75 CAPF Companies For Poll

0

Bhubaneswar: The Election Commission of India (ECI) has deployed 75 companies of Central Armed Police Forces (CAPF) in the State for the upcoming simultaneous election in the State. IG of the Central Reserve Police Force (CRPF), Archana Shivhare has been appointed as state force coordinator by the Ministry of Home Affairs (MHA). Speaking to media persons here today, the IG said...

ସ୍ମାର୍ଟ କ୍ଲାସରୁମରେ ଚାଷ ତାଲିମ

ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଥିବା ସମସ୍ତ ତାଲିମ ପ୍ରତିଷ୍ଠାନରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହା ରାଜ୍ୟର ଚାଷୀ ଏବଂ ବିଭାଗର ସଂପ୍ରସାରଣ କର୍ମଚାରୀଙ୍କ ତାଲିମ ପ୍ରଦାନ କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଓ ପରିବର୍ତ୍ତନ ଆଣିବ । ରାଜ୍ୟର ଚାଷୀଭାଇ ଓ ଭଉଣୀମାନେ ଉନ୍ନତ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଦୃଷ୍ଟିରୁ ସଶକ୍ତ ହୋଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ...

ପର୍ଯ୍ୟବେକ୍ଷକ, ପ୍ରଭାରୀ ଗାଏବ

ଭୁବନେଶ୍ୱର : ନିର୍ବାଚନ ଲଢିବାକୁ ମନସ୍ଥିର କରି ଦୀର୍ଘ ବର୍ଷ ଧରି ପ୍ରସ୍ତୁତି ଚଳାଇଥିବା ଅନେକ ଆଶାୟୀ ପ୍ରାର୍ଥୀ ଏବେ ନିରାଶ । ବିଶେଷକରି ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେଉଥିବା ଘେନି ଚାଲିଥିବା ଚର୍ଚ୍ଚା ପରିପ୍ରେକ୍ଷୀରେ ଏହି ଆଶାୟୀମାନଙ୍କ ମଧ୍ୟରୁ ଅନେକଙ୍କ ମୁଣ୍ଡରେ ଚଡକ ପଡିଛି । ଦଳୀୟ ଶୀର୍ଷ ନେତୃତ୍ୱଙ୍କୁ ଭେଟିପାରୁନଥିବାବେଳେ ଏମାନେ ଏବେ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବା ପ୍ରଭାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ କଲବଲ କରୁଛନ୍ତି । ଏଥିଯୋଗୁଁ ଅଧିକାଂଶ ସ୍ଥାନରୁ ଏବେ ପର୍ଯ୍ୟବେକ୍ଷକ ଓ ପ୍ରଭାରୀମାନେ ଗାଏବ...

ଆସୁ ନାହାନ୍ତି ପର୍ଯ୍ୟଟକ

ଭୁବନେଶ୍ୱର : ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିକର ବିକାଶ ଲାଗି ଗତ ୧୦ବର୍ଷ ମଧ୍ୟରେ ୧୬୫୨ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଏଥିରେ ୧୨୬୭ ଟି ପ୍ରକଳ୍ପ ହାତକୁ ନିଆଯାଇଛି । ଏତେ ପରିମାଣର ଅର୍ଥ ପ୍ରଦାନ ସତ୍ୱେ ରାଜ୍ୟକୁ କିନ୍ତୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇବାରେ ଲାଗିଛି । ବିପୁଳ ଅର୍ଥ ବ୍ୟୟରେ ଭିତ୍ତିଭୂମିକର ବିକାଶ ସତ୍ୱେ ୨୦୧୮ରେ ରାଜ୍ୟରୁ ୧କୋଟି ୫୨ଲକ୍ଷ ଦେଶୀୟ ପର୍ଯ୍ୟଟକ ଆସିଥିବାବେଳେ ୨୦୨୨ରେ ପର୍ଯ୍ୟଟକଙ୍କ ସଂଖ୍ୟା ୭୮.୬୮କୁ ହ୍ରାସ ପାଇଛି । କେବଳ ଦେଶୀୟ ପର୍ଯ୍ୟଟକଙ୍କ ନୁହନ୍ତି ବିଦେଶୀ...

ମିଳିଲା କାଳିଆ କିସ୍ତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର,   ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା-୨୦୨୪ ପ୍ରଦାନ କରିଛନ୍ତି। ଏଥିସହିତ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀ ଭାଇଭଉଣୀ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ବୈଷୟିକ ସହାୟତା ପ୍ରଦାନ କରିବା ପାଇଁ କାଳିଆ କେନ୍ଦ୍ର ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଭାଇଭଉଣୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ପ୍ରତ୍ୟେକ ଚାଷୀ ପରିବାର ସମ୍ମାନ ସହ ବଞ୍ଚନ୍ତୁ, ସଶକ୍ତ...

Skill For Hearing Impaired

0

Bhubaneswar: Social Security and Empowerment of Persons with Disabilities (SSEPD) Department has taken initiative to impart skill training for hearing impaired youths in hospitality sector. 150 youths in 5 batches will be trained through Institute of Hotel Management and Catering Technology and Applied Nutrition. The institute, an autonomous body under the Ministry of Tourism, will provide necessary skill training for the...

ଶ୍ରବଣବାଧିତଙ୍କୁ ତାଲିମ ପାଇଁ ରାଜିନାମା

0

ଭୁବନେଶ୍ୱର : ତାଲିମ ଓ ଦକ୍ଷତାବିକାଶ ମାଧ୍ୟମରେ ଶ୍ରବଣବାଧିତ ଯୁବକଯୁବତୀମାନଙ୍କୁ ହୋଟେଲ ମା୍ୟାନେଜମେଣ୍ଟରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରୟାସ କରିଛି । କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧୀନସ୍ଥ ସ୍ୱୟଂଶାସିତ ସଂସ୍ଥା ଇନିଷ୍ଟିଟ୍ୟୁଟ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ୍‌ କ୍ୟାଟରିଂ ଟେକ୍‌ନୋଲୋଜି ଆଣ୍ଡ୍‌ ଆପ୍ଲାଏଡ୍‌ ନୁ୍ୟଟି୍ରସନ୍‌ ଏହି ଦିଗରେ ସହାୟତା ଯୋଗାଇ ଦେବ । ଉପରୋକ୍ତ କ୍ରମରେ ଇନିଷ୍ଟିଟ୍ୟୁଟ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର...

କାମ ଦେଉନି ନିଶା ନିବାରଣ ସଚେତନତା

0

ଭୁବନେଶ୍ୱର : ମଦ ବ୍ୟବହାର ହ୍ରାସ ଓ ମଦ ପିଇବାର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଗତ ୧୦ବର୍ଷ ମଧ୍ୟରେ ଓଡିଶା ରାଜ୍ୟ ମଦ ନିଗମ ୪.୬୯କୋଟିରୁ ଅଧିକ ଟଙ୍କ ଖର୍ଚ୍ଚ ସରିଲାଣି । ଏହି ଅର୍ଥ ଓଡିଶା ରାଜ୍ୟ ମଦ ନିଗମ ତାହାର ସିଏସଆର ପାଣ୍ଠିରୁ ବ୍ୟୟ କରିଥିବାବେଳେ ମଦ ବିକ୍ରି କମିବା ବଦଳରେ ବଢି ବଢି ଚାଲିଛି । ଲୋକେ କିଭଳି ମଦ ଠାରୁ ଦୂରେଇ ରହିବେ ସେଥିପାଇଁ ରାଜ୍ୟରେ ମଦ ବ୍ୟବସାୟ କରୁଥିବା ସରକାରୀ ସଂସ୍ଥା ଓଡିଶା ରାଜ୍ୟ...

ମଶା କାମୁଡାରେ କଲ ବଲ

0

ଭୁବନେଶ୍ୱର : ରାଜଧାନୀରେ ତାତି ଧିରେ ଧିରେ ବଢୁଥିବାବେଳେ ଲୋକେ ଗରମ ସହିତ ମଶା କାମୁଡାରେ କଲ ବଲ ହେଉଛନ୍ତି । ମଶା ହ୍ରାସ ପାଇଥିବା ଦର୍ଶାଇ ଆଉ ମଶାଧୂଆଁ ଛଡାଯାଉନଥିବାବେଳେ ମଶା କିନ୍ତୁ ଲୋକଙ୍କୁ ଅସ୍ତବ୍ୟସ୍ତ କରିବାରେ ଲାଗିଛନ୍ତି । ସହରର ବିଭିନ୍ନ ସ୍ଥାନରେ ଏବେ ମଶା ଭଣ ଭଣ ସ୍ଥିତି । ହାଟ ବଜାର ହେଉ କିମ୍ବା ଘରେ ଲୋକେ ଶାନ୍ତିରେ ରହିପାରୁ ନାହାନ୍ତି । ସହରର ପ୍ରମୁଖ ଭିଭିଆଇପି ଅଞ୍ଚଳରେ ବି ରାସ୍ତାଘାଟରେ ସଂଧ୍ୟା ସମୟରେ ଛିଡା ହେବା ମୁସ୍କିଲ...

ନନ୍ଦନକାନନରେ ନାଇଟ୍ ଆଉଟ୍ ଇନ୍ ଜୁ

0

ଭୁବନେଶ୍ୱର : ବନ୍ୟପ୍ରାଣୀ ବିଭାଗର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ସୁଶାନ୍ତ ନନ୍ଦ ଓଡ଼ିଶାର ବନ୍ୟଜନ୍ତୁମାନଙ୍କୁ କିପରି ଆକର୍ଷଣୀୟ କରାଯାଇପାରିବ ସେ ନେଇ ତାଙ୍କର ଅସୀମ ଅଭିନବ କାର୍ଯ୍ୟକ୍ରମ ରଖିଛନ୍ତି। ଓଡ଼ିଶା ବନ୍ୟପ୍ରାଣୀ ସଂଗଠନର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅନେକ ଅଭିନବ ପଦକ୍ଷେପ ନିଆଯାଇଛି। ଜଣେ ପ୍ରକୃତ ପ୍ରକୃତିପ୍ରେମୀ ଶ୍ରୀ ନନ୍ଦ ବନ୍ୟଜନ୍ତୁ ଏବଂ ପ୍ରକୃତି ବିଷୟରେ ସମସ୍ତଙ୍କୁ ସେଚତନ କରିବାରେ ବିଶ୍ୱାସ କରନ୍ତି, ଯାହାସେ ସମସ୍ତ ଆନ୍ତରିକତା ଏବଂ ନିଷ୍ଠାର ସହିତ କରନ୍ତି । ଶ୍ରୀ ନନ୍ଦଙ୍କ ନେତୃତ୍ବରେ ବନ୍ୟଜନ୍ତୁଙ୍କ...