Rahul Disqualification Opposed
Bhubaneswar: Opposition Congress Lawmakers created a din in Odisha Legilsative Assembly raising the issue of disqualification of Rahul Gandhi’s Membership from Lok Sabha. The Congress Members rushed into Well of the House as soon as it assembled for the post lunch session at 4 PM. They shouted anti-BJP slogans and demanded justice for Shri Gandhi. Shri Gandhi has been disqualified from...
ଅଧିକ ପଦବୀ ସୃଷ୍ଟି ପାଇଁ ସୁପାରିଶ୍
ଭୁବନେଶ୍ୱର : ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ବିଭିନ୍ନ କାରଣରୁ ବର୍ଷକୁ ବର୍ଷ ବଢୁଥିବାବେଳେ ଗୃହ ବିଭାଗରେ ପାଖାପାଖି ୨୭ହଜାର ପଦବୀ ଖାଲି ପଡିଛି । ଇତି ମଧ୍ୟରେ ବରିଷ୍ଠ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭାର ଷ୍ଟାଣ୍ଡିଂ କମିଟି ଗୃହ ବିଭାଗର ଖାଲି ପଡିଥିବା ସମସ୍ତ ପଦବୀ ପୂରଣ ସହିତ ପୁଲିସ୍ ପ୍ରଶାସନକୁ ଅଧିକ ସୁଦୃଢ କରିବା ଲାଗି ଆହୁରି ଅଧିକ ନୂଆ ପଦବୀ ସୃଷ୍ଟି ଲାଗି ସୁପାରିଶ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ...
No Mobile In 5770 Villages
New Delhi: The Government of India is campaigning for Digital India and started rolling out 5G services in big cities. However, 5770 villages in Odisha yet to get basic mobile network connectivity. As per information given by Union IT and Electronics & Communication Minister Ashwini Vaishnaw in Rajya Sabha on Friday, out of 51,176 villages in Odisha, 45,406 villages have...
Dhal New CEO
Bhubaneswar: 1993 Batch IAS Nikunja Bihari Dhal has been appointed as new Chief Electoral Officer (CEO). Election Commission of India has issued the appointment of Shri Dhal in consultation with the State Government, said Rahul Sharma, Principal Secretary Election Commission of India in the Order. ECI has stipulated that while functioning as CEO Shri Dhal will not hold any additional charge...
୫୭୭୦ ଗାଁରେ ନାହିଁ ମୋବାଇଲ୍ ସେବା
ଭୁବନେଶ୍ୱର : ଭାରତ ସରକାର ଡିଜିଟାଲ ଇଣ୍ଡିଆର ପ୍ରଚାର ସହିତ ୫ଜି ମୋବାଇଲ୍ ସେବା କାର୍ଯ୍ୟକାରୀ କରୁଥିବାବେଳେ ଓଡିଶାର ୫୭୭୦ ଗାଁରେ ଏବେ ବି ମୋବାଇଲ ସେବା ପହଞ୍ଚି ପାରିନାହିଁ । କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶାର ୫୧,୧୭୬ଟି ଗାଁ ମଧ୍ୟରୁ ୪୫,୪୦୬ରେ ମୋବାଇଲ ସେବା ଉପଲବ୍ଧ । ଏହାର ଅର୍ଥ ରାଜ୍ୟର ୫୭୭୦ଟି ଗାଁ ଏବେ ବି ମୋବାଇଲ ସେବା ଠାରୁ ଦୂରରେ...
ଅପ୍ରେଲ ୨୦ରୁ ସ୍କିଲ ଇନ୍ ଓଡିଶା କନକ୍ଲେଭ
ଭୁବନେଶ୍ୱର : ଅପ୍ରେଲ ୨୦ରୁ ହେବାକୁ ଥିବା ସ୍କିଲ ଇନ୍ ଓଡିଶା କନକ୍ଲେଭ-୨୦୨୩ ଆୟୋଜନ ପାଇଁ ଆଜି ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ରାଜ୍ୟର ସମସ୍ତ ପ୍ରମୁଖ ସଚିବ ଏବଂ ସଚିବମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରୀମତୀ ଅଳକା ମିଶ୍ର ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ରର ଉଦ୍ଦେଶ୍ୟ ଏବଂ ପରିକଳ୍ପନା ସଂପର୍କରେ ଅତିଥିମାନଙ୍କୁ ଅବଗତ କରାଇଥିଲେ । ପରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ...
ସତ୍ୟବ୍ରତ ସାହୁ ନୂଆ ଏସ୍ଆରସି
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍ ଅଫିସର ସ୍ତରରେ ଅଦଳ ବଦଳ କରିବା ସହିତ ୧୯୯୧ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ତଥା ଅତରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଅତିରିକ୍ତ ଭାବେ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ଦାୟିତ୍ୱ ପ୍ରଦାନ କରିଛନ୍ତି । ଶ୍ରୀ ସାହୁ ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ଅତିରିକ୍ତ ଭାବେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଦାୟିତ୍ୱ ତୁଲାଉଛନ୍ତି । ୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ...
୧୯.୭୯ କୋଟି ରାଶନ କାର୍ଡ ଡିଜିଟାଇଜ୍
ନୂଆଦିଲ୍ଲୀ : କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ସ୍ୱାଧ୍ୱୀ ନିରଞ୍ଜନ ଜ୍ୟୋତି ଆଜି ରାଜ୍ୟ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ଏଯାବତ୍ ଦେଶରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ (ଏନ୍ଏଫଏସ୍ଏ) ଅଧୀନରେ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ୧୯କୋଟି ୭୯ଲକ୍ଷ ରାଶନ କାର୍ଡ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସଂସ୍କାର ବଳରେ ଡିଜିଟାଇଜ ହୋଇଛି । ଏହା ସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜ ନିଜର ସ୍ୱଚ୍ଛତା ପୋର୍ଟାଲ /ପିଡିଏସ୍ ପୋର୍ଟାଲ...
ସମ୍ମମ୍ରେ ଜନ୍ମଗତ ତ୍ରୁଟିର ସଫଳ ଅସ୍ତ୍ରୋପଚାର
ଭୁବନେଶ୍ୱର : ଏକ ବିରଳ ଘଟଣାରେ ଜନ୍ମଗତ ତ୍ରୁଟି ଯୋଗୁଁ ମୁହଁର ବିଭିନ୍ନ ଅଂଶରେ ଛିଦ୍ର ଓ ଫାଙ୍କ (ଟେସିୟର୍ କ୍ଲେଫ୍ଟ) ଥିବା ଗୋଟିଏ ୧୫ ମାସର ଶିଶୁ କନ୍ୟାର ସଫଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ । ଶିଶୁ କନ୍ୟା ସ୍ମୃତିର ଆଖି ଏବଂ ନାକରେ ଅନେକ ତ୍ରୁଟି ଥିବା ବେଳେ ତା’ର ଚିକିତ୍ସା ନିମନ୍ତେ ତା’ର ବାପା-ମା ବିଭିନ୍ନ ହସ୍ପିଟାଲ୍ ବୁଲି ନିରାଶ ହୋଇଯାଇଥିଲେ । ପରେ ସେମାନେ ଶିଶୁଟିକୁ ସମ୍ମମ୍କୁ ଆଣିଥିଲେ । ଏହା ଏକ ବିପଦପୂର୍ଣ୍ଣ...
ପୁଲିସ ଉପରେ ମିଛ ମାମଲା ବୋଝ
ଭୁବନେଶ୍ୱର : ମିଛ ମାମଲାର ବୋଝ ଏବେ ପୋଲିସ ପାଇଁ ବଡ ଆହ୍ୱାନ ହୋଇଛି । ବର୍ଷକୁ ଶହେ କି ଦୁଇଶହ ନୁହେଁ ରାଜ୍ୟର ବିଭିନ୍ନ ଥାନା, ଫାଣ୍ଡିରେ ୧୦ହଜାରରୁ ଅଧିକ ଅସତ୍ୟ ମାମଲା ଦାଏର ହେଉଛି । ଅଭିଯୋଗ ସତ କି ମିଛ ତାହା ଜାଣିବା ପାଇଁ ଅନୁସନ୍ଧାନକାରୀ ପୋଲିସ ଅଫିସରମାନଙ୍କର ବହୁ ସମୟ ବରବାଦ୍ ହେଉଥିବାରୁ ଗୁରୁତ୍ୱପର୍ଣ୍ଣ ସତ ମାମଲା ଗୁଡିକର ଅଭିଯୋଗ ଫର୍ଦ୍ଦ ଦାଖଲରେ ବିଳମ୍ବ ଘଟୁଥିବା କୁହାଯାଉଛି । ୨୦୨୨ ବର୍ଷରେ ରାଜ୍ୟରେ ୧,୭୮,୧୯୦ଟି ଧର୍ତ୍ତବ୍ୟ ଅପରାଧ ମାମଲା...










