Similipal Tiger Protection Force In Action
Baripada: Principal Chief Conservator of Forests(PCCF) Wildlife Susant Nanda inspected the newly created Simlipal Tiger Protection Force. Shri Nanda, who is extensively moving in the Similipal Tiger Reserve reviewed the activities of Six such units, which are now in operation. These Units are aided by ex Servicemen and 15 Protection Assistants. Shri Nanda motivated the Members of STPF. STF has been successful...
ବାୟୁ ପ୍ରଦୂଷଣ ତାଲିକାରେ ଭୁବନେଶ୍ୱର
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ସେମିତି କିଛି ବଡ ଧରଣର କଳକାରଖାନା ନଥିଲେ ବି ଏହି ମହାନଗର ଏବେ ବିଶ୍ୱର ପ୍ରଥମ ଶହେ ପ୍ରଦୂଷିତ ସହର ତାଲିକାରେ ସ୍ଥାନ ପାଇଛି । ବିଶ୍ୱ ଏୟାର କ୍ୱାଲିଟି ଇନ୍ଡେକ୍ସରେ ଭୁବନେଶ୍ୱରର ସ୍ଥାନ ୮୦ରେ ରହିଛି । କେବଳ ଭୁବନେଶ୍ୱର ନୁହେଁ ଓଡ଼ିଶାର କୋଣାର୍କ, ପୁରୀ, ଜଟଣୀ ଭଳି ସହରର ଏୟାର କ୍ୱାଲିଟି ଇନ୍ଡେକ୍ସ ମାତ୍ରା ୨୦୦ ଉପରକୁ ଥିବାବେଳେ ସମ୍ବଲପୁର, ଅନୁଗୋଳ, ଝାରସଗୁଡା ଆଦି ସହରରେ ଏହି ପରିମାଣ ୧୫୦ରୁ ଅଧିକ ରହୁଛି ।...
ବାହାରୁଛନ୍ତି ପୁରୁଣା ହିତାଧିକାରୀ
ଭୁବନେଶ୍ୱର : ବିଏସ୍କେୱାଇ-ନବୀନ କାର୍ଡ ପାଇଁ ପଞ୍ଜିକରଣ ଚାଲିଥିବାବେଳେ ଏଥିରେ ନାମ ଦରଜ କରୁଥିବା କେତେକ ଲୋକ ଏହି ଯୋଜନାର ପୁରୁଣା ହିତାଧିକାରୀ ବୋଲି ଜାଣିବାକୁ ପାଇଛନ୍ତି । ନିଜକୁ ପୁରୁଣା ହିତାଧିକାରୀ ବୋଲି ଜାଣିବାପରେ ଖୁସି ବ୍ୟକ୍ତ କରିବା ସହିତ କିଭଳି ଚାଉଳ ଓ ବିଜୁ ସ୍ୱାସ୍ଥ୍ୟକାର୍ଡ ପାଇବେ ସେଥିପାଇଁ ଲାଗି ପଡିଛନ୍ତି । ଗାଁ ଗହଳରେ ଥିବା ଯେଉଁ ଲୋକମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିନଥିଲେ ସେମାନଙ୍କ ପାଇଁ ବିଏସ୍କେୱାଇ ନବୀନ ଯୋଜନା ଆରମ୍ଭ ହୋଇଛି । ଏଥିରେ...
DGFT To Discuss Trade Regime
New Delhi: Directorate General of Foreign Trade (DGFT) Santosh Sarangi will discuss trade regime of dual-use goods, software and technology on 30 January. Department of Commerce in partnership with the Ministry of External Affairs (MEA) and other Government Agencies is organising the National Conference on Strategic Trade Controls (NCSTC), focusing on India's Strategic Trade Control system and its...
Adivasi Mela Attracts Footfall
Bhubaneswar: If you think the Annual Adivasi Mela is all about the famed Kandhamal Haldi (turmeric powder) and the various ingredients to make an attractive preparation in your kitchen, then here is a chance to come to explore and check more and more, which are available at the Adivasi Exhibition Grounds in Unit-I area near Sishu Bhawan Square. Minister ST...
SOA Hosts Int’l Chess Fest
Bhubaneswar: Nine Grand Masters and 22 International Masters from across the world are participating in the 1st SOA International Grand Masters Chess Festival which kicked off at the Siksha ‘O’ Anusandhan Deemed to be University here on Sunday. The tournament, with a total prize money of Rs. 35 lakh, was inaugurated by Mr. Ranendra Pratap Swain, Odisha’s Minister for Agriculture,...
ସୋଆ ଇଣ୍ଟରନେସନାଲ ଚେସ୍ ଫେଷ୍ଟିଭାଲ ଉଦ୍ଘାଟିତ
ଭୁବନେଶ୍ୱର : ରବିବାର ସୋଆ ବିଶ୍ୱବିଦ୍ୟାଳୟରେ ପ୍ରଥମ ସୋଆ ଇଣ୍ଟରରନେସନାଲ ଗ୍ରାଣ୍ଡ ମାଷ୍ଟର୍ସ ଚେସ ଫେଷ୍ଟିଭାଲ ଆରମ୍ଭ ହୋଇଛି । ଏଥିରେ ୧୨ଟି ଦେଶରୁ ଭାଗ ନେଉଥିବା ଚେସ ଖେଳାଳୀ ମାନଙ୍କ ମଧ୍ୟରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୨ ଜଣ ଇଂଟରନ୍ୟାସନାଲ ମାଷ୍ଟର ରହିଛନ୍ତି । ଏହି ପ୍ରତିଯୋଗିତାକୁ ଓଡ଼ିଶାର କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟନ କରି ରାଜ୍ୟ ସରକାର କ୍ରୀଡାକୁ ପ୍ରୋତ୍ସାହନ ଦେବାରେ ଏକ ନୂତନ ଦିଗନ୍ତ...
ଆଦିବାସୀ ଉତ୍ପାଦ ବିକ୍ରି ପାଇଁ ହେବ ସ୍ଥାୟୀ ବ୍ୟବସ୍ଥା
ଭୁବନେଶ୍ଵର : ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ବାର୍ଷିକ ଆଦିବାସୀ ମେଳା-୨୦୨୪ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ମେଳାକୁ ସାଧାରଣତନ୍ତ୍ର ଦିବସରେ ଉଦଘାଟନ କରିଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳର ଆଦିବାସୀ ସଂସ୍କୃତି, ପରମ୍ପରା, ମାନବବିଜ୍ଞାନ ବର୍ଣ୍ଣନା ଓ ବିଭିନ୍ନ ସାମଗ୍ରୀ ଏହି ମେଳାରେ ପ୍ରଦର୍ଶିତ କରାଯାଇଛି । ଉଦଘାଟନୀ ଉତ୍ସବରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ...
Illegal Tusk Traders Nabbed
Deogarh: On direct supervision of PCCF Wildlife Susanta Nanda the officials of the Deogarh Forest Division has been able to nab culprits engaged in ‘Tusk Trade’. Team headed by Swadhinata Sahani, ACF Deogarh Forest Division, Dibya Sankar Behera, Range Officer and Six Protection Squad raided Maa Tarini Alankar, a Jewellary Shop at Deogarh and detained Premraj Sahu, Rajesh Kumar, Samir...
ବଢୁଛି ନେତାଙ୍କ ଭିଡ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫-ଟି’ ଅଧ୍ୟକ୍ଷଙ୍କ ବ୍ୟାପକ ଜିଲ୍ଲା ଗସ୍ତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଳିକାର୍ଜୁନ ଖଡ୍ଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଦିଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଯୋଗୁ ଏବେ ସାରା ଓଡ଼ିଶାରେ ପ୍ରାକ୍ ନିର୍ବାଚନୀ ଉଷ୍ମତା ଦେଖାଦେଇଛି । ଏମାନଙ୍କ ଛଡା ବିଭିନ୍ନ ଦଳର ବହୁ ନେତାଙ୍କ ସଭା, ସମିତି, ଶୋଭାଯାତ୍ରା ଆଦି ଲାଗି ରାଜ୍ୟ ରାଜନୀତି ଉଠୁଛି ପଡୁଛି । ନିର୍ବାଚନ କମିଶନ ଯେକୌଣସି ସମୟରେ ଓଡ଼ିଶା ବିଧାନସଭା ସହ ଲୋକସଭା...









