Central Funds Decrease; CAG

0

Bhubaneswar: The Comptroller and Auditor General of India (CAG) has noticed a decrease in funding flow from the Central Government to Odisha during the past few years. In its report on State Finances for the year ended March 2022, the CAG said the Union Government transfers funds to States in two ways: (i) Devolution of Central taxes to States and...

Accenture Plans Odisha Centre

Bhubaneswar: Odisha Government has announced that one of the leading IT MNC Accenture plans to set up its global delivery facility in Bhubaneswar. A senior delegation led by Ajay Vij, Country Managing Director, Accenture in India met Chief Minister, Naveen Patnaik, today and had an extensive discussion regarding the company's plans for the state.  During discussion, Puneet J Kumar, Managing Director,...

ବିନା ଟାଙ୍କିରେ ପାଇଖାନା ନିର୍ମାଣ

0

ଭୁବନେଶ୍ୱର : ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ନିର୍ମାଣ ହୋଇଥିବା କେତେକ ଘରୋଇ ପାଇଖାନାରେ ଆଦୌ ଟାଙ୍କି ନାହିଁ । ପାଣି ନଥିବାରୁ ଲୋକେ ପାଇଖାନା ବି ବ୍ୟବହାର କରିପାରୁ ନାହାନ୍ତି । ପାଇଖାନାରେ ଲୋକେ ଶୌଚ ହେବା ବଦଳରେ ଲୋକେ କାଠ ରଖୁଛନ୍ତି । କଟକ ଓ ସମ୍ବଲପୁର ଜିଲ୍ଲାରେ ଘରୋଇ ପାଇଖାନା ନିର୍ମାଣର ନମୂନା ଯାଞ୍ଚ ସମୟରେ ଭାରତର ମହାଲେଖାକାର (ଏଜି)ଙ୍କ ନଜରକୁ ଏହା ଆସିଛି । ବିଧାନସଭାରେ ସଦ୍ୟ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ସିଏଜି ଉଲ୍ଲେଖ କରିଛନ୍ତି ଯେ ୨୦୧୯-୨୦...

ଅନୁକମ୍ପା ନିଯୁକ୍ତି ମାମଲାରେ ଅଦାଲତ ରାୟ

0

କଟକ : ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ରାଜ୍ୟ ସରକାର ୨୦୨୦ରେ ନୂଆ ଆଇନ ପ୍ରଣୟନ କରିବା ପୂର୍ବରୁ ଯେଉଁ ସରକାରୀ କର୍ମଚାରୀମାନଙ୍କର ଚାକିରିରେ ଥାଇ ମୃତ୍ୟୁ ଘଟିଛି ସେମାନଙ୍କ ପରିବାରର ଆର୍ଥିକ ଦୁସ୍ଥିତିକୁ ବିଚାରକୁ ନେଇ ୧୯୯୦ର ପୁରୁଣା ଅନୁକମ୍ପାମୂଳକ ନିଯୁକ୍ତି ଆଇନ ଆଧାରରେ ପରିବାରର ଜଣେ ଉତ୍ତରାଧିକାରୀଙ୍କୁ ଚାକିରି ଦେବାଲାଗି ବିଚାର କରାଯିବା ଉଚିତ୍‍ । ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଦୁଇଜଣିଆ ଖଣ୍ଡପୀଠ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ସହିତ ଏଭଳି କ୍ଷେତ୍ରରେ...

Cash Award For Kishore

0

Bhubaneswar: Chief Minister Naveen Patnaik announced a cash award of Rs 1.5 crore for Odisha’s Javelin star athlete Kishore Kumar Jena. Shri Jena has clinched a silver at the ongoing Asian Games at Hangzhou, China. With a personal best of 87.54m, Kishore has also qualified for Paris Olympics. With this silver, Kishore has created a historic moment for the state and...

ଜଳବାୟୁ ପରିବର୍ତନରେ ପ୍ରାଣୀଜଗତ ପ୍ରଭାବିତ

0

ଭୁବନେଶ୍ୱର : ଏକ ସୁରକ୍ଷିତ ପୃଥିବୀ ନିମନ୍ତେ ଧ୍ୱଂସ ସାଧନ ଓ ପ୍ରଦୂଷଣ ବିନା ବିକାଶ ବର୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ବୋଲି ବିଶିଷ୍ଟ ଜୀବବିଜ୍ଞାନୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ ମତ ପ୍ରକାଶ କରିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବିଶ୍ୱ ପ୍ରାଣୀ ଦିବସ ଅବସରରେ ବୁଧବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଦାଶ କହିଛନ୍ତି ଯେ ବିନା ବିନାଶରେ ବିକାଶ ଏବଂ ବିନା ପ୍ରଦୂଷଣରେ ଉତ୍ପାଦନ ହିଁ ବର୍ତମାନ ସମୟର...

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜାପାନୀ ଭାଷା

0

ଜୟପୁର : ଚଳିତ ଶିକ୍ଷାବର୍ଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୩ ଅକ୍ଟୋବର ୩ ତାରିଖରେ ଜାପାନୀ ଭାଷା ସାର୍ଟିଫିକେଟ୍ ପାଠ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି ।  ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଯୋଗଦେଇ ଏହି ପାଠ୍ୟକ୍ରମର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ନୂଆଦିଲ୍ଲୀସ୍ଥିତ ଜାପାନୀ ଫାଉଣ୍ଡେସନର ନିର୍ଦ୍ଦେଶକ ଶ୍ରୀ ସାଟୋ କୋଜି,  ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତଙ୍କ ପ୍ରତିନିଧି ସୁଶ୍ରୀ ହାକାମାତା ମାହୋ; ଏବଂ ଦିଲ୍ଲୀ...

Manas; BJD Chief Whip

0

 Bhubaneswar: The Governing Biju Janata Dal (BJD) today appointed senior party leader and General Secretary (Media Affairs) Manas Mangaraj as Chief Whip of the party in Rajya Sabha with immediate effect. Shri Mangaraj replaced Sulata Deo as BJD's Chief Whip in Rajya Sabha. “Shri Manas Ranjan Mangaraj, MP, Rajya Sabha is hereby appointed as Chief Whip of the Biju Janata...

Padhee Tests Scrub Typhus+

0

Bhubaneswar: State Agriculture and Farmers’ Empowerment, Principal Secretary Arabinda Padhee has tested scrub typhus positive and under treatment in his home. According to sources, Dr.Padhee had given a sample for scrub typhus testing two days ago at Capital Hospital after feeling unwell. The report came positive. He is now under treatment at home. It was suspected that the senior bureaucrat was...

ମହିଳାଙ୍କ ବିକାଶ ପାଇଁ ବୁଝାମଣା

0

ଭୁବନେଶ୍ୱର : ମହିଳାଙ୍କ ଦକ୍ଷତାର ବିକାଶରେ ଏକ ନୂଆ ଫର୍ଦ୍ଦ ଯୋଡିହେବା ପାଇଁ ଯାଉଛି । ଓଡ଼ିଶା ସରକାର ମହିଳାମାନଙ୍କୁ ସେମାନଙ୍କ ଯୋଗ୍ୟତା ଆଧାରରେ କାର୍ଯ୍ୟ କରିବାର ସୁଯୋଗ ଦେବା ସହ ନିଷ୍ପତ୍ତି ନେବା ପକ୍ରିୟାରେ ମଧ୍ୟ ସାମିଲ କରୁଛନ୍ତି । ମହିଳାମାନଙ୍କ ଅଧିକାରକୁ ସମ୍ମାନ ଜଣାଇ ରାଜ୍ୟର ଗଠନ ମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ନିଯୋଜିତ କରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ମତବ୍ୟକ୍ତ କରିଛନ୍ତି । ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ର (ଗୃହ...