ୟୁପିଆଇ ବିଶ୍ୱରେ ଅଗ୍ରଣୀ

0

ନୂଆଦିଲ୍ଲୀ : ଭାରତର କୌଣସି ଉଦ୍ଭାବନ ଏବେ ଯଦି ସମଗ୍ର ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଥାଏ ତାହା ନିଃସନ୍ଦେହରେ ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ । ସମ୍ପ୍ରତି ଭାରତର ୪୦ %ରୁ ଅଧିକ ଆର୍ଥିକ ଦେଣନେଣ ଡିଜିଟାଲ ମାଧ୍ୟମରେ ହେଉଛି । ସେଥିରୁ ଅଧିକାଂଶ କାରବାର ୟୁପିଆଇ ମାଧ୍ୟମରେ କରାଯାଉଛି । ଦେଶର ୩୦ କୋଟି ବ୍ୟକ୍ତି ବିଶେଷ ଓ ୫କୋଟିରୁ ଅଧିକ ବ୍ୟବସାୟୀ ୟୁପିଆଇ ବ୍ୟବହାର କରୁଛନ୍ତି । ରାସ୍ତାକଡର ଉଠାଦୋକାନଠାରୁ ଆରମ୍ଭ କରି ବୃହତ୍ ସପିଂ ମଲ୍ ପର୍ଯ୍ୟନ୍ତ ସମସ୍ତେ...

ଡିସେମ୍ବର ୧୫ ସୁଦ୍ଧା  କାମ ସାର

0

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ   ନବୀନ  ପଟନାୟକ  ଙ୍କ  ନିର୍ଦ୍ଦେଶ  କ୍ରମେ ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ   ଭି  କେ  ପାଣ୍ଡିଆନ୍  ଶନିବାର ବଡିଭୋର ରୁ  ପୁରୀ  ଯାଇ  ଶ୍ରୀମନ୍ଦିର  ପରିକ୍ରମା  ପ୍ରକଳ୍ପ ର  ଅଗ୍ରଗତି  ସମ୍ପର୍କରେ  ସମୀକ୍ଷା  କରିଥିଲେ ।  ନୂଆ  ଦାୟିତ୍ଵ  ଗ୍ରହଣ  ପରେ  ଶ୍ରୀ  ପାଣ୍ଡିଆନ୍  ଙ୍କ  ଏହା  ଥିଲା  ପ୍ରଥମ  ସମୀକ୍ଷା  । ଶ୍ରୀମନ୍ଦିର ପରିକ୍ରମା  ପ୍ରକଳ୍ପ  କାମ  ତ୍ଵରାନ୍ଵିତ  କରି ଡିସେମ୍ବର  ୧୫ ସୁଦ୍ଧା  ସମ୍ପୂର୍ଣ୍ଣ  କରିବାକୁ  ସେ  ନିର୍ଦ୍ଦେଶ  ଦେଇଥିଲେ.  ଏହା  ନୂଆବର୍ଷ  ରେ  ଭକ୍ତ ...

ORSAC On GWater Mapping

0

Bhubaneswar: For better management of ground water and future planning, the State Government has decided to conduct ground water prospects mapping for generating high resolution satellite data. The Science and Technology Department will conduct the mapping through Odisha Space Applications Centre (ORSAC), the apex body of the State for space technology applications, officials said. With an estimated cost of Rs. 17.85 crore,...

State Funds Cancer Care

0

Bhubaneswar: The State Government has decided to provide financial support of Rs 150 crore to Tata Memorial Centre (TMC) for construction of a state-of-the-art Paediatric cancer facility at the Homi Bhabha Cancer Hospital and Research Centre (HBCHRC) at Jatni.    State Health and Family Welfare Secretary Shalini Pandit has informed about the decision of the State Government to provide funds...

SOA Bags 5G Lab

Bhubaneswar: Siksha ‘O’ Anusandhan Deemed to be University (SOA) here has been chosen as one of the 100 institutions in India to be awarded a 5G Laboratory by the Ministry of Telecommunications. Prime Minister, Narendra Modi digitally awarded the 5G Labs to the 100 institutions at the Indian Mobile Congress-2023 which was inaugurated by him at New Delhi on Friday. The...

ଭୂତଳ ଜଳର ସାଟେଲାଇଟ୍‍ ମ୍ୟାପିଂ

0

ଭୁବନେଶ୍ୱର : ଭୂତଳ ଜଳର ଉତ୍ତମ ପରିଚାଳନା ଏବଂ ଭବିଷ୍ୟତ ଯୋଜନା ପାଇଁ ରାଜ୍ୟ ସରକାର ହାଇ ରିଜୋଲ୍ୟୁସନ ସାଟେଲାଇଟ୍ ଡାଟା ସହାୟତାରେ ଭୂତଳ ଜଳ ସମ୍ଭାବନାର ମ୍ୟାପିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମହାକାଶ ପ୍ରଯୁକ୍ତି ପ୍ରୟୋଗ ପାଇଁ ଥିବା ରାଜ୍ୟର ସର୍ବୋଚ୍ଚ ସଂସ୍ଥା ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଓରସାକ୍‍) ଜରିଆରେ ଏହି ମ୍ୟାପିଂ କରିବ । ୧୭.୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ମ୍ୟାପିଂ ୩ ବର୍ଷ ମଧ୍ୟରେ ଶେଷ ହେବ...

ଅଟ୍ରିରେ ସର୍ବନିମ୍ନ ସୁବିଧା ନାହିଁ

0

ଭୁବନେଶ୍ୱର : ପର୍ଯ୍ୟଟକମାନଙ୍କ ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ ଅଟ୍ରି ଉଷ୍ମ ପ୍ରସ୍ରବଣ ଏବେ ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ । ରାଜଧାନୀର ଅନତି ଦୂରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ହାତରେ ଥିବା ଏହି ପର୍ଯ୍ୟଟନସ୍ଥଳୀ ବ୍ୟାପକ ଅର୍ଥ ବ୍ୟୟ ସତ୍ୱେ ଲୋକେ ପର୍ଯ୍ୟଟକମାନେ ତାହାର ସୁଫଳ ପାଇପାରୁ ନାହାନ୍ତି । ଏହି ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ଲୋକଙ୍କ ପାଇଁ ରହିଛି ଏକ ପାନ୍ଥ ନିବାସ । ହେଲେ ଏହାର ତାଲା ଖୋଲାଯାଉ ନାହିଁ । କାରଣ ଏଠାରେ ଝାଡୁ ମାରିବାକୁ ବି କର୍ମଚାରୀ ନାହାନ୍ତି ।...

କେହି ବିସ୍ଥାପିତ ହେବେ ନାହିଁ

0

ଭୁବନେଶ୍ୱର : ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ସଂଲଗ୍ନ ନରସିଂହପୁର ଯୋଡ଼ୁମୁଁ ପ୍ରଗଣା ଅଞ୍ଚଳର ପ୍ରସ୍ତାବିତ ଇକୋ-ସେନ୍‌ସିଟିଭ୍‌ ଜୋନ୍‌ ଗ୍ରାମପୁଂଜର ଅଧିବାସୀମାନେ ଆତଙ୍କିତ ହେବା ଅନୁଚିତ । କେହି ବିସ୍ଥାପିତ ହେବେ ନାହିଁ ବୋଲି ଯୋଡ଼ୁମୁଁ ପ୍ରଗଣାର ଆଞ୍ଚଳିକ ଉନ୍ନୟନ ପରିଷଦର କର୍ମକର୍ତ୍ତାମାନଙ୍କ ସହ ଆଲୋଚନାବେଳେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି । ଆଜି ଭୁବନେଶ୍ୱର ସଚିବାଳୟଠାରେ ଯୋଡୁମୁଁ ଆଞ୍ଚଳିକ ଉନ୍ନୟନ କମିଟିର ସ୍ମାରକପତ୍ର ଆଧାରରେ ସ୍ଥାନୀୟ ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଅନୁରୋଧରେ...

କ୍ରୁଟ୍ ପୁରସ୍କୃତ

0

ଭୁବନେଶ୍ବର : କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)କୁ ୧୬ତମ ଅର୍ବାନ ମୋବିଲିଟି ଇଣ୍ଡିଆ ଆୱାର୍ଡ ୨୦୨୩ ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଛି। ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚ୍ୟୁଏ) ଦ୍ୱାରା ଆୟୋଜିତ ଏହି ସମ୍ମାନଜନକ ପୁରସ୍କାର ସହରାଞ୍ଚଳ ପରିବହନର ଗୁଣବତ୍ତା ବୃଦ୍ଧି ଏବଂ ସ୍ଥାୟୀ ଗତିଶୀଳତାକୁ ପ୍ରୋତ୍ସାହିତ କରିବାରେ କ୍ରୁଟର ଉଲ୍ଲେଖନୀୟ ପ୍ରୟାସକୁ ଏକ ସ୍ୱୀକୃତି । ଆସନ୍ତା ୨୯ ତାରିଖରେ କେନ୍ଦ୍ର ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । "ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରନିଂ...

R R Swain; DGP J&K

0

New Delhi: Top Cop Rashmi Ranjan Swain will take over as DGP Jammu & Kashmir on 1 November. 1991 Batch IPS Officer Shri Swain serving as Special DGP CID will take charge from Dilbag Singh, who will retire on October 31 as the longest-serving DGP of Jammu and Kashmir.  “With the approval of competent authority, Shri R R Swain, IPS (AGMUT...