Srikanta Prusty New RDC ND
Bhubaneswar: Ahead of General and Assembly elections, the State Government today affected a major reshuffle among IAS officers. The Government has appointed two new RDCs and District Collectors in 17 districts. Ace Administrator Srikanta Prusty has been appointed as Revenue Divisional Commissioner (RDC) Northern Division Samablpur. Shri Prusty was Special Secretary in Department of Panchayati Raj and Drinking Water. SJTA Chief...
Odisha Celebrates Ram Utsav
Bhubaneswar: Be it rural areas or cities, entire Odisha was gripped with devotion and fervour on the occasion of Ram Lalla consecration ceremony and inauguration of Ayodhya temple. Almost all Ram Temples in all parts of the State organized special pujas and yagnas to celebrate the day. People witnessed the ceremony watching live telecasting at their homes and screens put...
Khulbe New CEO JSL
Bhubaneswar:The Board of Directors of Jindal Stainless Limited (JSL) approved the elevation of Tarun Khulbe as the Chief Executive Officer (CEO) & whole time Director. In a meeting held last week, the Board gave its nod to this decision aimed at putting in place a professionally managed and unified organisation structure. The Board also recognised Shri Khulbe’s exceptional leadership...
Rs.1144 CR For Coffee Plan
Bhubaneswar: The State Cabinet approved the scheme ‘Coffee Plantation for Sustainable Livelihoods (CPSL)’ to promote coffee plantation in six districts of Odisha with a total outlay of Rs 1144 crore. Chief Secretary Pradeep Kumar Jena said the scheme will be implemented in the districts of Koraput, Rayagada, Kalahandi, Kandhamal, Keonjhar and Gajapati. The existing state coffee area of 10,000 acres is...
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା
ଅଯୋଧ୍ୟା : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଏଠାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିଲେ । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ ଯୋଗଦାନ କରିଥିବା ଶ୍ରମଜୀବୀ ମାନଙ୍କ ସହ ଶ୍ରୀ ମୋଦୀ ବାର୍ତ୍ତାଳାପ କରିଥିଲେ । ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶହ ଶହ ବର୍ଷ ପରେ ଶେଷରେ ଆମ ରାମ ଆସିଛନ୍ତି । "ଶତାବ୍ଦୀର ଧୈର୍ଯ୍ୟ, ଅଶେଷ ତ୍ୟାଗ, ସାଧନା ଏବଂ ତପସ୍ୟା ପରେ, ଆମର...
JSW To Invest 40K CR In EV
Bhubaneswar: Sajjan Jindal led JSW Group has decided to set up electric vehicles(EV), its batteries and other component manufacturing units in Cuttack and Jagatsinghpur districts with an investment of Rs 40,000 crore, Chief Secretary Pradeep Kumar Jena said. The State Cabinet has approved a special incentive package for the JSW Group's ambitious EV and component manufacturing projects at Naraj in...
ମହୁ ରପ୍ତାନି ନଗଣ୍ୟ
ଭୁବନେଶ୍ୱର : ମହୁ ଚାଷ ପାଇଁ ଓଡିଶାରେ ସମସ୍ତ ପ୍ରକାର ଅନୁକୂଳ ପରିବେଶ ଥିବାବେଳେ ରାଜ୍ୟରୁ ମହୁ ରପ୍ତାନି ନାହିଁ କହିଲେ ଚଳେ । ସମଗ୍ର ଦେଶରୁ ବାର୍ଷିକ ପ୍ରାୟ ୮୦ହଜାର ମେଟ୍ରିକ ଟନ୍ ମହୁ ରପ୍ତାନି ହେଉଥିବାବେଳେ ଓଡିଶାର ମହୁଚାଷୀମାନେ ଏ କ୍ଷେତ୍ରରେ ପଛରେ ପଡିଛନ୍ତି । ମହୁଚାଷୀଙ୍କ କହିବାକଥା ଯେ ଓଡିଶାରେ ମହୁଚାଷ ପାଇଁ ସମସ୍ତ ପ୍ରକାର ଅନୁକୂଳ ପରିବେଶ ରହିଛି । ହେଲେ ଉନ୍ନତ କିସମର ମହୁମାଛି ମିଳୁନାହାନ୍ତି । ଯେଉଁମାନେ ବ୍ୟବସାୟିକ ଭିତ୍ତିରେ ଉନ୍ନତ ମହୁମାଛି ଆବଶ୍ୟକ କରୁଛନ୍ତି...
PM In Prana Pratisha
Ayodhya: The Prime Minister, Narendra Modi today participated in the Pran Pratishtha (consecration) ceremony of Shri Ramlalla in the newly built Shri Ram Janmbhoomi Mandir in Ayodhya, Uttar Pradesh. Shri Modi interacted with the shramjeevi who contributed to the construction of Shri Ram Janmbhoomi Mandir. Addressing the gathering, the Prime Minister exclaimed that our Ram has finally arrived after centuries....
ରାମାୟଣର ସ୍ମୃତିକୁ ମିଳିଲାନି ଗୁରୁତ୍ୱ
ଭୁବନେଶ୍ୱର : ଉତ୍ତରପ୍ରଦେଶର ଅଯୋଧ୍ୟା ଓ ଓଡିଶାର ଫତେଗଡ ଠାରେ ଦୁଇଟି ରାମମନ୍ଦିର ଗୋଟିଏ ଦିନରେ ପ୍ରତିଷ୍ଠା ହେବା ସହ ଧୂମ୍ଧାମରେ ପ୍ରତିମାଗୁଡିକଙ୍କର ପ୍ରାଣପ୍ରତିଷ୍ଠା କରାଯାଇଥିବାବେଳେ ରାଜ୍ୟରେ ଥିବା ରାମାମୟଣ ବର୍ଣ୍ଣିତ ପୌରାଣିକ ସ୍ମୃତିସବୁ କିନ୍ତୁ ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇପାରି ନାହିଁ । ଅଯୋଧ୍ୟା ଠାରୁ ଚିତ୍ରକୂଟ ଏବଂ ସେତୁବନ୍ଧ ପର୍ଯ୍ୟନ୍ତ ରାମାୟଣର ସ୍ମାରକୀ ବହନ କରୁଥିବା ଅନେକ ସ୍ଥାନ ଏହି ଅବସରରେ ଚର୍ଚ୍ଚାର ବଳୟକୁ ଆସିଥିବାବେଳେ ଓଡିଶାର ଏହି ପୌରାଣିକସ୍ଥଳୀଗୁଡିକ କିନ୍ତୁ ଆଢୁଆଳରେ ରହିଯାଇଥିବାରୁ ସଂସ୍କୃତି ଗବେଷକମାନେ କ୍ଷୋଭପ୍ରକାଶ କରୁଛନ୍ତି । ବନବାସ...
ଓଡିଶା ବ୍ୟାଣ୍ଡ ଦଳ ପ୍ରଥମ
ଭୁବନେଶ୍ୱର : ଦୁଇଦିନ ବ୍ୟାପି ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମଠାରେ ଆୟୋଜିତ ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ, ପାଇପ ବ୍ୟାଣ୍ଡ (ବାଳିକା) ବିଭାଗରେ ଅଂଶ ଗ୍ରହଣ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଅଛି । ପ୍ରକାଶଥାଉକି ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ ଗତ ନଭେମ୍ବର ତା.୧୬.୧୧.୨୦୨୩ ରିଖରେ ରାଜ୍ୟସ୍ତରରେ ଆୟୋଜିତ ବ୍ୟାଣ୍ଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଗତ ତା.୨୨.୧୨.୨୦୨୩ ରିଖରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୯,...








