700 CR Plan For Barabati Stadium
Cuttack: For complete transformation of the Iconic Barabati Stadium, the State Government and Odisha Cricket Association (OCA) have joined hands and decided to develop the cricket stadium as a world-class stadium with an investment of Rs 600 to Rs 700 crore. Speaking to media persons after the meeting, OCA Vice-President Pankaj Lochan Mohanty said, “It was decided during the meeting...
ଗଞ୍ଜାମରୁ ବିକାଶ ବିରୋଧୀଙ୍କୁ ଟାର୍ଗେଟ୍
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ବିକାଶକୁ ବିରୋଧ କରୁଥିବା ବିରୋଧୀଙ୍କୁ ଜବାବ ଦେଇଛନ୍ତି ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ଗଞ୍ଜାମ ଜିଲ୍ଲାକୁ ପ୍ରଥମ ଗସ୍ତ ଅବସରରେ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି ଯେ କିଛି ଲୋକଙ୍କୁ ବିକାଶ ଦେଖା ଯାଉନାହିଁ । ରୂପାନ୍ତରଣକୁ ଗ୍ରହଣ କରିପାରୁନାହାନ୍ତି । ରୂପାନ୍ତରଣ କଥା ଆସିଲା ବେଳକୁ ସେମାନେ ଅନ୍ଧ ହେଇଯାଉଛନ୍ତି । ଆଖି ଖୋଲିଲେ ସମଗ୍ର ଓଡ଼ିଶାର ସବୁଠି ବିକାଶ ଓ...
5T Chief On Ganjam Visit
Berhampur: Chairman 5T and Nabin Odisha, V K Pandian visited Ganjam District to review the progress of various developmental works in the district and interact with students, farmers, Mission Shakti Group members and other stakeholders. Shri Pandian reviewed the progress of ongoing temple transformation project of Maa Budhi Thakurani Temple at Berhampur at a cost of Rs 18.91 Crore. He also...
3.87 Cr Gets Free Rice
Bhubaneswar: About 3.87 crore people in Odisha are now being provided free rice. It is being distributed under the food security schemes of both the Union and State Governments. Apart from this, some other schemes also provide free rice. The National Food Security Act was enacted in 2013 during the UPA government. At that time, the Central Government used to...
Samarth Supports 3K
New Delhi: More than 3,000 people have been able to receive training and employment in the state in the last three years under the Samarth Scheme being implemented by the Union Government to provide training and employment to the people in the textile sector. This information was given by Union Textiles Minister Darshana V Jardosh in response to a...
ମାଗଣା ଚାଉଳ ଖାଉଛନ୍ତି ୩.୮୭ କୋଟି
ଭୁବନେଶ୍ୱର : ଓଡିଶାରେ ଏବେ ପ୍ରାୟ ୩କୋଟି ୮୭ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ପ୍ରଦାନ କରାଯାଉଛି । ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ବିତରଣ ହେଉଛି । ଏହାଛଡା ଆଉ କେତେକ ଯୋଜନାରେ ବି ମାଗଣା ଚାଉଳ ମିଳୁଛି । ୨୦୧୩ ମସିହାରେ ୟୁପିଏ ସରକାର ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ପ୍ରଣୟନ କରାଯାଇଥିଲା । ସେ ସମୟରେ କେନ୍ଦ୍ର ସରକାର ଚାଉଳ ଓ ଗହମ ସଂଗ୍ରହ କରି ରାଜ୍ୟଗୁଡିକୁ କିଲୋପିଛା ମାତ୍ର ୩ଟଙ୍କା...
ସମର୍ଥ ଯୋଜନାରେ ତିନି ହଜାର ହିତାଧିକାରୀ
ଭୁବନେଶ୍ୱର : ବୟନ ଶିଳ୍ପ କ୍ଷେତ୍ରରେ ଲୋକଙ୍କୁ ତାଲିମ ସହିତ କର୍ମସଂସ୍ଥାନ ଦେବାପାଇଁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ସମର୍ଥ ଯୋଜନାରେ ଗତ ତିନି ବର୍ଷରେ ରାଜ୍ୟରେ ତିନି ହଜାରରୁ ଅଧିକ ଲୋକ ତାଲିମ ଓ କର୍ମସଂସ୍ଥାନ ପାଇପାରିଛନ୍ତି । ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଦର୍ଶନା ଜାରଦୋଶ । କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଜାରଦୋଶ ଉଲ୍ଲେଖ କରିଛନ୍ତି ଯେ ଏହି ଯୋଜନାରେ ପାରମ୍ପରିକ କ୍ଷେତ୍ର ଯଥା ହସ୍ତତନ୍ତ, ହସ୍ତଶିଳ୍ପ,...
ପୂର୍ବତଟ ରେଳପଥକୁ ଦୁଇଟି ପୁରସ୍କାର
ଭୁବନେଶ୍ୱର : ପୂର୍ବତଟ ରେଳପଥକୁ ଅନ୍ୟ ଜୋନାଲ ରେଳବାଇ ସହିତ ମିଳିତ ଭାବରେ ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗ କ୍ଷେତ୍ରରେ ଦୁଇଟି ସମ୍ମାନଜନକ ଦକ୍ଷତା ଶିଲ୍ଡ ପ୍ରଦାନ କରାଯାଇଅଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ସହିତ ରେଳପଥର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଭି ଆର ଲେନିନ୍ ବାଣିଜ୍ୟ ବିଭାଗରେ ଦକ୍ଷତା ଶିଲ୍ଡ ଗ୍ରହଣ କରିଥିବାବେଳେ ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ଆଲୋକ ବୋହରାଙ୍କ ସହ ସୁରକ୍ଷା ବିଭାଗ ପାଇଁ ଦକ୍ଷତା ଶିଲ୍ଡ ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ...
Urban Mantra For New PDs
Bhubaneswar: Housing and Urban Development (H&UD) Principal Secretary G Mathivathanan today advised the newly joined Project Directors (PDs) of District Urban Development Agencies (DUDAs) & Executive Officers (EOs) for realising dream of an inclusive and empowered. Shri Mathivathanan was speaking at the two-day orientation programme of the newly joined PD DUDAs & EOs organised here at Odisha Urban Academy. Welcoming...
ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପରାମର୍ଶ
ଭୁବନେଶ୍ଵର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥିଭାଥନନ ଆଜି ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା)ର ନବ ନିଯୁକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ)ଙ୍କୁ ଏକ ସମାବେଶୀ ଓ ସଶକ୍ତ ସ୍ୱପ୍ନ ସାକାର କରିବା ପାଇଁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଅର୍ବାନ ଏକାଡେମୀରେ ନବନିଯୁକ୍ତ ପିଡି, ଓ ଇଓଙ୍କ ଦୁଇଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଥିଭାଥନନ ଏହା କହିଛନ୍ତି। ଅଧିକାରୀମାନଙ୍କୁ ସ୍ୱାଗତ କରି ଶ୍ରୀ ମାଥିଭାଥାନନ କହିଲେ, "ଆପଣଙ୍କ...








