ମାସର ପ୍ରଥମ ମଙ୍ଗଳବାର ହେବ ବିଭାଗୀୟ ସମୀକ୍ଷା
ଭୁବନେଶ୍ୱର : ଓଡ଼ିଶାର ସହରାଞ୍ଚଳ ଉନ୍ନୟନ ଏଜେଣ୍ଡାକୁ ତ୍ୱରାନ୍ୱିତ କରିବା ପାଇଁ ଗୃହନିର୍ମାଣ ଓ ନଗରୁନ୍ନୟନ ବିଭାଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ମନ୍ତ୍ରୀ ଘୋଷଣା କରିଥିଲେ ଯେ ପ୍ରତି ମାସର ପ୍ରଥମ ମଙ୍ଗଲବାର ଗୃହନିର୍ମାଣ ଓ ନଗରୁନ୍ନୟନ ବିଭାଗ ବିଭାଗର ସମୀକ୍ଷା ହେବ। ବିଭାଗ ଅଧୀନରେ ଥିବା ସମସ୍ତ ଯୋଜନା ଏବଂ ପଦକ୍ଷେପଗୁଡିକରେ ରିଅଲ୍ ଟାଇମ୍ ମନିଟରିଂ, ତ୍ୱରିତ କାର୍ଯ୍ୟକାରିତା ଏବଂ ଉନ୍ନତ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ...
ଫଳ, ପୁଷ୍ପ ପ୍ରଦାନକାରୀ ବୃକ୍ଷରୋପଣ କର
ଭୁବନେଶ୍ୱର : ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜନବସତି ଅଞ୍ଚଳରେ ଏପରି ଗଛ ଲଗାଇବା ଉଚିତ ଯାହା ଲୋକଙ୍କୁ ଫଳ, ପୁଷ୍ପ ପ୍ରଦାନ କରୁଥିବା ସହିତ ଛାୟା ପ୍ରଦାନ କରିପାରିବ। ତେବେ ଯାଇ ଲୋକମାନେ ଏସବୁ ବୃକ୍ଷର ଉପଯୁକ୍ତ ଯତ୍ନ ନେବେ। ସେହିଭଳି ପଥପାର୍ଶ୍ୱ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲୋକମାନଙ୍କ କାମରେ ଲାଗିଲା ଭଳି ଗଛ ରୋପଣ କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଉପସ୍ଥିତ ବନଖଣ୍ଡ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ...
CM Urges Practical Forestry
Bhubaneswar: Chief Minister Mohan Charan Majhi outlined a strategic vision for forestry that connects environmental preservation with public welfare. He urged forest officers to plant trees that provide practical benefits to the public—like fruits, flowers, and shade—in populated areas and along roadsides. Chief Minister while addressing DFOs said the rationale behind this is simple: when people benefit directly...
Pradhan Drives Odisha Skilling
New Delhi: Union Minister for Education Dharmendra Pradhan is spearheading a series of initiatives to transform Odisha into a new-age skills hub, a vision aligned with the "Modi Guarantee" to make India a global center for skill development. While a meeting co-chaired by Union Minister of State for Skill Development, Shri Jayant Chaudhary, and Odisha Minister Skill Development and...
OSCPCR Gets New Chief
Bhubaneswar: In a significant move, the Government of Odisha has appointed Smt. Babita Patra as the new Chairperson of the Odisha State Commission for Protection of Child Rights (OSCPCR). The appointment was made through a notification issued by the Department of Women & Child Development. The notification, bearing No. WCD-BCC-MISC-0011-2025/19834WCD, dated 05-08-2025, states that the appointment is made in exercise...
New Chief For OSCW
Bhubaneswar: The Government of Odisha has announced the appointment of Smt. Shovana Mohanty as the new Chairperson of the Odisha State Commission for Women (OSCW). The appointment, made in accordance with Section-3(1) and Section-3(2)(b) of the Odisha State Commission for Women Act, 1993, was detailed in a notification from the Department of Women & Child Development dated August 5,...
US-India Energy Dialogue
New Delhi: The U.S.-India Business Council leadership and members were delighted to call on Shri Santosh Kumar Sarangi, Secretary, Ministry of New and Renewable Energy (MNRE) to highlight the long-standing and diverse energy partnership between the two countries. Shri Sarangi, Secretary, MNRE, has a deep and relevant background for his role in advancing the U.S.-India energy partnership. Having served for...
Odia Trio In Indian Men’s Hockey
Bhubaneswar: Three skilled hockey players from Odisha—Amit Rohidas, Shilanand Lakra, and Nilam Sanjeep Xess—have been selected for the 24-member Indian Men's Hockey Team. They are set to participate in a four-match tour of Australia, which will take place in Perth from August 15th to August 21st. This tour is a crucial part of the team's preparations for the upcoming...
କଡା ନିୟମ ନଥିବାରୁ ବାବୁ କିଣୁଛନ୍ତି ପ୍ଲଟ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡୁଥିବା ସରକାରୀ ବାବୁମାନଙ୍କର ଯେତେସବୁ ପ୍ଲଟ ସାମ୍ନାକୁ ଆସୁଛି ସେଥିରୁ ଅନେକ ରାଜଧାନୀରେ କିଣିଥିବା ଦେଖିବାକୁ ମିଳିଛି । ଏମାନେ ନିଜ ନାଁରେ ହେଉ କିମ୍ବା ସମ୍ପର୍କୀୟଙ୍କ ନାଁରେ ହେଉ, ରାଜଧାନୀରେ ଜମି କିଣିବା ସହିତ ତାହାକୁ ପକାଇ ରଖି ଅଧିକ ଦରରେ ବିକ୍ରି କରୁଛନ୍ତି । ବେସରକାରୀ ଜମି କିଣିଲାପରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଘର କରିବାକୁ ସରକାରୀ ନିୟମ ନଥିବାରୁ ଏହା ବାବୁମାନଙ୍କୁ ବେଶ୍ ସୁହାଇଛି । ରାଜଧାନୀ ଓ ଏହାର ଆଖପାଖରେ ସରକାରୀ ସଂସ୍ଥାଗୁଡିକ...
ବିଶେଷଜ୍ଞ ଡାକ୍ତର ନଥିବାରୁ ରୋଗୀ ହନ୍ତସନ୍ତ
ଭୁବନେଶ୍ୱର : ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ସହ ରୋଗୀମାନଙ୍କ ସୁଲଭ ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଠାରୁ ଗୋପବନ୍ଧୁ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ, ଆୟୁଷ୍ମାନ ବୟୋବନ୍ଦନା ଆଦି ବିଭିନ୍ନ ଯୋଜନା ଚାଲୁଥିବା ବେଳେ ରାଜ୍ୟ ଓ କେନ୍ଦ୍ରରେ ସ୍ୱାସ୍ଥ୍ୟ ମିଶନ ମଧ୍ୟ ରହିଛି । ଏସବୁ ସତ୍ତ୍ୱେ ଓଡ଼ିଶାରେ ଅଧାରୁ ଅଧିକ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଥିବାବେଳେ ସରକାରୀ ମେଡିକାଲ୍ କଲେଜ୍ଗୁଡ଼ିକରେ ବି ପାଖାପାଖି ହଜାରେ ପର୍ଯ୍ୟନ୍ତ ଡାକ୍ତର ପଦବୀ...









