Team Excise On Special Drive
Bhubaneswar: The Excise Officials in a special drive against illicit trafficking of Illicit Liquor, duplicate and non-duty paid Foreign Liquor fixed from 10-24 October on account Durga Puja. Narasingha Bhol, Excise Commissioner, Odisha led the Team Excise for special drive and a record number of 2594 cases have been detected, with the arrest of 2202 persons. During the special drive...
ପାର୍ବଣରେ ଅବକାରୀ ଅଭିଯାନ
ଭୁବନେଶ୍ୱର : ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ଦୁର୍ଗାପୂଜା ସମୟରେ ବେଆଇନ୍ ମଦ କାରବାର ବିରୁଦ୍ଧରେ ଅବକାରୀ ବିଭାଗର ଅଧିକାରୀମାନେ ସ୍ୱତନ୍ତ୍ର ଅଭିଯାନ ଚଳାଇ ରେକର୍ଡ ସଂଖ୍ୟକ ୨୫୯୪ଟି ମାମଲା ଦରଜ କରିବା ସହ ୨୨୦୨ ଜଣଙ୍କୁ ଗିରଫ କରିଛନ୍ତି । ଏହି ସ୍ୱତନ୍ତ୍ର ଅଭିଯାନ ଅକ୍ଟୋବର ୧୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଚଳାଯାଇଥିଲା । ଏହି ସ୍ୱତନ୍ତ୍ର ଅଭିଯାନରେ ୯୨୯୫୮ ଲିଟର ବେଆଇନ ମଦ, ୨୪୮.୩୪ ଲିଟର ନକଲି ବିଦେଶୀ ମଦ, ୧୫ ଲିଟର ଟିକସ...
No Bus Strike; Sahu
Bhubaneswar: Giving a major relief to the bus commuters, Transport Minister Tukuni Sahu today said that there will be no bus strike in the State as the demands of the Odisha Private Bus Owners’ Association (AOPBOA) will be resolved through mutual discussion. A meeting between the private bus owners’ association and the Transport Minister was held here at Kharvel Bhawan...
State Notifies NUA Odisha
Bhubaneswar: To make youth future-ready by upskilling them with new-age technologies and various emerging trades, the State Government has come up with NUA Odisha scheme with a budgetary provision of Rs 385 crore for three years. The Skill Development and Technical Education (SD&TE) Department has issued a notification on ‘Nutana Unnata Abhilasha’ (NUA) Odisha Scheme recently. “Govt has formulated the...
ICF To Promote Chess Talent
Bhubaneswar: Dana Reizniece Ozola, Woman Grand Master, Deputy Chair of FIDE( International Chess Federation) Management Board and Former Minister of Finance & Economics, Republic of Latvia who is visiting Odisha met Chief Minister Naveen Patnaik and engaged in a fruitful discussion to promote chess and commended the state's initiatives in nurturing young chess talent. Chief Minister Shri Patnaik and Ms....
ମିଲେଟ ମିଶନ ପାଇଁ ରଣନୀତି
ଭୁବନେଶ୍ୱର : ଓଡ଼ିଶା ମିଲେଟ୍ ମିଶନର ବିଭିନ୍ନ ଲକ୍ଷ୍ୟ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନଭେମ୍ବର ୯ ଓ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ମିଲେଟସ୍ ସମ୍ବନ୍ଧୀୟ ଆନ୍ତର୍ଜାତିକ ସମ୍ମିଳନୀ ସଂପର୍କରେ ଆଜି ଏକ ବୈଠକ ଓଡ଼ିଶା ସରକାରଙ୍କ ଇନ୍ଷ୍ଟିଚୁ୍ୟସନାଲ୍ କାପାସିଟି ବିଲଡିଂର ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁବ୍ରତ ବାଗଚୀଙ୍କ ଅଧ୍ୟକ୍ଷତାରେ କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ଓଡ଼ିଶା ମିଲେଟସ୍...
ଚେସ୍ ର ବିକାଶ ନେଇ ଆଲୋଚନା
ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ତଥା ଲାଟଭିଆ ଗଣତନ୍ତ୍ରର ପୂର୍ବତନ ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେସ୍ କୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଶ୍ରୀମତୀ ରିଜନିସ୍-ଓଜୋଲା ଚେସ୍ କୁ ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ ଯୁବଗୋଷ୍ଠୀଙ୍କୁ ବୌଦ୍ଧିକ ଓ ଭାବନାତ୍ମକ ଭାବେ ସଶକ୍ତ...
କର୍କଟ ପରୀକ୍ଷଣ କିଟ୍ ପ୍ରସ୍ତୁତ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜଣେ ଫ୍ୟାକଲ୍ଟିଙ୍କ ଦ୍ୱାରା ମୁଖ ଗହ୍ୱର କ୍ୟାନ୍ସରର ଅଭିନବ ନିଦାନ ଉତ୍ପାଦ ପ୍ରସ୍ତୁତ କରାଯାଇଥିବା ବେଳେ ଏହା ବର୍ତମାନ ଜନସାଧାରଣଙ୍କ ପାଇଁ ବଜାରରେ ଉପଲବ୍ଧ ହେବାକୁ ଯାଉଛି । ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ର ଓରାଲ ପାଥୋଲୋଜି ଓ ମାଇକ୍ରୋବାୟୋଲୋଜି ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଡାକ୍ତର ସ୍ୱାଗତିକା ପଣ୍ଡା ଏହି ଅତ୍ୟାଧୁନିକ ଅଭିନବ ମୁଖ ଗହ୍ୱର କ୍ୟାନ୍ସର ପରୀକ୍ଷାର କିଟ୍ ଓ ଉତ୍ପାଦ ପ୍ରସ୍ତୁତ କରିଥିବା ବେଳେ ଏହାକୁ ମୁମ୍ବାଇରେ...
Emergency Alert System Tested
Bhubaneswar: Moving a step ahead in dissemination of critical information about natural disasters, the Emergency Alert System (EAS) was successfully tested in the State today. The Department of Telecommunication (DoT) of government of India in collaboration with the National Disaster Management Authority (NDMA) has sent the emergency alert messages through Cell Broadcasting System to the telecom subscribers in the State...
SOA Faculty On Cancer Care
Bhubaneswar: A ground breaking innovation patented by a faculty of Siksha ‘O’ Anusandhan Deemed to be University (SOA) here for oral cancer screening is now poised for commercial production. Dr. Swagatika Panda, distinguished professor in the Department of Oral Pathology and Microbiology at the Institute of Dental Sciences (IDS), SOA’s faculty of dental sciences, who had developed the cutting-edge oral...








