All Set For Parikrama
Puri: Chairman 5T & Nabin Odisha, V Kartik Pandian, visited the ongoing Shreemandir Parikrama project, Shree Marga, Shree Jagannatha Vihar, Shree Setu, Samanga Parking and facilities being created for Pilgrims. During the visit, he inspected all elements of Parikrama and instructed for regular cleaning and security. He also inspected Shree Marga, Shree Jagannath Ballav Vihar, Shree Setu and Samanga Parking and...
FCI Ensures Food Security
New Delhi: Ashok KK Meena, Chairman & Managing Director (CMD), Food Corporation of India (FCI) today said FCI stood tall and resolute during the very challenging period of COVID-19 pandemic and ensured food for all people of the country. Speaking at an event organized to celebrate FCIs 60th Foundation Day here, Shri Meena said, “We have passed six decades...
ଆଇନ୍ ପାଠ ପଢାଇବାକୁ ଶିକ୍ଷକ ଅଭାବ
ଭୁବନେଶ୍ୱର : ଭାରତୀୟ ବାର୍ କାଉନସିଲର ବିନା ସ୍ୱୀକୃତିରେ ଓଡିଶାରେ ବହୁ ଆଇନ୍ କଲେଜ ଚାଲିଛି । ଏଥିରୁ ଅଧିକାଂଶ ସରକାରୀ ଆଇନ୍ କଲେଜରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି । ଏହି କଲେଜଗୁଡିକରେ ତିନି ବର୍ଷିଆ ଓ ପାଞ୍ଚ ବର୍ଷିଆ ଆଇନ୍ ପାଠ୍ୟକ୍ରମ ପଢାଯାଉଥିବାବେଳେ ଦୁଇ ତିନି ଜଣ ନିୟମିତ ଶିକ୍ଷକରେ ଏହି କଲେଜଗୁଡିକ କିଭଳି ଗୁଣାତ୍ମକ ଆଇନ୍ ଶିକ୍ଷା ପ୍ରଦାନ କରୁଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ଷ ବର୍ଷ ଧରି ଖୋଦ୍ ରାଜଧାନୀରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟ...
ବୃହତ୍ ଶିଳ୍ପ ପ୍ରତିଷ୍ଠାରେ ମନ୍ଥର ଗତି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ଉଦ୍ୟମ ଓ ସହଯୋଗ ସତ୍ୱେ ଯେତେ ସଂଖ୍ୟକ ବୃହତ୍ ଶିଳ୍ପ ପ୍ରତିଷ୍ଠାକୁ ଅନୁମୋଦନ ମିଳୁଛି ସେଥିରୁ ୨୦ ପ୍ରତିଶତ ବି ପ୍ରତିଷ୍ଠା ହୋଇପାରୁ ନାହିଁ । ସ୍ଥାନୀୟ ଲୋକଙ୍କ ବିରୋଧ ସହିତ ବିଭିନ୍ନ ପ୍ରକାର ସରକାରୀ ଅନୁମତି ଏ କ୍ଷେତ୍ରରେ ପ୍ରମୁଖ ପ୍ରତିବନ୍ଧକ ସାଜୁଥିବା କୁହାଯାଉଛି । ରାଜ୍ୟରେ କିଭଳି ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା କରାଯାଇ ଲୋକଙ୍କୁ ହାତକୁ କାମ ଯୋଗାଇ ଦିଆଯିବ ସେଥିପାଇଁ ଏକକ ବାତାୟନ ବ୍ୟବସ୍ଥାରେ ପୁଞ୍ଜିନିବେଶକୁ ମଞ୍ଜୁରୀ ପ୍ରଦାନ କରାଯାଉଛି...
1811 Crocs In Bhitarkanika
Bhubaneswar: A total of 1,811 saltwater crocodiles have been counted at Bhitarkanika National Park this year against 1,793 counted last year. “The crocodile census at Bhitarkanika Sanctuary is complete. This year the number of crocodiles has increased to 1811 compared to 1793 last year i.e increase of 18 numbers. Growth in numbers has been reported in Hatchlings mainly,” Principal Chief...
ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଷ୍ଟିକରିଂ
ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ଏ.ଆଇ.ସି.ସି ସଭାପତି ତଥା ଜନମାନସର ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆଜି ମଣିପୁରର ଇମ୍ଫାଲ ଠାରେ ଭାରତ ଯୋଡ ନ୍ୟାୟ ଯାତ୍ରାର ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଆଜି ଭାରତ ଯୋଡୋ ନ୍ୟାୟ ଯାତ୍ରାର ଲୋଗୋ ଶତାଧିକ ଚାରି ଚକିଆ ଯାନରେ ଷ୍ଟିକରିଙ୍ଗ କରାଗଲା । ପାଖାପାଖି ୧୦୦ ରୁ...
ବିଚାର ପ୍ରତୀକ୍ଷାରେ ୧୦ଲକ୍ଷ ଆଇପିସି ମାମଲା
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଆଇନ୍ ଅଦାଲତରେ ଏବେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ବିଭିନ୍ନ ଦଫାରେ ରୁଜୁ ହୋଇଥିବା ପାୟ ୧୦ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ବର୍ଷକୁ ବର୍ଷ ଅପରାଧିକ ବାତାବରଣ ବୃଦ୍ଧି ହେଉଥିବା ଫଳରେ ପ୍ରତିବର୍ଷ ଲକ୍ଷାଧିକ ନୂଆ ଆଇପିସି ମାମଲା ଯୋଡି ହେଉଥିବାବେଳେ ବାର୍ଷିକ ୫୦ହଜାର ମାମଲା ଫଏସଲା ହୋଇପାରୁ ନାହିଁ । ଯେତିକି ବି ମାମଲା ଫଏସଲା ହେଉଛି ସେଥିରେ ଓଡିଶାରେ ଦଣ୍ଡବିଧାନ ହାର ମାତ୍ର ୧୧.୦୯ ପ୍ରତିଶତ ରହୁଥିବା ସର୍ବଶେଷ ଏନ୍ସିଆରବି ରିପୋର୍ଟରୁ ଜଣାପଡିଛି...
କୃଷି ଭିତ୍ତିଭୂମି ପାଇଁ ସମିତି ଚିହ୍ନଟ କର
ଭୁବନେଶ୍ୱର : ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା ପ୍ରକଳ୍ପ ଅଧୀନରେ ବିଭିନ୍ନ କୃଷି ଭିତ୍ତିଭୂମି ସୃଷ୍ଟି ପାଇଁ ଯୋଗ୍ୟ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଚିହ୍ନଟ କରିବାକୁ ରାଜ୍ୟ ସରକାର ସମସ୍ତ ଡିଭିଜନାଲ ଡେପୁଟି ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ୍ ସୋସାଇଟି (ଡିଆରସିଏସ୍)ଙ୍କୁ କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ‘ପାଇଲଟ୍ ପ୍ରକଳ୍ପ' ଭିତ୍ତିରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନାବାର୍ଡ ସହ ପରାମର୍ଶ କରି ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ବହୁମୁଖୀ ସେବା ସମବାୟ ସମିତି (ଲାମ୍ପସ) କୁ...
PACS Listing For Storage Plan
Bhubaneswar: The State Government has asked all Divisional Deputy Registrars of Cooperative Societies (DRCS) to identify eligible Primary Agricultural Credit Societies (PACS) for creation of various agri infrastructure under the ‘World’s Largest Grain Storage Plan in Cooperative Sector’ project. Arvind Agarwal, Secretary Co-operation has discussed the issue with the officials of the Department of Co-operation. According to officials, Baisinga LAMPCS in...
ପ୍ରତିଶ୍ରୁତି ମନେ ପକାଇଦେଲେ ପାଣ୍ଡିଆନ
ଭୁବନେଶ୍ବର : ୫୫ ନମ୍ବର ଜାତୀୟ ରାଜପଥର କଦର୍ଯ୍ୟ ଅବସ୍ଥା ଓ ପଦ୍ମପୁର ଉପ-ନିର୍ବାଚନ ବେଳେ କେନ୍ଦୁପତ୍ର ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କେନ୍ଦ୍ରମନ୍ତ୍ରୀଙ୍କୁ ପୁଣି ମନେପକାଇଦେଲେ ଫାଇଭ ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ରେଢାଖୋଲ ନିର୍ବାଚନ ନିର୍ବାଚନମଣ୍ଡଳିରେ ଆୟୋଜିତ ସଭାରେ ନା ନନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଏ ଦୁଇଟି ପ୍ରସଂଗ ଚେତାଇ ଦେଇଛନ୍ତି ପାଣ୍ଡିଆନ । ଏହି ଦୁଇ ସଭାରେ ପାଣ୍ଡିଆନ କହିଛନ୍ତି ଯେ, ଦୀର୍ଘ ୧୦ ବର୍ଷ ହେଲା କଟକ-ସମ୍ବଲପୁର...









