Infra Gets Speed

0

New Delhi: Prime Minister, Narendra Modi has shared articles, graphics, videos and information about various growth and development initiatives that have shaped India’s unparalleled infrastructure landscape. The Prime Minister tweeted : "In #9YearsOfGatiAndPragati, we nurtured the roots of growth and development in India, shaping an infrastructure landscape that is unparalleled. Every sector has witnessed swift advancement, setting the stage for a...

Ganjam Bags Best Award

New Delhi: Vice President of India, Jagdeep Dhankhar will confer the 4th National Water Awards on 17 June, 2023 at an award distribution ceremony being organised at Plenary Hall, Vigyan Bhawan, New Delhi by the Department of Water Resources, River Development, and Ganga Rejuvenation (DoWR, RD &GR), Ministry of Jal Shakti. The Department has announced a total of 41 winners, including...

ସ୍ୱୟଂଶାସିତ କଲେଜର ଦୁର୍ବଳ ରାଙ୍କିଂ

0

ଭୁବନେଶ୍ୱର : ଓଡ଼ିଶା ସରକାର ୩୭ଟି କଲେଜକୁ ସ୍ୱୟଂଶାସିତ ମର୍ଯ୍ୟାଦା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ଉଚ୍ଚଶିକ୍ଷା ଅନୁଷ୍ଠାନ ‘ନ୍ୟାସନାଲ୍‍ ଇନ୍‍ଷ୍ଟିଚ୍ୟୁସନ ରାକିଂ ଫ୍ରେମ୍‍ ୱାର୍କ’ (ଏନ୍‍ଆଇଆର୍‍ଏଫ) ତାଲିକାରେ ସ୍ଥାନ ପାଇନାହାଁନ୍ତି । କେବଳ ଚଳିତ ବର୍ଷ ନୁହେଁ ଗତପ୍ରାୟ ୮ବର୍ଷ ଧରି ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନମାନେ ଏହି ରାକିଂ ତାଲିକାରେ ସ୍ଥାନ ନପାଇବା ଘଟଣାରୁ ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତି ତୁଳନାତ୍ମକ ଭାବେ ଦୁର୍ବଳ ଥିବା ଜଣାପଡୁଛି । ରାଜ୍ୟ ସରକାର ଇତିମଧ୍ୟରେ କେତେ ଗୁଡିଏ ସ୍ୱୟଂଶାସିତ କଲେଜକୁ ବିଶ୍ୱ ବିଦ୍ୟାଳୟରେ ପରିଣତ...

ଅସନ୍ତୋଷ ବଢାଉଛି ଷ୍ଟ୍ରିଟ ଲାଇଟ୍‍ ମରାମତି

0

ଭୁବନେଶ୍ୱର : ଘନ ଘନ ବିଜୁଳି କାଟକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଉଥିବାବେଳେ ବିଏମ୍‍ସିର ବିଜୁଳି ସେବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ରାଜଧାନୀରେ ଷ୍ଟ୍ରିଟ୍‍ ଲାଇଟ୍‍ ଦାୟିତ୍ୱରେ ବିଏମ୍‍ସି ଥିବାବେଳେ ଦିନ ଦିନ ଏହାର ମରାମତି ହୋଇପାରୁ ନାହିଁ । ଗତ କିଛିଦିନ ଧରି ରାଜଧାନୀରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଥିବାବେଳେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍‍ ଲାଇଟ୍‍ କଟି ଯାଉଛି । ତେବେ ଦିନ ଦିନ ଧରି ଏହାର ମରାତି ହୋଇପାରୁ ନାହିଁ ।...

Talk On Digital Economy

0

Pune: The Third Meeting of ‘G20 Digital Economy Working Group (DEWG)’ with the three days’ agenda concluded on 14 June. Agenda of the meeting included the Global DPI Summit and Global DPI Exhibition as the side events and closed-door meetings among the G20 delegates, invited countries and IOs on the priority areas.The Summit was attended by over 250 delegates...

Raja in Full Swing

0

Bhubaneswar: Odia people residing in Odisha and outside the State have started celebrating the three-day long annual Raja Festival with much fun and fare.   Raja Parba or Mithuna Sankranti is a three-day-long festival and the second day signifies the beginning of the solar month of Mithuna from which the season of rains starts. Though celebrated all over the state it...

Season Of Protests

0

Bhubaneswar: Ahead of the crucial 2024 elections, all three major political parties in Odisha have started playing politics by stating protest over different public issues. Not it seems 'Season Of Protests' has unveiled, pointed out a political observer. The BJP Wednesday launched a two-day long protest before the offices of Tata Power in different places, while, countering BJP’s protest, the...

 ଗ୍ରିଡ଼କୋ ଅଫିସ ଘେରିବ କଂଗ୍ରେସ

ଭୁବନେଶ୍ୱର : ବାରମ୍ବାର ବାରମ୍ବାର ବିଦ୍ୟୁତ କାଟ ଏବଂ ଅହେତୁକ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୯ ଜୁନରେ ପ୍ରଦେଶ କଂଗ୍ରେସ ରାଜ୍ୟ ଗ୍ରିଡ଼କୋ ଅଫିସ ସମ୍ମୁଖରେ ବିକ୍ଷୋଭର ନିଷ୍ପତି ନିଆଯାଇଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ।   ଶ୍ରୀ ପଟ୍ଟନାୟକ କହିଛନ୍ତି ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡ଼ିଶା ସାରା ଭାରତ ବର୍ଷର ପ୍ରଥମ ରାଜ୍ୟ । ମୂଳ ଉଦ୍ଦେଶ୍ୟ ଥିଲା ଓଡ଼ିଶାର ଜନସାଧାରଣଙ୍କୁ ଗୁଣାତ୍ମକ ଓ ସ୍ୱଳ୍ପ ଦରରେ ବିଦ୍ୟୁତ ଯୋଗାଇବା । କିନ୍ତୁ...

ବର୍ଷକରେ ୫୬ହଜାର ଅବକାରୀ ଘଟଣା

0

ଭୁବନେଶ୍ୱର : ଓଡିଶାରେ ଗତ ଆର୍ଥିକ ବର୍ଷରେ ପ୍ରାୟ ୫୬ହଜାର ଚୋରା ନିଶା କାରବାର ଘଟଣା ଅବକାରୀ ବିଭାଗର ଦୃଷ୍ଟିକୁ ଆସିଥିବାବେଳେ ଏ ପ୍ରସଙ୍ଗରେ ପାଖପାଖି ୪୫ହଜାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅବକାରୀ ମାମଲାରେ ୨୦୧୭-୧୮ବର୍ଷରେ ୧୮,୨୧୬ଜଣ ଗିରଫ ହୋଇଥିବାବେଳେ ଏହି ସଂଖ୍ୟା ୨୦୧୯-୨୦ବର୍ଷରେ ୨୦,୮୬୩ ଥିଲା । ତେବେ ୨୦୨୧-୨୨ ବର୍ଷରେ ଚୋରା ନିଶା କାରବାର ଅଭିଯୋଗରେ ୩୪,୪୬୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଗତ ଆର୍ଥିକବର୍ଷରେ କିନ୍ତୁ ଏହି ସଂଖ୍ୟା ୪୫ହଜାରକୁ ଟପିଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୧୭-୧୮ବର୍ଷରେ ଅବକାରୀ ବିଭାଗର...

ହେକ୍ଟର ପ୍ରତି ୧୨.୧୭ ଟନ୍‍ ମୃତ୍ତିକା କ୍ଷୟ

ଭୁବନେଶ୍ୱର : ରାଜ୍ୟରେ ବର୍ଷକୁ ହେକ୍ଟର ପ୍ରତି ହାରାହାରି ୧୨.୧୭ ଟନ୍‍ ମୃତ୍ତିକା କ୍ଷୟ ହେଉଛି । ଏପରିକି କେତେକ ସ୍ଥରେ ହେକ୍ଟର ପ୍ରତି ୮୦ଟନ୍‍ରୁ ଅଧିକ ମୃତ୍ତିକା କ୍ଷୟ ହେଉଛି । ଏହାର ନିରାକରଣ ଲାଗି ଗତ ୧୦ବର୍ଷ ମଧ୍ୟରେ ୩ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଲାଣି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ହେକ୍ଟର ପ୍ରତି ୫ ପ୍ରତିଶତରୁ କମ୍‍ ମୃତ୍ତିକା କ୍ଷୟ ଦ୍ୱାରା ପ୍ରଭାବିତ ହେଉଥିବା ଜମିର ପରିମାଣ ୭୭.୨୬ଲକ୍ଷ ହେକ୍ଟର ହୋଇଥିବାବେଳେ ୭.୫ ଟନ୍‍ ମୃତ୍ତିକା କ୍ଷୟ...