PM On Women Empower

0

New Delhi: Prime Minister Narendra Modi recalled the first session of the new Parliament and highlighted the significant decision taken in the first session. "The passage of the Women Empowerment and Adulation Act marked a pivotal moment for our nation", Shri Modi told Media. Referring to the Republic Day celebrations on January 26, he acknowledged the country’s embrace of the...

ଗଠନ ହେବ ୩୫ଟି ବିଶ୍ୱସ୍ତରୀୟ ଗୋଦାମ

0

ଭୁବନେଶ୍ୱର : ଶସ୍ୟ ସଂରକ୍ଷଣ ପାଇଁ ରାଜ୍ୟରେ ସମବାୟ ସ୍ତରରେ ୩୫ଟି ବିଶ୍ୱସ୍ତରୀୟ ବୃହତ୍‍ ଗୋଦାମ ଘର ନିର୍ମାଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୦ଟି ଗୋଦାମ ଘର ନିର୍ମାଣ ପାଇଁ ସ୍ଥିର ହୋଇଛି । ରାଜ୍ୟ ସରକାର ଏଭଳି ବୃହତ୍‍ ଗୋଦାମଘର ନିର୍ମାଣକୁ ପାଇଲଟ୍‍ ପ୍ରକଳ୍ପ ଭାବେ ଗ୍ରହଣ କରିଥିବାବେଳେ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ୍‍ (ନାବାର୍ଡ), ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି), ଜାତୀୟ କୋଠାବାଡି ନିର୍ମାଣ ନିଗମ (ଏନ୍‍ବିସିସି) ଜରିଆରେ ଏହା କାର୍ଯ୍ୟକାରୀ ହେବ । ଯେଉଁସବୁ...

ହ୍ରାସ କଲେ ଧାନ ବିହନ ସଂଗ୍ରହ

0

ଭୁବନେଶ୍ୱର : ବିହନ ଚାଷୀଙ୍କ ଠାରୁ ସଂଗ୍ରହ ହେଉଥିବା ଧାନ ବିହନ ପରିମାଣକୁ ଓଡିଶା ରାଜ୍ୟ ବିହନ ନିଗମ ହ୍ରାସ କରିଛି । ବିହନ ଅମଳ ପରେ ନିଗମର ଏଭଳି ପଦକ୍ଷେପ ଏବେ ବିହନ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି । ବିହନ ନିଗମରୁ ପିଣ୍ଡ ବିହନ ନେଇ ପ୍ରାମାଣିକ ବିହନ ଉତ୍ପାଦନ କରିଥିବା ଚାଷୀଙ୍କ ଠାରୁ ହେକ୍ଟର ପିଛା ମାତ୍ର ୧୫ କୁଇଣ୍ଟାଲ ବିହନ ଖରିଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ କଳାଚମ୍ପା ଓ ସ୍ୱର୍ଣ୍ଣ ସବ୍‍-୧ କିସମ ବିହନ ୨୦...

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

0

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ଲାଗି ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତା ଅପ୍ରେଲ ମାସରେ ଓଡିଶା ସମେତ ୧୫ଗୋଟି ରାଜ୍ୟର ୫୬ ଜଣ ରାଜ୍ୟସଭା ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ ହେବ । ଓଡ଼ିଶାର ତିନିଜଣ ସଦସ୍ୟଙ୍କର ଅପ୍ରେଲ ମାସ ୩ ତାରିଖରେ କାର୍ଯ୍ୟକାଳ ଶେଷ ହେବ । ନିର୍ବାଚନ ଆୟୋଗଙ୍କ ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ ୨୦୨୪ ଫେବୃଆରୀ ୮ ତାରିଖ (ଗୁରୁବାର) ନୋଟିଫିକେସନ୍‌ ଜାରି, ୨୦୨୪ ଫେବୃଆରୀ ୧୫ ତାରିଖ (ଗୁରୁବାର) ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ, ୨୦୨୪...

ଶିଶୁ କନ୍ୟା ପାଇଲା ନୂଆ ଜୀବନ

0

ଭୁବନେଶ୍ୱର : ମା’ କୋଳକୁ ଏକା ସଂଗେ ଆସିଥିଲେ ତିନୋଟି ଶିଶୁ । ତେବେ ଦୁଇ ଶିଶୁଙ୍କର ଜନ୍ମ ହେବାର କିଛି ସମୟ ମଧ୍ୟରେ ମୃତ୍ୟୁ ହୋଇଯାଇଥିବା ବେଳେ ମା’ କୋଳରେ ଏକାକୀ ରହିଯାଇଥିବା ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ହୋଇଯାଇଥିଲା । ଚିକିତ୍ସା ପାଇଁ କେତେକ ହସ୍ପିଟାଲ୍ ବୁଲିବା ପରେ ମାତ୍ର ୫୨ ଦିନର ଶିଶୁଟିକୁ ଧରି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଭର୍ତି କରାଇଥିଲେ ତା’ର ପିତାମାତା । ସମ୍‌ରେ ଭର୍ତି କରିବା ସମୟରେ ଶିଶୁଟି...

ଭାରତରେ ୭୧୮ ହିମ ଚିତା

0

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ବନ୍ୟପ୍ରାଣୀ ବୋର୍ଡ ବୈଠକରେ ଭାରତରେ ହିମ ଚିତାବାଘର ସ୍ଥିତି ଉପରେ ଏକ ରିପୋର୍ଟ ଉନ୍ମୋଚନ କରିଛନ୍ତି। ସ୍ନୋ ଲିଓପାର୍ଡ ପପୁଲେସନ ଆସେସମେଣ୍ଟ ଇନ୍ ଇଣ୍ଡିଆ (ଏସପିଏଆଇ) ପ୍ରୋଗ୍ରାମ ହେଉଛି ପ୍ରଥମ ବୈଜ୍ଞାନିକ ଅଭ୍ୟାସ ଯେଉଁଥିରେ ଭାରତରେ ୭୧୮ ଜଣ ହିମ ଚିତାବାଘ ଥିବା ରିପୋର୍ଟ କରାଯାଇଛି ।  ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ଡବ୍ଲ୍ୟୁଆଇଆଇ) ଏହି ଅଭ୍ୟାସର ଜାତୀୟ ସଂଯୋଜକ ଅଟେ ଯାହା ସମସ୍ତ ହିମ...

718 Snow Leopards In India

0

New Delhi: Union Minister of Environment, Forest, and Climate Change, Bhupender Yadav released the report on the Status of Snow leopards in India during the National Board for Wildlife meeting held in New Delhi today. The Snow Leopard Population Assessment in India (SPAI) Program is the first-ever scientific exercise that reports Snow leopard population of 718 individuals in India.  The...

Centre Boosts Startups

0

New Delhi: Union Minister of Commerce & Industry, Piyush Goyal, during the Startup India Innovation Week chaired a unicorn roundtable to celebrate the growth of the unicorns and chart a collaborative way forward to support the growth of more unicorns in our nation. The 40 participating unicorns highlighted their learnings from their experience, factors that enabled their growth, and...

ଚୂଡାନ୍ତ ପର୍ଯ୍ୟାୟରେ ଆଇଏସବିଟି

ଭୁବନେଶ୍ୱର: ୫ଟି ଓ ନବିନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ବରମୁଣ୍ଡାସ୍ଥିତ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ (ଆଇଏସବିଟି)କୁ ଆଜି ସକାଳେ ପରିଦର୍ଶନ କରିଥିଲେ। ତାଙ୍କ ଗସ୍ତର ଉଦ୍ଦେଶ୍ୟ ଥିଲା ଏହି ସୁବିଧାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଚାଲିଥିବା ବିଭିନ୍ନ କାର୍ଯ୍ୟକଳାପର ଅଗ୍ରଗତିର ଆକଳନ କରିବା  । ଆଇଏସବିଟି କେବଳ ଓଡିଶାବାସୀଙ୍କ ପାଇଁ ନୁହେଁ ବରଂ ପଡ଼ୋଶୀ ରାଜ୍ୟର ବାସିନ୍ଦାଙ୍କ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଟ୍ରାଞ୍ଜିଟ୍ ହବ୍ ରେ ପରିଣତ ହେବାକୁ ଯାଉଛି । ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ...

Timeline For ISBT

0

Bhubaneswar: Chairman 5T and Nabin Odisha Kartik Pandian conducted a site visit to the Inter-State Bus Terminal (ISBT), Baramunda, in the early morning on 30 January. The purpose of his visit was to assess the progress of various ongoing activities aimed at ensuring early operationalization  of the facility . The ISBT is poised to become a crucial transit hub not...