all Departments, RDCs and Collectors about the decision. As per the Odisha Government Servants' Conduct (Amendment)...
SOA Pacts With GMR
Bhubaneswar: Siksha ‘O’ Anusandhan (SOA) Deemed to be University on Thursday signed a Memorandum of Understanding (MoU) with GMR Kamalanga Energy Limited (GKEL), Dhenkanal, for mutual benefit. As per the MoU, SOA will interact with GKEL for the purpose of getting familiarized with industrial exposure for industry ready problems and live training program for students and faculty members. GKEL will...










