SOA Lauds Women Role

0

Bhubaneswar: Women have the capability of becoming the backbone of any system and they have been playing a vital role in the progress of Siksha ‘O’ Anusandhan Deemed to be University, Saswati Das, Vice-President of SOA, said on Saturday. “The contribution made by women employees of SOA has been enormous and they have become examples through their diligence,” Shrimati Das...

ରାଜଧାନୀରେ ଜଳ ଚିନ୍ତା

0
Pipe Water Supply

ଭୁବନେଶ୍ୱର : ବେଙ୍ଗାଲୁର ମହାନଗରୀରେ ଉତ୍କଟ ପାନୀୟଜଳ ସଙ୍କଟ ଦେଖାଦେବା ପରେ ଏବେ ଭୁବନେଶ୍ୱରବାସୀଙ୍କ ଚେତା ପଶିଛି । ଯେଭଳି ସ୍ମାର୍ଟ ସିଟି ଭୁବନେଶ୍ୱରର ସମ୍ପ୍ରସାରଣ ସହିତ ଆଖିବୁଜା ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟମାନ ନିର୍ମାଣ ଚାଲିଛି ଏବଂ ଗଛ ଓ ପାହାଡ ସଫା କରାଯାଇ ବିଭିନ୍ନ ଅଞ୍ଚଳରେ କୋଠାବାଡି ଗଢାଯାଉଛି ତାହା ଆଗାମୀ ଦିନରେ ଭୁବନେଶ୍ୱର ପାଇଁ ଜଳ ସଙ୍କଟର ଅନ୍ୟତମ କାରଣ ହେବ ବୋଲି ପରିବେଶବିତ୍‍ମାନେ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି । ଉତ୍କଟ ଜଳ ସଙ୍କଟ ପରିସ୍ଥିତି ସୃଷ୍ଟି ହେବାପରେ ଏବେ...

ଶିଶୁ ଶ୍ରମିକ କଟକଣାକୁ ମାନୁ ନାହାନ୍ତି

0

ଭୁବନେଶ୍ୱର : ଶିଶୁ ଓ କିଶୋରମାନଙ୍କୁ ଶ୍ରମିକ ଭାବେ ନିୟୋଜିତ ନକରିବାପାଇଁ ବାରମ୍ବାର ଗୁରୁତ୍ୱାରୋପ କରାଯାଉଥିଲେ ବି ଅନେକ ବ୍ୟକ୍ତି ଓ ସଂସ୍ଥା କିନ୍ତୁ ଶିଶୁମାନଙ୍କୁ ବିପଦଜନକ କାର୍ଯ୍ୟରେ ଲଗାଉଛନ୍ତି । ଯେଉଁଥିପାଇଁ ଚଳିତ ଆର୍ଥିକ ବର୍ଷରେ ଜାନୁଆରୀ ସୁଦ୍ଧା ରାଜ୍ୟୋର ୧୭୩ଜଣ ଶିଶୁ ଶ୍ରମିକଙ୍କୁ ପ୍ରଶାସନ ଉଦ୍ଧାର କରିଛି । ଏହି ଘଟଣାରେ ବିଭିନ୍ନ ଆଇନ୍‍ ଅଦାଲତରେ ୧୪ଟି ମାମଲା ବି ଦାୟର ହେଲାଣି । ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ୍‍, ୧୯୮୬ ଅର୍ନ୍ତଗତ ବ୍ୟବସ୍ଥା ଅନୁଯାୟୀ...

ବାଲୁକା କଳା ମାଧ୍ୟମରେ ମତଦାନର ବାର୍ତ୍ତା

0

ଭୁବନେଶ୍ୱର  : ପ୍ରଥମ ଥର ପାଇଁ ମତଦାତା ତାଲିକାରେ ସ୍ଥାନ ପାଇଥିବା ଯୁବ ମତଦାତାଙ୍କୁ ମତଦାନର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଲାଗି ଆଗେଇ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ କରିଛନ୍ତି। ଏଥି ନିମନ୍ତେ ଦେଶ ବ୍ୟାପୀ “ମେରା ପେହଲା ଭୋଟ୍ ଦେଶ କେ ଲିୟେ” (ମୋର ପ୍ରଥମ ଭୋଟ୍ ଦେଶ ପାଇଁ) ଅଭିଯାନ ଚାଲିଛି । ଅଭିଯାନରେ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇ ଯୁବ ମତଦାତାମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ବହୁ ସଂଖ୍ୟାରେ ମତଦାନ କରିବା ଲାଗି ଆଗେଇ...

ଓଡ଼ିଶାର ୬ଟି ଭାଷାରେ ବର୍ଣ୍ଣମାଳା

0

ନୂଆଦିଲ୍ଲୀ : ଓଡ଼ିଶାରେ ୬ଟି ଭାଷା ସମେତ ୫୨ଟି ଭାରତୀୟ ଭାଷାରେ ବର୍ଣ୍ଣମାଳା ପୁସ୍ତକର ଉନ୍ମୋଚନ ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ପାଠ ପଢିବା ପାଇଁ ଆଗ୍ରହୀ କରାଇବ । ଲେଖା ସହ ପାଠ ପଢିବା ପାଇଁ ବିଶେଷ ଭାବରେ ପ୍ରୋତ୍ସାହିତ କରିବ ବେଲି ଶନିବାର ନୂଆଦିଲ୍ଲୀ ଠାରେ ସ୍କୁଲ ଶିକ୍ଷାକୁ ମଜଭୂତ୍ କରିବା ସହ ଶିକ୍ଷକଙ୍କ ଦକ୍ଷତା ବଢାଇବା ପାଇଁ ବିଭିନ୍ନ ଉପକ୍ରମର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଆଜି...

କୃଷି ମହାବିଦ୍ୟାଳୟ ଗ୍ରୁପ୍ ଚାମ୍ପିଅନ୍

ଭୁବନେଶ୍ୱର : ଗୁରୁବାର ଉଦ୍‌ଯାପିତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ବାର୍ଷିକ ସୋଆ କପ୍ କ୍ରୀଡ଼ା ପ୍ରତିଯୋଗିତାରେ ଏହା ଦ୍ୱାରା ପରିଚାଳିତ ୧୦ଟି ଶିକ୍ଷାନୁଷ୍ଠାନ ଭାଗ ନେଇଥିଲେ । ଏଥିରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଗ୍ରୁପ୍ ଚାମ୍ପିଅନ୍ ଟାଇଟଲ୍ ହାସଲ କରିଥିବା ବେଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚୁଟ୍ ଅଫ୍ ଲ (ସ୍ନିଲ)ର ଆଦିତ୍ୟ ମାଝି ଓ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି)ର ସୋଲାନ୍ସ ଉରାମଣି ଯଥାକ୍ରମେ ପୁରୁଷ ଏବଂ ମହିଳା ବିଭାଗରେ ଚାମ୍ପିଅନ୍ ଆଥଲେଟ ଟାଇଟଲ୍ ହାସଲ...

ବିଜେପିର ଆସନ ସଂଖ୍ୟା ବଢିବ

ଭୁବନେଶ୍ୱର : ନିର୍ବାଚନରେ ବିଜେପି ସହ ବିଜେଡିର ମେଣ୍ଟ କାର୍ଯ୍ୟକାରୀ ହେଲେ ଉଭୟ ଲୋକସଭା ଓ ବିଧାନସଭାରେ ବିଜେପିର ଆସନ ସଂଖ୍ୟା ବୃଦ୍ଧି ପାଇବା ସହ ବିଜେଡିର ଆସନ ସଂଖ୍ୟା କମିପାରେ । କେବଳ ସେତିକି ନୁହେଁ, ଲୋକସଭାରେ ମାତ୍ର ଗୋଟିଏ ଓ ରାଜ୍ୟ ବିଧାନସଭାରେ ଏବେ ନଅଟି ଆସନ ରଖିଥିବା କଂଗ୍ରେସ ଦଳର ଆସନ ସଂଖ୍ୟା ମଧ୍ୟ ମେଣ୍ଟ କାରଣରୁ ବଢିପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ୨୦୧୯ ନିର୍ବାଚନରେ ଓଡିଶାରୁ ବିଜେଡିର ସର୍ବାଧିକ ୧୨ଜଣ ଜିଣିଥିବାବେଳେ ବିଜେପିର ୮...

ଖଦି ଉତ୍ପାଦନ ବୁଡିଲାଣି

0

ଭୁବନେଶ୍ୱର : ଜତୀୟ ସ୍ତରରେ ଖଦି ସାମଗ୍ରୀର ଉତ୍ପାଦନ ଓ ବିକ୍ରୟ ଚାଲିଥିବାବେଳେ ଓଡିଶାରେ କିନ୍ତୁ ଖଦିର ଉତ୍ପାଦନ ନାହିଁ କହିଲେ ଚଳେ । ଅନ୍ୟ ରାଜ୍ୟରୁ ଆସୁଥିବା ଖଦି କପଡା ଓ ଅନ୍ୟାନ୍ୟ ସାମଗ୍ରୀରେ ଓଡିଶାର ଖଦି ବିକ୍ରିୟକେନ୍ଦ୍ରଗୁଡିକ ଚାଲୁଛି । ଓଡିଶାର ଖଦି ସାମଗ୍ରି ଏବେ କେବଳ ସୋରିଷ ତେଲ, ମହୁ ଓ ହଳଦୀ ଭଳି କିଛି ସାମଗ୍ରୀରେ ସୀମିତ ହୋଇ ରହିଗଲାଣି । ଖଦି ସାମଗ୍ରୀର ଉତ୍ପାଦନ ଜରିଆରେ ଗାଁ ଗହଳର ଲୋକଙ୍କ ହାତକୁ କାମ ଯୋଗାଇବା ଦେବା ସହିତ...

WATCO Pacts With SHG

0

Bhubaneswar: Water Corporation of Odisha (WATCO) has signed an agreement on Thursday with a Berhampur based Mission Shakti Women SHG City level Federation for Operation and Maintenance of its Jagadalpur Water Treatment Plant (WTP). 30 selected members from the Agrata City Level Federation will now receive a 12-day technical training at Odisha Urban Academy, Bhubaneswar starting from 11 March before...

ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

0

ବାଲିଅନ୍ତା : ନାରୀ ସକଳ ଶକ୍ତିର ଆଧାର । ନାରୀ ଭିତରେ ରହିଛି ଅସିମ ଶକ୍ତି ଓ ବିଭିନ୍ନ କ୍ଷେତ୍ରରେ ବହୁ ମହିଳା ପାରଦର୍ଶିତା ପ୍ରଦର୍ଶନ କରିବାସହ ଦକ୍ଷତା ର ପ୍ରତିପାଦନ କରିପାରିଛନ୍ତି। ସମାଜ ର ବିକାଶ ଓ ଏକ ସୁନ୍ଦର ଭବିଷ୍ଯତ ଗଠନରେ ମହିଳା ମାନଙ୍କର ସକ୍ରିୟ ଭାଗିଦାରୀତା ଓ ନେତୃତ୍ୱ ଅତ୍ଯନ୍ତ ଗୁରୁତ୍ୱପୁର୍ଣ୍ଣ ଏବଂ  ଏଥିପାଇଁ ସବୁକ୍ଷେତ୍ରରେ ମହିଳା ମାନଙ୍କର ଅନ୍ତର୍ଭୂକ୍ତିକରଣକୁ ପ୍ରୋତ୍ସାହନ କରାଯିବା ଆବଶ୍ଯକ ବୋଲି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେଆୟୋଜିତ ହୋଇଥିବା ସଭାରେ ଯୋଗଦେଇ ବିଶିଷ୍ଟ ବକ୍ତା...