Road Bonanza For Malkangiri

0

Bhubaneswar: Chief Minister Naveen Patnaik approved the 21 Road projects proposed by the Rural Development Department in Malkangiri district. These projects will cover 172.53 km at a cost of Rs 158 crores. It is significant stride towards the transformation of rural infrastructure and connectivity for the interior blocks of Chitrakonda, Kalimela, Korukunda, and Podia. These projects are taken up under the...

State In Calamity Rediness

Bhubaneswar: With the onset of southwest monsoon in entire Odisha, Chief Minister Naveen Patnaik today held a meeting of the State Level Natural Calamity Committee to review the preparedness made by different Government Departments and Districts to meet any other kind of exigencies. The Chief Minister directed senior officials to remain prepared to tackle possible floods and cyclone during this...

ଆହାର ସମିତିକୁ  ୧୧  କୋଟି

0

ଭୁବନେଶ୍ୱର  : ରାଜ୍ୟର ସମସ୍ତ ପୌରାଞ୍ଚଳରେ ଥିବା ୩୪ ଜିଲା ଆହାର ସମିତି ଓ ସିଟି ଆହାର ସମିତିକୁ  ଗୃହ, ନଗର ଉନ୍ନୟନ ବିଭାଗ ୧୧  କୋଟି ୧୭  ଲକ୍ଷ ଟଙ୍କା ପ୍ରଦାନ  କରାଯାଇଛି I   ୨୦୨୩ - ୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଏହି ଅର୍ଥ ରିଲିଜ କରାଯାଇଛି  I ଏହି ପାଣ୍ଠି ରାଜ୍ୟରେ ୧୬୭  ଆହାର କେନ୍ଦ୍ର ମାଧ୍ୟମରେ ଗୁଣାତ୍ମକ ଖାଦ୍ୟ ବଣ୍ଟନକୁ ସହଜ କରିବ ଏବଂ କୌଣସି ସମସ୍ୟାର ସମ୍ମୁଖୀନ ହେବ ନାହିଁ ବୋଲି ନୋଡାଲ...

ଲୁଟିବା ପୂର୍ବରୁ ପୁଲିସ୍‍ ଜାଲରେ ୫୭ ଲୁଟେରା

ପୁରୀ : ଚଳିତ ବର୍ଷ ରଥଯାତ୍ରାରେ ପ୍ରବଳ ଜନସମାଗମ ହୋଇଥିବାବେଳେ ବିଭିନ୍ନ ରାଜ୍ୟରୁ ଏଠାକୁ ଆସିଥିବା ଲୁଟେରାମାନେ ପୁଲିସ୍‍ ନଜରରୁ ବର୍ତ୍ତିପାରି ନାହାନ୍ତି । ସେମାନେ ଲୋକଙ୍କୁ ଲୁଟିବା ପୂର୍ବରୁ ପୁଲିସ୍‍ ୫୭ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ମାଡି ବସିଛି । ଫଳରେ ଚଳିତବର୍ଷ ରଥଯାତ୍ରାରେ ବହୁ ଯାତ୍ରୀ ଆଶ୍ୱସ୍ତ ହୋଇଛନ୍ତି । ପୁଲିସ୍‍ ହାବୁଡରେ ପଡିଥିବା ଏହି ଚେନଛିଣ୍ଡା ଓ ପକେଟମାରଙ୍କ ମଧ୍ୟରୁ ୧୫ଜଣ ପଶ୍ଚିମବଙ୍ଗର ହୋଇଥିବାବେଳେ ୯ଜଣ ଆନ୍ଧ୍ରପ୍ରଦେଶର ଅଛନ୍ତି । ଏମାନଙ୍କ ମଧ୍ୟରେ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟର କିଛି ପକେଟମାର...

iCo.op On Move

Bhubaneswar : As part of 5T Initiative, the State Government has decided to develop a web and mobile based Cooperation Automation & Monitoring System for real time monitoring and effective implementation of different programs and schemes implemented by the Department of Co-operation. According to official sources, e-governance has been a term used frequently in the modern day governing that has...

ସମବାୟ ବିଭାଗର ନୂଆ ଆପ୍ଲିକେଶନ

ଭୁବନେଶ୍ୱର : ସମବାୟ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଏବଂ ଠିକଣା ସମୟରେ ମନିଟରିଂ ପାଇଁ ମୋବାଇଲ୍‍ ଓ ୱେବ ଆଧାରିତ ସ୍ୱୟଂକ୍ରିୟ ଆପ୍ଲିକେଶନ ପ୍ରସ୍ତୁତ ଲାଗି ସ୍ଥିର ହୋଇଛି । ଏହି ଦାୟିତ୍ୱ ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ)କୁ ଦିଆଯାଇଥିବାବେଳେ ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଏ ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥାରେ ଇ-ଗଭର୍ଣ୍ଣାନ୍ସର ବ୍ୟାପକ ବ୍ୟବହାର ହେବା ସହିତ ଏହା କାର୍ଯ୍ୟକୁ ସହଜ କରିଛି । ଏହାକୁ...

ଟ୍ରାଫିକ ଭିଡ ଅଣାୟତ

ଭୁବନେଶ୍ୱର : ବଢୁଥିବା ଯାନବାହାନ ତୁଳନାରେ ରାଜଧାନୀର ରାସ୍ତାଘାଟ ପ୍ରଶସ୍ତ ହେଉନଥିବା ଓ ରାସ୍ତାପାଶ୍ୱର୍ରେ ବିଏମ୍‍ସି ବ୍ୟବସାୟ ଅନୁମତି ଦେଇଥିବାରୁ ଟ୍ରାଫିକ ବ୍ୟବସ୍ଥା ବିଗିଡିବାରେ ଲାଗିଛି । ବିଶେଷକରି ସକାଳ ଓ ସଂଧ୍ୟା ସମୟରେ ସହରର ବିଭିନ୍ନ ଛକରେ ଗାଡିଚାଳକମାନେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍‍ରେ ଫସି ରହୁଛନ୍ତି । ରାଜଧାନୀର ଏଜି ଛକ ଠାରୁ ଆରମ୍ଭକରି କଳ୍ପନା, ରବି ଟକିଜ, ସିଆରପି, ଫାୟାରଷ୍ଟେସନ, ଜୟଦେବ ବିହାର, ଆଚାର୍ଯ୍ୟବିହାର, ଶିରିପୁର, ସିଟିଓମେନ୍ସ ଆଦି ଛକ ଅଞ୍ଚଳରେ ଏଭଳି ଟ୍ରାଫିକ ଭିଡ ପରିଲକ୍ଷିତ...

ନଡ୍ଡାଙ୍କ ଟାର୍ଗେଟରେ ଓଡିଶା ସରକାର

ଭୁବନେଶ୍ୱର : ଓଡିଶା ଗସ୍ତରେ ଆସିଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓଡିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଳାହାଣ୍ଡିରେ ଆୟୋଜିତ ସମାବେଶରେ ଶ୍ରୀ ନଡ୍ଡା କହିଛନ୍ତି ଯେ ଓଡ଼ିଶାରେ ଦୀର୍ଘ ୨୩ବର୍ଷ ଧରି ଚାଲିଛି ଭ୍ରଷ୍ଟାଚାରୀ ସରକାର । କେନ୍ଦ୍ର ସରକାର ଓଡିଶାକୁ କୋଟି କୋଟି ଟଙ୍କା ସହାୟତା ଯୋଗାଇ ଦେଉଛନ୍ତି ଅଥଚ ତାହାକୁ ରାଜ୍ୟ ସରକାର ବାଟମାରଣା କରିବା ସହ ଖର୍ଚ୍ଚ ନକରି ଓଡ଼ିଶାକୁ ଗରୀବ କରି ଚାଲିଛନ୍ତି । ଓଡ଼ିଶାରେ ଶାସନ କିଏ ଚଳାଉଛି? ଅଫିସର ନା ନେତା ?...

Guhari Captivates Audience

0

Bhubaneswar: Shree Jagannath Bhakti Sangeet Samaroh - Guhari, organized by Guru Kelucharan Mohapatra Odissi Research Center under the supports of the Department of Odia Language, Literature and Culture kick started today. Shyamamani Devi, renowned Singer; Satyabrata Sahu, Additional Chief Secretary, Department of Odia Language, Literature and Culture and Ranjan Kumar Das, Chief Administrator, Shree Jagannath Temple Administration graced the occasion. Prominent...

2.91Cr From Babu

0

Bhubaneswar: In a major cash seizure, Vigilance Department on Friday seized cash of Rs 2.91 crore during a raid on the properties of an Additional Sub-Collector of Nabarangpur. On the strength of search warrant issued by Special Judge, Vigilance, Sundargarh, Vigilance teams conducted simultaneous raids on the properties of Nabarangpur Additional Sub-Collector Prasanta Kumar Rout at 9 locations, Vigilance SP, M....