ଓଡିଶା ଗସ୍ତରେ କେରଳ ପୌର ପ୍ରତିନିଧି
ଭୁବନେଶ୍ୱର : କେରଳର କୋଝିକୋଡ ଏ ବଂ ପାଲକାଡ ପୌରାଞ୍ଚଳର ୨୧ ଜଣ ପ୍ରତିନିଧୀ ଏବଂ କାର୍ଯ୍ୟକର୍ତ୍ତା ଫେବୃଆରୀ ୨୮ ରୁ ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ପରିବେଶ ଓ ବିକାଶ କେନ୍ଦ୍ର (ସିଇଡି), ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏକ ଜାତୀୟ ତାଲିମ ସଂସ୍ଥା ଭାବରେ ଏହି ଗସ୍ତ କାର୍ଯ୍ୟକ୍ରମର ଆୟୋଜିତ କରିଛି । ଅମୃତ ୨.୦ ଅଧିନରେ ବ୍ୟକ୍ତିଗତ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଅଂଶ ଭାବେ ଫେବୃୟାରୀ ୨୮ ରୁ...
ପଣସ ମିଶନ ପାଇଁ ୯୭କୋଟି
ଭୁବନେଶ୍ୱର : ରାଜ୍ୟର ନଅଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ପଣସ ମିଶନରେ ଆଗାମୀ ୫ବର୍ଷ ମଧ୍ୟରେ ୯୭.୧୬ କୋଟି ଟଙ୍କା ବ୍ୟୟ ପାଇଁ ସ୍ଥିର ହୋଇଛି । ପଣସ ମିଶନ ପାିଁ ୩୦ ହେକ୍ଟରରେ ଚାରା ଉତ୍ପାଦନ କେନ୍ଦ୍ର ସ୍ଥାପନ ହୋଇଛି । କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନିପତିଙ୍କ ଅନ୍ୟଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଶ୍ରୀ ସ୍ୱାଇଁ କହିଛନ୍ତି ଯେ ପଣସ ମିଶନରେ ମୁଖ୍ୟତଃ ଏକତ୍ରୀକରଣ, ପ୍ରକ୍ରିୟାକରଣ ଓ ମୂଲ୍ୟଯୁକ୍ତ...
ପିଆଜ ଉତ୍ପାଦନ ଚାହିଦାଠୁ ଅଧିକ
ଭୁବନେଶ୍ୱର : ଖାଉଟିମାନଙ୍କ ଚାହିଦା ତୁଳନାରେ ରାଜ୍ୟରେ ଅଧିକ ପିଆଜ ଉତ୍ପାଦନ ହେଉଛି । ତେବେ ରବି ଋତୁରେ ଉତ୍ପାଦିତ ହେଉଥିବା ଏହି ପିଆଜକୁ ସାଇତି ରଖାଯାଇ ପାରୁନଥିବାରୁ ରାଜ୍ୟ ବାହାରୁ ପିଆଜ ଆମଦାନୀ କରିବାକୁ ପଡୁଛି । ରାଜ୍ୟରେ ପିଆଜ ଉତ୍ପାଦନ ନେଇ ବିଜପି ବିଧାୟକ ମୋହନ ଚରଣ ମାଝି ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ଖାଉଟିମାନଙ୍କ ଚାହିଦା ତୁଳନାରେ...
ନାଲିଫିତା ତଳେ ଭେଣ୍ଡିଂ ଜୋନ୍ ନିଷ୍ପତ୍ତି
ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ ସମସ୍ୟାର ଅନ୍ୟତମ କାରଣ ଭେଣ୍ଡିଂ ଜୋନ୍ ହୋଇଥିବାବେଳେ ବିଭିନ୍ନ ଗହଳି ସ୍ଥାନରୁ ଏହାକୁ ସ୍ଥାନାନ୍ତର ଲାଗି ହୋଇଥିବା ନିଷ୍ପତ୍ତି ଏବେ ଶୀତଳଭଣ୍ଡାରରେ । ରାସ୍ତାପାଶ୍ୱର୍ରେ ଥିବା ଭେଣ୍ଡିଂ ଜୋନ୍ଗୁଡିକୁ ସ୍ଥାନାନ୍ତର କରାଯାଇ ପାରୁନଥିବାରୁ ସହରର ବିଭିନ୍ନ ସ୍ଥାନରେ ସଂଧ୍ୟା ସମୟରୋ ଯା ଆସ ଏକ ପ୍ରକାର ଠପ୍ ହୋଇଯାଉଛି । ସହରର ବିଭିନ୍ନ ସ୍ଥାନରେ ରାସ୍ତାକଡରେ ଭେଣ୍ଡିଂ ଜୋନ୍ ଗଢି ଉଠିଥିବାବେଳେ ଏଠାରେ ଥିବା ଦୋକାନକୁ ଲୋକେ ରାସ୍ତାଉପରେ ଗାଡିମୋଟର ରଖି ଯାଉଛନ୍ତି । ଫଳରେ ଭେଣ୍ଡିଂ ଜୋନ୍...
ସ୍ୱୟଂଚାଳିତ ହେବ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା
ଭୁବନେଶ୍ୱର : ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଯାନଚାଳନା ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ଉଭୟ ସ୍ୱଚ୍ଛତା ଓ ଦକ୍ଷତାକୁ ଦୃଷ୍ଟିରେ ରଖି ସଚାରୁ ରୂପେ ଲାଇସେନ୍ସ ପ୍ରଦାନ ପରୀକ୍ଷା ନିମନ୍ତେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ସ୍ୱୟଂ ଚାଳିତ ଯାନଚାଳନା ପରୀକ୍ଷା ପଦ୍ଧତି ଲାଗୁ କରାଯିବ । ଏହି ପଦ୍ଧତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଜି ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଉପସ୍ଥିତିରେ...
OBC Survey Soon
Bhubaneswar: The State Government has asked Collectors and Municipal Commissioners to resume the survey for enumeration of other backward classes (OBCs) in the State and complete it by July second week. Member Secretary of Odisha State Commission for Backward Classes (OSCBC), Vir Vikram Yadav has recently written a letter to all Collectors and Commissioners of Municipal Corporations, in this regard. “The...
Face Off Over Police Clash
Bhubaneswar: The prevailing political atmosphere in the State has hots up with continuous strong fight between the ruling BJD and principal Opposition party BJP for the past several days. The face-off between the BJP and BJD has turned ugly following the murder of Minister Naba Kishore Das on January 29. Since then, the BJP and BJD are continuously attacking each other...
ADTS In State Soon
Bhubaneswar: As part of 5T initiatives of the State Government, Commerce and Transport Department plans to introduce automated driving testing system (ADTS) in the State for testing of driving skill of aspirants before issue of driving license. The State Transport Department on Wednesday signed an MoU with Akshara Nipun JV to implement the ADTS on PPP mode within 10 months....
Pradeep Jena Takes CS Charge
Bhubaneswar: Ace Mandarin, Pradeep Kumar Jena has taken over as new Chief Secretary of Odisha here on 1 March. 1989 Batch IAS, Shri Jena took over as Suresh Chandra Mohapatra has superannuated from the Service. Earlier in the morning Shri Jena, an ardent devotee of Lord Jagannath went to Shree Jagannath Temple and prayed the Lord Of Universe. In the afternoon new...
Anu Garg Takes DC Charge
Bhubaneswar: 1991 Batch IAS Anu Garg has taken over as Development Commissioner of Odisha. Shrimati Garg today took charge after Pradeep Jena left office of DC to take over as Chief Secretary of Odisha. She along with her new assignment will be holding additional charge of Department of Water Resources as Additional Chief Secretary (ACS). Shrimati Garg was received by senior officers...










