ଜମିଜମା ସମସ୍ୟା ପାଇଁ ସ୍ୱତନ୍ତ୍ର ସେଲ୍‍

0

ଭୁବନେଶ୍ୱର : ବର୍ଷ ବର୍ଷ ଧରି ପଡି ରହିଥିବା ପୁରୁଣା ଜମିଜମା ସମସ୍ୟାକୁ ନିୟମିତ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ପୁରୀରେ ଏକ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ସେଲ୍ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌)ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୌଳିକ ସୁବିଧା ବୃଦ୍ଧି ଓ ଐତିହ୍ୟ ଓ ସ୍ଥାପତ୍ୟ ବିକାଶ (ଅବଢା) ଯୋଜନା ପାଇଁ ପ୍ରଚଳିତ ଜମି ଅଧିଗ୍ରହଣ ସେଲ୍ ଅଧୀନରେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ସେଲ୍ କାର୍ଯ୍ୟ କରିବ । ମିଳିଥିବା...

ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦକ୍ଷତା ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଅର୍ବାନ ପ୍ଲାନିଂ (ସହରାଞ୍ଚଳ ଯୋଜନା) ସେବାକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଅନେକ ରୂପାନ୍ତରୀକରଣ ପଦକ୍ଷେପମାନ ଆରମ୍ଭ କରିଛନ୍ତି। ଏହି ବ୍ୟବସ୍ଥାରେ ସଦ୍ୟତମ ସଂସ୍କାର ହାତକୁ ନିଆଯାଇଛି ଯାହାକି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ | ଭୁବନେଶ୍ୱର ବ୍ୟତୀତ ଅନ୍ୟ ସମସ୍ତ  ମହାନଗର ନିଗମରେ କମିଶନର ମାନଙ୍କୁ ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି, ଯାହା କେବଳ ସ୍ଥାନୀୟ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ନିକଟତର ହୋଇ ନିଷ୍ପତ୍ତି ଗ୍ରହଣ କରିବା ଦ୍ୱାରା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସାମର୍ଥ୍ୟକୁ ବୃଦ୍ଧି କରିବ...

Prep For Co-op Week

0

Bhubaneswar: The State Government has decided to celebrate the 70th All India Cooperative Week 2023 throughout the State from November 14 to 20 on a larger scale. This was decided at a preparatory committee held under the chairmanship of Cooperation Minister Atanu Sabyasachi Nayak here today. The meeting held at Lok Seva Bhawan was attended by Co-operation Secretary Arvind Agrawal, Special Secretary...

Kalahandi MCH Opens

0

Bhawanipatna: Chief Minister Naveen Patnaik today inaugurated the Rs 325 crore Sahid Rendo Majhi Medical College at Kalahandi. Union Minister of State Health & Family Welfare, S P Singh Baghel attended the ceremony through video conferencing mode while State Health & Family Welfare Minister Niranjan Pujari and Kalahandi MP Basanta Panda were also present. The medical college was built over 43.18 acres...

5T Empowers Urban Zones

0

Bhubaneswar: In a bid to streamline urban planning services in the State under 5T framework, the Government has initiated a series of transformative measures in the recent times. The latest being a reform in the institutional setup which is intended to augment the capacity of the Development Authorities. G Mathivathnan, Principal Secretary Housing & Urban Development is spearheading 5T Initiatives...

GST On High Growth

0

Bhubaneswar: Odisha has recorded the fourth highest ever collection of net GST (OGST + IGST settlement) with a collection of Rs 1853.98 crore during October 2023. The monthly average tax collection (OGST + IGST Settlement) upto the month of October’23 is Rs 1744.30 crore against an average tax collection of Rs 1475.61 crore upto October of last financial year, thereby...

ଘରେ ଘରେ ପହଞ୍ଚିବ ସମବାୟ ବାର୍ତ୍ତା

0

ଭୁବନେଶ୍ୱର : ଘରେ ଘରେ ପହଞ୍ଚିବ ସମବାୟ ବାର୍ତ୍ତା । ଚଳିତ ମାସ ୧୪  ତାରିଖରୁ ୨୦ ତାରିଖ ପର୍ଯ୍ଯନ୍ତ ୭୦ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ପାଇଁ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ ସମବାୟ ସପ୍ତାହ ପାଳନ ନେଇ ବିଷଦ୍ ଆଲୋଚନା କରାଯାଇ ଥିଲା । ସମବାୟ ସଂସ୍ଥା ଗୁଡିକ ରାଜ୍ୟ ଅର୍ଥନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ରାଜ୍ୟ ଅର୍ଥନୀତିରେ ସମବାୟ ଯୋଗଦାନ...

ନଭେମ୍ବର ୧୦ରୁ କିଶାନ ମହାପଞ୍ଚାୟତ

0

ଭୁବନେଶ୍ୱର : ସରକାରଙ୍କ ଚାଷୀ ମାରଣ ନୀତିର ଦୃଢ଼ ପ୍ରତିବାଦ ଏବଂ ପ୍ରତି ପଂଚାୟତ ୱାରି ଚାଷୀମାନଙ୍କ ବାସ୍ତବ ସମସ୍ୟା ଚିହ୍ନଟ କରାଯିବା ପାଇଁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ତରଫରୁ ଚଳିତମାସ ନଭେମ୍ବର ୧୦ ତାରିଖ ଠାରୁ ପର୍ଯ୍ୟାୟକ୍ରମେ ରାଜ୍ୟର ପ୍ରତି ଜିଲ୍ଲା ସ୍ତରରେ କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହେବ ବୋଲି ପ୍ରଦେଶ କଂଗ୍ରେସ ଭବନ ଠାରେ ପିସିସି କିଷାନ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । କିଷାନ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କୃଷି...

Nanda New PCCF Wildlife

0

Bhubaneswar: Odisha Government has given the veteran IFS Officer, Susanta Nanda an additional charge of Principal Chief Conservator of Forests (PCCF) Wildlife in Odisha. State Government has notified the new assignment for 1989 Batch IFS Officer Shri Nanda. Department of Forest, Environment and Climate Change has brought out this notification on 1 November, 2023. Shri Nanda is now PCCF(Nodal) and spearheading the...

କଳାହାଣ୍ଡିରେ ଗଡିଲା ଲକ୍ଷ୍ମୀ

0

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଏହି ଯୋଜନାରେ ୬୩ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ । କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡିଆରେ ଏହି ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବ ଏବଂ ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ । ସାରା ରାଜ୍ୟରେ...