ଜାତୀୟ ଶିକ୍ଷା ନୀତି ଲାଗୁ କର

0

ଭୁବନେଶ୍ୱର : ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ଏକ ନୀତି ନିର୍ଘଂଟ ପ୍ରଣୀତ ହେବା ଦରକାର । ପ୍ରଥମ ପର୍ଯ୍ୟାୟରେ ଚାରି ବର୍ଷିଆ ସ୍ନାତକ ଶିକ୍ଷା ପ୍ରଚଳନ ପାଇଁ ବ୍ୟବସ୍ଥା ହେବା ଦରକାର । ଏଥି ନିମନ୍ତେ ପାଠ୍ୟକ୍ରମ, ସଂରଚନା, ଦକ୍ଷତା ବିକାଶ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଆବଶ୍ୟକ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ ପ୍ରଶିକ୍ଷଣ, ପ୍ରୋଜେକ୍ଟ କାର୍ଯ୍ୟ ଓ ଇଂଟରନ୍‌ସିପ୍ ସହ ଶିଳ୍ପ ସଂଯୋଗର ଭିତ୍ତିକ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ତଥା...

ଚାଷୀଙ୍କୁ କହିଲେ ଜୟ ଜଗନ୍ନାଥ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କାର୍ଯ୍ୟକ୍ରମ ଅବସରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ଚାଷୀ ପୂର୍ଣ୍ଣ ଚାନ୍ଦ ବେନିଆଙ୍କୁ ପ୍ରଧାନମନ୍ତ୍ରୀ 'ଜୟ ଜଗନ୍ନାଥ' କହି ଅଭିବାଦନ ଜଣାଇଥିଲେ। ଶ୍ରୀ ବେନିଆ ଏକାଧିକ ସରକାରୀ ଯୋଜନାର ହିତାଧିକାରୀ। ଉଜ୍ଜ୍ୱଳା ଭଳି ଯୋଜନାରେ କିପରି ତାଙ୍କ ଜୀବନ ବଦଳିଲା ସେ ବିଷୟରେ ହିତାଧିକାରୀ ବର୍ଣ୍ଣନା କରିଥିଲେ । ଚାଷୀ ଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ବର୍ତ୍ତମାନ ସେ...

ନବରଙ୍ଗପୁରରେ ଗଡିଲା ଲକ୍ଷ୍ମୀ

0

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲାରେ  ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏଥିରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନାର ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। ନବରଙ୍ଗପୁରରେ ୪୪ଟି ବସ୍ ୧୦ଟି ବ୍ଲକର...

Gurujee On Guru Tatwa

0

Cuttack: The jubilant celebration of Shree Guru Bhagabat Dibyo Utsav in Bhubaneswar on Kartik Purnima marked the 22nd birthday of this divine scripture, authored by Gurujee Chandra Bhanu Satpathy. Originating 21 years ago on a full moon night, the initial four lines have blossomed into a monumental work spanning 34 thousand lines across eight volumes, exploring the profound facets...

Mantra For Zero Fatality

0

Bhubaneswar: Chief Secretary Pradeep Kumar Jena has harped on ‘Zero Fatality’ approach as the State is observing Zero Fatality Week from 1 December A preparatory meeting in connection with observance of Zero Fatality Week from 1-7 December 2023 has been held at Lok Seva Bhawan today under Chief Secretary Shri Jena’s Chairmanship. Chief Secretary also focused that as coming December to...

ଓଡ଼ିଶାରେ କଳା ଚିତାବାଘ

0

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ବାଘ ଗଣନା ବେଳେ ଓଡ଼ିଶା ଜଙ୍ଗଲରେ ଏକ ବିରଳ କଳା ଚିତାବାଘ ଦେଖିବାକୁ ମିଳିଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ବନ୍ୟପ୍ରାଣୀ ସୁଶାନ୍ତ ନନ୍ଦ ତାଙ୍କ ଏକ୍ସ (ଟ୍ୱିଟର) ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ଓଡ଼ିଶାର ଏକ ଜଙ୍ଗଲରେ ଦେଖିବାକୁ ମିଳିଥିବା ଚିତାବାଘର ଦୁଇଟି ସୁନ୍ଦର ଫଟୋ ସେ ସେୟାର କରିଛନ୍ତି।     ଶ୍ରୀ ନନ୍ଦ ଏକ୍ସରେ ଲେଖିଛନ୍ତି ଯେ, ଓଡ଼ିଶାରେ ବାଘ ଗଣନା ଚାଲିଥିବା ବେଳେ ଆମ ରାଜ୍ୟରେ ବନ୍ୟଜନ୍ତୁଙ୍କ ଆକର୍ଷଣୀୟ ଓ ଅପ୍ରତ୍ୟାଶିତ ଉପସ୍ଥିତି ଦେଖିବାକୁ ମିଳୁଛି।...

28CR For Akhandalamani

0

Bhubaneswar: The State Government has approved Rs 28.04 crore Rehabilitation and Resettlement (R&R) Scheme for re-development of Baba Akhandalamani Temple in Bhadrak district. Department of Revenue and Disaster Management has recently accorded in-principle approval to the R&R Scheme proposed by the Bhadrak District Administration. Following the approval of R&R Scheme, the Works Department has accorded Administrative Approval for direct purchase of...

Black Leopard In Odisha

0

Bhubaneswar: In a major piece of good news for the wildlife lovers, An extremely rare black leopard was spotted in Odisha forests during ongoing Tiger Census in the State. This was informed by Principal Chief Conservator of Forests (PCCF) Wildlife, Susanta Nanda in his X (Twitter) handle. He has shared two beautiful pictures of the Leopard, which was spotted in a...

ନିୟୋଜନ ନିର୍ଦ୍ଦେଶାଳୟରେ ପଦବୀ ଫାଙ୍କା

0

ଭୁବନେଶ୍ୱର : ରାଜ୍ୟର ଯୁବକ ଯୁବତୀଙ୍କ ନାମ ପଞ୍ଜିକରଣ ସହିତ ସେମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବାପାଇଁ ଥିବା ଓଡିଶା ନିୟୋଜନ ନିର୍ଦ୍ଦେଶାଳୟରେ ଏବେ କର୍ମଚାରୀ ମରୁଡି ଅବସ୍ଥା । ନିର୍ଦ୍ଦେଶାଳୟରେ ଥିବା ବିଭିନ୍ନ ବର୍ଗର ପଦବୀ ମଧ୍ୟରୁ ୩୮୭ଟି ଖାଲି ପଡିଥିବାବେଳେ ଏଠାରେ ୧୬ଜଣ ଅବସରପ୍ରାପ୍ତ କର୍ମଚାରୀ କାର୍ଯ୍ୟ ତୁଲାଉଛନ୍ତି । ନିୟୋଜନ ନିର୍ଦ୍ଦେଶାଳୟରେ ରହିଛି ୫୭୨ଟି ମଞ୍ଜୁରୀପ୍ରାପ୍ତ ପଦବୀ । ଏଥିରୁ ଖାଲି ପଡିଛି ୩୮୭ଟି । ତେବେ ନିର୍ଦ୍ଦେଶାଳୟରେ କାର୍ଯ୍ୟରେ ମଙ୍ଗ ଧରୁଥିବା ତୃତୀୟ ଶ୍ରେଣୀର ୨୧୦ଟି ପଦବୀ ମଧ୍ୟରୁ ୧୭୨...

ଆଖଣ୍ଡଳମଣି ପୀଠ ପାଇଁ ୨୮କୋଟି

0

ଭୁବନେଶ୍ୱର : ଭଦ୍ରକ ଜିଲ୍ଲାର ବାବା ଅଖଣ୍ଡଳମଣି ମନ୍ଦିରର ପୁନଃବିକାଶ ପାଇଁ ରାଜ୍ୟ ସରକାର ୨୮.୦୪ କୋଟି ଟଙ୍କାର ଥଇଥାନ ଓ ପୁନର୍ବାସ ଯୋଜନାକୁ ଅନୁମୋଦନ କରିଛନ୍ତି । ନିକଟରେ ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତାବିତ ଏହି ଯୋଜନାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନୀତିଗତ ଅନୁମୋଦନ ଦେଇଥିଲେ । ଏହି ଯୋଜନାର ଅନୁମୋଦନ ପରେ ବାବା ଅଖଣ୍ଡଳମଣି ମନ୍ଦିର ପରିସରର ପୁନଃର୍ନିମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୧.୬୯୫ ଏକରର ଘରୋଇ ଜମି, ଟ୍ରଷ୍ଟ ବୋର୍ଡ ଜମି ଓ ଦେବତ୍ତୋର...