ଭୂତଳ ଜଳର ସାଟେଲାଇଟ୍ ମ୍ୟାପିଂ
ଭୁବନେଶ୍ୱର : ଭୂତଳ ଜଳର ଉତ୍ତମ ପରିଚାଳନା ଏବଂ ଭବିଷ୍ୟତ ଯୋଜନା ପାଇଁ ରାଜ୍ୟ ସରକାର ହାଇ ରିଜୋଲ୍ୟୁସନ ସାଟେଲାଇଟ୍ ଡାଟା ସହାୟତାରେ ଭୂତଳ ଜଳ ସମ୍ଭାବନାର ମ୍ୟାପିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମହାକାଶ ପ୍ରଯୁକ୍ତି ପ୍ରୟୋଗ ପାଇଁ ଥିବା ରାଜ୍ୟର ସର୍ବୋଚ୍ଚ ସଂସ୍ଥା ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଓରସାକ୍) ଜରିଆରେ ଏହି ମ୍ୟାପିଂ କରିବ । ୧୭.୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ମ୍ୟାପିଂ ୩ ବର୍ଷ ମଧ୍ୟରେ ଶେଷ ହେବ...
ଅଟ୍ରିରେ ସର୍ବନିମ୍ନ ସୁବିଧା ନାହିଁ
ଭୁବନେଶ୍ୱର : ପର୍ଯ୍ୟଟକମାନଙ୍କ ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ ଅଟ୍ରି ଉଷ୍ମ ପ୍ରସ୍ରବଣ ଏବେ ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ । ରାଜଧାନୀର ଅନତି ଦୂରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ହାତରେ ଥିବା ଏହି ପର୍ଯ୍ୟଟନସ୍ଥଳୀ ବ୍ୟାପକ ଅର୍ଥ ବ୍ୟୟ ସତ୍ୱେ ଲୋକେ ପର୍ଯ୍ୟଟକମାନେ ତାହାର ସୁଫଳ ପାଇପାରୁ ନାହାନ୍ତି । ଏହି ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ଲୋକଙ୍କ ପାଇଁ ରହିଛି ଏକ ପାନ୍ଥ ନିବାସ । ହେଲେ ଏହାର ତାଲା ଖୋଲାଯାଉ ନାହିଁ । କାରଣ ଏଠାରେ ଝାଡୁ ମାରିବାକୁ ବି କର୍ମଚାରୀ ନାହାନ୍ତି ।...
କେହି ବିସ୍ଥାପିତ ହେବେ ନାହିଁ
ଭୁବନେଶ୍ୱର : ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ସଂଲଗ୍ନ ନରସିଂହପୁର ଯୋଡ଼ୁମୁଁ ପ୍ରଗଣା ଅଞ୍ଚଳର ପ୍ରସ୍ତାବିତ ଇକୋ-ସେନ୍ସିଟିଭ୍ ଜୋନ୍ ଗ୍ରାମପୁଂଜର ଅଧିବାସୀମାନେ ଆତଙ୍କିତ ହେବା ଅନୁଚିତ । କେହି ବିସ୍ଥାପିତ ହେବେ ନାହିଁ ବୋଲି ଯୋଡ଼ୁମୁଁ ପ୍ରଗଣାର ଆଞ୍ଚଳିକ ଉନ୍ନୟନ ପରିଷଦର କର୍ମକର୍ତ୍ତାମାନଙ୍କ ସହ ଆଲୋଚନାବେଳେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି । ଆଜି ଭୁବନେଶ୍ୱର ସଚିବାଳୟଠାରେ ଯୋଡୁମୁଁ ଆଞ୍ଚଳିକ ଉନ୍ନୟନ କମିଟିର ସ୍ମାରକପତ୍ର ଆଧାରରେ ସ୍ଥାନୀୟ ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଅନୁରୋଧରେ...
କ୍ରୁଟ୍ ପୁରସ୍କୃତ
ଭୁବନେଶ୍ବର : କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)କୁ ୧୬ତମ ଅର୍ବାନ ମୋବିଲିଟି ଇଣ୍ଡିଆ ଆୱାର୍ଡ ୨୦୨୩ ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଛି। ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚ୍ୟୁଏ) ଦ୍ୱାରା ଆୟୋଜିତ ଏହି ସମ୍ମାନଜନକ ପୁରସ୍କାର ସହରାଞ୍ଚଳ ପରିବହନର ଗୁଣବତ୍ତା ବୃଦ୍ଧି ଏବଂ ସ୍ଥାୟୀ ଗତିଶୀଳତାକୁ ପ୍ରୋତ୍ସାହିତ କରିବାରେ କ୍ରୁଟର ଉଲ୍ଲେଖନୀୟ ପ୍ରୟାସକୁ ଏକ ସ୍ୱୀକୃତି । ଆସନ୍ତା ୨୯ ତାରିଖରେ କେନ୍ଦ୍ର ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । "ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରନିଂ...
R R Swain; DGP J&K
New Delhi: Top Cop Rashmi Ranjan Swain will take over as DGP Jammu & Kashmir on 1 November. 1991 Batch IPS Officer Shri Swain serving as Special DGP CID will take charge from Dilbag Singh, who will retire on October 31 as the longest-serving DGP of Jammu and Kashmir. “With the approval of competent authority, Shri R R Swain, IPS (AGMUT...
Service Bodies Greet Pandian
Bhubaneswar: Various Service Associations of the State Government today met 5T, Nabin Odisha Chairman VK Pandian at Naveen Niwas and wished him for the new assignment. They expressed happiness for taking up the new role as Chairman of 5T Initiative and Nabin Odisha. They said that he has spearheaded the transformation of the state by realising the vision of the Chief...
2CR For Bhagat
Bhubaneswar: Chief Minister Naveen Patnaik today announced a cash award of Rs 2 crore for Odisha’s Pramod Bhagat on his outstanding performance in the Para Asian Games. Bhagat has clinched gold today in the Para badminton men’s singles SL3 event at the on-going Asian Para Games in Hangzhou, China. He secured the gold after a hard fought victory against his...
CRUT Bags Excellence Award
Bhubaneswar: Capital Region Urban Transport (CRUT) has been conferred with the Award of Excellence at the 16th Urban Mobility India Awards 2023. Organized by the Ministry of Housing and Urban Affairs (MoHUA), Government of India, this prestigious award recognizes CRUT's remarkable efforts in advancing the quality of urban transportation and promoting sustainable mobility.The Award of Excellence has been presented...
୫ଜି ଲ୍ୟାବ ପାଇଁ ସୋଆ ମନୋନୀତ
ଭୁବନେଶ୍ୱର : କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଦ୍ୱାରା ୫ଜି ଲାବୋରେଟୋରୀ ସ୍ଥାପନ ନିମନ୍ତେ ମନୋନୀତ ଦେଶର ୧୦୦ଟି ଉଚ୍ଚ ଶିକ୍ଷାନୁ୍ଷ୍ଠାନ ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି । ଶୁକ୍ରବାର ନୂଆଦିଲ୍ଲୀ ଠାରେ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସ୍ -୨୦୨୩ର ଉଦ୍ଘାଟନୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଡିଜିଟାଲି ୧୦୦ଟି ଶିକ୍ଷାନୁଷ୍ଠାନକୁ ୫ଜି ଲ୍ୟାବ ସ୍ଥାପନ ନିମନ୍ତେ ମନୋନୀତ ହୋଇଥିବା ଘୋଷଣା କରିଛନ୍ତି । ଏହି ଅବସରରେ କେନ୍ଦ୍ର ରେଳ, ଦୁରସଂଚାର, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍ଫର୍ମେସନ୍...
ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଆବିଷ୍କାର ଯାତ୍ରା
ଭୁବନେଶ୍ୱର : ଜୀବନରେଖା ପରିଷଦ ଓ ଭୁବନେଶ୍ୱରର କେଟି ଗ୍ଲୋବାଲ ସ୍କୁଲ, ବାଙ୍ଗାଲୋରର ବିଦ୍ୟାଶିଳ୍ପ ଏକାଡେମୀ ର ସହଯୋଗ ଏବଂ , ଫ୍ରାନ୍ସ ର ଗ୍ଲୋବାଲ ସିଟିଜେନ୍ ଅଫ୍ ଟୁମରୋ ସହାୟତାରେ ଉପରୋକ୍ତ ସାଂସ୍କୃତିକ ଆବିଷ୍କାର କାର୍ଯ୍ୟକ୍ରମ ଅଧୀନରେ ଅକ୍ଟୋବର ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଷ୍ଟୁଡେଣ୍ଟ ଏସଡିଜି ପରିଦର୍ଶନ ଆୟୋଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଜାତିସଂଘର ୧୭ଟି ନିରନ୍ତର ଲକ୍ଷ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ବିଦ୍ୟାଶୀଳପୁରର ତିନି ଜଣ ଶିକ୍ଷକଙ୍କ ସହ ବିଦ୍ୟାଳୟ...










