NHAI On Life Care

0

New Delhi: To provide immediate assistance to accidents victims and strengthen the Incident Management System (IMS) on the National Highways, NHAI has signed a Memorandum of Understanding (MoU) with HLL Lifecare Limited, a Public Sector Undertaking under the Ministry of Health & Family Welfare (MoH&FW). The MoU was signed in presence of NHAI Chairman, Shri Santosh Kumar Yadav and...

National Flag Plaza Unveiled

0

Bhubaneswar: Chief Minister Naveen Patnaik unveiled the Iconic National Flag Plaza here at Mahatma Gandhi Park near Janta Maidan on Thursday. Spanning 5,600 square meters, this Plaza is a tribute to the National Flag of India, featuring a towering mast carrying the flag at a height of 100 feet. Ace Mandarin Balwant Singh is happy today. The concept for the Flag...

State Revenue On Rise

0

Bhubaneswar: State’s revenue collection has registered a growth of 19.24 percent till February of the current financial year 2023-24 over the corresponding period of previous year.According to latest official data, the State Government has collected total revenue of Rs 94,003.15 crore till end of February 2024 against the collection of Rs 78,834.48 crore during the same period of last...

ଡିଏ ବଢିଲା ୪%

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତା(ଡିଆର)ର ଅତିରିକ୍ତ କିସ୍ତି ପ୍ରଦାନ କରିବାକୁ ଅନୁମୋଦନ କରାଯାଇଛି । ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ ମୂଳ ଦରମା/ପେନସନର ୪୬% ଡିଏ/ଡିଆର୍‌ ମିଳୁଥିବା ବେଳେ ଏଥିରେ ଅତିରିକ୍ତ ୪% ବୃଦ୍ଧି କରାଯାଇଛି ଯାହାକି ଜାନୁଆରୀ ପହିଲା ୨୦୨୪ ଠାରୁ ପିଛିଲା ଭାବେ ଲାଗୁ ହେବ । ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ବାବଦରେ ରାଜକୋଷ ଉପରେ ବାର୍ଷିକ...

ରାଜସ୍ୱ ଆଦାୟ ୧୯.୨୪ ପ୍ରତିଶତ ବୃଦ୍ଧି

0

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ର ଫେବୃଆରୀ ସୁଦ୍ଧା ରାଜ୍ୟର ରାଜସ୍ୱ ଆଦାୟ ପୂର୍ବବର୍ଷ ତୁଳନାରେ ୧୯.୨୪ ପ୍ରତିଶତ ବୃଦ୍ଧି ପାଇଛି । ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪ ଫେବୃଆରୀ ଶେଷ ସୁଦ୍ଧା ରାଜ୍ୟ ସରକାର ମୋଟ ୯୪,୦୦୩.୧୫ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଥିବାବେଳେ ଗତ ଆର୍ଥିକ ବର୍ଷର ସମାନ ଅବଧିରେ ୭୮,୮୩୪.୪୮ କୋଟି ଟଙ୍କା ଆଦାୟ ହୋଇଥିଲା । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କ ନିରନ୍ତର ତଦାରଖ ଯୋଗୁଁ ଚଳିତ ଆର୍ଥିକ ବର୍ଷର ଗତ...

ମହିଳାଙ୍କ ପ୍ରତି ଅପରାଧ ବଢୁଛି

0

ଭୁବନେଶ୍ୱର : ମହିଳାମାନଙ୍କୁ ସଶକ୍ତ କରିବାଲାଗି ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ କିନ୍ତୁ ବଢି ବଢି ଚାଲିଛି । ବିଶେଷକରି ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାର ଫଏସଲା ହାର ଆମ ରାଜ୍ୟ ଓ ଦେଶରେ ଢେର କମ୍‍ ରହୁଛି । କେନ୍ଦ୍ର ସରକାରଙ୍କ ସର୍ବଶେଷ କ୍ରାଇମ୍‍ ଇନ୍‍ ଇଣ୍ଡିଆ ରିପୋର୍ଟର ତଥ୍ୟ ମୁତାବକ ସାରା ଦେଶରେ ପାଖପାଖି ୨୪ଲକ୍ଷ ମହିଳାଙ୍କ ପ୍ରତି ଅତ୍ୟାଚାର ମାମଲା ବିଚାରାଧିନ ଥିବାବେଳେ ସେଥିରୁ ୨ଲକ୍ଷ ବି ଫଏସଲା...

ସୁଡା ବଜେଟକୁ ଅନୁମୋଦନ

0

ଭୁବନେଶ୍ଵର  : ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ନଗର ଉନ୍ନୟନ ସଂସ୍ଥା (ସୁଡା)ର ୨୩ତମ ଗଭର୍ଣ୍ଣିଂ ବଡି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨୫୫.୪୬ ଲକ୍ଷ ଟଙ୍କାର ବଜେଟ୍ ଅନୁମୋଦନ ସମେତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ସୁଡା ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବା ସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ବୈଠକରେ ଏ ଦିଗରେ ହୋଇଥିବା ଅଗ୍ରଗତିକୁ...

ACS Sahoo Launches RRT

0

Bhubaneswar: Satyabrata Sahoo, Additional Chief Secretary Forest, Environment and Climate Change has launched Rapid Response Team (RRT) to help out the wild animals in distress. Debidutta Biswal, PCCF & HoFF, Susanta Nanda, PCCF (WL) & CWLW, Odisha along with senior officers graced the occasion. Circle level Rapid Response Team (RRT) has been constituted with an aim to provide a self-sufficient team...

New Portal For WODC

Bhubaneswar: Asit Tripathy, Chairman, WODC launched the new website of Western Odisha Development Council. Chairman Shri Tripathy said that information about Western Odisha project completion, implementation, detailed information about various projects, budget of the council, success stories etc. can be obtained from the website. In the recent State Budget, the council's budget has been increased to Rs 500 crore for the...

ସଂଶୋଧିତ ହେବ ବରିଷ୍ଠ ନାଗରିକ ନୀତି

0

ଭୁବନେଶ୍ୱର : ପରିବର୍ତ୍ତିତ ସାମାଜିକ-ଅର୍ଥନୈତିକ ପରିବେଶ ତଥା ଜନସଂଖ୍ୟାରେ ବୟସ୍କମାନଙ୍କ ଅନୁପାତ ବୃଦ୍ଧି ଘଟୁଥିବାବେଳେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ବରିଷ୍ଠ ନାଗରିକ ନୀତି ୨୦୧୬ରେ ସଂଶୋଧନ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି । ସଂଶୋଧିତ ନୀତି ପ୍ରଣୟନ ଉଦ୍ଦେଶ୍ୟରେ ଏକ ପରାମର୍ଶଦାତା ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍‌ଏଫ୍‌ପିଏ)ର ସହଯୋଗରେ ଅନୁଷ୍ଠିତ ଏହି ବୈଠକରେ ସଂଶୋଧିତ...